ଟିଆରଏସ୍‌ ସାଂସଦଙ୍କ ୮୦ କୋଟି ଜବତ କଲା ଇଡି

ହାଇଦରାବାଦ୍‌  : ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ସାଂସଦ ନାଗେଶ୍ବର ରାଓଙ୍କ ୮୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ଏଥିରେ ୨୮ଟି ଜମି ଓ ବାସଗୃହ…
Read More...

ସିସୋଦିଆଙ୍କୁ ୯ ଘଣ୍ଟା ସିବିଆଇ ଜେରା

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ପ୍ରଣୟନରେ ଅନିୟମିତତା ଅଭିଯୋଗରେ ସିବିଆଇ ସୋମବାର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେରା କରିଛି। ସିବିଆଇ ସିସୋଦିଆଙ୍କୁ ପ୍ରାୟ ୯ଘଣ୍ଟା ଧରି ଜେରା କରିଛି। ଜେରା ପାଇଁ…
Read More...

ଅଷ୍ଟ୍ରେଲିଆଠାରୁ ବିଜୟ ଛଡ଼ାଇନେଲା ଭାରତ

ବ୍ରିସ୍‌ବେନ୍‌ : ଟ୍ବେଣ୍ଟି୨୦ ବିଶ୍ବକପ୍‌ ପୂର୍ବରୁ ଏହା ଏକ ଅଭ୍ୟାସ ମ୍ୟାଚ୍‌ ଥିଲେ ହେଁ କ୍ରିକେଟ୍‌ ଦୁନିଆର ନଜର ଏହା ଉପରେ ଥିଲା। ସୋମବାର ଅଭ୍ୟାସ ମ୍ୟାଚ୍‌ରେ ଘରୋଇ ଦଳ ହାତରୁ ବିଜୟ ଛଡ଼ାଇ ନେଇଛି ଭାରତ। ଶେଷ ୨…
Read More...

କ୍ବାର୍ଟରରେ ବ୍ରାଜିଲ ; ୩ୟ ପରାଜୟ ସହ ଭାରତର ଅଭିଯାନ ଶେଷ

ଭୁବନେଶ୍ୱର : ପ୍ରଥମ ଥର ଫିଫା ବିଶ୍ବକପ ଖେଳିଥିବା ଭାରତୀୟ ମହିଳା ଫୁଟବଲ ଦଳ ଏଥିରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଆୟୋଜକ ଦେଶ ଭାରତ ୩ଟିଯାକ ମ୍ୟାଚ୍‌ ହାରି ବିଦାୟ ନେଇଛି। ପୁଣି ୩ଟି ମ୍ୟାଚ୍‌ରୁ ଭାରତ ଗୋଟିଏ ହେଲେ…
Read More...

କାର୍ତ୍ତିକ ସୋମବାର ଓ ସଂକ୍ରାନ୍ତିରେ ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଗୁରୁଡିଝାଟିଆ : ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ସୋମବାର ଅହେତୁକ ଗହଳି ଦେଖିବାକୁ ମିଳିଥିଲା। ସୋମବାରରେ ସଂକ୍ରାନ୍ତି ପଡିଥିବାରୁ ପ୍ରତ୍ୟୁଷରୁ ଶ୍ରଦ୍ଧାଳୁଙ୍କ ଭିଡ ସନ୍ଧ୍ୟା ପର୍ଯ୍ୟନ୍ତ ଲାଗିରହିଥିଲା । ଫଳରେ ଦୀର୍ଘ…
Read More...

ଘଣ୍ଟିଖାଲ ଏବଂ ଓରନ୍ଦାରେ ବିଜେଡିର ଜନସଂପର୍କ ପଦଯାତ୍ରା

ଗୁରୁଡିଝାଟିଆ :  ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଣ୍ଟିଖାଲ ପଞ୍ଚାୟତରେ ବିଜେଡି ତରଫରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ତଥା  କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ…
Read More...

ମହାବୀର କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସୋନିଆପଦା ଚମ୍ପିଆନ

ଗୁରୁଡିଝାଟିଆ :  ଗୋବରା ପଞ୍ଚାୟତର ତାଳପଡିଆ ମହାବୀର କ୍ଳବ ପକ୍ଷରୁ ଆୟୋଜିତ ୭ମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆଜି ସୋନିଆପଦା (ଟାଙ୍ଗି) ଓ କଖଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତୀବ୍ର…
Read More...

ଧବଳେଶ୍ୱରରେ ଭ୍ରାମ୍ୟମାଣ ଏଟିଏମକୁ ଉଦଘାଟନ କଲେ କୃଷିମନ୍ତ୍ରୀ

ଗୁରୁଡିଝାଟିଆ : ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଆସୁଛନ୍ତି । ଦୁଇବର୍ଷ ପରେ କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ କରିବାର ମହାର୍ଘ୍ୟ ସୁଯୋଗ…
Read More...

ସୁନେତ୍ର ଯୋଜନାରେ ୧୮୫ ଜଣଙ୍କ ଚକ୍ଷୁ ପରୀକ୍ଷା

ଗୁରୁଡିଝାଟିଆ : ରାଜ୍ୟ ସରକାରଙ୍କ ସୁନେତ୍ର ଯୋଜନାରେ ୧୮୫ ବିଦ୍ୟାର୍ଥୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି। ଗୁରୁଡିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁଡିଝାଟିଆ, ଛଅଗାଁ, ବାଳି, ଗୋବରା କ୍ଲଷ୍ଟର…
Read More...

ମଦ ବ୍ୟବସାୟୀ-ଅବକାରୀ ବିଭାଗ ମଧଚନ୍ଦ୍ରିକା : ମୃତ ବ୍ୟକ୍ତି ଚଳାଉଛନ୍ତି ସରକାରୀ ସ୍ୱିକୃତୀ ପ୍ରାପ୍ତ ଦେଶୀ ମଦଭାଟି

ଦେବଗଡ଼ :  ମୃତବ୍ୟକ୍ତି ଚଳାଉଛନ୍ତି ସରକାରୀ ସ୍ୱିକୃତୀ ପ୍ରାପ୍ତ ଦେଶୀ ମଦଭାଟି । ବିଶ୍ୱାସ ନହେଲେ ମଧ୍ୟ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଦେବଗଡ ଜିଲା ସଦର ମହକୁମା ଏବଂ ଦେବଗଡ ଥାନା ଅନ୍ତର୍ଗତ ବଳମ ଗ୍ରାମରେ ।…
Read More...

ବିଶିଷ୍ଟ ଶିକ୍ଷାବିତ ଡ. ଶିବପ୍ରସାଦ ରଥଙ୍କ ପରଲୋକ

ବଡ଼ମ୍ବା  ବଡ଼ମ୍ବାର ବିଶିଷ୍ଟ ଶିକ୍ଷାବିତ ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି, କୋରାପୁଟସ୍ଥିତ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ପୂର୍ବତନ ନିର୍ଦେଶକ ପ୍ରଫେସର ଡ.ଶିବପ୍ରସାଦ ରଥଙ୍କର ୭୫ ବର୍ଷ ବୟସରେ…
Read More...

ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ଡା.ପ୍ରଭାସ ମିଶ୍ରଙ୍କ ପରଲୋକ

ଆଠଗଡ; ଆଠଗଡ ଅଶୋକନଗର ନିବାସୀ ଅବସରପ୍ରାପ୍ତ ସୁନାମଧନ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ପ୍ରଭାସ କୁମାର ମିଶ୍ରଙ୍କର ୮୮ ବର୍ଷ ବୟସରେ ହୃଦ୍‌‌ଘାତରେ ପରଲୋକ ଘଟିଛି । ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଭାବେ ଅବସର ଗ୍ରହଣ…
Read More...

ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଆଠଗଡ ବ୍ଲକ ବାଳିକା ଦଳ ରନର୍ସ ଅପ୍

ଆଠଗଡ : କଟକ ବିଡାନାସୀ ଖେଳପଡିଆରେ ଚାଲିଥିବା ବ୍ଲକସ୍ତରୀୟ ୧୭ବର୍ଷରୁ କମ୍‌‌ ବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ କଟକ ସଦର ବ୍ଲକଠାରୁ ପରାସ୍ତ ହୋଇ ଆଠଗଡ ବ୍ଲକ ବାଳିକା ଦଳ ରନର୍ସଅପ ହୋଇଛି ।…
Read More...

ପୁରୁଣା ପେନସନ ଦାବି ଦୋହରାଇଲେ ଏନପିଏସ ଶିକ୍ଷକ ସଂଘ

ଆଠଗଡ :  କଟକ ଜିଲ୍ଲା ନୂତନ ପନସନ ସ୍କିମର ପ୍ରାଥମିକ ଶିକ୍ଷକ ସଂଘ ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ସେମାନଙ୍କର ଦାବିକୁ ଦୋହରାଇଛନ୍ତି।  ରବିବାର ଅଂଶୁପାଠାରେ ଜିଲ୍ଲା ଓ ବ୍ଲକ ପ୍ରତିନିଧିମାନଙ୍କର ଏକ ବୈଠକ…
Read More...

ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ

ନୂଆଦିଲ୍ଲୀ : ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ରାଷ୍ଟ୍ରପତି ଶ୍ରୀମତୀ ଦୌପ୍ରଦୀ ମୁର୍ମୁ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ…
Read More...

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ସମ୍ମିଳନୀକୁ ଆସନ୍ତାକାଲି ଉଦ୍‌ଘାଟନ କରିବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର (ଆସନ୍ତାକାଲି) ନୂଆଦିଲ୍ଲୀର ପୁସା ସ୍ଥିତ ମେଳା ପଡିଆ, ଆଇଏଆର୍‌ଆଇରେ କିଷାନ ସମ୍ମାନ ସମ୍ମିଳନୀ- ୨୦୨୨  ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ। ଏହି…
Read More...

ଜୀବିକା ମିିଶନ ଓ ଉଦ୍ୟାନ ବିଭାଗ ପକ୍ଷରୁ ଚାରା ବଣ୍ଟନ

ଆଠଗଡ :  ଆଠଗଡ ବ୍ଲକ ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମରେ ଜୀବିକା ମିଶନ ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୩ନଂ ଜୋନ ଅନ୍ତର୍ଗତ ୧୨ଟି ପଞ୍ଚାୟତର ମହିଳା ସ୍ୱୟଂ ସହାୟକ…
Read More...

ନବୀନଙ୍କ ଜନ୍ମଦିନରେ ମନ୍ଦିରରେ ଦୀପଦାନ

ଆଠଗଡ : ଆଠଗଡ ଏନଏସି ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ସହରର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ସାମୂହିକ ଦୀପଦାନ କରାଯାଇଛି । ଏନଏସି…
Read More...

ସତ୍ୟସାଇ ସେବା ସମିତି ପକ୍ଷରୁ ସ୍ୱଚ୍ଛତାରୁ ଦିବ୍ୟତା ଅଭିଯାନ

ସମ୍ବଲପୁର : ସତ୍ୟସାଇ ସେବା ସମିତି ସମ୍ବଲପୁର ପକ୍ଷରୁ ସ୍ୱଚ୍ଛତାରୁ ଦିବ୍ୟତା ଅଭିଯାନ ଗତ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଠରୁ ୨୦ ଅକ୍ଟୋବର ବାବାଙ୍କ ଅବତାର ଘୋଷଣା ଦିବସ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ଏହି କ୍ରମରେ…
Read More...

ଶିଶୁ ସୁରକ୍ଷା ଅଭିଯାନ : ପଶ୍ଚିମ ଓଡିଶାର ୫ ଶହ ଗ୍ରାମରେ ପ୍ରଦୀପ ପ୍ରଜ୍ୱଳନ ଓ ଶପଥ ପାଠ

ସମ୍ବଲପୁର : ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀଙ୍କ ଶିଶୁ ଫାଉଣ୍ଡେସନ ପକ୍ଷରୁ ସୁରକ୍ଷିତ ଶୈଶବ ନିମନ୍ତେ ଆୟୋଜିତ ଅଭିଯାନ କ୍ରମରେ ପଶ୍ଚିମ ଓଡିଶାର ପ୍ରାୟ ୫ ଶହଟି ଗ୍ରାମରେ ଶିଶୁ ସୁରକ୍ଷା ସଚେତନା ପାଇଁ…
Read More...

ଉଦ୍ଧାର ଫାଉଣ୍ଡେସନ୍ ତରଫରୁ ଆନ୍ତର୍ଜାତୀୟ ଖାଦ୍ୟ ଦିବସ

ଚୌଦ୍ୱାର : ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନ୍ ତରଫରୁ ଆନ୍ତର୍ଜାତୀୟ ଖାଦ୍ୟ ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ନରୋତ୍ତମ ଦାସଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟ ମାନେ…
Read More...

ଜିଲ୍ଲାପାଳଙ୍କ ଦୂରାରୋଗୀ ବସ୍ତି ପରିଦର୍ଶନ

ଚୌଦ୍ୱାର : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ନୁଆସାହି ସ୍ଥିତ ଦୁରାରୋଗୀ ବସ୍ତିକୁ ଅଚାନକ ପରିଦର୍ଶନ କରି କଲୋନୀରେ ବସବାସ କରୁଥିବା ଦୂରାରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ସହିତ…
Read More...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମତିଥିରେ ରକ୍ତଦାନ ଶିବିର : ୫୦୫ ୟୁନିଟ ରକ୍ତ ସଂଗ୍ରହ 

କାମାକ୍ଷାନଗର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ ଅବସରରେ କାମାକ୍ଷାନଗର ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ରବିବାର ଏକ ମେଗା ରକ୍ତଦାନ ଶିବିର ଇନଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା।…
Read More...

କେନାଲ ନିର୍ମାଣ ପାଇଁ ଜିଲ୍ଲାପାଳ ଓ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପଡେଇକାନି ଗ୍ରାମବାସୀ

କଲ୍ୟାଣସିଂହପୁର : କଲ୍ୟାଣସିଂହପୁର ରାୟଗଡ଼ା ଜିଲ୍ଲାର କୃଷି ବହୁଳ ବ୍ଳକ ହୋଇଥିବା ବେଳେ ସରକାର କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା କଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ ଯୋଜନା ଆଗକୁ ବଢ଼ି ପାରୁନି । ଏହି…
Read More...

ସାଲେପୁରରେ ଡିବିୟୁ ଉଦଘାଟନ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଡିବିୟୁ ଆର୍ଥିକ ଅନ୍ତର୍ଭୁକ୍ତିକୁ ମଜଭୁତ କରିବା ଦିଗରେ ଏକ ପଦକ୍ଷେପ : ଶ୍ରୀ ଟୁଡୁ ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସାରା ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ୍ ବ୍ୟାଙ୍କିଙ୍ଗ ୟୁନିଟ୍…
Read More...

ମୁଖ୍ୟମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ; ଆସନ୍ତାକାଲି ଓଡ଼ିଶା ନିବେଶକ ସମ୍ମିଳନୀ

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣରେ ହାଇଦ୍ରାବାଦ ଗସ୍ତ କରିଛନ୍ତି । ଆସନ୍ତାକାଲି ସେଠାରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ସେ ଯୋଗ ଦେବେ। ଆସନ୍ତା ନଭେମ୍ବର ୩୦ରୁ…
Read More...

ଐତିହାସିକ ବାଲିଯାତ୍ରା : ୩୧ ଯାଏ ପ୍ରାକ୍‍ ବାଲିଯାତ୍ରା ଉତ୍ସବ

ଡେସ୍କ :  କଟକର ଐତିହାସିକ ବାଲିଯାତ୍ରାକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ମହୋତ୍ସବରେ ପରିଣତ କରିବା ପାଇଁ ଆଜିଠାରୁ ପ୍ରାକ୍‍ ବାଲିଯାତ୍ରା ଉତ୍ସବ ଆରମ୍ଭ ହେଉଛି । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ…
Read More...

ଧାମନଗରରେ ପ୍ରଚାର ସରଗରମ : ମଇଦାନରେ ୫ ପ୍ରାର୍ଥୀ

ଡେସ୍କ : ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନ ଉପନିର୍ବାଚନ ଲାଗି ପ୍ରଚାର ସରଗରମ ହୋଇ ଉଠିଛି। ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରj ଶେଷ ଦିନ ଧାର୍ଯ୍ୟ କରାଯାଇଛି। ମନୋୟନ ପତ୍ର ଯାଞ୍ଚ ପରେ ଏହି ଉପନିର୍ବାଚନ…
Read More...

ଆସନ୍ତା ବର୍ଷଠାରୁ ଓଡ଼ିଶାରେ ୫-ଜି ସେବା : ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର : କେନ୍ଦ୍ର ରେଳ , ଯୋଗାଯୋଗ ଓ ଆଇ.ଟି. ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିନିକିଆ ଓଡ଼ିଶା ଗସ୍ତରେ ଆସିବା ସହ ଭୁବନେଶ୍ୱର ରେଳଷ୍ଟେସନଠାରେ ଦେଶର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେଳରେକ୍‍ ତଥା ୱାଗନ୍‍କୁ ଉଦ୍‍ଘାଟନ…
Read More...

୭୫ଟି ଡିଜିଟାଲ୍‍ ବ୍ୟାଙ୍କିଙ୍ଗ୍‍ ୟୁନିଟ୍‍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ୭୫ଟି ଡିଜିଟାଲ୍‍ ବ୍ୟାଙ୍କିଙ୍ଗ୍‍ ୟୁନିଟ୍‍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଦେଶର କୋଣ ଅନୁକୋଣରେ ଡିଜିଟାଲ ବ୍ୟାଙ୍କ ସେବାର ଉପକାର ପହଞ୍ଚାଇବା ପାଇଁ…
Read More...

କାର ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ କରଡାକୋଠା ନିକଟରେ ଏକ କାର ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏକ କାର…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଡିଜିଟାଲ ବ୍ୟାଙ୍କକୁ ନେଇ ଆଜି ଘୋଷଣା କରିବେ ପ୍ରଧାନମନ୍ତ୍ରୀ… ୭୫ ଜିଲ୍ଲାକୁ ମିଳିବ ଡିଜିଟାଲ ବ୍ୟାଙ୍କ ୟୁନିଟ୍… ଭିଡିଓ କନଫରେସିଂ ମାଧ୍ୟମରେ ମୋଦୀ କରିବେ ସମ୍ବୋଧନ… ଦେଶର କୋଣ ଅନୁକୋଣରେ ପହଞ୍ଚିବ ଡିଜିଟାଲ…
Read More...

୩ ବାଘଛାଲ ଜବତ; ୩ ଗିରଫ

ଭୁବନେଶ୍ୱର: ଝାରସୁଗୁଡ଼ା ଓ ସମ୍ବଲପୁର ପୁଲିସକୁ ବଡ଼ ସଫଳତା ମିଳିଛି । ମିଳିତ ଭାବେ ଚଢ଼ାଉ କରି ୩ଟି କଲରାପତରିଆ ବାଘ ଛାଲ ସହ ୩ଜଣଙ୍କୁ ଗିରଫ କରିଛି ପୁଲିସ । ମିଳିଥିବା ସୂଚନା ଅନୁଯାୟୀ, ଗୁଇନ୍ଦା ସୂତ୍ରରୁ ଖବର ପାଇ…
Read More...

ରାସ୍ତା ମରାମତି ପାଇଁ ବି.ଡି.ଓଙ୍କୁ ଦାବିପତ୍ର ପ୍ରଦାନ

କଲମପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ଉପରେ ପଡୋଶୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପାଡେପଦର ଏବଂ ତଳନାଗୀ ପଞ୍ଚାୟତ ବାସୀ…
Read More...

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା

ଫୁଲବାଣୀ: ବିଭିନ୍ନ ଦାବି ପୂରଣ ନେଇ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା । ବିଶେଷ କରି ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ସେମାନଙ୍କ ମୁଖ୍ୟ ଦାବି ଥିଲା…
Read More...

ଲୁହା ପଥର ବୋଝେଇ ହାଇୱା ଜବତ

ପାଟଣା: ୪୯ନଂ ଜାତୀୟ ରାଜପଥରୁ ଓଡି ୦୯ ପି ୭୬୯୪ ନଂ ବିଶିଷ୍ଟ ଏକ ଲୁହା ପଥର ବୋଝେଇ ହାଇୱାକୁ ତୁରୁମୁଙ୍ଗା ପୁଲିସ ଜବତ କରିଛି । ଗାଡିରୁ ଚୋରା ଲୁହା ପଥର କଲିକତାକୁ ଚାଲାଣ ହେଉଥିବା ସୂଚନା ଆଧାରରେ ଗାଡିଟିକୁ ଜବତ…
Read More...

ବିତିଲାଣି ଦେଢ଼ ବର୍ଷ; ସରୁନି ରାସ୍ତା କାମ

ପାଟଣା: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଉପସ୍ଥିତିରେ ଗତ ୨୦୨୧ ପ୍ରଥମାର୍ଦ୍ଧରେ ଜଡିଚାତର ଠାରୁ ମହିଁଷାମଣ୍ଡି ଭାୟା ବଡ଼ଗହ୍ମାରିଆ ରାସ୍ତାର ଶିଳାନ୍ୟାସ ଧୁମଧାମରେ ହୋଇଥିଲା…
Read More...

କାଙ୍ଗେଇଲୋ ଗ୍ରାମରେ ଲକ୍ଷ୍ମୀପୂଜା ଓ ଭସାଣି

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କଙ୍ଗେଇଲ ଗ୍ରାମରେ ଲକ୍ଷ୍ମୀପୂଜା ଓ ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି । କଙ୍ଗେଇଲ ଗ୍ରାମରେ କରୋନା ମହାମାରୀ ଯୋଗୁଁ ଗତ ଦୁଇ…
Read More...

ଯୁବକଙ୍କୁ ଛୁରାମାଡ଼; ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି

ବୁର୍ଲା: ଶିକ୍ଷାର ନଗରୀ ବୁର୍ଲା ସହର ପୁଣି ଅଶାନ୍ତ ହୋଇ ଉଠିଛି । ଗତ ମାସ ୧୧ ତାରିଖରେ ପିଡ଼ବ୍ଲୁଡ଼ି କଲୋନିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ପରେ ପୁଣି ମହତାବନଗର ଅଞ୍ଚଳର ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣର ଶିକାର…
Read More...

ଜାତୀୟ ରାଜପଥ କଡ଼ରୁ ଶିଶୁ ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ: ଅତାବିରା ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥ କଡ଼ରୁ ଗୋଟିଏ ଅଜଣା ମୃତ ଶିଶୁକୁ ପୁଲିସ ଉଦ୍ଧାର କରିଛି । ଅଞ୍ଚଳରେ ଚର୍ଚ୍ଚାର ବିଷୟ  ହୋଇଛି । ପୁଲିସ ସୂତ୍ରରୁ ଜଣାପଡିଛି ଯେ ଗତକାଲି ସକାଳ…
Read More...

ବୁର୍ଲାରେ ଡଃ ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ପାଳିତ

ବୁର୍ଲା: କାଲାମ ସାର ହେଲପିଙ୍ଗ ହାଣ୍ଡ ଓଡ଼ିଶା ତରଫରୁ ଅନୁଷ୍ଠାନର ପଞ୍ଚମ ପ୍ରତିଷ୍ଠା ଦିବସ ସହିତ ଡଃ ଏପିଜେ ଅବଦୁଲ କାଲାମଙ୍କ ୯୧ତମ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମାନସ କୁମାର ପ୍ରଧାନଙ୍କ…
Read More...

ସପ୍ତମ ଥର ମହିଳା ଏସିଆ କପ୍‌ ଜିତିଲା ଭାରତ

ସିଲ୍‌ହଟ୍‌: ଭାରତୀୟ ମହିଳା କ୍ରିକେଟ ଦଳ ସପ୍ତମ ଥର ପାଇଁ ମହିଳା ଏସିଆ କପ୍‌ ଟ୍ରଫି ହାସଲ କରିଛି। ବାଂଲାଦେଶର ସିଲହଟରେ ଶନିବାର ଖେଳାଯାଇଥିବା ଅଷ୍ଟମ ସଂସ୍କରଣ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଭାରତ…
Read More...

ଖୁସିରେ ନାଚିଲେ କର୍ମଚାରୀ; ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବ‌େ‌ନଶ୍ବର: ହଠାତ୍ ଡକାଗଲା କ୍ୟାବିନେଟ୍ ବୈଠକ। ଅପରାହ୍ଣ ସାଢ଼େ ୪ଟାରେ ବୈଠକ ବସିବ ଏବଂ ସନ୍ଧ୍ୟା ସାଢ଼େ ୬ଟାରେ ‌ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ। ଏହା ଜାଣି ଚୁକ୍ତିଭିତ୍ତିକ…
Read More...

ପାକିସ୍ତାନ ସବୁଠାରୁ ବିପଜ୍ଜନକ ଦେଶ: ବାଇଡେନ୍‌

ୱାଶିଂଟନ: ପାକିସ୍ତାନକୁ ବିଶ୍ବର ସବୁଠାରୁ ବିପଜ୍ଜନକ ଦେଶ ଭାବେ ଅଭିହିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଆମେରିକା ଡେମୋକ୍ରାଟିକ୍‌ ଦଳର ଏକ ବୈଠକ ହ୍ବାଇଟ୍‌ ହାଉସରେ ଅନୁଷ୍ଠିତ ହୋଇଥିଲା। ନିଜ…
Read More...

ସକାଳ @୯ ମୁଖ୍ୟ ଖବର

(୧) ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ… ୭୭ ବର୍ଷରେ ପାଦ ଥାପିଲେ ନବୀନ… କହିଲେ, ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସବୁବେଳେ ଋଣୀ… ଆଜି ହାଇଦ୍ରାବାଦ ଗସ୍ତ ଥିବାରୁ ନବୀନ ନିବାସକୁ ନ ଆସିବାକୁ…
Read More...

ଆଜି ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ୭୫ଟି ଜିଲାକୁ ୭୫ଟି ଡିଜିଟାଲ ବ୍ୟାଙ୍କ ୟୁନିଟ୍ (ଡିବିୟୁ) ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀଙ୍କ…
Read More...

ନବୀନ @୭୭

ଭୁବନେଶ୍ୱର: ଅସ୍ଥିର ଓ ଅନିଶ୍ଚିତ ରାଜନୈତିକ ବାତାବରଣରୁ ଜନ୍ମଲାଭ କରିଥିବା ବିଜୁ ଜନତା ଦଳକୁ ସଫଳତାର ତୁଙ୍ଗିମାରେ ପହଞ୍ଚାଇଛି ନବୀନ ପଟ୍ଟନାୟକଙ୍କ ନେତୃତ୍ବ। ରାଜନୀତିରେ ଏକଦା ସମ୍ପୂର୍ଣ୍ଣ ନବାଗତ ଥିବା ନବୀନ ଏବେ…
Read More...

ଧାମନଗରରେ ଇତିହାସର ପୁନରାବୃତ୍ତି ଘଟିବନି ତ?

ଭଦ୍ରକ: ଧାମନଗର ବିଜେଡି ଇତିହାସ ଯେଉଁମାନେ ବିଦ୍ରୋହ କରିଛନ୍ତି ସେମାନେ ପୁରସ୍କୃତ ହୋଇଥିବା ପ୍ରମାଣ ଦେଉଛି। ଚଳିତ ଉପନିର୍ବାଚନରେ ବି ଧାମନଗର ବିଜେଡିକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିୟନ୍ତ୍ରଣ କରୁଥିବା ଅଧିକାଂଶ…
Read More...

ହାଇଦରାବାଦ ଯିବେ ମୁଖ୍ୟମନ୍ତ୍ରୀ

ଭୁବ‌େ‌ନଶ୍ବର: ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ବରରେ ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍ ଆୟୋଜିତ ହେବ । ଏଥିରେ ଭାଗନେବାକୁ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଆମନ୍ତ୍ରଣ କରୁଛନ୍ତି ।…
Read More...

ଆଜି ନବୀନଙ୍କ ଜନ୍ମଦିନ

ଭୁବ‌େ‌ନଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୭ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମେକ୍ ଇନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସେ ରବିବାର ହାଇଦ୍ରାବାଦ ଗସ୍ତରେ ଯାଉଥିବାରୁ ଜନ୍ମଦିନର…
Read More...

ସିଏବି ସଭାପତି ପଦକୁ ଫେରିବେ ଗାଙ୍ଗୁଲି

ନୂଆଦିଲ୍ଲୀ: ବିସିସିଆଇ ସଭାପତି ପଦ ଛାଡିବାକୁ ଥିବା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ (ସିଏବି) ସଭାପତି ପଦକୁ ପୁନର୍ବାର ଫେରିବେ। ଏ ନେଇ ଶନିବାର ଗାଙ୍ଗୁଲି ସୂଚନା…
Read More...

ଆନ୍ତର୍ଜାତୀୟ ହାତଧୁଆ ଦିବସରେ ସଚେତନତା

ଆଠଗଡ :  ଆନ୍ତର୍ଜାତୀୟ ହାତଧୁଆ ଦିବସ ଅବସରରେ ମେଘା ସ୍ୱାସ୍ଥ୍ୟ ସେକ୍ଟରର ରାଜନଗର ପଞ୍ଚାୟତର ମିଶନ ଶକ୍ତି କାର୍ଯ୍ୟାଳୟଠାରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ…
Read More...

ସମସରପୁରରେ ଜନସଂପର୍କ ପଦଯାତ୍ରା 

ଆଠଗଡ :  ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ରୁ ନଭେମ୍ଭର ୨ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଜନସଂପର୍କ ପଦଯାତ୍ରା ଆୟୋଜିତ ହେଉଛି । ଏହି ପରୀପ୍ରେକ୍ଷୀରେ ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଶନିବାର ସ୍ଥାନୀୟ ସମସରପୁର…
Read More...

ମୁକୁନ୍ଦିଲାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନବାଗତ ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ମୁକୁନ୍ଦିଲାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ନୂତନ ଭାବେ ଯୁକ୍ତ ଦୁଇର ପ୍ରଥମ ବର୍ଷରେ ପ୍ରବେଶ କରିଥିବା ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର…
Read More...

ଏସିଆ କପ୍‌‌ ବିଜେତା ମହିଳା କ୍ରିକେଟ୍‌‌ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହିଳା କ୍ରିକେଟ୍‌‌ ଦଳକୁ ଆଜି ବାଙ୍ଗଲାଦେଶରେ ଅନୁଷ୍ଠିତ ଏସିଆ କପ୍‌‌ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଟ୍ୱିଟ୍‌‌ରେ ଶ୍ରୀ…
Read More...

କେରଳରେ ଦୁଇ ମହିଳାଙ୍କୁ ବଳି ଘଟଣା ; ଏନଏଚଆରସି ପକ୍ଷରୁ ରିପୋର୍ଟ ତଲବ

ନୂଆଦିଲ୍ଲୀ : କେରଳର ଦୁଇ ଜଣ ମହିଳା ଗତ ତିନି ମାସ ଧରି ନିଖୋଜ ରହିବା ଓ ପରେ ସେମାନଙ୍କୁ ବଳି ଦିଆଯିବା ଖବର ଉପରେ ଜାତୀୟ ମାନବିକ ଅଧିକାର ଆୟୋଗ (ଏନଏଚଆରସି) କେରଳ ମୁଖ୍ୟ ସଚିବ ଓ ପୁଲିସ୍‌‌ ମହାନିର୍ଦ୍ଦେଶକଙ୍କୁ…
Read More...

ମନରେଗାରେ ମିଳିଛି ବଜେଟ୍‌‌ ପ୍ରସ୍ତାବଠାରୁ ଅଧିକ ଅର୍ଥ

ନୂଆଦିଲ୍ଲୀ : ରାଜ୍ୟ ଗୁଡ଼ିକୁ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମିଳିଥିବା ଅର୍ଥ ପରିମାଣ ବଜେଟ୍‌‌ ପ୍ରସ୍ତାବଠାରୁ ଯଥେଷ୍ଟ ଅଧିକ ବୋଲି ସରକାର କହିଛନ୍ତି । ଗ୍ରାମାଞ୍ଚଳ ବିକାଶ…
Read More...

ବିଶ୍ବ ବିଦ୍ୟାର୍ଥୀ ଦିବସ ଏବଂ ବିଶ୍ଵ ହାତ ଧୁଆ ଦିବସ ପାଳିତ

ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟରେ ବିଶିଷ୍ଟ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ ଜନ୍ମ ଦିବସ ତଥା ବିଶ୍ବ ବିଦ୍ୟାର୍ଥୀ ଦିବସ ଏବଂ ବିଶ୍ବ ହାତ ଧୁଆ ଦିବସ ଅବସରରେ…
Read More...

ଜିଲ୍ଲାପାଳଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ, ଗ୍ରାମବାସୀଙ୍କ ଭୂୟସୀ ପ୍ରଶଂସା

ମୋହନା : ଗଜପତି ଜିଲ୍ଲା ପ୍ରତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଆନ୍ତରିକ ସହଯୋଗ ଯୋଗୁଁ ଦିନକୁ ଦିନ ପ୍ରତ୍ୟେକ ବ୍ଲକରେ ବିକାଶ ଘଟିବାରେ ଲାଗିଛି । ଏହି ପରିପେକ୍ଷୀରେ ଶ୍ରୀ ପଣ୍ଡା ଶନିବାର ମୋହନା ବ୍ଳକର ୨ଟି…
Read More...

ରାଜଧାନୀରେ ୭ ସ୍ଥାନରେ ବାଣ ବିକ୍ରିକୁ ଅନୁମତି

ଭୁବନେଶ୍ୱର :  ଦୀପାବଳି ପାଇଁ ଭୁବନେଶ୍ୱରର ୭ଟି ସ୍ଥାନରେ ବାଣ ବିକ୍ରିକୁ ପ୍ରଶାସନ ଅନୁମତି ଦେଇଛି। ଭୁବନେଶ୍ୱରର ଗାଡ଼କଣ, ବମିଖାଲ, ପାଣ୍ଡରା, ବାପୁଜୀନଗର, ଲକ୍ଷ୍ମୀସାଗର, ବଡଗଡ଼ର ୨ଟି ସ୍ଥାନରେ ବାଣ ବିକ୍ରିକୁ ଅନୁମତି…
Read More...

ବାହାର ରାଜ୍ୟରୁ ଔଷଧ କିଣା ଉପରେ କଟକଣା

ଭୁବନେଶ୍ୱର :  ରାଜ୍ୟରେ ନକଲି ଔଷଧ କାରବାର ମାମଲା ସାମ୍ନାକୁ ଆସିବା ପରେ ବାହାର ରାଜ୍ୟରୁ ଔଷଧ କିଣା ଉପରେ କଟକଣା ଲାଗିଛି । ଓଡିଶା କେମିଷ୍ଟ ଆଣ୍ଡ ଡ୍ରଗ୍ ଆସୋସିଏସନ୍ ଏହି କଟକଣା ଲଗାଇଛି । ଏଣିକି ଓଡ଼ିଶା ବାହାରୁ…
Read More...

ଧାମନଗର ଉପନିର୍ବାଚନ : ସିଇଓଙ୍କୁ ଫେରାଦ ହେଲେ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ନିର୍ବାଚନମଣ୍ଡଳୀର ବାହାରୁ ପୋଲିଂ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟୀତ୍ୱ ଦେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ (ସିଇଓ) ରିଟର୍ଣ୍ଣିଂ ଅଫିସର ଏବଂ ସହାୟକ ରିଟର୍ଣ୍ଣିଂ…
Read More...

ଜୟନ୍ତୀ ଅବସରରେ ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଳୀ :  ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ…
Read More...

ବଲାଙ୍ଗିର ଗସ୍ତରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୁଜାରୀ

ବଲାଙ୍ଗିର : ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ବଲାଙ୍ଗିର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ.ରୋହିତ ପୁଜାରୀ ଶନିବାର ପ୍ରଥମ ଥର ବଲାଙ୍ଗିର ଗସ୍ତ କରିଛନ୍ତି। ସ୍ଥାନୀୟ ଭୀମ ଭୋଇ ଡାକ୍ତରଖାନା ପରିସରରେ ତରଳିକୃତ ଭେଷଜ…
Read More...

ଭାରତ ମହିଳା ଏସିଆ କପ୍ କ୍ରିକେଟ ଚାମ୍ପିୟନ

ସିଲ୍‌ହଟ୍‌ :  ଭାରତ ମହିଳା ଏସିଆ କପ୍ କ୍ରିକେଟ ଚାମ୍ପିୟନ ହୋଇଛି ।  ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରି ଭାରତୀୟ ମହିଳା କ୍ରିକେଟ ଦଳ ଏସିଆ କପ୍ ବିଜୟୀ ହୋଇଛି । ଭାରତୀୟ ମହିଳା କ୍ରିକେଟ ଦଳ ୮ମ ଥର ପାଇଁ ମହିଳା…
Read More...

ଦ୍ରୁତ ନ୍ୟାୟ ପ୍ରଦାନ ଲାଗି ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ଲୋକମାନଙ୍କୁ ଦ୍ରୁତ ନ୍ୟାୟ ପ୍ରଦାନ ଲାଗି ରାଜ୍ୟସ୍ତରରେ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥାକୁ ଉତ୍ସାହିତ କରିବା ଅତ୍ୟନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ମାମଲା ଗୁଡ଼ିକର…
Read More...

ଜେଲରେ ଅର୍ଚ୍ଚନାଙ୍କୁ ହେବ ଜେରା; କୋର୍ଟରୁ ଅନୁମତି ଆଣିବାକୁ ପୁଲିସର ଉଦ୍ୟମ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଜେଲରେ କରାଯିବ ଜେରା । ପୁଲିସ ଅର୍ଚ୍ଚନାଙ୍କୁ ଜେଲରେ ଜେରା କରିବା ନେଇ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଏନେଇ କୋର୍ଟରୁ ଅନୁମତି ଆଣିବାକୁ ପୁଲିସର ଉଦ୍ୟମ କରୁଛି ।…
Read More...

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ସାଢ଼େ ୪ଟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବା ନେଇ ସୂଚନା ମିଳିଛି । ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ…
Read More...

ନନ୍ଦନକାନନର ଧଳାବାଘ ‘ବିଜୟା’ ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନରେ ଧଳାବାଘ ‘ବିଜୟା’ ଅସୁସ୍ଥ ହୋଇପଡ଼ିଛି । ବୟସାଧିକ କାରଣରୁ ବାଘୁଣୀ ‘ବିଜୟା’ର ସ୍ୱାସ୍ଥ୍ୟ ଖରାପ ଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବିଜୟାକୁ କ୍ବାରେଣ୍ଟିନରେ…
Read More...

ଦିନ @୧ ମୁଖ୍ୟ ଖବର

(୧) ନନ୍ଦନକାନନରେ ଧଳାବାଘ ଅସୁସ୍ଥ… ବାଘ ବିଜୟ ଅସୁସ୍ଥ ଥିବା ନେଇ ସୂଚନା ଦେଲେ ନନ୍ଦନକାନନ କର୍ତ୍ତୃପକ୍ଷ… ବୟସାଧିକ କାରଣରୁ ବିଜୟର ସ୍ୱାସ୍ଥ୍ୟ ଖରାପ ଥିବା ସୂଚନା… ବିଜୟକୁ କ୍ୱାରେଣ୍ଟିନରେ ରଖି ସ୍ୱତନ୍ତ୍ର ଟିମ୍‌…
Read More...

ଭଙ୍ଗା ଦଦରା ଘର ବଖାଣୁଛି ସ୍ୱାମୀହରା ସାଇବାନୀଙ୍କ ଜୀବନ କାହାଣୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ ଏ ସି ସ୍ଥିତ ଲାଦେରପାଲି ବନ୍ଧପଡାରେ ରହନ୍ତି ସlଇବାନୀ ବରିହା । ଵୟସ ୫୭ । ଜୀବିକା କହିଲେ ଅଙ୍ଗନୱାଡି ସହାୟିକା । ୨୦୦୮ ମସିହାରୁ ସେ ଏହି କାମ କରି ପାରିଶ୍ରମିକ ମାସକୁ ମାତ୍ର ୧୪୦୦…
Read More...

ଲୋକଙ୍କ ପାଇଁ କାଳ ସାଜିଛି ଟାଟା ପାୱାର ଖାମଖିଆଲି କାମ 

ରେଙ୍ଗାଲିକ୍ୟାମ୍ପ: ଗାଁଠୁ ସହର ଚାରିଆଡ଼େ ଆଲୋକିକରଣ ପାଇଁ ତଥା ହିତାଧିକାରୀ ମାନଙ୍କ ପାଇଁ ଆଲୋକିକରଣ ସକାଶେ ଦିନ ଦୟାଲ, ସୌଭାଗ୍ୟ, ଆଇପିଡ଼ିଏସ୍ ଭଳି ସରକାରଙ୍କ ଅନେକ ଯୋଜନା ରହିଛି । ଏଥିରେ ହିତାଧିକାରୀଙ୍କୁ ସାମିଲ…
Read More...

୧୨୦ କେଜି ଗଞ୍ଜେଇ ସହ ୩ ମଟରସାଇକେଲ ଜବତ, ଜଣେ ଗିରଫ

ବୌଦ୍ଧ: ବୌଦ୍ଧ ଥାନା ପୁଲିସ ପକ୍ଷରୁ ୧୨୦ କେଜି ଗଞ୍ଜେଇ ସହ ୩ଟି ମଟରସାଇକେଲ ଜବତ  ହୋଇଛି । ଘଟଣାରେ ଜଣକୁ ପୁଲିସ ଗିରଫ ମଧ୍ୟ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ୩ଟି ମଟରସାଇକେଲରେ…
Read More...

ପୁଲିସ ଗାଡି ଧକ୍କାରେ ଅଟୋ ଚାଳକ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ବନ୍ଧାପଥର ଠାରେ ପୁଲିସ ଗାଡି ଧକ୍କାରେ ଶୁକ୍ରବାର ଜଣେ ଅଟୋ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଥାନା ଅନ୍ତର୍ଗତ ବନ୍ଧାପଥର ଗ୍ରାମ ନିକଟରେ ଥିବା…
Read More...

ରାସ୍ତାକଡରୁ ହଟିଲା ମାଂସ ଦୋକାନ

ବୌଦ୍ଧ: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବାରମ୍ବାର ସହରର ବିଭିନ୍ନ ସ୍ଥାନରେ ରାସ୍ତାକଡରେ ବିକ୍ରି ହେଉଥିବା ମାଂସ ଦୋକାନଗୁଡିକ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଦୋକାନୀ ମାନେ ନିଜ ନିଜର ଦୋକାନ…
Read More...

ବୌଦ୍ଧରେ ଆନ୍ତଃ ବିଦ୍ୟାଳୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

ବୌଦ୍ଧ: ବୌଦ୍ଧଜିଲା ଶିକ୍ଷା ବିଭାଗ ପକ୍ଷରୁ ବୌଦ୍ଧ କଚେରୀ ଖେଳପଡିଆ ଠାରେ ତିନିଦିନିଆ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଜିଲାପାଳ ସତ୍ୟ ରଞ୍ଜନ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି…
Read More...

କଣ୍ଟାମାଳ ବ୍ଲକରେ ଜାତି ମୁଖିଆମାନଙ୍କୁ ନେଇ ବାଲ୍ୟ ବିବାହ ନିରୋଧ କର୍ମଶାଳା

ବୌଦ୍ଧ/କଣ୍ଟାମାଳ: ବୌଦ୍ଧ ଜିଲା କଣ୍ଟାମାଳ ବ୍ଳକ କାର୍ଯ୍ୟାଳୟ ସଭାଗୃହ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟ ମହନ୍ତଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିରୋଧ ପାଇଁ ଜାତି ମୁଖିଆମାନଙ୍କ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ…
Read More...

ସ୍କୁଲରେ ପ୍ରାର୍ଥନା ବେଳେ ଛାତ୍ରୀଙ୍କ ମୃତ୍ୟୁ

ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ଥାନା ବନଶ୍ୱର ଲକ୍ଷ୍ମୀନାରାୟନ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ନବମ ଶ୍ରେଣୀର ଜଣେ ଛାତ୍ରୀ ପ୍ରାର୍ଥନା କରୁଥିବା ବେଳେ ହଠାତ୍‌ ତାଙ୍କର ମୃତ୍ୟୁ ହୋଇଛି ।…
Read More...

ଖୋର୍ଦ୍ଧା-ବାଲାଙ୍ଗିର ରେଳପଥ ସଂଘର୍ଷ ସମିତି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ଦାବି ଆନ୍ଦୋଳନ ଜୋର ଧରିବାରେ ଲାଗିଛି । ପ୍ରକଳ୍ପକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ପରସ୍ପରକୁ ଦୋଷ ଲଦାଲଦି ହେଉଛନ୍ତି । ଏହାରି ମଧ୍ୟରେ ଏହି ପ୍ରକଳ୍ପ…
Read More...

ଧାମନଗର ପାଇଁ ବିଜେଡି ଘୋଷଣା କଲା ଷ୍ଟାର ପ୍ରଚାରକ; ତାଲିକାରେ ନାହାନ୍ତି ସମୀର ଓ ଅନୁଭବ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ବିଜୁ ଜନତା ଦଳ ପକ୍ଷରୁ ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ସମେତ…
Read More...

ଧାମନଗର ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା; ତାଲିକାରେ ନାହିଁ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ନାଁ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଦଳ ୩୦ଜଣିଆ ତାଲିକା ଘୋଷଣା କରିଥିବା ବେଳେ ତାଲିକାରେ ରହିଛନ୍ତି ପ୍ରଭାରୀ ଚେଲା କୁମାର ଓ ସହପ୍ରଭାରୀ ରୁଦ୍ର ରାଜୁ…
Read More...

ଲୁଣିବାହାଲ ପଞ୍ଚାୟତରେ ହାଟ ଶୁଭ ଉଦ୍ଘାଟନ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତର ହନୁମାନ ମନ୍ଦିର ପଡିଆରେ  ଶୁକ୍ରବାର ଦିନ ହାଟର ଶୁଭ ଉଦଘାଟନ ହୋଇଯାଇଛି । ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ  ସ୍ନେହ ଲତା…
Read More...

ସକାଳ @୯ ମୁଖ୍ୟ ଖବର

(୧) ଆଜି ଆଇନ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ… ଭିଡିଓ କନଫରେନସିଂ ମାଧ୍ୟମରେ ଦେଶର ଆଇନ ମନ୍ତ୍ରୀ ଓ ସଚିବଙ୍କ ଉଦଘାଟନୀ ଅଧିବେଶନକୁ କରିବେ ସମ୍ବୋଧିତ… ସମ୍ମିଳନୀରେ ବିଭିନ୍ନ ନ୍ୟାୟିକ ବ୍ୟବସ୍ଥା ଉପରେ…
Read More...

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ହିନ୍ଦୀ ମାସ ସମାରୋହ ଆୟୋଜିତ

ଭୁବନେଶ୍ୱର : ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ୧୪ ସେପ୍ଟେମ୍ବର ୨୦୨୨ରିଖରୁ ୧୪ ଅକ୍ଟୋବର ୨୦୨୨ରିଖ ପର୍ଯ୍ୟନ୍ତ ହିନ୍ଦୀ ମାସ ସମାରୋହ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ…
Read More...

ଆଜି ଆଇନ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ; ବିଭିନ୍ନ ନ୍ୟାୟିକ ବ୍ୟବସ୍ଥା ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଭାରତୀୟ ଆଇନ ଓ ନ୍ୟାୟିକ ବ୍ୟବସ୍ଥା ଉପରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଆଇନ ମନ୍ତ୍ରୀ ଓ ସଚିବଙ୍କ ଉଦଘାଟନୀ…
Read More...

ଆଇନ ମନ୍ତ୍ରୀ ଏବଂ ଆଇନ ସଚିବଙ୍କ ସମ୍ମିଳନୀକୁ ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ସୋମବାର)  ଭିଡିଓ ବାର୍ତ୍ତା ମାଧ୍ୟମରେ ଆଇନ ମନ୍ତ୍ରୀ ତଥା ଆଇନ ସଚିବ ମାନଙ୍କର ସର୍ବଭାରତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ । ଏହି…
Read More...

ଜୀ ସାର୍ଥକରେ ନୂଆ ଚଳଚ୍ଚିତ୍ର ‘ଅଳ୍ପ ଦିନର ଗଳ୍ପ’

ଭୁବନେଶ୍ୱର  : ଜୀ ସାର୍ଥକରେ ମୁକ୍ତିଲାଭ କରିବ ନୂଆ ଓଡ଼ିଆ ସିନେମା ‘ଅଳ୍ପ ଦିନର ଗଳ୍ପ’ । ଏଥିରେ ନବାଗତ ଜ୍ୟୋତି ଓ ସାୟଲ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ସିନେମାର ସଙ୍ଗୀତ…
Read More...

ଅବ୍‌ଦୁଲ କଲାମ୍

ଭାରତର ମିସାଇଲ୍ ମ୍ୟାନ୍‌ ଭାବେ ପରିଚିତ ଏ.ପି.ଜେ.ଅବଦୁଲ୍ କଲାମ୍ ୧୯୩୧ ଅକ୍ଟୋବର ୧୫ରେ ଜନ୍ମଗ୍ରହଣ କରିଥିଲେ । ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ…
Read More...

ବବିଙ୍କ ହାତରେ ଓସିଏ ଚାବି

କଟକ : ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ୧୧ଶ ସଭାପତି ହେବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)। ବର୍ତ୍ତମାନ ସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି ଉପଭାପତି ହେବାକୁ ରାଜିହେବା ସହ ସଭାପତି ପଦ ଶାସକ…
Read More...

ଯୁଦ୍ଧ ପାଇଁ ଅନୁତପ୍ତ ନୁହେଁ : ପୁଟିନ

ଆସ୍ଥାନା (କାଜାକସ୍ତାନ) : ୟୁକ୍ରେନ ଉପରେ ରୁଷ୍ ଚଳାଇଥିବା ଜୋରଦାର ଆକ୍ରମଣକୁ ସାମୟିକ ଭାବେ ବନ୍ଦ ରଖିବାକୁ ଘୋଷଣା କରିଛି। ଶୁକ୍ରବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆକ୍ରମଣ…
Read More...

ଏନ୍‌ଜିଟି ନିର୍ଦେଶ ; ତହସିଲଦାରଙ୍କ ନାଁରେ ଏତଲା ଦିଅ

ବାଲେଶ୍ୱର : ବସ୍ତା ତହସିଲ ଅନ୍ତର୍ଗତ ବେଣାପୁର ଗାଁ’ର ସୁବର୍ଣ୍ଣରେଖା ନଦୀ ଘାଟରୁ ବେଆଇନ ବାଲି ଉଠାଣ ଓ ପରିବେଶଜନିତ କ୍ଷୟକ୍ଷତି ମାମଲାରେ ନ୍ୟାସ୍‌ନାଲ ଗ୍ରିନ ଟ୍ରିବ୍ୟୁନାଲ(ଏନଜିଟି)ଙ୍କ ରାୟ ପୂର୍ବତନ ତହସିଲଦାର ଓ…
Read More...

ଅନ୍ୟ ଦେଶକୁ ୫-ଜି ବିକିବ ଭାରତ

ୱାଶିଂଟନ : ଅକ୍ଟୋବର ପହିଲାରୁ ଦେଶରେ ସୁପରସ୍ପିଡ୍ ଇଣ୍ଟରନେଟ ସେବା ୫-ଜି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୧୬ଟି ସହରରେ ଏହି ନେଟୱର୍କ ସେବା ଆରମ୍ଭ ହୋଇଛି। ପୂରା ଦେଶରେ ପହଞ୍ଚିବାକୁ ଆହୁରି ଅନେକ ଦିନ…
Read More...

ଦୁର୍ଘଟଣା ରୋକିବାକୁ ଚିନ୍ତା ; କାର୍ଯ୍ୟକାରୀ ହେବ ଓଡ଼ିଶା ଦୁର୍ଘଟଣା ଯାଞ୍ଚ ଯୋଜନା

ଭୁବନେଶ୍ୱର : ଦୁର୍ଘଟଣାଜନିତ ମୃତ୍ୟୁରେ ବିଶ୍ୱସ୍ତରରେ ଭାରତ ଶୀର୍ଷରେ। ଦେଶରେ ଅଧିକ ଦୁର୍ଘଟଣା ଘଟୁଥିବା ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶା ବି ଆଗରେ। ବିଶେଷକରି ୨୦୧୫ରୁ ୨୦୨୦ ମଧ୍ୟରେ ଦୁର୍ଘଟଣାଜନିତ ମୃତାହତ ହାର…
Read More...

ଗଣମାଧ୍ୟମରୁ ଅର୍ଚ୍ଚନାଙ୍କ ରାଜ୍‌ ଆରମ୍ଭ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳା କାରନାମା ପେଡ଼ିରୁ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଦିନ ଗଡ଼ିବା ସାଙ୍ଗକୁ ତାଙ୍କ ଫାଶରେ ପଡ଼ିଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚେହେରା…
Read More...

ଟି-୨୦ ବିଶ୍ବକପ୍‌ : ବୁମ୍‌ରାଙ୍କ ସ୍ଥାନରେ ସାମିଙ୍କୁ ସୁଯୋଗ

ନୂଆଦିଲ୍ଲୀ : ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି । ରବିବାରଠାରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଚୂଡ଼ାନ୍ତ ୧୫ ଜଣିଆ ଦଳରେ ଅଭିଜ୍ଞ ଫାଷ୍ଟବୋଲର ମହମ୍ମଦ ସାମି ସାମିଲ…
Read More...

ବ୍ରାଜିଲ-ଆମେରିକା ମୁକାବିଲା ୧-୧ରେ ଡ୍ର

ଭୁବନେଶ୍ବର  : କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଫିଫା ୧୭ ବର୍ଷରୁ କମ୍‍ ମହିଳା ଫୁଟବଲ ବିଶ୍ବକପ୍‌ ଗ୍ରୁପ୍‌ ‘ଏ’ରେ ଶୁକ୍ରବାର ଆମେରିକା ଓ ବ୍ରାଜିଲ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚ ୧-୧ ଗୋଲ୍‌ରେ…
Read More...

ଶନିବାର ରାଶିଫଳ (୧୫/୧୦/୨୨)

ମେଷ : ପୁଣ୍ୟକର୍ମା ହୋଇପାରନ୍ତି। ଧନଶାଳୀ ହେବାର ସୂଚନା ମିଳୁଛି। ପ୍ରଭାବଶାଳୀ ହେବେ। ନୀତିନିଷ୍ଠ ହେବେ। ପୁତ୍ର ସନ୍ତାନ ଲାଭର ସୂଚନା ମିଳୁଛି। ଚତୁଷ୍ପଦ ପ୍ରାଣୀ ଲାଭ ହେବ। ବନ୍ଧୁ ସ୍ନେହ ମିଳିବ। ବୃଷ : ଧନବାନ୍‌…
Read More...

୧୩ଶହ ମୁସଲିମ୍‌ଙ୍କୁ ବିବାହ କରାଇଛନ୍ତି ୟୁପି ସରକାର

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ଉତ୍ତରପ୍ରଦେଶ ସରକାର ଚଳିତବର୍ଷ ୧୩୦୦ରୁ ଅଧିକ ମୁସଲିମ୍‌ ବିବାହ କରାଇଥିବା ଜଣାପଡ଼ିଛି। ମୁସଲିମ୍‌ ସମ୍ପ୍ରଦାୟର ନିକଟତର ହେବାକୁ ଉତ୍ତରପ୍ରଦେଶ ସରକାର ଏହି ପଦକ୍ଷେପ…
Read More...

ହଳଦିଆପଦରରୁ ଜବତ ଗୁଟଖା ମାମଲାରେ ୨ ସୁପରଭାଇଜର କୋର୍ଟ ଚାଲଣ

ଗୋପାଳପୁର : ଗୋଳନ୍ଥରା‌ ପୁଲିସ ପକ୍ଷରୁ ଗୁରୁବାର ୨ଟି ସ୍ଥାନରୁ ଜବତ ହୋଇଥିବା ୧୦ କୋଟି ଟଙ୍କାର‌‌ ଗୁଟୁଖା ସହ ମେସିନ ଜବତ ଘଟଣାରେ ଶୁକ୍ରବାର ପୁଲିସ ପକ୍ଷରୁ ହଳଦିଆପଦରରୁ ଜବତ ଘଟଣାରେ ୨ ଜଣ ସୁପରଭାଇଜରଙ୍କୁ କୋର୍ଟ…
Read More...

କାହା ସ୍ୱାର୍ଥରେ ବିଜୁ ସେତୁ ଯୋଜନା ? ଯେଉଁଠି ନଦୀ ପାର ପାଇଁ ବିଦ୍ୟୁତ ତାର ହିଁ ଭରଷା 

ମୋହନା : ରାଜ୍ୟ ସରକାର ବିଜୁ ସେତୁ ଯୋଜନା ନାଁରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଏହି ସେତୁ ଯୋଜନା ଯେମିତି ଲୋକଙ୍କ ପ୍ରହସନ ପାଲଟିଛି। ନଦୀ ଉପରେ ସେତୁ ନିର୍ମାଣ କରାଯାଉନଥିବାରୁ ଗମନାଗମନ ପାଇଁ…
Read More...