ସବୁଠାରୁ ଶୁଭ ତାରିଖ ଜାନୁଆରୀ ୨୫ ; କିଣି ଆଣନ୍ତୁ ଏହି ଜିନିଷ ହୋଇପାରିବେ ଧନୀ

ଜାନୁଆରୀ ୨୫ତାରିଖକୁ ମାସର ସବୁଠାରୁ ଶୁଭ ତାରିଖ ବୋଲି ଉଲ୍ଲେଖ ରହିଛି। ଏହି ଦିନ ୫ଟି ଜିନିଷକୁ ଘରକୁ ଆଣିବା ଦ୍ୱାରା ଧନୀ ହୋଇପାରିବେ। ୨୫ ଜାନୁଆରୀରେ ଗୁରୁପୁଷ୍ୟ ନକ୍ଷତ୍ର ହେବାକୁ ଯାଉଛି। ଶାସ୍ତ୍ରରେ କିଣାବିକା ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ଗୁରୁ ପୁଷ୍ୟ ନକ୍ଷତ୍ରକୁ ଖୁବ ଶୁଭ ବୋଲି ମାନ୍ୟତା ରହିଛି। ଏହିଦିନ ଗୁରୁ-ଶନିଙ୍କ ଆଧିପତ୍ୟ ରହିଥାଏ। ତେଣୁ ଏହିଦିନକୁ ଶୁଭ କୁହାଯାଏ। ଏହିଦିନ ନୂଆ କାର୍ଯ୍ୟର ଆରମ୍ଭ,ଗୃହ ପ୍ରବେଶ ଆଦି କରିବା ଶୁଭଙ୍କର। ତେବେ … Continue reading ସବୁଠାରୁ ଶୁଭ ତାରିଖ ଜାନୁଆରୀ ୨୫ ; କିଣି ଆଣନ୍ତୁ ଏହି ଜିନିଷ ହୋଇପାରିବେ ଧନୀ