ତୁରୁମୁଙ୍ଗା ଅଞ୍ଚଳରେ ପାରାମଡକ, ବାର୍ଡ ଫ୍ଲୁ ସନ୍ଦେହ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଓ ଏହାର ଆଖପାଖ ଗ୍ରାମରେ କିଛିଦିନ ହେଲା ପାରାମଡକ ଦେଖାଦେଇଛି । ପାରା ଗୁଡ଼ିକ ଘୁମାଇବା ପରେ ସେମାନଙ୍କର ମୃତ୍ୟୁ ହେଉଥିବା ଜଣାପଡ଼ିଛି । ତୁରୁମୁଙ୍ଗାର ଶିବ ମନ୍ଦିରରେ…
Read More...

ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଯାତ୍ରୀବାହୀ ବସ, ଯୁବକ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ସଦର ଥାନା ଅନ୍ତର୍ଗତ ଗୋପାଳପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଜଣେ ବାଇକ୍ ଆରୋହୀଙ୍କ ଉପରେ ଏକ ଯାତ୍ରୀବାହୀ ବସ୍ ଚଢିଯିବାରୁ ବାଇକ୍ ଆରୋହୀଙ୍କ…
Read More...

ବିନିକାରେ ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଉଚ୍ଛେଦ 

ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ସହର ସ୍ଥିତ ନୂଆ ବସଷ୍ଟାଣ୍ଡକୁ ସରକାର ଏକ ଅତ୍ୟାଧୁନିକ ମଡେଲ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ । ଏନେଇ ଗତ କିଛି ମାସ ତଳେ ଏହାର ପରିସରରେ ଥିବା ବେଆଇନ ଜବରଦଖଲ…
Read More...

ମହିଳାଙ୍କୁ ଶାଶୁଘର ଲୋକଙ୍କ ନିର୍ଯାତନା ଅଭିଯୋଗ

ବଲାଙ୍ଗିର: ସହରର ଲାଲଟିକ୍ର ଠାରେ ଜଣେ ମହିଳାଙ୍କ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।  ଅଭିଯୋଗ ଅନୁସାରେ, ପାଟଣାଗଡର ଡଲି ନାୟକଙ୍କ ସ୍ୱାମୀ କିଛି ମାସ ହେବ କୌଣସି…
Read More...

ଥମୁନି ଝାଡାବାନ୍ତି; ନୂଆପଡାରେ ଆଉ ଜଣଙ୍କର ମୃତ୍ୟୁ 

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ଼କର୍ଲାକୋଟ ନୂଆପଡାର ଝାଡାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁଘଟିଛି । ଗତକାଲି ନୂଆପଡାର ଆଉ ୪ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପରେ ଜଗୁରୁ ବାଣୁଆ ନାମକ ଜଣେ ୫୫…
Read More...

ନୂଆପଡାରେ ଆଉ ୪ଜଣ ଝାଡାବାନ୍ତିରେ ଆକ୍ରାନ୍ତ; ସଂଗ୍ରହ ହେଲା ପାଣି ନମୁନା

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ଼କର୍ଲାକୋଟ ନୂଆପଡାରେ ଝାଡାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ଆଉ ୪ ଜଣ ଝାଡାବାନ୍ତି ଆକ୍ରାନ୍ତ ହୋଇ ଚିକିତ୍ସିତ…
Read More...

ସକାଳ @୯ ମୁଖ୍ୟ ଖବର

(୧) ତୀବ୍ର ହେଲାଣି ରୁଷ-ୟୁକ୍ରେନ୍‌ ଯୁଦ୍ଧ… ୟୁକ୍ରେନ୍‌ ବିରୋଧରେ ଜୋରଦାର ଆକ୍ରମଣ କଲା ରୁଷ… ରୁଷର ମିଜାଇଲ୍‌ ମାଡ଼ରେ ୟୁକ୍ରେନର ୧୧ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ… ଅନେକ ଲୋକ ଆହତ ହୋଇଥିବା ସୂଚନା… ୟୁକ୍ରେନରେ…
Read More...

ବାଙ୍କୀ ମାଟିର ଗୌରବ ଓ ଗରିମାର ପ୍ରତିଲିପି ‘ବାଙ୍କୀ ମହୋତ୍ସବ-୨୦୨୨’

ବାଙ୍କୀ: ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ବାଙ୍କୀ ମହୋତ୍ସବ ୨୩ ବର୍ଷରେ ପହଞ୍ଚିଛି । ଏହି ମହୋତ୍ସବ ବାଙ୍କୀ ମାଟିର କଳା, ସାହିତ୍ୟ, ସଂସ୍କୃତିର ସମୃଦ୍ଧ ଇତିହାସ ରଚିବାରେ ସକ୍ଷମ ହୋଇ ପାରିଛି । ପବିତ୍ର କୁମାର ଉତ୍ସବର…
Read More...

ଚଢ଼ିଗଲା ଜେସିବି; ଜଣେ ମୃତ

ପାଟଣା: ପାଟଣା ଥାନା ଅଞ୍ଚଳ ସାହାରପଡ଼ା ଫାଣ୍ଡି ଅନ୍ତର୍ଗତ ପଳସାପଡ଼ା ନିକଟ ସାନବାଲିପଶି ନିକଟରେ ଏକ ଦୁର୍ଘଟଣା ଘଟିଛି । ମେଗା ପାନୀୟ ଜଳ ପ୍ରକଳ୍ପ ପାଇପ କରାଇବା ପାଇଁ ଏକ ଜେସିବି ମେସିନ ଖାଇ ଖୋଳୁଥିବା ବେଳେ ପଛୁଆ…
Read More...

ଅବକାରୀ ବିଭାଗର ଚଢ଼ାଉ; ଦେଶୀ ମଦ ସହ ୨ ଗିରଫ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ଭୁବନ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ହେଉଛି । ଏନେଇ ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ କରାଯାଇଛି ।…
Read More...

ସାପ କାମୁଡ଼ାରେ ଜଣଙ୍କ ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିଗୋରଡ଼ ପଞ୍ଚାୟତର ଖଟଖୁରା ଗ୍ରାମରେ ସୋମବାର ରାତିରେ ଏକ ସାପ କାମୁଡ଼ାରେ ଜଣେ ଯୁବକର ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ଗ୍ରାମର ବୈକୁଣ୍ଠ ଦେହୁରୀଙ୍କ ପୁଅ ବୁଲାରୀ…
Read More...

କ୍ୟାନ୍‌ସର ଭଲ କରୁଛି ଜଡ଼ିବୁଟି; ବୈଦ୍ୟ ପବିତ୍ରଙ୍କ ଚିକିତ୍ସା ଦେଉଛି ନୂଆ ଜୀବନ, ଦେଖନ୍ତୁ ଭିଡିଓ

ନର୍ଲା: ମାନବ ସେବାରେ ନିଆରା ମଣିଷ । ମାଗଣାରେ ଲୋକଙ୍କ କରୁଛନ୍ତି ଚିକିତ୍ସା । ଔଷଧ ନୁହେଁ ଜଡିବୁଟିରେ ମିଳୁଛି ଉପଶମ । ଭଲ ହେଉଛି କ୍ୟାନସର ପରି ମାରାତ୍ମକ ରୋଗ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ…
Read More...

ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ

ଜାତିସଂଘ ୨୦୧୨ ଅକ୍ଟୋବର ୧୧ରେ ପ୍ରଥମଥର ‘ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ’ ପାଳନ କରିବାକୁ ଘୋଷଣା କଲେ। ପ୍ଲାନ ଇଣ୍ଟରନ୍ୟାସନାଲ ସଂଘ ତରଫରୁ ଏହି ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ଏକ ଯୋଜନା ଭାବେ ଆରମ୍ଭ ହୋଇଥିଲା।…
Read More...

୮୦ରେ ବିଗ୍ ବି

ସିନେଜଗତର ଶେହନଶାହ ଅମିତାଭ ବଚ୍ଚନ ୮୦ ବର୍ଷରେ ପାଦ ଦେଇଛନ୍ତି । କେବଳ ଭାରତ ନୁହେଁ, ବିଶ୍ବର କୋଣଅନୁକୋଣରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ୧୯୪୨ ଅକ୍ଟୋବର ୧୧ରେ ବିଗ୍ ବି ଅମିତାଭ ବଚ୍ଚନ ଜନ୍ମଗ୍ରହଣ କରିଥିଲେ।…
Read More...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ୩ୟ ଦିନିକିଆ ଆଜି

ନୂଆଦିଲ୍ଲୀ : ସପ୍ତାହକ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହେଉଥିବା ବେଳେ ଦିନିକିଆ ଶୃଙ୍ଖଳାକୁ କ୍ରିକେଟ୍‌ପ୍ରେମୀ ଏତେ ଗୁରୁତ୍ବ ଦେବେ; ତାହା କେହି ଭାବିନଥିଲେ। ଏବେ ସମସ୍ତ ଦଳ ଟ୍ବେଣ୍ଟି-୨୦ ଖେଳୁଥିବା ବେଳେ…
Read More...

୨୨ରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଜଳବାୟୁ ବାତ୍ୟା ଅନୁକୂଳ ରହିଛି । ହେଲେ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର ସୂଚନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦେଶକ ଏଚ୍.ଆର.ବିଶ୍ୱାସ ରାଜ୍ୟସ୍ତରୀୟ…
Read More...

ପାର୍ବଣରେ ସ୍ବତନ୍ତ୍ର ବ୍ୟବସ୍ଥା : ୱେଟିଂ ଯାତ୍ରୀଙ୍କୁ ମିଳିବ କନ୍‌ଫର୍ମ ରେଳ ଟିକେଟ୍

ନୂଆଦିଲ୍ଲୀ : ଏଥର ଦୀପାବଳି ଓ ଛଟ୍‌ପୂଜା ଭଳି ପାର୍ବଣ ଋତୁରେ ରେଳ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରିଛି ରେଳ ବିଭାଗ। ରେଳଯାତ୍ରୀଙ୍କ ଟିକଟ କନ୍‌ଫର୍ମ ନଥିଲେ ମଧ୍ୟ ସେମାନଙ୍କୁ ମିଳିବ ସିଟ୍‌। ଏଥର ଦିପାବଳୀ…
Read More...

ମାର୍ଚ୍ଚ ସୁଦ୍ଧା ୪୧୨ ନୂଆ ଡାକଘର

ଭୁବ‌େ‌ନଶ୍ବର : ଡିଜିଟାଲ ଯୁଗରେ ଡାକସେବାକୁ ଅଧିକ ବ୍ୟବସ୍ଥିତ ଓ ସକ୍ରିୟ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜନସାଧାରଣଙ୍କୁ ଉତ୍ତମ ଡାକସେବା ଯୋଗାଇବାକୁ ରାଜ୍ୟରେ ଖୋଲିବ ଆଉ ୪୧୨ଟି ନୂଆ ଡାକଘର। ଆସନ୍ତା…
Read More...

କଳିଙ୍ଗ​ରେ‌ ଆଜିଠାରୁ ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌

ଭୁବନେଶ୍ବର : ଦେଶର ଶ୍ରେଷ୍ଠ କ୍ରୀଡ଼ା ଆୟୋଜକ ରାଜ୍ୟର ମାନ୍ୟତା ପାଇଥିବା ଓଡ଼ିଶାର କ୍ରୀଡ଼ା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିହେବାକୁ ଯାଉଛି। ପ୍ରଥମଥର ଭାରତରେ ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌…
Read More...

କାର୍ତ୍ତିକବ୍ରତ ଆରମ୍ଭରୁ ବିଭ୍ରାଟ

ପୁରୀ : କାର୍ତ୍ତିକ ବ୍ରତ ଆରମ୍ଭରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଦେଖା ଦେଇଛି ବିଭ୍ରାଟ। ସୋମବାର ୪ଘଣ୍ଟା ବିଳମ୍ବରେ ଭୋଗମଣ୍ଡପ ନୀତି ଶେଷ ହୋଇଛି। ଏଥିଯାଗୁଁ ହଜାର ହଜାର ଭକ୍ତ ବାସି ଅବଢ଼ା ଖାଇ ଫେରିଛନ୍ତି। ନିର୍ଦ୍ଧାରିତ…
Read More...

ମୁଲାୟମ ସିଂହ ଯାଦବ : କୁସ୍ତି ଯୋଦ୍ଧାରୁ ନେତାଜୀ

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କର ପରଲୋକ ଭାରତୀୟ ରାଜନୀତିରେ ଶୋକର ଛାୟା ଖେଳାଇଦେଇଛି। ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ମୁଲାୟମ ଭାରତୀୟ ରାଜନୀତିରେ ନିଜକୁ ପ୍ରତିଷ୍ଠିତ…
Read More...

ୟୁକ୍ରେନ ଉପରେ ରୁଷ୍‌ର ଜୋରଦାର ଆକ୍ରମଣ

କିଭ୍‌ : ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କରିଛି ରୁଷ୍। ରୁଷ ଓ କ୍ରିମିଆକୁ ଯୋଗାଯୋଗ କରୁଥିବା କେର୍ଚ ସେତୁ ଉପରେ ୟୁକ୍ରେନର ଆକ୍ରମଣ ପରେ ରୁଷ୍ ପ୍ରତିଆକ୍ରମଣ କରିଛି। କେର୍ଚ ସେତୁ ଉପରେ ୟୁକ୍ରେନର ଆକ୍ରମଣକୁ ରୁଷ୍…
Read More...

ମଙ୍ଗଳବାର ରାଶିଫଳ (୧୧/୧୦/୨୦୨୨)

ମେଷ : ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ : କର୍ମଚଞ୍ଚଳ…
Read More...

ସାଇକେଲ ଚୋର ଗିରଫ, ୧୬ ସାଇକେଲ ଜବତ

ଚୌଦ୍ୱାର : ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରୁ ସାଇକେଲ ଚୋରି କରୁଥିବା ଜଣେ କୁଖ୍ୟାତ ଚୋରକୁ ଚୌଦ୍ୱାର ପୁଲିସ ଗିରଫ କରିଛି । ସେ ହେଲା ଚୌଦ୍ୱାର ଥାନା ଅନ୍ତର୍ଗତ ବଡ଼ପଦାଗାଁର ଜଗନ୍ନାଥ ସାହୁ (୨୦) । ତା’ ନିକଟରୁ ୧୬ଟି…
Read More...

ଫଟୋଗ୍ରାଫର ସଂଘର ବନ୍ଧୁମିଳନ

ଚୌଦ୍ୱାର :  ଚୌଦ୍ୱାର ଫଟୋଗ୍ରାଫର ଏସୋସିଏସନର ଏକ ବନ୍ଧୁମିଳନ ଗାନ୍ଧୀଛକସ୍ଥିତ ଅଭିରାମ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ସତ୍ୟବ୍ରତ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ଯୁଗ୍ମ ଜନ ଶୁଣାଣି ଶିବିର

 ଯାଜପୁର : ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ  ସୋମବାର ପୂର୍ବାହ୍ନରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର  ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରିବା ସହ…
Read More...

ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ

ବାଙ୍କୀ : ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର ଦିନ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଞ୍ଜୟ କୁମାର ଦାଶଙ୍କ…
Read More...

ବାଙ୍କୀ ମହୋତ୍ସବ ଅବସରରେ କବିତା ପାଠୋତ୍ସବ

ବାଙ୍କୀ : ସୋମବାର ଦିନ ମହୋତ୍ସବ ମଣ୍ଡପ ପରିସରରେ ବାଙ୍କୀ ମହୋତ୍ସବ କମିଟି ପରିଚାଳନାରେ ଏକ ମନୋଜ୍ଞ ସାରସ୍ୱତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କବିତା ପାଠୋତ୍ସବରେ ବାଙ୍କୀ ତଥା ବାଙ୍କୀର ପଡୋଶୀ ଅଞ୍ଚଳରୁ…
Read More...

ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ ମାନସିକ ଦିବସ

ବାଙ୍କୀ : ବାଙ୍କୀ ବ୍ଲକ ଅଧିନ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର ଦିନ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଅମରେଶ ସାହୁ ଏହି…
Read More...

ମହିଳା ଏସିଆ କପ୍‌ : ଥାଇଲାଣ୍ଡକୁ ହରାଇ ସେମିରେ ଭାରତ

ସିଲ୍‌ହଟ୍‌ : ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତ ପ୍ରବେଶ କରିଛି । ସୋମବାର ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ଦୁର୍ବଳ ଥାଇଲାଣ୍ଡକୁ ସହଜରେ ୯ ୱିକେଟ୍‌ରେ ହରାଇଛି ଭାରତ। ୬ଷ୍ଠ…
Read More...

ନଦୀକୂଳ ଅଞ୍ଚଳରେ ବାରହା​​‌ ଉପଦ୍ରବ, ଚାଷୀ ଅତିଷ୍ଠ

ତିଗିରିଆ : ମହାନଦୀ କୂଳବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ବାରହାଙ୍କ ଉପଦ୍ରବ ବଢ଼ିଚାଲିଛି । ପଲ ପଲ ବାରହା ବିଭିନ୍ନ କ୍ଷେତବାଡ଼ିରେ ପଶି କ୍ଷତି ଘଟାଉଥିବାରୁ ଚାଷୀ ଅତିଷ୍ଠ ହେଲେଣି । ବିଶେଷ କରି ବନ୍ଧବାଡ଼ ତଳେ ତିଗିରିଆ…
Read More...

କେବେ ସରିବ ହାଟମାଳ କଲ୍ୟାଣ ମଣ୍ଡପ ?

ତିଗିରିଆ :  ତିଗିରିଆ ବ୍ଲକ ହାଟମାଳ ପଞ୍ଚାୟତରେ ପ୍ରତିଷ୍ଠା ହେବାକୁ ଥିବା କଲ୍ୟାଣ ମଣ୍ଡପ ଦୀର୍ଘ ୫ବର୍ଷ ହେଲା ଅଧପନ୍ତରା ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି । ତିଗିରିଆର ପ୍ରାଚୀନ ଶକ୍ତିପୀଠ ମା ଦୁର୍ଗାଦେବୀଙ୍କ…
Read More...

ବିଭିନ୍ନ ଅଭିଯୋଗ ଓ ଦାବିର ସ୍ପଷ୍ଟିକରଣ ଦେଲେ ତହସିଲଦାର

ଆଠଗଡ : କୁମାରପୁର ଓ ବଳିପୁର ଅଞ୍ଚଳରେ ଏକ କମ୍ପାନୀ ନାମରେ ଜମି କିଣାରେ ଦୁର୍ନୀତି, ଗୋଚର ଜମି ହଡପ ଏବଂ ଫଣି ବାତ୍ୟାର ହିତାଧିକାରୀଙ୍କୁ ସହାୟତାରେ ଅନିୟମିତତା ଆଦି ୩ଟି ଅଭିଯୋଗ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ…
Read More...

କୁମାରୋତ୍ସବ କମିଟି ପକ୍ଷରୁ ଫୁଲ ବଉଳବେଣୀ କାର୍ଯ୍ୟକ୍ରମ

ଆଠଗଡ :  ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଆଠଗଡ କୁମାରୋତ୍ସବ ସମିତି ପକ୍ଷରୁ ଏକ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ପୁଲିନ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
Read More...

ଧାଇପୁରରେ ବିଜେଡିର ଜନସଂପର୍କ ପଦଯାତ୍ରା

ଆଠଗଡ :  ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀ ଠାରୁ ନଭେମ୍ବର ୨ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି ।…
Read More...

ଦେଶର ୭୦୦ରୁ ଅଧିକ ସ୍କୁଲରେ ଆରମ୍ଭ ହେବ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମ :  ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷା ମନ୍ତ୍ରଣାଳୟ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଫିଫା, ୟୁନିସ୍କୋ, ଏଆଇଏଫଏଫ ମଧ୍ୟରେ ଫୁଟବଲ ପ୍ରୋତ୍ସାହନକୁ ନେଇ ବୈଠକ ଫିଫା, ୟୁନିସ୍କୋ ଓ ଏଆଇଏଫଏଫ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବ…
Read More...

୧୭ରେ ଆଉ ଏକ ଘୂର୍ଣ୍ଣିବଳୟ; ଓଡ଼ିଶା ମୁହାଁ ବାତ୍ୟା !

ଭୁବନେଶ୍ୱର: ଘର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି । ଏପରି ସମୟରେ ପୁଣି ଆଉ ଏକ ଲଘୁଚାପ ହେବା ନେଇ ସୂଚନା ମିଳିଛି ।…
Read More...

ହାଇକୋର୍ଟରେ ମୋକିମଙ୍କ ଆବେଦନ ଗୃହିତ; ଜାମିନ ମଞ୍ଜୁର

କଟକ: ଭିଜିଲାନ୍ସ ମାମଲାରେ ହାଇକୋର୍ଟ ମୋକିମଙ୍କ ଆବେଦନ ଗୃହିତ କରିଛନ୍ତି । ହାଇକୋର୍ଟରେ ମୋକିମଙ୍କ ଆବେଦନ ଗ୍ରହଣ କରାଯିବା ସହିତ ମୋକିମଙ୍କ ଜାମିନ୍‌ ମଞ୍ଜୁର ହୋଇଛି । ବିଚାର ପାଇଁ ଆବେଦନ ଗ୍ରହଣ ହେବା ସହ ୧ଲକ୍ଷ…
Read More...

ଖୋଲୁଛି ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଗୁମର; ମାୟା ଜାଲରେ ଷ୍ଟାର୍‌ ହୋଟେଲ ମାଲିକ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କାରନାମାକୁ ନେଇ ଚର୍ଚ୍ଚାରେ ସାରା ରାଜ୍ୟ। ତାଙ୍କ ଘର ପ୍ରତିଷ୍ଠା ଦିବସରେ ହେଭିୱେଟ ନେତା କାଟୁଥିଲେ ଫିତା। ଅର୍ଚ୍ଚନାଙ୍କ ସହ ଫଟୋ ଉଠାଉଥିଲେ ପ୍ରତିଷ୍ଠିତ ବ୍ୟକ୍ତି।…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧)ଭିଜିଲାନ୍ସ ମାମଲାରେ ହାଇକୋର୍ଟରେ ମୋକିମଙ୍କ ଆବେଦନ ଗୃହିତ… ମଞ୍ଜୁର ହେଲା ମୋକିମଙ୍କ ଜାମିନ୍‌… ବିଚାର ପାଇଁ ଆବେଦନ ଗ୍ରହଣ ହେବା ସହ ୧ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର… ଲାଗିଲା ଭିଜିଲାନ୍ସ…
Read More...

ମୁଲାୟମଙ୍କ ଦେହାନ୍ତରେ ଅଖିଳେଶଙ୍କ ଦୁଃଖଭରା ଟ୍ୱିଟ୍; ଲେଖିଲେ, ଆଉ ନାହାନ୍ତି ମୋ ବାପା

ନୂଆଦିଲ୍ଲୀ: ଆଉ ନାହାନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ । ମୁଲାୟମଙ୍କ ପରଲୋକ ହୋଇଥିବା ନେଇ ତାଙ୍କ ପୁଅ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି  । ଟ୍ୱିଟ୍‌ କରି ଅଖିଳେଶ…
Read More...

ମୁଲାୟମଙ୍କ ଦେହାନ୍ତରେ ବିଶିଷ୍ଠ ବ୍ୟକ୍ତିଙ୍କ ଶୋକ; ଏମିତି କହିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ମୁଲାୟମ ସିଂ ଯାଦବଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ ମୁଲାୟମଙ୍କ ଦେହାନ୍ତ  ଅପୁରଣୀୟ କ୍ଷତି…
Read More...

ମୁଲାୟମ ସିଂ ଯାଦବଙ୍କ ପରଲୋକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ୮୨ ବର୍ଷ ବୟସରେ ମେଦାନ୍ତ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଆଜି ସକାଳ…
Read More...

ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ପାଳିତ

ବୌଦ୍ଧ: ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଆରମ୍ଭ ହୋଇଛି । ବୌଦ୍ଧ ଏନଏସି ଛକଠାରେ ଲକ୍ଷ୍ମୀବଜାର ପୂଜା କମିଟି ପକ୍ଷରୁ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପରମ୍ପରା ମୁତାବକ ଆରମ୍ଭ ହୋଇଥିବା…
Read More...

ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଚାରା ରୋପଣ

ରେଙ୍ଗାଲିକ୍ୟାମ୍ପ: ଉତ୍କଳମଣି ଗୋପବନ୍ଧୁଙ୍କ ୧୪୫ ତମ ଜୟନ୍ତୀ ଅବସରରେ ଅତାବିରା ବ୍ଲକ ଟାଙ୍ଗର ପାଲି ଶlନ୍ତିବନ ଗୁରୁକୂଳ ଆଶ୍ରମ ତଥା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟୋପର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁସୁୟା ଦେବତା…
Read More...

ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି

କାମାକ୍ଷାନଗର: ଆମ୍ବେଦକର ମୂଳନିବାସୀ ଦଳିତ ସେବା ସଂଘ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଅନୁଷ୍ଠିତ ଜୟନ୍ତୀରେ ସେବା ସଂଘର ସଭାପତି ଭିକାରି ଚରଣ ନାୟକ ଅଧ୍ୟକ୍ଷତା…
Read More...

ଢେଙ୍କିକୋଟରେ ସୁବର୍ଣ୍ଣ ଜୟନ୍ତୀ ଲକ୍ଷ୍ମୀପୂଜା

ପାଟଣା: ଢେଙ୍କିକୋଟ ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ଗଜଲକ୍ଷ୍ମୀ ପୂଜାକୁ ଧୁମଧାମରେ ପାଳନ କରାଯାଉଛି । ସୁଦୃଶ୍ୟ ମେଢ଼ ଓ ଆକର୍ଷଣୀୟ ତୋରଣ ସାଙ୍ଗକୁ ବଜାର ଅଞ୍ଚଳରେ ଆଲୋକ ସଭା ଏଠାକାର…
Read More...

ସକାଳ @୯ ମୁଖ୍ୟ ଖବର

(୧) ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ… ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ.. ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ତନାଘନା କରୁଛି…
Read More...

ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ; ଚାଲିଛି ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…
Read More...

କାମାକ୍ଷା ଦେବୀଙ୍କ ଶାରଦୀୟ ନବରାତ୍ର ପୂଜା ସମ୍ପନ୍ନ        

ସମ୍ବଲପୁର: ସମ୍ବଲପୁର ଉପକଣ୍ଠସ୍ଥ ବହିଦାର ନୂଆପାଲି ସ୍ଥିତ ମା’ କାମାକ୍ଷା ମନ୍ଦିର ଠାରେ ମା’ କାମାକ୍ଷା ଦେବୀଙ୍କ ଶାରଦୀୟ ନବରାତ୍ର ପୂଜା ସମ୍ପନ୍ନ ହୋଇଛି । ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ପୂଜା କ୍ରମରେ…
Read More...

ଦ୍ୱିଦିବସୀୟ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସମ୍ବଲପୁର: ସମ୍ବଲପୁରର ଫ୍ରା. ଜନ ୱିଲିୟମ ମିଞ୍ଜ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜକ କମିଟି ତରଫରୁ ୨ ଦିବସୀୟ ଚାମ୍ପିୟନସିପ ଆୟୋଜିତ ହୋଇଯାଇଛି । ଶନିବାର ଓ ରବିବାର ୨ ଦିନ ଧରି ସ୍ଥାନୀୟ ସେନ୍ଟ ଜନ ସ୍କୁଲର…
Read More...

କାଂସିରାମଙ୍କ ୧୬ତମ ମହାପରିନିର୍ବାଣ ଦିବସ ପାଳିତ 

ସମ୍ବଲପୁର: ବହୁଜନ ସମାଜ ପାର୍ଟି ସମ୍ବଲପୁର ଜିଲା କମିଟି ତରଫରୁ ଦଳର ପ୍ରତିଷ୍ଠାତା ସ୍ୱର୍ଗତ କାଂସିରାମଙ୍କ ୧୬ତମ ମହାପରିନିର୍ବାଣ ଦିବସ ପାଳନ କରାଯାଇଛି । ସମ୍ବଲପୁରର ମ୍ୟୁନିସିପାଲିଟି ଛକ ସ୍ଥିତ ସାମ୍ବାଦିକ ଭବନ…
Read More...

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ

ବିଶ୍ବ ମାନସିକ ସ୍ବାସ୍ଥ୍ୟ ସଂଘ ପ୍ରଚେଷ୍ଟାରେ ୧୯୯୨ ଅକ୍ଟୋବର ୧୦ରେ ପ୍ରଥମଥର ‘ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ’ ପାଳିତ ହୋଇଥିଲା। ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଶିକ୍ଷା ଏବଂ ସଚେତନତା ବଢାଇବା ସହ ଏହା ସହ ଜଡ଼ିତ…
Read More...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ୧୬ ଜିଲାକୁ ସତର୍କତା

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଶ୍ରୀଲଙ୍କା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି।…
Read More...

୩୫୦ କିମି ଚାଲିଲେ ମା’-ପୁଅ

ଖଲ୍ଲିକୋଟ : ରୋଗରେ ପଡି ବୋହୂ ଚାଲିଗଲା ଆରପାରିକୁ। ଘରେ ରହିଗଲୋ‌ ମା’-ପୁଅ। ହେଲେ ବୋହୂ ଚାଲିଯିବା ପରେ ପୁଅ ମଧ୍ୟ ରୋଗରେ ପଡିଲା। କନ୍ତୁ କିଭଳି ରୋଗ ହୋଇଥିଲା ଯେ ତାହା ଡାକ୍ତରମାନେ ଚିହ୍ନି ପାରିଲେ ନାହିଁ।…
Read More...

ମିଶନ କାଶ୍ମୀର

ନାଗପୁର : ସ୍ୱାମୀ ଭାରତୀୟ ସେନାବାହିନୀରେ ଦୀର୍ଘବର୍ଷ କାର୍ଯ୍ୟକରି ଦୁଇ ଦୁଇଥର ଯୁଦ୍ଧ ଲଢି ଦେଶକୁ ସୁରକ୍ଷା ଦେଇଥିଲେ। ଏବେ ସ୍ତ୍ରୀ ମଧ୍ୟ ଦେଶସେବାରେ ନିଜକୁ ସମର୍ପିତ କରିଛନ୍ତି। ଭାରତୀୟ ସେନାଙ୍କୁ ସୁସ୍ଥ ରହିବା…
Read More...

ବଣ୍ଟା ହେଲା ନିଗମ ଓ ବୋର୍ଡ

ଭୁବ‌େ‌ନଶ୍ବର : ରାଜ୍ୟ ସରକାରଙ୍କ ବିଭିନ୍ନ ନିଗମ ଓ ବୋର୍ଡରେ ଅଧ୍ୟକ୍ଷ, ଉପଦେଷ୍ଟା ଏବଂ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ତାଲିକା ଜାରି କରାଯାଇଛି। ଓଡ଼ିଶା ରାଜ୍ୟ ଗୃହ…
Read More...

ମହିଳା ଫୁଟ୍‌ବଲ : ଆଜି ମଣିପୁର-ଓଡ଼ିଶା ଫାଇନାଲ

କଟକ  : ଜାତୀୟ କ୍ରୀଡ଼ାର ମହିଳା ଫୁଟବଲ ଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ରବିବାର ସେମିଫାଇନାଲ ମ୍ୟାଚରେ ଓଡ଼ିଶା ଟାଇବ୍ରେକର ୨-୨(୩-୦) ଗୋଲରେ ତାମିଲନାଡୁକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଓଡ଼ିଶା ପକ୍ଷରୁ ୪୪…
Read More...

ଆଜିଠାରୁ ବଜେଟ ପ୍ରସ୍ତୁତି ପ୍ରକ୍ରିୟା

ନୂଆଦିଲ୍ଲୀ : ଆଜିଠାରୁ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ସରକାରଙ୍କର ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ ଦେଶର ଆର୍ଥିକ ଅଭିବୃଦ୍ଧି ଧାରା ପୂର୍ବସ୍ଥିତିକୁ ଫେରାଇ ଆଣିବା ଏବଂ ବିଶ୍ୱସ୍ତରରେ…
Read More...

ଜାପୋରିଜିଆରେ ବିମାନ ଆକ୍ରମଣ ; ୧୭ ମୃତ

କିଭ୍‌/ମସ୍କୋ : ୟୁକ୍ରେନର ଜାପୋରିଜିଆରେ ରୁଷ୍ ସେନା ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୭ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ୟୁକ୍ରେନ ଅଧିକାରୀଙ୍କ କହିବା ଅନୁଯାୟୀ ରୁଷ୍‌ ସେନା ଶନିବାର ସାରା ରାତି…
Read More...

ମୋଧେରା ଦେଶର ପ୍ରଥମ ସୌର ଶକ୍ତି ଗ୍ରାମ

ଗାନ୍ଧିନଗର : ଗୁଜରାଟ ମେହସାନ ଜିଲାର ମୋଧେରା ଦେଶର ପ୍ରଥମ ସୌର ଶକ୍ତି ସମ୍ପନ୍ନ ଗ୍ରାମ ଘୋଷିତ ହୋଇଛି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଧେରାକୁ ସୌର ଶକ୍ତି ସମ୍ପନ୍ନ ଗ୍ରାମ ଭାବେ ଘୋଷଣା କରିଛନ୍ତି ।…
Read More...

ଧର୍ମାନ୍ତର ବିବାଦ : ପଦ ଛାଡ଼ିଲେ ଦିଲ୍ଲୀ ମନ୍ତ୍ରୀ

ନୂଆଦିଲ୍ଲୀ : ଧର୍ମାନ୍ତର ବିବାଦରେ ପଡିଥିବା ଦିଲ୍ଲୀର ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ରବିବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଧର୍ମାନ୍ତର ଉତ୍ସବରେ ରାଜେନ୍ଦ୍ରଙ୍କ ଉପସ୍ଥିତିକୁ ନେଇ ବିଜେପି…
Read More...

କୁମାର ପୂର୍ଣ୍ଣିମାରେ ମାଁ ସମଲେଶ୍ୱରୀଙ୍କ ରାଜରାଜେଶ୍ୱରୀ ବେଶ ଓ ଧ୍ୱଜାରୋହଣ

ସମ୍ବଲପୁରର :  ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରରେ ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୁଧବାର ଦିନ ମାଁ ସମଲେଶ୍ୱରୀ…
Read More...

ସୋମବାର ରାଶିଫଳ (୧୦/୧୦/୨୦୨୨)

ମେଷ : ଶ୍ରେଷ୍ଠାସନରେ ଅଧିଷ୍ଠିତ ହୋଇପାରନ୍ତି। ଉତ୍ତମ ଗୁଣର ଅଧିକାରୀ ହେବେ। ନୀତିନିଷ୍ଠ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହେବେ। ବହୁ ବ୍ୟୟ ଘଟିପାରେ। ବୃଷ :…
Read More...

କାମାକ୍ଷାନଗର ଅଞ୍ଚଳରେ କୁମାର ପୂର୍ଣ୍ଣିମା ପାଳିତ

କାମାକ୍ଷାନଗର : କାମାକ୍ଷାନଗର ଅଞ୍ଚଳରେ ରବିବାର ସନ୍ଧ୍ୟାରେ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କୁମାର ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। କୁମାର ପୂର୍ଣ୍ଣିମା ଉପଲକ୍ଷେ ଘରେ ଘରେ କୁମାରୀମାନେ…
Read More...

କାର୍ଗିଲ ଯୋଦ୍ଧା ତ୍ରିଲୋଚନ ଦାସଙ୍କୁ ଉତ୍କଳମଣି ସ୍ମୃତି ସମ୍ମାନ

ବାଙ୍କୀ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜୟନ୍ତୀ ସମାରୋହ ପାଳନ ଅବସରରେ ବାଙ୍କୀ ପଥୁରିପଡା ଗ୍ରାମର କାର୍ଗିଲ ଯୋଦ୍ଧା ଅବସରପ୍ରାପ୍ତ ସୈନିକ ତ୍ରିଲୋଚନ ଦାସଙ୍କୁ ଉତ୍କଳମଣି ସମ୍ମାନରେ ସମ୍ମାନିତ…
Read More...

ଉତ୍ସାହ ଓ ଉଦ୍ଦିପନାର ସହ ବାଙ୍କୀ ମହୋତ୍ସବ ଉଦଘାଟିତ

ବାଙ୍କୀ : ବାଙ୍କୀ ମାଟିର କଳା, ସହିତ୍ୟ, ସଂସ୍କୃତି, ଲୋକକଳା ଓ ଐତିହ୍ୟକୁ ଉଜ୍ଜିବିତ କରି ମା ଚର୍ଚ୍ଚିକା ପୀଠର କୁମାର ଉତ୍ସବର ପରମ୍ପରା ସହିତ ପରିବର୍ଦ୍ଧିତ ବାଙ୍କୀ ମହୋତ୍ସବ-୨୦୨୨ ରବିବାର ସନ୍ଧ୍ୟାରେ ଉତ୍ସାହ…
Read More...

ଉତ୍କଳମଣିଙ୍କ ଜୟନ୍ତୀରେ ସ୍ୱାଭିମାନ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

ବଡ଼ମ୍ବା : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ଅବସରରେ ସ୍ୱାଭିମାନ ମଞ୍ଚ,ବଡ଼ମ୍ବା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବଡ଼ମ୍ବା ହାଟବଜାର ନିକଟସ୍ଥ ଆଡ଼ିଆ ମହାଦେବଙ୍କ ମନ୍ଦିର…
Read More...

‘ବିଦ୍ୟାର୍ଥୀମାନେ ଭଲମଣିଷ ହେବା କ୍ଷେତ୍ରରେ ଗୁରୁକୁଳ ସର୍ବଦା ପଥପ୍ରଦର୍ଶକ’

ବଡ଼ମ୍ବା :  ବଡ଼ମ୍ବା ମୋହନ ସୁବୁଦ୍ଧି ହାଇସ୍କୁଲ ପରିସରରେ ପୂଣ୍ୟଶ୍ଳୋକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ପାଳନ ସହିତ ଏହି ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର…
Read More...

ଆଠଗଡରେ ଗଜଲକ୍ଷ୍ମୀ ପୂଜା

ଆଠଗଡ :  ଆଠଗଡ ସହରରେ ଏକମାତ୍ର ସ୍ଥାନ ଲକ୍ଷ୍ମୀବଜାରଠାରେ ହନୁମାଜ ଜୀଉ କୃପା ପରିଷଦ, ଷ୍ଟାର ନାଇଟ କ୍ଲବ ଓ ଲକ୍ଷ୍ମୀବଜାରର ମିଳିତ ଆନୁକୁଲ୍ୟରେ ରବିବାର ଗଜଲକ୍ଷ୍ମୀପୂଜା ଆରମ୍ଭ ହୋଇଛି । ରବିବାର ଜଳାଧିବାସ,…
Read More...

ସାମୂହିକ ଭସାଣିରେ ଦୁଲୁକିଲା ଆଠଗଡ ସହର

ଆଠଗଡ :  ଲଘୁଚାପ ଜନିତ ବର୍ଷା ସତ୍ତ୍ବେ ଆଠଗଡ ସହରର ୬ଟି ପ୍ରମୁଖ ବଜାରର ପୂଜାକମିଟି ପକ୍ଷରୁ ରବିବାର ଭସାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭସାଣି ଉତ୍ସବ ପାଇଁ ସମଗ୍ର ଆଠଗଡ ସହରର ସବୁ ପ୍ରମୁଖ ବଜାର ଗୁଡିକ ସଂପୂର୍ଣ୍ଣ…
Read More...

ଆଠଗଡରେ ରାଜ୍ୟପାଳ

ଆଠଗଡ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌‌ ରବିବାର ଅନୁଗୁଳ ଯିବା ବାଟରେ ଆଠଗଡରେ ପହଞ୍ଚି ସ୍ୱଳ୍ପ ସମୟ ପାଇଁ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ଅବସ୍ଥାନ କରିଥିଲେ। ରାଜ୍ୟପାଳଙ୍କୁ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ,…
Read More...

ମୋ ପାଠଶାଳା ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ

ଗୁରୁଡିଝାଟିଆ : ପୂଣ୍ୟାତ୍ମା ଉତ୍କଳମଣି ସେବା ତିତିକ୍ଷା ଓ ନିସ୍ୱାର୍ଥପର କର୍ମଯୋଗୀ ଥିଲେ। ଅଭାବୀ ମଣିଷ ପାଇଁ ତାଙ୍କ ହୃଦୟ କାନ୍ଦି ଉଠୁଥିଲା । ନିଜେ ନଖାଇ ଅନ୍ୟ ପେଟର ଭୋକକୁ ବୁଝିପାରୁଥିଲେ। ସେଥିପାଇଁ ସରକାରଙ୍କ…
Read More...

କଖଡିରେ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ପଞ୍ଚାୟତରେ ରବିବାର ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ବରିଷ୍ଠ ବିଜେଡି ନେତା ନୃସିଂହ ଚରଣ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି…
Read More...

୨ୟ ଦିନିକିଆ : ଆୟର, କିଷନ ଭାରତକୁ ଜିତାଇଲେ

ରାଞ୍ଚି : ଶ୍ରେୟାସ ଆୟରଙ୍କ ଶତକ ଓ ଈଶାନ୍ କିଷନ୍‌ଙ୍କ ୯୩ ରନ୍‌ ବଳରେ ୨ୟ ଦିନିକିଆରେ ଘରୋଇ ଭାରତ ବିଜୟୀ ହୋଇଛି। ରବିବାର ଏହି କର ବା ମର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ଭାରତ ପରାସ୍ତ କରିଛି। ରିଜା…
Read More...

ଗୋପବନ୍ଧୁ ଚିକିତ୍ସାଳୟରେ ଗୋପବନ୍ଧୁ ଜୟନ୍ତୀ

ଗୁରୁଡିଝାଟିଆ : ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପ୍ରତିଷଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ପରିସରରେ ମହାନ ଦେଶ ସେବକ ସଂସ୍କାରକ, ବିଶିଷ୍ଟ ସାମ୍ବଦିକ, ଦୀନଜନବନ୍ଧୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ…
Read More...

ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ପଣ୍ଡିତ ଗୋପବନ୍ଧୁ

ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଆଠଗଡ :  ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ନିସ୍ୱାର୍ଥପର ଜନସେବକ, ବିଶିଷ୍ଟ ସାରସ୍ୱତ ସାଧକ ତଥା ସମାଜ ଖବରକାଗଜର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ଚାଲିଛି; ପ୍ରଦୀପ ପାଣିଗ୍ରାହୀ 

ଗୋପାଳପୁର: ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ଏକ‌ ପ୍ରକାର ସୁଚିନ୍ତିତ ଯୋଜନା ଚାଲିଥିବା ନେଇ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଶନିବାର ଚିକରଡା ଗାଁରେ ଅନୁଷ୍ଠିତ ପଦଯାତ୍ରାରେ‌…
Read More...

ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ

ବଲାଙ୍ଗିର: ସୁଦପଡା ସ୍ଥିତ ରେଲୱେ ଫାଟକ ଠାରେ ଟ୍ରେନ୍‌ ଆଗକୁ ଡେଇଁ ଜଣେ ଅଜଣା ଯବୁକ ଆତ୍ମହତ୍ୟା କରିଥିବା ଖବର ମିଳିଛି । ସୂଚନା ଅନୁସାରେ, ବଲାଙ୍ଗିର ପଟୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ ଆଗକୁ…
Read More...

ପ୍ରାପ୍ୟ ନୁହେଁ କୌଳିକବୃତ୍ତି ବଞ୍ଚାଇବାକୁ ଉଦ୍ୟାମ; ମୃଦଙ୍ଗ ମରାମତି ପାଇଁ ବରଗଡରୁ ଆସୁଛନ୍ତି କାରିଗର

ଗୁଣପୁର: ବରଗଡ ଜିଲାରୁ ମୃଦଙ୍ଗ କାରିଗର ମାନେ କୌଳିକ ବୃତ୍ତି ବଞ୍ଚାଇବା ପାଇଁ ବର୍ଷକୁ ୨ମାସ ଗୁଣପୁରକୁ ଆସନ୍ତି । ପ୍ରାପ୍ୟ ପାଇଁ ନୁହେଁ କେବଳ ବୃତ୍ତି ନିଶା ଏମାନଙ୍କୁ ଗତ ୧୫ବର୍ଷ ହେଲା ଗୁଣପୁର ମୁହାଁ କରିଦେଇଛି ।…
Read More...

ରାଜମହଲ ଛକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା; ମାଡିଗଲା କାର୍‌, ଜଣେ ମୃତ

ଭୁବନେଶ୍ୱର: ରାଜମହଲ-କଳ୍ପନା ଓଭରବ୍ରିଜ୍‌ ଉପରେ ଦୁର୍ଘଟଣା ହୋଇଛି । ଆଜି ସକାଳୁ ସକାଳୁ ଜଣେ କଦଳୀ ବେପାରୀଙ୍କ ଉପରକୁ ଗୋଟିଏ କାର୍‌ ମାଡ଼ି ଯାଇଥିବା ଜଣାପଡ଼ିଛି । ଫଳରେ ଘଟଣାସ୍ଥଳରେ ବ୍ୟବସାୟୀ ଜଣକଙ୍କ ମୃତ୍ୟୁ…
Read More...

ଲୁହା ଛଡ ଚୋରକୁ କାବୁ କଲେ ପଡାବାସୀ

ବଲାଙ୍ଗିର: ସ୍ଥାନୀୟ ତୁଳସୀନଗର ଠାରେ ଏକ ଚୋରକୁ ଧରି ନିର୍ଧୂମ ଛେଚି ଟାଉନ ପୁଲିସର ଜିମା ଦେଇଛନ୍ତି ପଡାବାସୀ । ସୂଚନା ଅନୁସାରେ, ନୂତନ ଭାବେ ତିଆରି ହେଉଥିବା ଏକ ଘରୁ ଆଜି ସକାଳୁ ରୁଗୁଡିପଡା ଅଂଚଳର ଗୋଟିଏ ଚୋର ଲୁହା…
Read More...

ସାହିତ୍ୟ ପତ୍ରିକା ‘ସଂଜୀବନ’ ଉନ୍ମୋଚିତ

ଚୌଦ୍ୱାର: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପବ୍ଲିକ୍‌ ୱୋଲ ଫେୟାର ସୋସାଇଟିର ସାରସ୍ୱତ ସଂକଳନ ‘ସଂଜୀବନ’ (ଚଉଦୁଆର ପତ୍ର)ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି  । ପିଡବ୍ଲୁଏସ୍‌ର ସଭାପତି ବିଷ୍ଣୁ ଚରଣ ସାହୁଙ୍କ…
Read More...

୩ ଚୋର ଗିରଫ, ଚୋରି ସାମଗ୍ରୀ ଜବତ

ଚୌଦ୍ୱାର: ଚୌଦ୍ୱାର ପୌର ପାଳିକା ୧୨ ନମ୍ବର ୱାର୍ଡ ଓଟିଏମ୍‌ କଲୋନୀ ଚୋରି ଘଟଣାରେ ପୁଲିସ ୩ଜଣ ଚୋରଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବହୁ ଚୋରି ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି  । ଗିରଫ ଅଭିଯୁକ୍ତ ମାନେ…
Read More...

ସତ୍ୟବାଦୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ଉତ୍ସବ ପାଳିତ

ସାକ୍ଷୀଗୋପାଳ: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ଉତ୍ସବ l ଏହି ଉତ୍ସବ ଉତ୍କଳମଣିଙ୍କ କର୍ମପୀଠ ସତ୍ୟବାଦୀ ଅଞ୍ଚଳରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପ୍ରଶାସନିକ ଅଧିକାରୀ , ରାଜନେତା,…
Read More...

ବସ୍‌ ଓଲଟି ୪ ଗୁରୁତର

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ୧୪୯ନଂ ଜାତୀୟ ରାଜପଥ ଭେଜିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ଏକ ଯାତ୍ରୀବାହୀ ବସ୍‌ ଓଲଟିପଡ଼ିଛି । ବସରେ ଥିବା…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଆଜି ପୁଣ୍ୟାତ୍ମା ଉତ୍କଳମଣିଙ୍କ ୧୪୫ତମ ଜନ୍ମ ଜୟନ୍ତୀ… ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ମନେ ପକାଉଛି ସାରା ରାଜ୍ୟ…  ଲୋକସେବକ ମଣ୍ଡଳ ଓ ’ସମାଜ’ ପକ୍ଷରୁ ଆୟୋଜନ ହୋଇଛି ସ୍ମୃତିଚାରଣ ସଭା … ସେପଟେ ପୁଣ୍ୟାତ୍ମାଙ୍କୁ…
Read More...

ବିଜୟ ନାୟକ କନ୍ଧମାଳ ଜିଲ୍ଲାର ନୂତନ ବିଜେଡି ପର୍ଯ୍ୟବେକ୍ଷକ

ଫୁଲବାଣୀ: ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲାରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି । ଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡି ନେତା ବିଜୟ ନାୟକଙ୍କୁ ଦଳ ନୂତନ…
Read More...

କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି; ବିଶ୍ୱଜିତ୍‌

କଲମପୁର: ଓ.ସି.ଏସ ପରୀକ୍ଷାରେ ୩୪୭ ରାଙ୍କ ରଖି କୃତୀତ୍ୱ ହାସଲ କରିଛନ୍ତି କଲମପୁର ବ୍ଲକ ଅଧିନସ୍ଥ ହାରାମାଲ ଗ୍ରାମର ବିଶ୍ୱଜିତ ଶବର । ସେ ବର୍ତ୍ତମାନ ଟିଟିଲାଗଡ ଡି.ଏ.ଭି କଲେଜରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଭାବେ…
Read More...

ଉତ୍କଳମଣି ଗୋପବନ୍ଧୁଙ୍କ ୧୪୫ ତମ ଜୟନ୍ତୀ

କାମାକ୍ଷାନଗର: କାମାକ୍ଷାନଗର 'ସମାଜ' ପାଠକ ବିଚାର ମଞ୍ଚ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜନ୍ମ ଜୟନ୍ତୀ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ 'ସମାଜ 'ପାଠକ ବିଚାର ମଞ୍ଚର ଆବାହକ…
Read More...

ଏବିଭିପି ଗୁଣପୁର ଶାଖା ତରଫରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ 

ଗୁଣପୁର: ଉତ୍କଳର ବରପୁତ୍ର ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ମ ଜୟନ୍ତୀକୁ ଆଜି ଏବିଭିପି ଗୁଣପୁର ଶାଖା ତରଫରୁ ପାଳନ କରାଯାଇଛି ।ଏହି ଅବସରରେ ସ୍ଥାନୀୟ ଶତାୟୁ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ…
Read More...

ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ

ବଲାଙ୍ଗିର: ପୁଇଁନ୍ତଲା ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ରଣ୍ଡା ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଜଣେ ଶ୍ରମିକଙ୍କୁ ଧକ୍କା ଦେଇଛି । ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ…
Read More...

 ନାବାଳିକା ଦୁଷ୍କର୍ମ ମାମଲା, ବଡ଼ବାପା ଗିରଫ

ବଲାଙ୍ଗିର: ପୁଇଁନ୍ତଳା ଥାନା ଅନ୍ତର୍ଗତ ସର୍ଗିବାହାଲ ଗ୍ରାମର ଜଣେ ୧୪ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ସ୍ଥାନୀୟ ଥାନାରେ ହୋଇଥିଲା । ଘଟଣାର ୪ ମାସ ପରେ ଅଭିଯୁକ୍ତ ସମ୍ପର୍କୀୟ ବଡ଼ବାପା ରଙ୍କନିଧି ମହାକୁରକୁ…
Read More...

ସାଇବର ଅପରାଧୀଙ୍କ ନଜରରେ ଇ-ବାଇକ୍‌ ଗ୍ରାହକ

ବଲାଙ୍ଗିର: ସାଇବର ଅପରାଧୀମାନେ ଲୋକଙ୍କୁ ଅଭିନବ ଢଙ୍ଗରେ ଲୁଟିବାକୁ ବିଭିନ୍ନ କୌଶଳ ଆପଣାଉଛନ୍ତି । ମୋବାଇଲ ଟାୱାର ଓ ଇ-ବାଇକ, କାର୍‌ ଚାର୍ଜିଂ ପଏଣ୍ଟ ସ୍ଥାପନ ଭଳି ନାନାଦି ବାହାନାରେ  ବିଭିନ୍ନ ସମୟରେ ଲୋକଙ୍କୁ ଭୁଆଁ…
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛକରୁ ବୁଲେଟ୍‌ ଚୋରି

ବଲାଙ୍ଗିର: ବଲାଙ୍ଗିର ସହରରେ ଦିନକୁ ଦିନ ଚୋରି, ଲୁଟ୍‌ ଓ ଅପରାଧୀକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ସହରର ବିଶ୍ୱବିଦ୍ୟାଳୟ ଛକରେ ଥିବା ସୁରସଙ୍ଗମ ଅନୁଷ୍ଠାନ ସମ୍ମୁଖରୁ ଶୁକ୍ରବାର ରାତିରେ ଏକ ବୁଲେଟ ବାଇକ୍‌ ଚୋରି…
Read More...

ବଲାଙ୍ଗିର ଶିଶୁ ଉଦ୍ୟାନରେ ଅବ୍ୟବସ୍ଥା

ବଲାଙ୍ଗିର:ବଲାଙ୍ଗିର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଓ ଜଗର୍ସ ପାର୍କ ରହିଛି । କିଛି ମାସ ତଳେ ଅସାମାଜିକ ତତ୍ତ୍ୱମାନେ ଜଗର୍ସ ପାର୍କରେ ପଶି ଭଙ୍ଗାରୁଜା କରିବା ସହ…
Read More...

ଇନ୍‌ଟେକ୍‌ ବଲାଙ୍ଗିର ପକ୍ଷରୁ ଜିଲାସ୍ତରୀୟ ଐତିହ୍ୟ କୁଇଜ୍‌

ବଲାଙ୍ଗିର: ପୂର୍ବରୁ ଇନ୍‌ଟେକ୍‌ ବଲାଙ୍ଗିର ପକ୍ଷରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଲାସ୍ତରୀୟ ଐତିହ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୧୦ଟି ଗୋଷ୍ଠୀ (୨୦ଜଣ ଛାତ୍ରଛାତ୍ରୀ ଚୟନ) ଦ୍ୱିତୀୟ ପର୍ଯ୍ୟାୟ…
Read More...

ଜମି ବିବାଦ; ଭାଇ ଆକ୍ରମଣରେ ବଡ ଭାଇ ଗୁରୁତର

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଥାନା କୁକୁଡାହାଡରେ ଜମି ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ମଝିଆ ଭାଇର ଆକ୍ରମଣରେ ବଡ ଭାଇ ଗୁରୁତର ଭାବେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି…
Read More...

ଧରୁଆଡିହି ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ସଦର ବ୍ଲକ ଅନ୍ତର୍ଗତ ଧରୁଆଡିହି ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ପ୍ରାୟ ୫ ଟି ବଗି ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି । ଖବର ପାଇ ଚକ୍ରଧରପୁର ରେଳ ଡିଭିଜନର…
Read More...

ଦିତୀୟ ଥର ପାଇଁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଲେ ଗିରିଜାନନ୍ଦନ

ପାଟଣା: କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ପିପିଳିଆ ଗ୍ରାମର ୩୯ ବର୍ଷୀୟ ଯୁବକ ଗିରିଜାନନ୍ଦନ ହିନ୍ଦୟାର ଓସିଏସ ପରୀକ୍ଷାରେ କୃତ କାର୍ଯ୍ୟ ହୋଇ ରାଙ୍କ ୧୦୧ ସ୍ଥାନରେ ଅଛନ୍ତି । ଗିରିଜାନନ୍ଦନ ତାଙ୍କ…
Read More...