ଆଜି ସାଧାରଣତନ୍ତ୍ର ଦିବସ ପ୍ୟାରେଡର ସମ୍ପୂର୍ଣ୍ଣ ଅଭ୍ୟାସ

ଡେସ୍କ: ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆଜି ସାଧାରଣତନ୍ତ୍ର ଦିବସ ପ୍ୟାରେଡର ସମ୍ପୂର୍ଣ୍ଣ ଅଭ୍ୟାସ ଅନୁଷ୍ଠିତ ହେବ। ସମଗ୍ର ମାର୍ଗରେ ପ୍ୟାରେଡର ସୁଗମ ପରିଚାଳନା ପାଇଁ ଦିଲ୍ଲୀ ପୋଲିସ ବିସ୍ତୃତ ଟ୍ରାଫିକ ବ୍ୟବସ୍ଥା କରିଛି। ପ୍ୟାରେଡ଼ ଅଭ୍ୟାସ ସକାଳ ୧୦ଟା ୩୦ରେ ବିଜୟ ଚୌକ ଠାରୁ ଆରମ୍ଭ ହୋଇ ଲାଲ କିଲ୍ଲାକୁ ଯିବ। ପ୍ୟାରେଡ଼ ବିଜୟ ଚୌକ, କର୍ତ୍ତବ୍ୟ ପଥ, ସି-ହେକସାଗନ୍‌‌, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଷ୍ଟାଚ୍ୟୁ ସ୍କୋୟାର ଏବଂ ତିଲକ ମାର୍ଗ ଦେଇ ଲାଲ କିଲ୍ଲାକୁ … Continue reading ଆଜି ସାଧାରଣତନ୍ତ୍ର ଦିବସ ପ୍ୟାରେଡର ସମ୍ପୂର୍ଣ୍ଣ ଅଭ୍ୟାସ