ବିଦେଶରେ ରାମ ନାମ, ଭକ୍ତିରେ ଲୀନ ହୋଇ ନୃତ୍ୟ କଲେ ଋଷ୍ ଯୁବତୀ

ନୂଆଦିଲ୍ଲୀ :ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୁରା ହୋଇଛି । ଏହି ଅବସରରେ ଦେଶବାସୀ ଦୀପ ଜାଳି ଉତ୍ସବ ମନାଇ ଦୀପାବଳି ପାଳନ କରିଛନ୍ତି । ସମସ୍ତଙ୍କ ମୁହଁରେ ଏବେ ରାମ ନାମ ଶୁଣିବାକୁ ମିଳୁଛି । ତେବେ ଖାଲି ଦେଶରେ ନୁହେଁ, ବରଂ ବିଦେଶରେ ମଧ୍ୟ ରାମ ନାମ ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଋଷର କିଛି ଯୁବତୀ ରାମଙ୍କ ସହ କାହ୍ନା ଭକ୍ତିରେ … Continue reading ବିଦେଶରେ ରାମ ନାମ, ଭକ୍ତିରେ ଲୀନ ହୋଇ ନୃତ୍ୟ କଲେ ଋଷ୍ ଯୁବତୀ