ନବରଙ୍ଗପୁର: ଘଟଣା କ୍ରମେ ନବରଙ୍ଗପୁର ଜିଲା କଂଗ୍ରେସ କମିଟିର ସଭାପତି ମନୋରଂଜନ ତ୍ରିପାଠୀ (ମୁନା) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏସମ୍ପର୍କରେ ସେ ତାଙ୍କର ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟନାୟକଙ୍କୁ ପଠାଇ ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ରରେ ସ୍ୱ-ଇଛାରେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି। ସେ ଜଣେ ସାଧାରଣ କଂଗ୍ରେସ କର୍ମୀ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି।
Popular Categories



