ତୃତୀୟ ଟି-୨୦: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଡେସ୍କ: ଭାରତ ଟସ୍ ଜିତି ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ଟି-୨୦ରେ ଆଫଗାନିସ୍ତାନ ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ଏହି ସିରିଜରେ ୨-୦ରେ ଆଗୁଆ ରହିଛି। ବହୁ ପ୍ରତୀକ୍ଷିତ ଟି -୨୦ ବିଶ୍ୱକପ ପୂର୍ବରୁ ଏହା ହେଉଛି ଉଭୟ ଦଳ ମଧ୍ୟରେ ଶେଷ ଟି-୨୦ ମ୍ୟାଚ। ଆଜି ଟିମରେ ଭାରତ ତିନୋଟି ପରିବର୍ତ୍ତନ କରିଛି। ଜିତେଶ ଶର୍ମା, ଅର୍ଶଦୀପ ସିଂ ଏବଂ ଅକ୍ଷର ପଟେଲଙ୍କ ସ୍ଥାନରେ ସଞ୍ଜୁ ସାମସନ, ଆବେଶ ଖାନ ଏବଂ କୁଲଦୀପ ଯାଦବ ଖେଳିବେ।

ଆକ୍ରମଣ ପରେ ଇରାନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ପାକିସ୍ତାନ

Comments are closed.