ଆକ୍ରମଣ ପରେ ଇରାନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ପାକିସ୍ତାନ

ଇସ୍‌ଲାମାବାଦ: ପାକିସ୍ତାନ ଆକାଶ ସୀମା ଉଲ୍ଲଂଘନ କରିବା ପରେ ଇସଲାମାବାଦ ଆଜି (ବୁଧବାର) ଇରାନର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଛି। ଏହା ଛଡା ତେହେରାନରୁ ନିଜ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଫେରାଇ ଆଣିବା ବିଷୟ ଘୋଷଣା କରିଛି। ଇସଲାମାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମୁମତାଜ ଜାହରା ବାଲୋଚ କହିଛନ୍ତି ଯେ ପାକିସ୍ତାନ ଇରାନରୁ ନିଜର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ଏବଂ ବର୍ତ୍ତମାନ ଇରାନ ଗସ୍ତରେ ଥିବା ଇରାନ ରାଷ୍ଟ୍ରଦୂତ ଏବେ ଫେରି … Continue reading ଆକ୍ରମଣ ପରେ ଇରାନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ପାକିସ୍ତାନ