www.samajalive.in
Saturday, December 6, 2025
17.1 C
Bhubaneswar

ଷୋଡଶ ଅର୍ଥ ଆୟୋଗ ପାଇଁ ପଦବୀ ସୃଷ୍ଟି କରିବାକୁ କ୍ୟାବିନେଟ୍ ଅନୁମୋଦନ

ଡେସ୍କ: କେନ୍ଦ୍ର କ୍ୟାବିନେଟ ଷୋଡଶ ଅର୍ଥ ଆୟୋଗ ନିମନ୍ତେ ଯୁଗ୍ମ ସଚିବ ସ୍ତରରେ ତିନୋଟି ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯୁଗ୍ମ ସଚିବ ସ୍ଥରରେ ଦୁଇଟି ପଦବୀ ଏବଂ ଗୋଟିଏ ଅର୍ଥନୈତିକ ପରାମର୍ଶଦାତା ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସମ୍ବିଧାନର ଧାରା ୨୮୦ ଅନୁଯାୟୀ ୨୦୨୩ ଡିସେମ୍ବର ୩୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସବୁଠାରୁ ଶୁଭ ତାରିଖ ଜାନୁଆରୀ ୨୫ ; କିଣି ଆଣନ୍ତୁ ଏହି ଜିନିଷ ହୋଇପାରିବେ ଧନୀ

- Advertisement -

ନୂତନ ଭାବେ ସୃଷ୍ଟି ହୋଇଥିବା ପଦବୀ ଗୁଡିକରେ ନିଯୁକ୍ତ ହେବାକୁ ଥିବା ସଚିବ ଓ ପରାମର୍ଶଦାତା ଷୋଡଶ ଅର୍ଥ ଆୟୋଗର କାର୍ଯ୍ୟ ପରିଚାଳନାରେ ସହାୟତା କରିବେ।

ଆପଣଙ୍କ ଫୋନ୍‌ରେ ଅନ୍‌ ଅଛି କି ଏହି ସେଟିଙ୍ଗ୍‌? ତୁରନ୍ତ ବନ୍ଦ କରନ୍ତୁ, ନଚେତ୍‌..

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories