ଆଜି ପବିତ୍ର ବିଜୟା ଦଶମୀ ; ରାବଣପୋଡ଼ି ପାଇଁ ବ୍ୟାପକ ଆୟୋଜନ

କଟକ : ଆଜି ପବିତ୍ର ବିଜୟା ଦଶମୀ ବା ଦଶହରା। ସାରା ରାଜା ରାଜ୍ୟରେ ଆନନ୍ଦ, ଉଲ୍ଲାସ, ଶ୍ରଦ୍ଧା ଓ ଭକ୍ତିର ସହିତ ଦଶହରା ପାଳନ କରାଯାଉଛି। ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ଏବଂ ପାପ ଉପରେ ପୁଣ୍ୟର ବିଜୟର…
Read More...

ତିତଲି କ୍ଷୟକ୍ଷତି : ୧୦୦୦ କୋଟି ଟଙ୍କାର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପତ୍ର

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ତିତଲି କ୍ଷୟକ୍ଷତି ପାଇଁ ତୁରନ୍ତ ୧୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି ।…
Read More...

ସରକାର ଆଇନ ଆଣି ରାମ ମନ୍ଦିର ନିର୍ମାଣ କରନ୍ତୁ : ମୋହନ ଭାଗବତ

ନାଗପୁର : ସରକାର ଆଇନ ପ୍ରଣୟନ କରି ରାମ ମନ୍ଦିର ନିର୍ମାଣର ପଥ ପରିଷ୍କାର କରନ୍ତୁ ଓ ରାମ ଜନ୍ମଭୂମିରେ ହିଁ ରାମ ମନ୍ଦିର ନିର୍ମାଣ ହେବା ଆବଶ୍ୟକ ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରମୁଖ ମୋହନ ଭାଗବତ କହିଛନ୍ତି। …
Read More...

‘ତିତଲି’ କ୍ଷୟକ୍ଷତି ୨୭୬୫ କୋଟି ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା 'ତିତଲି' କ୍ଷୟକ୍ଷତିର ପରିମାଣ ୨୭୬୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।  ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ବିଷ୍ଣୁପଦ ସେଠୀ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ତିତଲି…
Read More...

ରେଳ ଧାରଣାରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ

ସୁଆଣ୍ଡୋ : ସାକ୍ଷୀଗୋପାଳ ରେଳ ଷ୍ଟେସନର ୩ ନଂ  ପ୍ଲାଟଫର୍ମର ରେଳ ଧରଣାରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡିଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳେ ମଣିଂୱାର୍କରେ ଯାଇଥିବା ଲୋକମାନେ ଏହା ଦେଖିଥିଲେ ।…
Read More...

ରୋଗୀ ମୃତ୍ୟୁକୁ ନେଇ ଉାତ୍ତଜନା ; ନର୍ସିଂହୋମରେ ଭଙ୍ଗାରୁଜା

କଟକ : ବଜ୍ରକବାଟି ରୋଡରେ ଥିବା ଏକ ଘରୋଇ ନର୍ସିଂହୋମରେ ରୋଗୀ ମୃତ୍ୟୁକୁ ନେଇ ଉାତ୍ତଜନା ଦେଖିବାକୁ ମିଳିଛି। ମୃତକଙ୍କ ନିକଟ ସଂପର୍କୀୟମାନେ ନର୍ସିଂହୋମରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଚିକିତ୍ସା ଅବହେଳାରୁ…
Read More...

ରାଜଧାନୀ ଏକ୍ସପ୍ରେସର ୨ଟି ବଗି ଲାଇନଚ୍ୟୁତ

ଭୋପାଳ : ମଧ୍ୟପ୍ରଦେଶର ରତଲାମ ନିକଟରେ ଗୁରୁବାର ସକାଳେ ତ୍ରିଭେନ୍ଦ୍ରମ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି।…
Read More...

ଶାରଦୀୟ ଦୁର୍ଗାପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ; ଆଜି ମାଆଙ୍କର ମହାନବମୀ ପୂଜା

କଟକ : ଶାରଦୀୟ ଦୁର୍ଗାପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଡିଛି। ଜଗଜ୍ଜନନୀ ମାଆ ଦୁର୍ଗାଙ୍କ ପୂଜା ଆରାଧନାରେ ସମସ୍ତେ ନିଜକୁ ନିୟୋଜିତ କରିଛନ୍ତି। ପୂଜା ମଣ୍ଡପରେ ବିରାଜମାନ କରିଥିବା ମୃଣ୍ମୟ ଦେବୀଙ୍କର…
Read More...

ପିଏନ୍‍ବି ମହାଠକେଇ : ଚୋକ୍‍ସିଙ୍କ ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂୂର୍ଣ୍ଣ ଘଟଣାକ୍ରମେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଆଜି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି) ମହାଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ମାମୁ ମେହୁଲ ଚୋକ୍‍ସି ଏବଂ…
Read More...

‘ତିତ୍‍ଲି’ପୁନରୁଦ୍ଧାର ସମୀକ୍ଷା : ୪ଦିନ ଭିତରେ ସବୁ ଉପଭୋକ୍ତାଙ୍କୁ ମିଳିବ ବିଜୁଳି : ଶକ୍ତି ସଚିବ

ଭୁବନେଶ୍ୱର : ତିତ୍‍ଲି ପ୍ରଭାବ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗଜପତି, ଗଞ୍ଜାମ, କନ୍ଧମାଳ ଓ ରାୟଗଡା ଜିଲାରେ ୯ଲକ୍ଷରୁ ଅଧିକ ଉପଭୋକ୍ତା ବିଦ୍ୟୁତ୍‍ ସେବାରୁ ବଞ୍ଚିତ ହୋଇଥିବାବେଳେ ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ…
Read More...

କୋଣାର୍କରେ ଯୁବତୀଙ୍କୁ ଗଣଦୁଷ୍କର୍ମ ; ଅଭିଯୁକ୍ତ ଯୁବକକୁ ଧରି ପୁଲିସର ତଦନ୍ତ ଆରମ୍ଭ

କୋଣାର୍କ : କୋଣାର୍କରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏକ ବନ୍ଦ କୋଠରୀରେ ଦୀର୍ଘ ୧୦ ଦିନ କାଳ ଯୁବତୀଙ୍କୁ ଅନେକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘରର ତାଲା ଭାଙ୍ଗି ପୋଲିସ ଓ…
Read More...

ମୁଜାଫର୍‍ପୁର କନ୍ୟାଶ୍ରମ ଯୌନ ନିର୍ଯ୍ୟାତନା ଘଟଣାରେ ଇଡି ପକ୍ଷରୁ ମାମଲା ରୁଜ୍ଜୁ

ପାଟଣା : ବିହାରର ମୁଜାଫର୍‍ପୁର କନ୍ୟାଶ୍ରମରେ ୩୪ ଜଣ ବାଳିକାଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ଏକ ମାମଲା ରୁଜ୍ଜୁ କରିଛି । ସିବିଆଇ ଦ୍ୱାରା ଦାଖଲ ଏତଲା ଆଧାରରେ ଇଡି ଏହି…
Read More...

ଜୁଆ ଆଡ୍ଡା ଉପରେ ଚଢ଼ଉ, ଲକ୍ଷାଧିକ ଟଙ୍କା ଜବତ

ସୁନ୍ଦରଗଡ଼ : ସଦର ପୁଲିସ ଗତରାତିରେ ଏକ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ଉ କରି ୬ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ବାଇକ, ମୋବାଇଲ ଫୋନ ଓ ଅନ୍ୟାନ୍ୟ ଜୁଆ ସାମଗ୍ରୀ ଜବତ କରିଛି। ସେହିପରି …
Read More...

୧୯ରେ ପିପିଲି ରାବଣ ପୋଡି

ପିପିଲି : ପବିତ୍ର ବିଜୟା ଦଶମୀ ଅବସରରେ ଆସନ୍ତା ୧୯ ତାରିଖ ଶୁକ୍ରବାର ପିପିଲିର  ଇନ୍ଦିରା ମଇଦାନ ଠାରେ ୪ର୍ଥ ବାର୍ଷିକ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ ହେବ। ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଇନ୍ଦିରା ମଇଦାନ…
Read More...

ଡ଼କାୟତ ଗିରଫ, ୩ ବାଇକ ଜବତ

ବଣେଇ : ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ଲହୁଣିପଡା ଥାନା ଅଂଚଳରୁ ଏମ. ଡି ଉବେଦ ଖାନଙ୍କୁ ପୁଲିସ ଗିରପ କରିଛି।  ପେଟ୍ରୋଲ ପମ୍ପ ଓ ବ୍ୟବସାୟୀ ଲୋକଙ୍କ ଘରେ ଡ଼କାୟତି ଉଦ୍ୟମ କରୁଥିବା ବେଳେ ଲହୁଣିପଡା ପୁଲିସ ତାକୁ…
Read More...

ଦୌଡରାଣୀ ଜୟନ୍ତୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ସୁଆଣ୍ଡୋ : ଜାକର୍ତ୍ତାରେ ଅନୁଷ୍ଠିତ ପାରା ଏସୀୟ କ୍ରୀଡ଼ାରେ ଚାରିଶହ ମିଟର ଦୌଡରେ ରୌପ୍ୟପଦକ ବିଜେତା ଜୟନ୍ତୀ ବେହେରାଙ୍କୁ ସତ୍ୟବାଦୀରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପୁରୀ ଜିଲା ସତ୍ୟବାଦୀ ଗୁରୁକୂଳ…
Read More...

ଶେଷରେ ଇସ୍ତଫା ଦେଲେ ଏମ୍‍.ଜେ ଆକବର

ନୂଆଦିଲ୍ଲୀ : କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏମ୍‍.ଜେ ଆକବର ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ‘# ମି ଠୁ’ ଅଭିଯାନରେ ପ୍ରାୟ ୧୫ ଜଣ ମହିଳାଙ୍କ ଦ୍ୱାରା ଯୌନ ଶୋଷଣ ଅଭିଯୋଗ ଆସିବା ପରେ ବୁଧବାର ସେ…
Read More...

୧୦୦ଟି ବଡ଼ ବ୍ୟାଙ୍କ ଠକେଇ ମାମଲାର ସମୀକ୍ଷା ଓ ବିଶ୍ଳେଷଣ କଲେ ସିଭିସି

ନୂଆଦିଲ୍ଲୀ : ଦେଶରେ ଗତବର୍ଷ ସୁଦ୍ଧା ହୋଇଥିବା ୧୦୦ଟି ବଡ଼ ବ୍ୟାଙ୍କ ଠକେଇ ମାମଲାର ତଦନ୍ତ କରାଯାଇ କର୍ମଚାରୀମାନଙ୍କୁ ଉତ୍ତରଦାୟୀ କରାଯିବା ସହିତ ଋଣ ଆଦାୟ ଦିଗରେ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରୀୟ ଭିଜିଲାନ୍ସ…
Read More...

ଝାରସୁଗୁଡ଼ାରେ କୋଇଲାମନ୍ତ୍ରୀ ପିୟୂଷ ଗୋଏଲ୍‍ : ସ୍ଥାନାନ୍ତର ହେବ ଖଣି ରେଳଧାରଣା

ବ୍ରଜରାଜନଗର : ଦୀର୍ଘ ଦଶନ୍ଧି ଧରି କୋଇଲା ଉତ୍ପାଦନ ଓ ପରିବହନରେ କେତେକ ରେଳପଥ ସମସ୍ୟା ସୃଷ୍ଟି କରିଆସୁଛି; ହେଲେ ଏହାର ସ୍ଥାନାନ୍ତରଣ ପାଇଁ କୌଣସି ନୀତିଗତ ନିଷ୍ପତି ଏ ପର୍ଯ୍ୟନ୍ତ ହୋଇପାରିନଥିଲା। ଏଥିପାଇଁ ଆବଶ୍ୟକ…
Read More...

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ତ୍ବରିତ ସହାୟତା ନିର୍ଦେଶ

ଭୁବନେଶ୍ୱର : ତିତ୍‍ଲିି ଦ୍ୱାରା କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ୧୦୦୦ଟଙ୍କା, ୫୦କେଜି ଚାଉଳ ଓ ଅଢ଼େଇ ଲିଟର କିରାସିନି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ…
Read More...

ଆୟୁଷ୍ମାନ ଭାରତରେ ଓଡିଶାବାସୀଙ୍କୁ ସାମିଲ ଦାବି କଲା ବିଜେପି

ଭୁୁବନେଶ୍ୱର : ଦେଶର ଅନ୍ୟ ରାଜ୍ୟଗୁଡ଼ିକ ଭଳି ଓଡିଶାରେ ଲାଗୁ କରିବା ଦାବିରେ ବିଜେପି ତରଫରୁ ସାରା ରାଜ୍ୟର ଗାଁ ଗହଳିରୁ ସଂଗୃହୀତ ଏକ କୋଟିରୁ ଊର୍ଦ୍ଧ୍ବ ଦସ୍ତଖତକୁ ସମ୍ବଳିତ ଦାବିପତ୍ରକୁ ଏକ ବିଶାଳ ଶୋଭାଯାତ୍ରା…
Read More...

ଏସିଆନ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି : ଭାରତୀୟ ଦଳର ଓମାନ୍‍ ଗସ୍ତ

ଭୁବନେଶ୍ୱର : ଓମାନର ମସ୍କାଟରେ ଅକ୍ଟୋବର ୧୮ରୁ ୨୮ ପର୍ଯ୍ୟନ୍ତ ୫ମ ଏସିଆନ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ୧୮ଜଣିଆ ଭାରତୀୟ ଦଳ ମସ୍କାଟ୍‍ ଗସ୍ତ କରିଛି। ଅଧିନାୟକ ମନ୍‍ପ୍ରୀତ ସିଂହ ଓ…
Read More...

ଟେଷ୍ଟ ବ୍ୟାଟସମ୍ୟାନ୍‍ ମାନ୍ୟତାର ୬୦ନଂରେ ପୃଥ୍ୱୀ ସ’

ଦୁବାଇ : ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ୍‍ ମାନ୍ୟତାର ୬୦ନଂରେ ପହଞ୍ଚିଛନ୍ତି ଯୁବ ଭାରତୀୟ ଓପନର୍‍ ପୃଥ୍ୱୀ ସ’। ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ୍‍ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ହାସଲ କରିଥିବା ପୃଥ୍ୱୀ ଦ୍ୱିତୀୟ…
Read More...

ତିତଲି ସମୀକ୍ଷା : ଗଜପତିରେ ୧୮ ଜଣଙ୍କର ମୃତ୍ୟୁ

ଗଜପତି : ସାମୁଦ୍ରିକ ବାତ୍ୟା ତିତଲି ଓ ତା’ ପରେ ବନ୍ୟା ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାବାସୀଙ୍କ ପାଇଁ  ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରାଯିବ। ପାରଳାଖେମୁଣ୍ଡିରେ ତିତଲି କ୍ଷୟକ୍ଷତି…
Read More...

ଖସୋଗି ଅନ୍ତର୍ଦ୍ଧାନ ମାମଲା : ତଦନ୍ତ କରିବା ପାଇଁ ବ୍ରିଟେନ୍‍, ଫ୍ରାନ୍ସ ଓ ଜର୍ମାନୀ ଦାବି

ଲଣ୍ଡନ : ସାଉଦି ଆରବର ନିଖୋଜ ସାମ୍ବାଦିକ ଜମାଲ ଖସୋଗିଙ୍କ ଅନ୍ତର୍ଦ୍ଧାନ ସଂକ୍ରାନ୍ତରେ ତଦନ୍ତ କରିବା ପାଇଁ ବ୍ରିଟେନ୍‍, ଫ୍ରାନ୍ସ ଓ ଜର୍ମାନୀ ଦାବି କରିଛନ୍ତି। ବ୍ରିଟେନ୍‍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ…
Read More...

ତୈଳ ଦର ବୃଦ୍ଧି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଇନ୍ଧନ ବ୍ୟୟ ହ୍ରାସ ଲାଗି ତୈଳ ବଜାରର ଉତ୍ପାଦକ ଓ ଉପଭୋକ୍ତାଙ୍କ ମଧ୍ୟରେ ଭାଗିଦାରୀ ଉପରେ ଗୁରୁତ୍ୱାରୋପ ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ତୈଳ ଏବଂ ବାଷ୍ପ କ୍ଷେତ୍ରର ବିଶେଷଜ୍ଞ ଏବଂ ମୁଖ୍ୟ…
Read More...

 ଯୁବ ଅଲମ୍ପିକ୍‍ : ପୁରୁଷ ଓ ମହିଳା ହକିରେ ଭାରତକୁ ରୌପ୍ୟ

  ବୁଏନ୍ସ ଏରିଜ୍‍ :  ଯୁବ ଅଲମ୍ପିକ୍‍ କ୍ରୀଡ଼ାରେ ଭାରତ ପୁରୁଷ ଓ ମହିଳା ହକିରେ ରୌପ୍ୟ ପଦକ ବିଜୟୀ ହୋଇଛି । ପୁରୁଷ ଫାଇନାଲରେ ଭାରତ ମଧ୍ୟାନ୍ତର ସୁଦ୍ଧା ଭାରତ ୨-୧ରେ ଅଗ୍ରଣୀ ଥିଲା। ତେବେ ଖେଳର ଶେଷ ଭାଗକୁ …
Read More...

ପୁରୀ ହିଂସାକାଣ୍ଡ ; ୮ଗିରଫ

ପୁରୀ : ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଅଭିଯୋଗରେ ପୁଲିସ ରବିବାର ଆଉ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଶ୍ରୀମନ୍ଦିର ସିଂହଦ୍ୱାର ସୂଚନା କେନ୍ଦ୍ର ଭଙ୍ଗାରୁଜା ଏବଂ ଟ୍ରାଫିକପୋଷ୍ଟ ପୋଡି ଅଭିଯୋଗ ରହିଛି।…
Read More...

ଆନ୍ଧ୍ର ଇଟାଭାଟିରେ ବନ୍ଧା ପଡ଼ିଛନ୍ତି ୧୭ ଦାଦନ

କଲମପୁର : ଦାଦନ ଶ୍ରମିକର ଦୁଃଖର ଅନ୍ତ ହେଉ ନାହିଁ କି ଦାଦନ ଶ୍ରମିକ ସମସ୍ୟାର ସମାଧାନ ହେଉ ନାହିଁ। କେତେବେଳେ କଳାହାଣ୍ଡିର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ହାତ ଗୋଡ଼ କାଟି ହେଇ ଫେରୁଛି ତ ଆଉ କେତେ ବେଳେ…
Read More...

ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାର ବିଫଳ : ଧର୍ମେନ୍ଦ୍ର

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ତିତ୍‍ଲି ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖାମଖିଆଲି ବିପର୍ଯ୍ୟୟ ପରିଚାଳନା ଓ ସରକାରଙ୍କ…
Read More...

ଯୁବ ଅଲିମ୍ପିକ୍‍ସ ; ହକି ଫାଇନାଲରେ ଭାରତ ପୁରୁଷ ଓ ମହିଳା ଦଳ

ବୁଏନ୍ସ ଏରିଜ୍‍ : ଏଠାରେ ଖେଳାଯାଉଥିବା ଯୁବ ଅଲିମ୍ପିକ୍‍ସର ହକି ଫାଇନାଲରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ପ୍ରବେଶ କରିଛନ୍ତି। ପୁରୁଷ ବିଭାଗ ସେମିଫାଇନାଲରେ ଭାରତ ୩-୧ ଗୋଲ୍‍ରେ ଆୟୋଜକ ଆର୍ଜେଣ୍ଟିନାକୁ ପରାସ୍ତ…
Read More...

ଚାନ୍ଦା ପାଇଁ ଖଣ୍ଡାଚୋଟ

ପାଣି ପାଉଚ୍‌ ଫାକ୍ଟ୍ରି ମାଲିକ ଗୁରୁତର ଢେଙ୍କାନାଳ : କୋରିଆଁ ଶକ୍ତିସୁଗାର୍ସ ନିକଟରେ ଖୋଲିଥିବା ଏକ ପାଣି ପାଉଚ୍‍ ଫାକ୍ଟ୍ରି ମାଲିକଙ୍କୁ ଲକ୍ଷ୍ମୀପୂଜା ଚାନ୍ଦା ପାଇଁ ଜୋର୍‍ଜବରଦସ୍ତ କରିବାସହ ତାଙ୍କୁ ଖଣ୍ଡାରେ…
Read More...

ଇଭିଏମ୍‍ ଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ନିରାପଦ : ଓ.ପି. ରାୱତ

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନରେ ଭିଭିପାଟ ମେସିନ୍‍ ବ୍ୟବହାର କରାଯିବ ବୋଲି ଭାରତର ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାୱତ୍‍  ପୁଣି ଦୋହରାଇଛନ୍ତି । ତେବେ ସବୁ ଇଲେକଟ୍ରେନିକ ଭୋଟିଂ…
Read More...

ବୈଷ୍ଣୋଦେବୀ ଯାତ୍ରୀଙ୍କ ପାଇଁ ମାଗଣା ଦୁର୍ଘଟଣା ବୀମା ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି

ଶ୍ରୀନଗର : ଜମ୍ମୁ-କାଶ୍ମୀର ତଥା ଦେଶର ପ୍ରସିଦ୍ଧ ଶକ୍ତି ପୀଠ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଉଥିବା ତୀର୍ଥଯାତ୍ରୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ବୀମା ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।…
Read More...

ବିଏସଏଫ ଯବାନଙ୍କ ସହିତ ଦଶହରା ପାଳନ କରିବେ ରାଜନାଥ ସିଂହ

ନୂଆଦିଲ୍ଲୀ : ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଭାରତ-ପାକିସ୍ତାନ ସୀମାରେ ପହରା ଦେଉଥିବା ସୀମା ସୁରକ୍ଷା ବଳ (ବିଏସଏଫ) ଯବାନମାନଙ୍କ ସହ ଦଶହରା ପାଳନ କରିବେ। ଏଥି ପାଇଁ ସେ ଆସନ୍ତା ଗୁରୁବାର ଦିନ ରାଜସ୍ଥାନର…
Read More...

୨ୟ ଟେଷ୍ଟ : ଭାରତ ୧୦ ୱିକେଟରେ ବିଜୟୀ

ସ୍ୱଦେଶରେ ଭାରତର କ୍ରମାଗତ ୧୦ମ ସିରିଜ୍‍ ବିଜୟ ହାଇଦରାବାଦ : ପୁଣିଥରେ ଘରୋଇମାଟିରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ୩ ଦିନରେ ଟେଷ୍ଟମ୍ୟାଚ୍‍ ଜିତିପାରିଛି ଭାରତୀୟ ଦଳ। ପ୍ରଥମ ଟେଷ୍ଟକୁ ଇନିଂସ ଓ ୨୭୨ ରନ୍‍ରେ ଜିତିବା…
Read More...

ହାଇଦରାବାଦ ଟେଷ୍ଟ : ଭାରତ ପାଇଁ ବିଜୟ ଲକ୍ଷ୍ୟ ୭୨ ରନ

ହାଇଦରାବାଦ : ୱେଷ୍ଟଇଣ୍ଡିଜ୍‍ ବିରୁଦ୍ଧରେ ଏଠାରେ ଚାଲିଥିବା ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟଚରେ ଭାରତ ସହଜ ବିଜୟ ଆଡକୁ ଅଗ୍ରସର ହେଉଛି । ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ୧୨୭ ରନରେ ଅଲ ଆଉଟ ହେବା ପରେ ଭାରତ ପାଇଁ…
Read More...

ଆଫଗାନିସ୍ତାନ : ମୋଟର ସାଇକେଲ୍‍ ବୋମା ବିସ୍ଫୋରଣରେ ୧୨ମୃତ, ୩୨ ଆହତ

କାବୁଲ : ଆଫଗାନିସ୍ତାନର ତକ୍‍ହର୍‍ ପ୍ରଦେଶରେ ଶନିବାର ଏକ ମୋଟର ସାଇକେଲ୍‍ ବୋମା ବିସ୍ଫୋରଣ ଘଟି ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୩୨ ଜଣ ଆହତ ହୋଇଛନ୍ତି। ସେହି ଅଞ୍ଚଳରେ ପ୍ରାଦେଶିକ ଗଭର୍ଣ୍ଣରଙ୍କ ମୁଖପାତ୍ର ମହମ୍ମଦ…
Read More...

୧୦ ଦିନରେ ୫ ଡେଙ୍ଗୁରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦଶ ଦିନ ମଧ୍ୟରେ ୫ଜଣଙ୍କ ମୃତ୍ୟୁ ହୋଇଛି। ଦିନକୁ ଦିନ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ…
Read More...

ତିତ୍‌ଲି ମାଡ଼ : ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ

କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ନିର୍ଦେଶ ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ତିତ୍‍ଲି’ ପ୍ରଭାବରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଓ…
Read More...

ଆଉ ଏ ବର୍ଷ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ : ଅନନ୍ତ ଦାସ

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ପାଇଁ ଆଉ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ। କୌଣସି ବିଭ୍ରାନ୍ତିକର ଖବର ଦ୍ୱାରା ପ୍ରଭାବିତ ହୋଇ ସମୟ ଅପଚୟ ନକରି ପାଠପଢ଼ାରେ…
Read More...

ପାରା ଏସୀୟ କ୍ରୀଡ଼ା ଉଦ୍‍ଯାପିତ : ୭୨ ପଦକ ସହ ୯ମ ସ୍ଥାନରେ ଭାରତ

ଜାକର୍ତ୍ତା : ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଚାଲିଥିବା ପାରା ଏସୀୟ କ୍ରୀଡା ଶନିବାର ଉଦ୍‍ଯାପିତ ହୋଇଛି। ଭାରତ ୧୫ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଜ ସମେତ ମୋଟ ୭୨ଟି ପଦକ ପାଇ ତାଲିକାରେ ୯ମ ସ୍ଥାନ…
Read More...

ତିତଲି ଓ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ତିତଲି ଓ ଏହାର ପରବର୍ତ୍ତୀ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ ଘୋଷଣା କରିଛନ୍ତି। ଅଧିକ କ୍ଷତିଗ୍ରସ୍ତ ହୋଇଥିବା…
Read More...

ଜମ୍ମୁ-କାଶ୍ମୀର : ତୃତୀୟ ପର୍ଯ୍ୟାୟ ପୌର ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ

ଶ୍ରୀନଗର : କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜମ୍ମୁ-କାଶ୍ମୀରରେ ତୃତୀୟ ପର୍ଯ୍ୟାୟ ପୌର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୯୬ଟି ୱାର୍ଡ଼ପାଇଁ ୮୪ ଜଣ ମହିଳାଙ୍କ ସମେତ ୩୬୫ ଜଣ…
Read More...

ହାଇଦରାବାଦ ଟେଷ୍ଟ : ୱେଷ୍ଟଇଣ୍ଡିଜ ୩୧୧, ଭାରତ ୩୦୮/୪

ହାଇଦରାବାଦ : ଚଳିତ ଟେଷ୍ଟ ସିରିଜ୍‍ରେ ପ୍ରଥମଥର ପାଇଁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‍ ଘରୋଇ ଭାରତକୁ ସାମାନ୍ୟ ଚାପରେ ପକାଇ ପାରିଥିଲା। ତେବେ ଓପ୍‍ନର ପୃଥ୍ୱୀ ସ’ଙ୍କ ଅର୍ଦ୍ଧଶତକ ପରେ ଅଜିଙ୍କ୍ୟ ରାହାଣେ ଓ ଋଷଭ…
Read More...

କୋହଲିଙ୍କ ସହ ସେଲ୍‍ଫି ନେଲେ ପ୍ରଶଂସକ

ହାଇଦରାବାଦ୍‍  : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ର ପ୍ରଥମ ଦିନରେ ଜଣେ ପ୍ରଶଂସକ ପଡ଼ିଆ ମଧ୍ୟକୁ ପ୍ରବେଶ କରି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହ ସେଲ୍‍ଫି ନେବାକୁ…
Read More...

କାର୍ତ୍ତିକରେ ରାତି ୪ରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କାର୍ତ୍ତିକମାସ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଶୁକ୍ରବାର ନୀତି ସବ୍‍କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସେଥିରେ…
Read More...

ନାଳରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁ ନିକଟରେ ଲିଙ୍ଗରା ନାଳରେ ଭାସି ଯାଇ ଶୁକ୍ରବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ହେଉଛନ୍ତି ସମ୍ପେଇ ଦାସ। ସେ ଶୌଚ ପାଇଁ ଯାଇଥିବା ବେଳେ ନାଳରେ ଭାସି ଯାଇଥିଲେ।…
Read More...

ଲଗାଣ ବର୍ଷା : ଘରର କାନ୍ଥ ପଡିଲା, ଦୋକାନ ବାରଣ୍ଡା ଭରଷାରେ ପରିବାର

ଖୁଣ୍ଟା : ସାମୁଦ୍ରିକ ବାତ୍ୟା ତିତଲି ପ୍ରଭାବରେ ଲଗାଣ ବର୍ଷାରେ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି । ଖୁଣ୍ଟା ବଜାର ଓ ସରକାରୀ କାର୍ଯ୍ୟାଳୟ ଶୂନଶାନ ହୋଇପଡିଥିବା…
Read More...

ଏନଏଚଆରସି ଉପେକ୍ଷିତ, ବଂଚିତ ଲୋକଙ୍କ ସ୍ୱର : ପ୍ରଧାନମନ୍ତ୍ରୀ

-ମାନବିକ ଅଧୀକାରର ସୁରକ୍ଷା କେବଳ ଏକ ସ୍ଳୋଗାନରେ ସୀମିତ ନ’ରହୁ, - ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଏନଏଚଆରସିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ନୂଆଦିଲ୍ଲୀ : ବିଗତ ଅଢେଇ ଦଶନ୍ଧି ଧରି ଉପେକ୍ଷିତ ଏବଂ ନ୍ୟାଯ୍ୟ…
Read More...

କୂଳ ଲଂଘିଲା ଗଙ୍ଗାହାର : ବଢୁଛି ବୁଢ଼ାବଳଙ୍ଗ

ବଡ଼ସାହି : ସାମୁଦ୍ରିକ ବାତ୍ୟା ତିତ୍‍ଲି ପାଇଁ ଲଗାଣ ବର୍ଷା ଫଳରେ ଶୁକ୍ରବାର ମୟୁରଭଂଜ ଜିଲ୍ଲା ବଡ଼ସାହି ବ୍ଲକ ମଧ୍ୟ ଦେଇ ପ୍ରବାହିତ ଗଙ୍ଗାହାର ନଦୀ କୂଳ ଳଂଘନ କରିଥିବା ବେଳେ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି…
Read More...

ବର୍ତ୍ତିଗଲେ ଜେଇ : ଭାସିଗଲା କାର

ବଡ଼ସାହି : ସାମୁଦ୍ରିକ ବାତ୍ୟା ତିତ୍‍ଲି ପାଇଁ ପ୍ରବଳ ବର୍ଷା ଫଳରେ ଶୁକ୍ରବାର ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଧୀନ ବଡ଼କେରକୋ-ପ୍ରତାପପୁର ରାସ୍ତାର ଜଡ଼ିପାଳ ଗ୍ରାମର ପୋଲ ପାରି ହେଉଥିବା ବେଳେ ଏକ କାର…
Read More...

ତିତ୍‍ଲି ଓ ପରବର୍ତୀ ସ୍ଥିତି : ତୈଳକମ୍ପାନୀଙ୍କ ପକ୍ଷରୁ ଗଜପତି ଜିଲାକୁ ଗଲା ୩ ଗାଡି ରିଲିଫ ସାମଗ୍ରୀ

ସାମୁଦ୍ରିକ ବାତ୍ୟା ତିତ୍‍ଲି ଓ ପରବର୍ତୀ ଲଗାଣ ବର୍ଷା ମୁକାବିଲା ପାଇଁ ତୈଳକମ୍ପାନୀଙ୍କ ସମୀକ୍ଷା ବୈଠକ ଭୁବନେଶ୍ୱର : ରାଜ୍ୟରେ ସାମୁଦ୍ରିକ ବାତ୍ୟା ତିତ୍‍ଲି ଓ ପରବର୍ତୀ ଲଗାଣ ବର୍ଷା କାରଣରୁ ଜନଜୀବନ ଓ ଯୋଗାଯୋଗ…
Read More...

ତିତଲି ପ୍ରଭାବ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର

ଆରଡି : ସାମୁଦ୍ରିକ ବାତ୍ୟା ତିତଲି ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଗୁରୁବାର ମଧ୍ୟରାତ୍ରରୁ ଲାଗି ରହିଛି ଝଡ ବର୍ଷା। ତାହାସହ ସମୁଦ୍ର ଅଶାନ୍ତ ଯୋଗୁ ମାଡି ଆସୁଛି ଉଚ୍ଚ ଜୁଆର ଢେଉ। ଯାହାଫଳରେ ସମୁଦ୍ର ମୁହାଣ ନିକବର୍ତ୍ତୀ…
Read More...

ରିଲିଫ୍ ଓ ପୁନରୁଦ୍ଧାର ପାଇଁ ଗଠନ ହେଲା ମନ୍ତ୍ରିସ୍ତରୀୟ କମିଟି, ପୂଜା ଛୁଟି ବାତିଲ

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ତିତଲି ପ୍ରଭାବରେ ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟର ଅଧିକ କ୍ଷତିଗ୍ରସ୍ତ ହୋଇଥିବା ତିନି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡାରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ଅନୁଧ୍ୟାନ ପାଇଁ ରାଜ୍ୟ…
Read More...

ଦ୍ୱିତୀୟ ଟେଷ୍ଟ : ​‌ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ୱେଷ୍ଟଇଣ୍ଡିଜ ୨୯୫/୭

ହାଇଦରାବାଦ : ଭାରତ ଓ ୱେଷ୍ଟଇଣ୍ଡିଜ୍‍ ମଧ୍ୟରେ ଦ୍ୱିତୀୟ ତଥା ଚୂଡ଼ାନ୍ତ କ୍ରିକେଟ୍‍ ଟେଷ୍ଟ ମ୍ୟାଚ୍‍ ହାଇଦରାବାଦରେ ଆରମ୍ଭ ହୋଇଛି । ୱେଷ୍ଟଇଣ୍ଡିଜ ଟସ୍‍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ପ୍ରଥମ ଦିନର ଖେଳ ଶେଷ …
Read More...

ବିଜେଡ଼ିର ନୂଆ ମୁଖପାତ୍ର ପ୍ୟାନେଲ, ବାଦ୍‌ ପଡ଼ିଲେ ଅମର

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ସାଙ୍ଗଠିନକ ସ୍ତରରେ ଅଦଳବଦଳ କରି ମୁଖପାତ୍ର ପ୍ୟାନେଲ ପୁନର୍ଗଠନ କରିଛି। ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୪ ଜଣ ସଦସ୍ୟଙ୍କୁ…
Read More...

‘ତିତ୍‍ଲି’ କ୍ଷୟକ୍ଷତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

-ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ, -୩ଲକ୍ଷ ଲୋକ ୧୧୧୨ ଆଶ୍ରୟସ୍ଥଳରେ -ପର୍ଯ୍ୟାପ୍ତ ରିଲିଫ ପାଇଁ ନିର୍ଦେଶ, -କ୍ଷୟକ୍ଷତି ରିପୋର୍ଟ ମାଗିଲେ ସରକାର ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ତିତ୍‍ଲି’ ମୁକାବିଲାରେ…
Read More...

ପାରା ଏସୀୟ କ୍ରୀଡ଼ା : ରୌପ୍ୟ ଜିତିଲେ ଜୟନ୍ତୀ ,୨ ପଦକ ନିଶ୍ଚିତ କଲେ ପ୍ରମୋଦ

ଭୁବନେଶ୍ୱର : ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଆ ପ୍ରତିଯୋଗୀ ଗୁରୁବାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଧାବିକା ଜୟନ୍ତୀ ବେହେରା ୨ ଦିନ ତଳେ ବ୍ରୋଞ୍ଜ୍‍ ପଦକ ଜିତିଥିବା…
Read More...

ତିତ୍‍ଲିର କ୍ଷୟକ୍ଷତି ନେଇ ରାଜନାଥଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର :ରାଜ୍ୟରେ ସାମୁଦ୍ରିକ ଝଡ଼ ତିତ୍‍ଲିର କ୍ଷୟକ୍ଷତି ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ ଆଲୋଚନା କରିଥିବା ନେଇ ଟ୍ୱିଟ୍‍…
Read More...

ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ଦିନିକିଆ ସିରିଜ : ପନ୍ତ୍‍ ସାମିଲ ; ସାମି ଫେରିଲେ

ହାଇଦରାବାଦ : ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ୫ ମ୍ୟାଚ୍‍ର ଦିନିକିଆ ସିରିଜ୍‍ର ପ୍ରଥମ ୨ଟି ମ୍ୟାଚ୍‍ ଲାଗି ୧୪ ଜଣିଆ ଭାରତୀୟ ଦଳ ଗୁରୁବାର ଘୋଷଣା କରାଯାଇଛି। ଦଳରେ ୱିକେଟ ରକ୍ଷକ ତଥା ବିସ୍ଫୋରକ…
Read More...

ଘର ସହ ନଦୀରେ ଭାସିଗଲେ ୬ ଜଣ, ଉଦ୍ଧାର କାର୍ଯ୍ୟ ଜାରି

ବ୍ରହ୍ମପୁର : ସାମୁଦ୍ରିକ ଝଡ଼ ’ତିତଲି’ ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ସୋରଡା ଗାଜଲବାଡି ପଞ୍ଚାୟତ ପଙ୍କାଳସାହୀ ଗାଁରେ ବନ୍ୟା ଜଳ ପ୍ରବେଶ…
Read More...

ତିନିଦିନିଆ ଫ୍ରାନ୍ସ ଗସ୍ତରେ ସୀତାରମଣ

ନୂଆଦିଲ୍ଲୀ : ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଠାରୁ ତିନିଦିନିଆ ଫ୍ରାନ୍ସ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଛନ୍ତି । ଏହି ଅବସରରେ ସେ ଫରାସୀ କର୍ତ୍ତୃପକ୍ଷଙ୍କ ସହ ପ୍ରତିରକ୍ଷା ସହଯୋଗ ଓ ନିରାପତ୍ତା…
Read More...

ହାଇଦରାବାଦରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ

ହାଇଦରାବାଦ : ଘରୋଇ ଭାରତ ଓ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‍ ମଧ୍ୟରେ ଆଜିଠାରୁ ୨ୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‍ ଖେଳାଯିବ। ଏହି ଟେଷ୍ଟକୁ ଜିତି ୨-୦ରେ ସିରିଜ୍‍ ପୋଛିବା ଲକ୍ଷ୍ୟରେ ଟିମ୍‍ ଇଣ୍ଡିଆ ରହିଛି। ଅବଶ୍ୟ…
Read More...

ରାଫେଲ ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ରାଫେଲ ଯୁଦ୍ଧବିମାନ କାରବାର ସଂକ୍ରାନ୍ତରେ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ଏସ୍‍.କେ କାଉଲ ଏବଂ ବିଚାରପତି…
Read More...

ସ୍ୱୟଂଶାସିତ ହେବ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ

କଟକ : କଟକ ବଡ଼ ଡାକ୍ତରଖାନା ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ରାଜ୍ୟ ସରକାର ସ୍ୱୟଂଶାସିତ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଖୁବଶୀଘ୍ର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି…
Read More...

ତିତ୍‍ଲି ଚିନ୍ତା ; ହକି ଷ୍ଟାଡିୟମ ଉଦ୍‍ଘାଟନ ଆଜି

ଭୁବନେଶ୍ୱର : ହକି ବିଶ୍ୱକପ ପୂର୍ବରୁ ଓଡ଼ିଶା ସମେତ ସାରା ଭାରତରେ ହକି ଫିଭର ସୃଷ୍ଟିକରିବା ଲକ୍ଷ୍ୟରେ ବୁଧବାର ପଡ଼ିଆକୁ ଓହ୍ଳାଇବେ ହକି କିମ୍ବଦନ୍ତୀ ଧନରାଜ ପିଲେ ଏକାଦଶ ଓ ଦିଲୀପ ତିର୍କୀ। ଦର୍ଶକଙ୍କ ଉତ୍ସାହ ମଧ୍ୟ ଚରମ…
Read More...

ଜାତିସଂଘ ରାଷ୍ଟ୍ରଦୂତ ପଦରୁ ନିକ୍କି ହାଲେଙ୍କ ଇସ୍ତଫା

ୱାଶିଂଟନ : ଜାତିସଂଘସ୍ଥିତ ଆମେରିକା ରାଷ୍ଟ୍ରଦୂତ ନିକ୍କି ହାଲେ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ନିକ୍କିଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରହଣ କରିନେଇଛନ୍ତି।…
Read More...

ମହିଳା ଆୟୋଗରେ ବି ଯୌନ ନିର୍ଯାତନା ଝଡ଼

ନୂଆଦିଲ୍ଲୀ  : ’ମି ଠୁ ଅଭିଯାନ’କୁ ନେଇ ସାରା ଦେଶରେ ଝଡ଼ ସୃଷ୍ଟି ହୋଇଥିବାବେଳେ ଜାତୀୟ ମହିଳା ଆୟୋଗ ଏଥିରୁ ବାଦ ପଡ଼ି ନାହିଁ। ଦୁଇ ଜଣ ପୂର୍ବତନ ମହିଳା କର୍ମଚାରୀ ଆୟୋଗଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ…
Read More...

୧୯ ଜିଲାପାଳଙ୍କୁ ସତର୍କତା ; ୪ଜିଲାର ସ୍କୁଲ, କଲେଜ, ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ୱର : ବାତ୍ୟା ‘ତିତ୍‍ଲି’ ଭୟଙ୍କର ରୂପ ନେବାର ସମ୍ଭାବନା ଥିବାରୁ ଏଥିରେ ଅଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲା ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି…
Read More...

ଉଗ୍ର ହେଉଛି ‘ତିତ୍‍ଲି’ ;୧୧ ତାରିଖ ସକାଳେ ଛୁଇଁବ ସ୍ଥଳଭାଗ

 ୧୯ ଜିଲାପାଳଙ୍କୁ ସତର୍କ ସୂଚନା ଜାରି ଭୁବନେଶ୍ୱର : ଭୟଙ୍କର ରୂପ ନେଉଛି ବାତ୍ୟା ‘ତିତ୍‍ଲି’। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ତୀବ୍ର ଅବପାତ ରୂପ ନେଇଥିବା ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମରେ ଘଣ୍ଟାକୁ ୧୦କିମି…
Read More...

ଜୟନ୍ତି ଅବସରରେ ଗୋପବନ୍ଧୁ ପାର୍କର ନବୀକରଣ

ରାଉରକେଲା : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ ତମ ଜୟନ୍ତି ଅବସରରେ ରାଉରକେଲାଠାରେ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପିସିସି ସଭାପତି ଓ ରାଉରକେଲା ଇସ୍ପାତ କାରଖାନାର…
Read More...

ମିଳିଲା ଅନୁମତି, ୩ କମ୍ପାନୀର ସଂପତ୍ତି ବାଜ୍ୟାପ୍ତି ନେଇ ଦାୟର ହେବ ମାମଲା

କଟକ : ପୁଣି ୩ଟି ଚିଟଫଣ୍ଡ କମ୍ପାନୀର ସଂପତ୍ତି ବାଜ୍ୟାପ୍ତି ହେବ। ଏ ନେଇ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଉକ୍ତ କମ୍ପାନୀର ସଂପତ୍ତି ବାଜ୍ୟାପ୍ତି ନେଇ ମାମଲା ଦାୟର କରିବା ପାଇଁ ସ୍ୱତନ୍ତ୍ର ପ୍ରାଧିକୃତ ଅଧିକାରୀଙ୍କୁ…
Read More...

ବ୍ରୋଞ୍ଜ ଜିତି ଇତିହାସ ରଚିଲେ ଓଡ଼ିଆ ଝିଅ ଜୟନ୍ତୀ

ଭୁବନେଶ୍ୱର : ଇଣ୍ଡୋନେସିଆ ମାଟି ଓଡ଼ିଆ ଧାବିକାଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି। ଅଗଷ୍ଟରେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଆୟୋଜିତ ଏସୀୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତି ଚାନ୍ଦ ଦୁଇଟି ରୌପ୍ୟ ପଦକ…
Read More...

ଜେଲ୍‍ ଭିତରୁ ଟିଟୋର ଟେଣ୍ଡର ଫିକ୍ସିଂ

-ଠିକାଦାରଙ୍କୁ ଦାଦାବଟି ପାଇଁ ଦେଲେ ଧମକ,-ସ୍ଥାନାନ୍ତର ଲାଗି ଚିଠି ଲେଖିବ ଏସ୍‍ଟିଏଫ୍‍ -କେନ୍ଦ୍ରାପଡାରେ ହିଂସାକାଣ୍ଡ ଲାଗି ଟିଟୋର ବ୍ଲୁପ୍ରିଣ୍ଟ୍‍, -ସହଯୋଗୀ ମାଧ ଖୁଣ୍ଟିଆର ଜିମା ଅବଧି ସରିଲା ଭୁବନେଶ୍ୱର :…
Read More...

କର୍ମଭୂମିରୁ ଜନ୍ମଭୂମି ପଦଯାତ୍ରା

ସୁଆଣ୍ଡୋ/ସାକ୍ଷିଗୋପାଳ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତୀ ଅବସରରେ ଲୋକ ସେବକ ଯୁବ ମଣ୍ଡଳ ପକ୍ଷରୁ ସାକ୍ଷିଗୋପାଳ ବସ୍‍ଷ୍ଟାଣ୍ଡସ୍ଥିତ ପଞ୍ଚସଖା ମଣ୍ଡପ ନିକଟରୁ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା।…
Read More...

ବାରକ୍ଲେଜ୍‍ ହୁରୁନ୍‍ ଇଣ୍ଡିଆ ଧନୀ ତାଲିକା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ୧୬୩ ଜଣ ଅତି ଧନୀ ବାସ କରୁଛନ୍ତି। ତେବେ ସେମାନଙ୍କର ମୋଟ ସମ୍ପତ୍ତି ପରିମାଣ ପାଖାପାଖି ୭ ଲକ୍ଷ (୬,୭୮,୪୦୦) କୋଟି ଟଙ୍କା ହେବ ବୋଲି ବାରକ୍ଲେଜ୍‍ ହୁରୁନ୍‍ ଇଣ୍ଡିଆ ପକ୍ଷରୁ…
Read More...

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଆଜି

ପୁରୀ : ସୁପ୍ରିମକୋର୍ଟରେ ବୁଧବାର ଶ୍ରୀମନ୍ଦିର ପରିଚାଳନା ସଂସ୍କାର ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ମାମଲାର ଶୁଣାଣି କରାଯିବ। କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟମ ରିପୋର୍ଟ ଦାଖଲ କରିବା ସମ୍ଭାବନା ରହିଛି। ମୃଣାଳିନୀ…
Read More...

ପୁରୀ ବେଳାଭୂମିରେ ହକି ବିଶ୍ୱକପ ମାସ୍କଟ୍‍ ଓଲି ଉନ୍ମୋଚିତ

ପୁରୀ : ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‍ରେ ଆୟୋଜନ ହେବ ପୁରୁଷ ହକି ବିଶ୍ୱକପ୍‍। ଦେଶବିଦେଶରେ ଏହି ବିଶ୍ୱକପ୍‍ର ପ୍ରଚାର ଓ ପ୍ରସାର କରିବା ସହ ଏହାକୁ ଲୋକପ୍ରିୟ କରିବା ଲାଗି…
Read More...

ବୁଧବାର ରାଶିଫଳ

ମେଷ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହୋଇପାରନ୍ତି। କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଅର୍ଥ ମିଳିବ। ଦାମ୍ପତ୍ୟ ସୁଖ ପାଇବେ। ବୃଷ:…
Read More...

ତିତ୍‍ଲି ମୁକାବିଲା : ଗଞ୍ଜାମର ୫ ବ୍ଲକରେ ୩ ଦିନିଆ ରେଡ୍‍ଆଲର୍ଟ

ବ୍ରହ୍ମପୁର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇ ଗୋପାଳପୁର ଅଭିମୁଖେ ମାଡି଼ ଆସୁଥବାରୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।…
Read More...

ତିତ୍‍ଲିକୁ ନେଇ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ; ୧୩ ଜିଲାପାଳଙ୍କୁ ସତର୍କତା ଜାରି

ଭୁବନେଶ୍ୱର : ସମ୍ଭାବ୍ୟ ‘ତିତ୍‍ଲି’ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୩ ଜିଲାପାଳ ଓ ଜିଲା ସ୍ୱାସ୍ଥ୍ୟଅଧିକାରୀଙ୍କୁ ସଜାଗ ରହିବାପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ସଚିବ ଡା.…
Read More...

ବନ୍ୟଜନ୍ତୁଙ୍କ ଆକ୍ରମଣରେ ଫସଲ ହାନୀ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା

ନୂଆଦିଲ୍ଳୀ : ବନ୍ୟଜନ୍ତୁଙ୍କ ଆକ୍ରମଣରୁ ଘଟୁଥିବା ଫସଲ ନଷ୍ଟର ଭରଣା ପାଇଁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅଧୀନରେ କ୍ଷତିପୂରଣ ମିଳିବ। କେନ୍ଦ୍ର ସରକାର ପରୀକ୍ଷାମୂଳକ ଭାବେ ନିର୍ଦ୍ଦିଷ୍ଟ କେତେକ ଜିଲ୍ଲାରେ ଏହାକୁ…
Read More...

ଏନ୍‍ଆର୍‍ସି ମାମଲାରେ କେନ୍ଦ୍ର ସରକାରଙ୍କୁ ଜବାବ ତଲବ

ନୂଆଦିଲ୍ଳୀ : ତ୍ରିପୁରାରେ ଅବୈଧ ଭାବେ ବସବାସ କରୁଥିବା ଶରଣାର୍ଥୀ ମାନଙ୍କୁ ଚିହ୍ନଟ କରିବାପାଇଁ ଜାତୀୟ ନାଗରିକ ପଞ୍ଜିକରଣ (ଏନ୍‍ଆର୍‍ସି)କୁ କାର୍ଯ୍ୟକାରୀ କରିବା ପାଇଁ ଆଗତ ଏକ ଆବେଦନ ଉପରେ ସୁପ୍ରିମ୍‍କୋର୍ଟ…
Read More...

ରାଫେଲ ବୁଝାମଣା : ସୁପ୍ରିମ କୋର୍ଟରେ ୧୦ ତାରିଖରେ ଶୁଣାଣି

ନୂଆଦିଲ୍ଳୀ : ଭାରତ-ଫ୍ରାନ୍ସ ମଧ୍ୟରେ ରାଫେଲ ବିମାନ ଖରିଦ ନେଇ ହୋଇଥିବା ବୁଝାମଣା ସଂପର୍କୀତ ନୂତନ ଆବେଦନ ଉପରେ ଆସନ୍ତା ୧୦ତାରିଖରେ ଶୁଣାଣି କରିବା ପାଇଁ ସୁପ୍ରିମ କୋର୍ଟ ସୋମବାର ରାଜି ହୋଇଛନ୍ତି। ଏ ନେଇ ଏକ ଜନ…
Read More...

ରାଫେଲ୍‍ ଲଢ଼ୁଆ ବିମାନ ବାୟୁ ସେନାର ଦକ୍ଷତା ବୃଦ୍ଧି କରିବ : ବି.ଏସ୍‍. ଧନୋଆ

ନୂଆଦିଲ୍ଲୀ : ରାଫେଲ୍‍ ଲଢ଼ୁଆ ବିମାନ ଓ ଏସ୍‍-୪୦୦ କ୍ଷେପଣାସ୍ତ୍ର କିଣାଗଲେ ବିମାନ ବାହିନୀର ଦକ୍ଷତା ବୃଦ୍ଧି ପାଇବ ବୋଲି  ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍‍ ବି.ଏସ୍‍. ଧନୋଆ କହିଛନ୍ତି । ଗାଜିଆବାଦ୍‍ର ହିଣ୍ଡନ୍‍…
Read More...

କଡ଼ା ସୁରକ୍ଷା ବ୍ୟବସ୍ଥାରେ ଚାଲିଛି, ଜମ୍ମୁ-କାଶ୍ମୀରରେ ପୌର ନିର୍ବାଚନ ପାଇଁ ମତଦାନ

ଶ୍ରୀନଗର : କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜମ୍ମୁ-କାଶ୍ମୀର ପୌରନିଗମ ଓ ପୌର ପରିଷଦ ଗୁଡିକ ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଦୁଇ ପ୍ରମୁଖ ରାଜନୈତିକ ଦଳ ପିଡିପି ଏବଂ ନେସନାଲ କନଫରେନ୍ସ…
Read More...

ଆରବ ସାଗରରେ ଘୂର୍ଣ୍ଣିଝଡ,ବଙ୍ଗୋପ ସାଗରରେ ଲଘୁଚାପ : ପାଣିପାଗ ବିଭାଗର ସତର୍କ ସୂଚନା

ନୂଆଦିଲ୍ଲୀ : ପାର୍ବଣ ଋତୁରେ ପୁଣି ବର୍ଷା ଓ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ। ଆରବ ସାଗରରେ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିବା ବେଳେ ବଙ୍ଗୋପସାଗରରେ ଲଘୁଚାପର ପ୍ରଭାବରେ ରାଜ୍ୟରେ ୨/୩ ଦିନ ଧରି ବର୍ଷାର ସମ୍ଭାବନା…
Read More...

ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ : ‘ନବୀନ ଦୁର୍ନୀତିର ସୌଦାଗର’

ଓଡ଼ିଶା ଦଖଲ ପାଇଁ ଜନଆନ୍ଦୋଳନକୁ ତୀବ୍ର କରିବାକୁ ସଂକଳ୍ପ ଭୁବନେଶ୍ୱର : ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ରାଜ୍ୟ ସରକାରଙ୍କ ମହାଦୁର୍ନୀତିର ୧୦ଟି ଏବଂ ରାଜ୍ୟବାସୀଙ୍କ ପାଇଁ ଯୋଜନା ନାଁରେ କରିଥିବା…
Read More...

ଏସଓଜି-ମାଓବାଦୀ ଗୁଳି ବିନିମୟ ; ମାଓ ଶିବିର ଧ୍ୱସଂ

ଜୟପୁର : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ସୁଙ୍କି ଘାଟି ଅଞ୍ଚଳରେ ରବିବାର ଏସଓଜି-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ତେବେ ମାଓ ନେତା ଓ ଅନ୍ୟମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ୧୦ରୁ ୧୫ଜଣ…
Read More...

୧୯ ବର୍ଷରୁ କମ୍‍ ଏସିଆ କପ୍‍ କ୍ରିକେଟ : ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୩୦୫ରନ୍ 

ଢାକା : ବାଂଲାଦେଶର ଢାକାଠାରେ ଚାଲିଥିବା ୧୯ ବର୍ଷରୁ କମ୍‍ ଏସିଆ କପ୍‍ କ୍ରିକେଟର ଫାଇନାଲରେ ଭାରତ, ଶ୍ରୀଲଙ୍କା ପାଇଁ ୩୦୫ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩…
Read More...

ତାଜିକିସ୍ତାନ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାରଠାରୁ ତିନିଦିନିଆ ତାଜିକିସ୍ତାନ ଗସ୍ତରେ ଯାଇଛନ୍ତି । ମଧ୍ୟ ଏସିଆକୁ ତାଙ୍କର ଏହା ପ୍ରଥମ ଗସ୍ତ। ଏହି ପ୍ରଥମ ଗସ୍ତକାଳରେ ସେ ଭାରତ-ତାଜିକିସ୍ତାନ ଦୁଇ ରାଷ୍ଟ୍ରର…
Read More...

ଧର୍ମପାଲ ଗୁଲାଟି ଜୀବିତ ; ମୃତ୍ୟୁ ଖବରକୁ ଖଣ୍ଡନ

ନୂଆଦିଲ୍ଲୀ :  ପ୍ରସିଦ୍ଧ ଏମଡିଏଚ୍‍ ମସଲା କମ୍ପାନୀର ମାଲିକ ଧର୍ମପାଲ ଗୁଲାଟିଙ୍କ ପରଲୋକ ଖବରକୁ ପରିବାର ପକ୍ଷରୁ ଖଣ୍ଡନ କରାଯାଇଛି। ଏଭଳି ଗୁଜବକୁ ବିଶ୍ୱାସ ନ କରିବାକୁୂ ପରିବାର ପକ୍ଷରୁ କୁହାଯାଇଛି। ତେବେ ଧର୍ମପାଲ…
Read More...

ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ : ସ୍ମୃତି ଇରାନୀ

ଭୁବନେଶ୍ୱର : ଓଡ଼ିଶାରେ ମହିଳା ସୁରକ୍ଷିତ ନୁହନ୍ତି । ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେପି ନେତ୍ରୀ ତଥା କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।…
Read More...

ବିଜେପି କାର୍ଯ୍ୟକାରିଣୀରେ ଯୋଗଦେଲେ ସ୍ମୃତି ଇରାନୀ

ଭୁବନେଶ୍ୱର : ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକର ସମାପନ ସମାରୋହରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଯୋଗ ଦେଇଛନ୍ତି । ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ,…
Read More...

ଜମ୍ମୁ-କାଶ୍ମୀରରେ ୪.୬ ତୀବ୍ରତାର ଭୂକମ୍ପ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ରବିବାର ୪.୬ ତୀବ୍ରତାର ଭୁକମ୍ପ ଅନୁଭୂତ ହୋଇଛି। ଯାହାକୁ ନେଇ ଭୟରବାତାବରଣ ସୃଷ୍ଟି ହୋଇଛି । ରବିବାର ସକାଳେ ଭୂମିକମ୍ପ ସମୟରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ…
Read More...

ହିଂସାକାଣ୍ଡ ପଛରେ ବଡ଼ଧରଣର ଷଡ଼ଯନ୍ତ୍ର

ପୁରୀ : ପୁରୀ ବନ୍ଦ ବେଳେ ବୁଧବାର ହିଂସାକାଣ୍ଡ ପାଇଁ ପୂର୍ବରୁ ଷଡ଼ଯନ୍ତ୍ର ହୋଇଥିଲା। ପୋଡାଜଳା ଓ ଭଙ୍ଗାରୁଜା ପାଇଁ କିଛି ବ୍ୟକ୍ତି ଭଡାଟିଆ ଗୁଣ୍ଡାଙ୍କୁ ନିୟୋଜିତ କରିଥିଲେ। ପୁରୀ ଇତିହାସରେ ପ୍ରଥମଥର ୪ଟି ଝୁମ୍ପୁଡି…
Read More...

ରବିବାର ରାଶିଫଳ

ମେଷ: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ। ଧାର୍ମିକ ଓ ତେଜସ୍ୱୀ ହେବେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଦାନ-ଧର୍ମରେ ଦୀକ୍ଷିତ ହେବେ।…
Read More...

ଖାଲେଦା ଜିଆ ଗୁରୁତର

ଢାକା : କାରାଗାରରେ ଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିରୋଧୀ ଦଳ ନେତ୍ରୀ ଖାଲେଦା ଜିଆ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଶନିବାର ବଙ୍ଗବନ୍ଧୁ ସେଖ୍‍ ମୁଜିବ ମେଡିକାଲ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି…
Read More...

କୋର୍ଟମିତ୍ରଙ୍କୁ ରିପୋର୍ଟ ଦେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଧାଡ଼ିଦର୍ଶନକୁ ବିରୋଧ କରି ପୋଡାଜଳା ଏବଂ ଭଙ୍ଗାରୁଜା ସମ୍ପର୍କରେ କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟମଙ୍କୁ ଶନିବାର ରିପୋର୍ଟ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ବାଇଶିପାହାଚ ଓ ସିଂହଦ୍ୱାର ବ୍ୟାରିକେଡ ଭାଙ୍ଗିଥିବା…
Read More...