ଶସ୍ତାହେଲା ଥରେ ଚାର୍ଜ କଲେ ୧୫୦ କିମି ଦୌଡ଼ୁଥିବା ଏହି ଇଲେକ୍ଟ୍ରିକ୍ ବାଇକ୍
ଡେସ୍କ: ରିଭୋଲ୍ଟ ମୋଟର୍ସ ଭାରତୀୟ ବୈଦ୍ୟୁତିକ ମୋଟରସାଇକେଲ କ୍ଷେତ୍ରରେ ଧିରେଧିରେ ନିଜ ପ୍ରାଧାନ୍ୟ ବିସ୍ତାର କରୁଛି। ଇଲେକ୍ଟ୍ରିକ୍ ବାଇକର ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ସ୍କୁଟର ଭଳି ଚାହିଦା ନଥିଲେ ମଧ୍ୟ କିଛି କମ୍ପାନୀ ଲଗାତର ବୈଦ୍ୟୁତିକ ମୋଟରସାଇକେଲ ଲଞ୍ଚ୍ କରୁଛନ୍ତି। ସେମାନଙ୍କ ମଧ୍ୟରୁ ରିଭୋଲ୍ଟ ମୋଟର୍ସ ଅନ୍ୟତମ। ରିଭୋଲ୍ଟ ମୋଟର୍ସ ଏହାର ବିକ୍ରି ଏବଂ ବଜାର ଭାଗିଦାରୀ ବଢାଇବାକୁ ୨୦୨୪ ପାଇଁ ୨୦୨୩ରେ ଲଞ୍ଚ୍ କରାଯାଇଥିବା ମୂଲ୍ୟରୁ କମ୍ ମୂଲ୍ୟରେ ନୂଆ RV400 BRZ ଇଲେକ୍ଟ୍ରିକ୍ ବାଇକ୍ … Continue reading ଶସ୍ତାହେଲା ଥରେ ଚାର୍ଜ କଲେ ୧୫୦ କିମି ଦୌଡ଼ୁଥିବା ଏହି ଇଲେକ୍ଟ୍ରିକ୍ ବାଇକ୍
Copy and paste this URL into your WordPress site to embed
Copy and paste this code into your site to embed