କାନାଡ଼ାରେ ପଢିବା ହେବନି ସହଜ, କଟକଣା ଲାଗୁ
ଡେସ୍କ: ଆନ୍ତର୍ଜାତିକ ଛାତ୍ର ପର୍ମିଟ୍ ଅବଧି ଉପରେ ଦୁଇ ବର୍ଷର ଅବଧି କଟକଣା ଲାଗୁ କରିଛି କାନାଡ଼ା। ସେଠାରେ ଆବାସିକ ଗୃହ ଅଭାବ ଦୃଷ୍ଟିରୁ ଅଧିକ ଲୋକ ରହିବା ସମ୍ଭବ ନ ଥିବା ଯୋଗୁଁ ଉଚ୍ଚଶିକ୍ଷା ପାଇଁ ଯାଉଥିବା କିଛି ଛାତ୍ରଛାତ୍ରୀଙ୍କୁ ୱାର୍କ୍ ପର୍ମିଟ୍ ଦିଆଯିବ ନାହିଁ। ଆଜି ସାଧାରଣତନ୍ତ୍ର ଦିବସ ପ୍ୟାରେଡର ସମ୍ପୂର୍ଣ୍ଣ ଅଭ୍ୟାସ ସୂଚନା ଅନୁଯାୟୀ ୨୦୨୪ରେ ପ୍ରାୟ ୩ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀଙ୍କୁ କେବଳ ପାଠପଢ଼଼ିବା ପାଇଁ ପର୍ମିଟ୍ ଦିଆଯିବ। ଏହି … Continue reading କାନାଡ଼ାରେ ପଢିବା ହେବନି ସହଜ, କଟକଣା ଲାଗୁ
Copy and paste this URL into your WordPress site to embed
Copy and paste this code into your site to embed