www.samajalive.in
Saturday, December 6, 2025
16.1 C
Bhubaneswar

ଆଜି ପରାକ୍ରମ ଦିବସ – ଆରମ୍ଭ ହେବ ଭାରତ ପର୍ବ

ଡେସ୍କ: ନୂଆଦିଲ୍ଲୀର ଲାଲ କିଲ୍ଲାରେ ଆଜି ସନ୍ଧ୍ୟାରେ ପରାକ୍ରମ ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ୨୦୨୧ରୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ପୁରାତନ ଲେଖାର ପ୍ରଦର୍ଶନୀ, ବିରଳ ଫଟୋଚିତ୍ର ଏବଂ ଦସ୍ତାବିଜ ପ୍ରଦର୍ଶିତ ହେବ ଯେଉଁଥିରୁ ନେତାଜୀ ଏବଂ ଆଜାଦ ହିନ୍ଦ ଫୋୖଜର ଉଲ୍ଲେଖନୀୟ ଯାତ୍ରାର ପରିଚୟ ମିଳିପାରିବ। ଏହି ଉତ୍ସବ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ।

ଭାରତର ଯୁବପିଢ଼ି ବିଶ୍ୱ ପାଇଁ ଅମୁଲ୍ୟ ସମ୍ବଳ – ରାଷ୍ଟ୍ରପତି

- Advertisement -

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଜିଠାରୁ ୩୧ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଭାରତ ପର୍ବକୁ ମଧ୍ୟ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମ ଲାଲ କିଲ୍ଲା ସାମ୍ନାରେ ରାମ ଲୀଳା ମୈଦାନ ଏବଂ ମାଧବ ଦାସ ପାର୍କରେ ଅନୁଷ୍ଠିତ ହେବ। ଏଥିରେ ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ ଏବଂ ସାଂସ୍କୃତିକ ପ୍ରଦର୍ଶନ ସହିତ ଦେଶର ସମୃଦ୍ଧ ବିବିଧତା ପ୍ରଦର୍ଶିତ ହେବ।

କାନାଡ଼ାରେ ପଢିବା ହେବନି ସହଜ, କଟକଣା ଲାଗୁ

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories