www.samajalive.in
Saturday, December 6, 2025
23.1 C
Bhubaneswar

ଏଫଆଇଏଚ ହକି ମହିଳା ବିଶ୍ୱକପ: ଆଜି ଭାରତ-ଆମେରିକା ମୁକାବିଲା

ଡେସ୍କ: ଓମାନର ମସ୍କାଟରେ ଅନୁଷ୍ଠିତ ଏଫଆଇଏଚ ହକି ମହିଳା ବିଶ୍ୱକପ (୫)ରେ ଭାରତୀୟ ଦଳ ପୋଲାଣ୍ଡକୁ ୫-୪ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଖାଁ ମୁମତାଜ ଏବଂ ଦୀପିକା ସୋରେଙ୍ଗ ୨ଟି ଲେଖାଏଁ ଗୋଲ ଦେଇଥିବା ବେଳେ କୁଜୁର ମାରିଆନା ଗୋଟିଏ ଗୋଲ ଦେଇଛନ୍ତି। ଆଜି ଭାରତୀୟ ସମୟ ରାତି ୯ଟା ୧୦ ମିନିଟରେ ପରବର୍ତ୍ତୀ ମ୍ୟାଚ ଭାରତ ଏବଂ ଆମେରିକା ମଧ୍ୟରେ ଅନୁଷ୍ଠିତ ହେବ।

ଶସ୍ତାହେଲା ଥରେ ଚାର୍ଜ କଲେ ୧୫୦ କିମି ଦୌଡ଼ୁଥିବା ଏହି ଇଲେକ୍ଟ୍ରିକ୍‌ ବାଇକ୍‌

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories