www.samajalive.in
Saturday, December 6, 2025
23.1 C
Bhubaneswar

୮୦ରେ ବିଗ୍ ବି

ସିନେଜଗତର ଶେହନଶାହ ଅମିତାଭ ବଚ୍ଚନ ୮୦ ବର୍ଷରେ ପାଦ ଦେଇଛନ୍ତି । କେବଳ ଭାରତ ନୁହେଁ, ବିଶ୍ବର କୋଣଅନୁକୋଣରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ୧୯୪୨ ଅକ୍ଟୋବର ୧୧ରେ ବିଗ୍ ବି ଅମିତାଭ ବଚ୍ଚନ ଜନ୍ମଗ୍ରହଣ କରିଥିଲେ। ୧୯୬୯ରେ ତାଙ୍କ ସିନେ କ୍ୟାରିୟର ଆରମ୍ଭ ହେଲା। କଠିନ ପରିଶ୍ରମ, ଧୈର୍ଯ୍ୟ ହିଁ ତାଙ୍କ ସଫଳତାର ଚାବିକାଠି। ୮୦ ବର୍ଷୀୟ ଅମିତାଭଙ୍କୁ ଏ ବୟସରେ ମଧ୍ୟ ଫୁରସତ୍ ମିଳୁନି। ସକାଳର ଆରମ୍ଭ ସୁଟିଂ ସେଟ୍‌ରେ କରୁଥିବା ଅମିତାଭ ଏବେ ମଧ୍ୟ କାମ ସାରି ଡେରି ରାତିରେ ଘରକୁ ଫେରୁଛନ୍ତି। ତାଙ୍କର ଗୋଟିଏ ମୂଳ ମନ୍ତ୍ର ‘ପ୍ରଶଂସକଙ୍କୁ ନିରାଶ କରବିିନି’। ପ୍ରଶଂସକଙ୍କ ଭଲପାଇବାରେ ଆଜି ଏହି ସିନେକଳାକାର ପରିଚୟ ପାଇଥିବା କହିଥାନ୍ତି ଅମିତାଭ। ଏଥରକ ଜନ୍ମଦିନରେ ବିଗ୍ ବି ସପରିବାର ତିରୁପତି ଦର୍ଶନ ଯିବାକୁ ସ୍ଥିର କରିଥିବା ଜଣାପଡ଼ିଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories