ଚା’ ପିଇବେ ନା କଫି କିଏ ଅଧିକ ଲାଭଦାୟକ? ଅଧିକାଂଶ ଜାଣନ୍ତି ନାହିଁ ଉତ୍ତର..

ଅଧିକାଂଶ ଲୋକଙ୍କ ଚା’ ଓ କଫି ପିଇବା ବେଶ ପସନ୍ଦ। ଚା’ ଅଧିକ ପିଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ବିଶେଷ ନିଜକୁ ଚା’ପ୍ରେମୀ ବୋଲି କହିଥାଆନ୍ତି। ସେହିପରି କଫି ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କିଛି କମ୍‌‌ ନୁହେଁ। କେବଳ ଦେଶ ନୁହେଁ ବରଂ ସାରା ଦୁନିଆରେ ଚା’ ଓ କଫି ପିଇବାକୁ ଅଧିକାଂଶ ଲୋକେ ପସନ୍ଦ କରିଥାଆନ୍ତି। ଅନେକ ଲୋକଙ୍କ ଦିନର ଆରମ୍ଭ ଏକ କପ ଚା’ ପିଇବାରୁ ହୋଇଥାଏ। ମାତ୍ର ଅଧିକାଂଶ ଲୋକେ … Continue reading ଚା’ ପିଇବେ ନା କଫି କିଏ ଅଧିକ ଲାଭଦାୟକ? ଅଧିକାଂଶ ଜାଣନ୍ତି ନାହିଁ ଉତ୍ତର..