www.samajalive.in
Saturday, December 13, 2025
14.1 C
Bhubaneswar

୧୯ରେ ପିପିଲି ରାବଣ ପୋଡି

ପିପିଲି : ପବିତ୍ର ବିଜୟା ଦଶମୀ ଅବସରରେ ଆସନ୍ତା ୧୯ ତାରିଖ ଶୁକ୍ରବାର ପିପିଲିର  ଇନ୍ଦିରା ମଇଦାନ ଠାରେ ୪ର୍ଥ ବାର୍ଷିକ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ ହେବ। ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି।
ଇନ୍ଦିରା ମଇଦାନ ଠାରେ ସଭାମଣ୍ଡପ ନିର୍ମାଣ ସହ ରାବଣପୋଡି ନିମନ୍ତେ ସ୍ୱତନ୍ତ୍ର ଆୟୋଜନ କରାଯାଉଛି। ସଂନ୍ଧ୍ୟାରେ ଓଡିଶୀ, ସମ୍ବଲପୁରୀ, ଗୋଟିପୁଅ ନୃତ୍ୟ ସହ ଭଜନ ସମାରୋହର ଆୟୋଜନ କରାଯାଇଛି। ସାଧାରଣ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଉଥିବା ବେଳେ ଏହି ଅବସରରେ ସେଠାରେ ନିର୍ମିତ ୨୦ ଫୁଟ ଉଚ୍ଚତାର ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରାଯିବା ପରେ ଆତସବାଜି ପ୍ରଦର୍ଶନ କରାଯିବ ବୋଲି ରାବଣ ପୋଡି ମହୋତ୍ସବ କମିଟିର ଅଧ୍ୟକ୍ଷ ଆଡଭୋକେଟ ସୁରେଶ କୁମାର ରଥ ସୂଚନ ଦେଇଛନ୍ତି।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories