www.samajalive.in
Thursday, December 11, 2025
13.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଡିଜିଟାଲ ବ୍ୟାଙ୍କକୁ ନେଇ ଆଜି ଘୋଷଣା କରିବେ ପ୍ରଧାନମନ୍ତ୍ରୀ… ୭୫ ଜିଲ୍ଲାକୁ ମିଳିବ ଡିଜିଟାଲ ବ୍ୟାଙ୍କ ୟୁନିଟ୍… ଭିଡିଓ କନଫରେସିଂ ମାଧ୍ୟମରେ ମୋଦୀ କରିବେ ସମ୍ବୋଧନ… ଦେଶର କୋଣ ଅନୁକୋଣରେ ପହଞ୍ଚିବ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା..

(୨) ଝାରସୁଗୁଡ଼ା ଓ ସମ୍ବଲପୁର ପୁଲିସକୁ ବଡ଼ ସଫଳତା… ୩ଟି କଲରାପତରିଆ ବାଘ ଛାଲ ସହ ୩ଜଣଙ୍କୁ ଗିରଫ କଲା ପୁଲିସ… ଗୁଇନ୍ଦା ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଏସଟିଏଫ୍‌… ଗିରଫ ୩ଜଣ ମାଫିଆ ଝାରସୁଗୁଡ଼ା, ବଲାଙ୍ଗୀର ଓ ସମ୍ବଲପୁରର ହୋଇଥିବା ସୂଚନା…

- Advertisement -

(୩)କମ୍ୟୁନିଷ୍ଟ୍‌ ପାର୍ଟି କଂଗ୍ରେସ ବୈଠକରେ ଚୀନ ରାଷ୍ଟ୍ରପତିଙ୍କ ବଡ଼ ଦାବି… ହଂକଂକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିଛି ଚୀନ୍‌ … ତାୟିୱାନ ଦଖଲ ପାଇଁ ବି ସଂକଳ୍ପ ନିଆଯାଇଥିବା କହିଲେ ସି. ଜିନପିଙ୍ଗ … ବିଶ୍ୱ ସମୁଦାୟକୁ ଚମକାଇଲା ଚୀନର ଏହି ପଦକ୍ଷେପ…

(୪) ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ… ୭୭ ବର୍ଷରେ ପାଦ ଥାପିଲେ ନବୀନ… କହିଲେ, ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସବୁବେଳେ ଋଣୀ… ଆଜି ହାଇଦ୍ରାବାଦ ଗସ୍ତ ଥିବାରୁ ନବୀନ ନିବାସକୁ ନ ଆସିବାକୁ ଶୁଭେଚ୍ଛୁଙ୍କୁ କଲେ ଅନୁରୋଧ…

(୫) ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ ପ୍ରସଙ୍ଗ… ଆଜି ବିଧିବଦ୍ଧ ଭାବେ ପ୍ରକାଶ ପାଇବ ବିଜ୍ଞପ୍ତି… ଗତକାଲି ରାଜ୍ୟ କ୍ୟାବିନେଟରେ ବାଜିଥିଲା ମୋହର… ସଂଧ୍ୟାରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ… ଉପକୃତ ହେବେ ୫୭ ହଜାରରୁ ଅଧିକ କର୍ମଚାରୀ…

(୬) କଲମ୍ବିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ୨୦ ମୃତ, ୧୫ଜଣ ଆହତ… ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ଦକ୍ଷିଣ-ପଶ୍ଚିମ କଲମ୍ବିଆର ପାନ୍‌-ଆମେରିକାନ ହାଇୱେରେ ହୋଇଛି ଦୁର୍ଘଟଣା…

(୭) ମନ ମୋହିଲାଣି ଚିଲିକା… ପର୍ଯ୍ୟଟକଙ୍କୁ କଲାଣି ଆକୃଷ୍ଠ… ଶୀଳତ ଶୀତର ଛୁଆଁରେ ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ… ହଜାର ହଜାର ମାଇଲୁ ଉଡିଆସିଲେଣି ଶହ ଶହ ବିହଙ୍ଗ… ପକ୍ଷୀ ଦେଖିବାକୁ ଚିଲିକାର ଆଖପାଖ ଅଞ୍ଚଳରେ ଲାଗିଲାଣି ପକ୍ଷୀ ପ୍ରେମୀଙ୍କ ଭିଡ…

(୮) ପୁଣି ଆସୁଛି ଲଘୁଚାପ, ଭିଜିବ ଓଡ଼ିଶା… ଆସନ୍ତା ୧୮ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ.. ୨୦ରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା… ରାଜ୍ୟର କିଛି ଅଞ୍ଚଳକୁ ମୌସୁମୀ ଫେରିବା ନେଇ ପରିବେଶ ରହିଛି ଅନୁକୂଳ… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories