www.samajalive.in
Saturday, December 6, 2025
19.1 C
Bhubaneswar

କାନାଡ଼ାରେ ପଢିବା ହେବନି ସହଜ, କଟକଣା ଲାଗୁ

ଡେସ୍କ: ଆନ୍ତର୍ଜାତିକ ଛାତ୍ର ପର୍‌‌ମିଟ୍‌‌ ଅବଧି ଉପରେ ଦୁଇ ବର୍ଷର ଅବଧି କଟକଣା ଲାଗୁ କରିଛି କାନାଡ଼ା। ସେଠାରେ ଆବାସିକ ଗୃହ ଅଭାବ ଦୃଷ୍ଟିରୁ ଅଧିକ ଲୋକ ରହିବା ସମ୍ଭବ ନ ଥିବା ଯୋଗୁଁ ଉଚ୍ଚଶିକ୍ଷା ପାଇଁ ଯାଉଥିବା କିଛି ଛାତ୍ରଛାତ୍ରୀଙ୍କୁ ୱାର୍କ୍‌‌ ପର୍‌‌ମିଟ୍‌‌ ଦିଆଯିବ ନାହିଁ।

ଆଜି ସାଧାରଣତନ୍ତ୍ର ଦିବସ ପ୍ୟାରେଡର ସମ୍ପୂର୍ଣ୍ଣ ଅଭ୍ୟାସ

- Advertisement -

ସୂଚନା ଅନୁଯାୟୀ ୨୦୨୪ରେ ପ୍ରାୟ ୩ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀଙ୍କୁ କେବଳ ପାଠପଢ଼଼ିବା ପାଇଁ ପର୍‌‌ମିଟ୍‌‌ ଦିଆଯିବ। ଏହି ସଂଖ୍ୟା ଗତବର୍ଷ ଠାରୁ ୩୫ ପ୍ରତିଶତ କମ୍‌‌ ଥିବା ଜଣାପଡ଼ିଛି।

କର୍ତ୍ତବ୍ୟ ପଥରେ ଗଡିବ ୨୬ଟି ପ୍ରଜ୍ଞାପନ ମେଢ଼, ଓଡିଶା ସାମିଲ

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories