www.samajalive.in
Monday, December 15, 2025
24.1 C
Bhubaneswar

ଦିନ @୧ ମୁଖ୍ୟ ଖବର

(୧) ନନ୍ଦନକାନନରେ ଧଳାବାଘ ଅସୁସ୍ଥ… ବାଘ ବିଜୟ ଅସୁସ୍ଥ ଥିବା ନେଇ ସୂଚନା ଦେଲେ ନନ୍ଦନକାନନ କର୍ତ୍ତୃପକ୍ଷ… ବୟସାଧିକ କାରଣରୁ ବିଜୟର ସ୍ୱାସ୍ଥ୍ୟ ଖରାପ ଥିବା ସୂଚନା… ବିଜୟକୁ କ୍ୱାରେଣ୍ଟିନରେ ରଖି ସ୍ୱତନ୍ତ୍ର ଟିମ୍‌ ପକ୍ଷରୁ କରାଯାଉଛି ଚିକିତ୍ସା….

(୨) ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ… ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ସାଢ଼େ ୪ଟାରେ ହେବ ଆଲୋଚନା… ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇପାରେ ନିଷ୍ପତ୍ତି… କ୍ୟାବିନେଟ୍‌ ବୈଠକ ଉପରେ ରହିଛି ସମସ୍ତଙ୍କ ନଜର…

- Advertisement -

(୩) ପାକିସ୍ତାନକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ବୟାନ… ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ରାଷ୍ଟ୍ରପତିଙ୍କ ମନ୍ତବ୍ୟ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି… ପାକକୁ ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ରାଷ୍ଟ୍ର କହିଲେ ବାଇଡେନ୍‌… ପାକିସ୍ତାନ ହାତରେ ଆଣବିକ ଅସ୍ତ୍ର ଥିବାରୁ ସବୁଠାରୁ ବିପଦପୂର୍ଣ୍ଣ…

(୪) କଟକ ବାଲିଯାତ୍ରା ପାଇଁ ପ୍ଲଟ୍‌ ଆବଣ୍ଟନ ପ୍ରସଙ୍ଗ… ପ୍ଲଟ୍‌ ଆବଣ୍ଟନ ଧାର୍ଯ୍ୟ ଦାମକୁ ବ୍ୟବସାୟୀଙ୍କ ବିରୋଧ… ପୁରୁଣା ଦାମରେ ବ୍ୟବସାୟ ପାଇଁ ପ୍ଲଟ ଦେବାକୁ ଦାବି କଲା ବ୍ୟବସାୟୀ ସଂଘ… ବିରୋଧ ଯୋଗୁଁ ୧୮ ଯାଏଁ ବଢ଼ିଲା ପଞ୍ଜୀକରଣ ଅବଧି… ପ୍ରଶାସନ ଓ ବ୍ୟବସାୟୀଙ୍କ ମଧ୍ୟରେ ଛକାପଞ୍ଝା…

(୫) ତାମିଲନାଡ଼ୁର କ୍ରିଷ୍ଣାଗିରି ହୋସୁର ମିଡିଲ ସ୍କୁଲରେ ଅଭାବନୀୟ ଘଟଣା… ଗ୍ୟାସ ଲିକ୍‌ ଯୋଗୁଁ ୧୦୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ… ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି.. ଏକ ସେପଟିକ୍‌ ଟ୍ୟାଙ୍କରୁ ଗ୍ୟାସ ଲିକ୍‌ ଯୋଗୁଁ ପିଲାମାନେ ହୋଇଥିଲେ ଅସୁସ୍ଥ…

(୬) ଉପନିର୍ବାଚନ ପାଇଁ କମ୍ପୁଛି ଧାମନଗ​‌ର… ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି ସମସ୍ତ ଦଳର ପ୍ରାର୍ଥୀ… ମୈଦାନରେ ପୁଣି ଦେଖିବାକୁ ମିଳିବ ୨୦୧୯ ନିର୍ବାଚନର ଝଲକ… ଧାମନଗରରେ ବିଜେଡି ସଙ୍ଗଠନରେ କେଁ… ଶଙ୍ଖ ପାଟି ହୋଇଛି ଦୁଇଫାଳ… ବିଜେଡି ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ରାଜୁ ଦାସ…

(୭) ଧାମନଗର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲେ ୩ ଦଳ… ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଘୋଷଣା ହେଲେ ଷ୍ଟାର ପ୍ରଚାରକ… ବିଜେଡିର ତାଲିକାର ଶୀର୍ଷରେ ରହିଛନ୍ତି ମୁଖ୍ୟମନ୍ତ୍ରୀ… ବିଜେପିର ତାଲିକାର ପ୍ରଥମରେ ରହିଛି ସମୀର ମହାନ୍ତିଙ୍କ ନାଁ… କଂଗ୍ରେସ ମଧ୍ୟ ଜାରି କରିଛି ୩୦ ଜଣିଆ ଷ୍ଟାର ପ୍ରଚାରକ…

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories