www.samajalive.in
Friday, December 12, 2025
27.1 C
Bhubaneswar

ଲୁହା ପଥର ବୋଝେଇ ହାଇୱା ଜବତ

ପାଟଣା: ୪୯ନଂ ଜାତୀୟ ରାଜପଥରୁ ଓଡି ୦୯ ପି ୭୬୯୪ ନଂ ବିଶିଷ୍ଟ ଏକ ଲୁହା ପଥର ବୋଝେଇ ହାଇୱାକୁ ତୁରୁମୁଙ୍ଗା ପୁଲିସ ଜବତ କରିଛି । ଗାଡିରୁ ଚୋରା ଲୁହା ପଥର କଲିକତାକୁ ଚାଲାଣ ହେଉଥିବା ସୂଚନା ଆଧାରରେ ଗାଡିଟିକୁ ଜବତ କରାଯାଇଛି । ତେବେ ଗାଡ଼ି ମାଲିକ ସମସ୍ତ କାଗଜ ପତ୍ର ଓ ଟ୍ରାଞ୍ଜିଟ ପାସ ଦେଖାଇଥିଲେ ମଧ୍ୟ ଏହା ନକଲି ଥିବା ତୁରୁମୁଙ୍ଗା ଥାନାଧିକାରୀ ମଦନ ମୋହନ ନାଏକ ସୂଚନା ଦେଇଛନ୍ତି । ଏହି ହାଇୱା ଚାଳକକୁ ଅଟକ ରଖାଯିବା ସହ ତଦନ୍ତ ଜାରି ରହିଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories