www.samajalive.in
Friday, December 5, 2025
17.1 C
Bhubaneswar

ଅଯୋଧ୍ୟା ରାମ ମନ୍ଦିରରେ ପ୍ରବଳ ଭିଡ଼, ସୁରକ୍ଷା କର୍ମୀ ନୟାନ୍ତ

ଡେସ୍କ: ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅଯୋଧ୍ୟା ରାମ ମନ୍ଦିର ଖୋଲିବା ପରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଛି। ମନ୍ଦିର ଦ୍ୱାର ଖୋଲିବା ମାତ୍ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ଭକ୍ତ ଓ ଦର୍ଶନାର୍ଥୀ ଭିତରକୁ ଯିବା ପାଇଁ ଚେଷ୍ଟା କରିଥିଲେ। ମନ୍ଦିରକୁ ଯିବା ପାଇଁ ଥିବା ମୁଖ୍ୟ ରାସ୍ତା ‘ରାମ ପଥ’ କିଛି ସମୟ ପାଇଁ ଜାମ ହୋଇଯାଇଥିଲା।

ବିଦେଶରେ ରାମ ନାମ, ଭକ୍ତିରେ ଲୀନ ହୋଇ ନୃତ୍ୟ କଲେ ଋଷ୍ ଯୁବତୀ

- Advertisement -

ଆଜି ସକାଳ ୬ଟାରେ ଦର୍ଶନାର୍ଥୀମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଓ ଅପରାହ୍ନ ୨ଟା ସୁଦ୍ଧା ପ୍ରାୟ ଅଢେଇ ଲକ୍ଷ ଦର୍ଶନାର୍ଥୀ ରାମ ମନ୍ଦିର ଦର୍ଶନ କରିଛନ୍ତି। ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ରାମ ଲଲାଙ୍କୁ ଦେଖିବା ପାଇଁ ଲୋକମାନେ ଧାଡିରେ ଛିଡା ହୋଇଥିବା ବେଳେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ରହିଥିବା ଲୋକମାନଙ୍କୁ ମଧ୍ୟ ଧାଡିରେ ଛିଡା ହେବାକୁ ପଡିଥିଲା।

ମାତ୍ର ୧୬୨୨ ଟଙ୍କାରେ ବିମାନରେ ଯାଆନ୍ତୁ ଅଯୋଧ୍ୟା, ଏମିତି ରହିଛି ସୁଯୋଗ

ସୂଚନା ଅନୁଯାୟୀ, ରାମ ମନ୍ଦିରରେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ଓ ଭିଡ ନିୟନ୍ତ୍ରଣ ପାଇଁ ୮ ହଜାର ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories