ଆପଣଙ୍କ ଫୋନ୍ରେ ଅନ୍ ଅଛି କି ଏହି ସେଟିଙ୍ଗ୍? ତୁରନ୍ତ ବନ୍ଦ କରନ୍ତୁ, ନଚେତ୍..
ଡେସ୍କ: ଆଜିକାଲି ସ୍ମାର୍ଟଫୋନର ବ୍ୟବହାର ବହୁଗୁଣା ବୃଦ୍ଧି ପାଇଛି। ସ୍ମାର୍ଟଫୋନ୍ ସବୁବେଳେ ଆମ ସହିତ ରହିଥାଏ। ଏଥିରେ ଅନେକ ପ୍ରକାରର ସେବା ଏବଂ ଆପ୍ ଅଛି, ଯାହା ଅନେକ ପ୍ରକାରର ଅନୁମତି ମାଗିଥାଏ। ଏପରି ଅନେକ ଆପ୍ ଅଛି ଯାହା ଲୋକେସନ୍, ମାଇକ୍ରୋଫୋନ୍ ଏବଂ କ୍ୟାମେରାର ଅନୁମତି ମାଗିଥାଏ। ଏଭଳି ପରିସ୍ଥିତିରେ ଏହି ଆପ୍ଗୁଡ଼ିକ ଆମେ କୁଆଡ଼େ ଯାଉଛୁ, କାହା ସହ କ’ଣ କଥାବାର୍ତ୍ତା କରୁଛୁ ଏ ସବୁକୁ ଟ୍ରାକ୍ କରିପାରିବେ। ମୋବାଇଲରେ ଆକ୍ସେସ୍ କରାଯାଇଥିବା ଆପ୍ଗୁଡ଼ିକୁ … Continue reading ଆପଣଙ୍କ ଫୋନ୍ରେ ଅନ୍ ଅଛି କି ଏହି ସେଟିଙ୍ଗ୍? ତୁରନ୍ତ ବନ୍ଦ କରନ୍ତୁ, ନଚେତ୍..
Copy and paste this URL into your WordPress site to embed
Copy and paste this code into your site to embed