ନଭେମ୍ବର ୫ରୁ ଖରିଫ ଧାନ ସଂଗ୍ରହ : ୩ଦିନରେ ଚାଷୀଙ୍କୁ ଧାନ ଟଙ୍କା

ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ  ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ। ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରୁ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।…
Read More...

ଆମିକସ୍‌ କ୍ୟୁରି ଅସୁସ୍ଥ ; ଶ୍ରୀମନ୍ଦିର ମାମଲାର ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ : ପୁରୀ ବନ୍ଦ ବେଳେ ହୋଇଥିବା ହିଂସାକାଣ୍ଡ ଏବଂ ଶ୍ରୀମନ୍ଦିରରେ ପୋଲିସ କର୍ମଚାରୀ ଜୋତା ପିନ୍ଧି ପ୍ରବେଶ କରିବା ମାମଲାର ଶୁଣାଣୀ ବୁଧବାର ସୁପ୍ରିମକୋର୍ଟରେ ସ୍ଥଗିତ ରହିଛି । ଆମିକସ୍‌ କ୍ୟୁରି ଗୋପାଳ…
Read More...

ଏଫଟିଆଇଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅନୁପମ ଖେର

ନୂଆଦିଲ୍ଲୀ : ପ୍ରଖ୍ୟାତ ଅଭିନେତା ଅନୁପମ ଖେର, ଭାରତୀୟ ଫିଲ୍ମ ଓ ଟେଲିଭିଜନ ପ୍ରତିଷ୍ଠାନ(ଏଫଟିଆଇଆଇ) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ  ସେ ଇସ୍ତଫା ଦେଇଥିବା କହିଛନ୍ତି । ୨୦୧୭…
Read More...

‘ଏକତା ପ୍ରତିମୂର୍ତ୍ତି’ ସହିତ ଏକତାର ପ୍ରାଚୀର ଓ ‘ଭ୍ୟାଲି ଅଫ ଫ୍ଳାୱାର୍ସ’ ଉଦଘାଟନ କଲେ ମୋଦୀ

ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଗୁଜରାଟର କେଭାଡିଆଠାରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ’ଷ୍ଟାଚ୍ୟୁ ଅଫ ୟୁନିଟି’ ବା ‘ଏକତା ପ୍ରତିମୂର୍ତ୍ତି’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।…
Read More...

‘ଷ୍ଟାଚ୍ୟୁ ଅଫ୍ ୟୁନିଟି’- ସର୍ଦ୍ଦାର ପଟେଲଙ୍କୁ ଭାରତର ଶେଷ୍ଠ ସମ୍ମାନ : ମୋଦୀ

ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ  ଦେଶର ପ୍ରଥମ ସ୍ବରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି  …
Read More...

ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‍ ଏ.ଏସ୍‍. ବୋପାନ୍ନା

ଗୁଆହାଟୀ : ଜଷ୍ଟିସ୍‍ ଏ.ଏସ୍‍. ବୋପାନ୍ନା ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି। ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖି ରାଜଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…
Read More...

ବୈଜୟନ୍ତଙ୍କ ହେଲିକପ୍ଟର ; ୪୨ ଦିନ ପରେ ହ୍ୟାଙ୍ଗର ସିଲ୍ ଖୋଲିଲା ପୁଲିସ

ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଣ ନେଇ ହ୍ୟାଙ୍ଗର ସିଲ ପ୍ରସଙ୍ଗର ସୋମବାର ଅନ୍ତ ଘଟିଛି । ପୁରୀ ପୁଲିସ ୪୨ ଦିନ ପରେ ହ୍ୟାଙ୍ଗର ସିଲ୍ ଖୋଲିଛି। ଜଣେ ଏସ୍‌ଡିପିଓ ଏବଂ ମେରାଇନ ଥାନା…
Read More...

ଆଇନଜୀବୀ ବିବାଦ ଘଟଣା : ଲାଲବାଗ ଥାନାରେ ୪ ଏଫଆଇଆର

କଟକ : ପୁଲିସ-ଆଇନଜୀବୀ ବିବାଦ ନୂଆ ମୋଡ ନେଇଛି । ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ସୋମବାର କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେବାରୁ ଅପରଗୋଷ୍ଠୀ ଆନ୍ଦୋଳନକାରୀଙ୍କ ରୋଷର ଶୀକାର ହୋଇଛନ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ…
Read More...

କାନପୁରରେ ଅଧିକ ପ୍ରଦୂଷଣ ; ୟୁପିରେ ୧୦ଟି ପ୍ରଦୂଷିତ ସହର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଦେଶର ୧୦ଟି ମୁଖ୍ୟ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି  ୧୦ଟି ପ୍ରମୁଖ  ପ୍ରଦୂଷିତ ସହର ମଧ୍ୟରୁ ଉତ୍ତର…
Read More...

ଭାରତ ବିଶ୍ୱରେ ସବୁଠୁ ଆକର୍ଷଣୀୟ ପୁଞ୍ଜିନିବେଶ କେନ୍ଦ୍ର : ମୋଦୀ

ଟୋକିଓ : ଭାରତ ବିଶ୍ୱରେ ସବୁଠୁ ଆକର୍ଷଣୀୟ ପୁଞ୍ଜିନିବେଶ କେନ୍ଦ୍ର ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଜାପାନରେ ଶ୍ରୀ ମୋଦୀ ବ୍ୟାବସାୟିକ ଆଲୋଚନା ଚକ୍ର ‘ମେକ୍‍ ଇନ୍‍ ଇଣ୍ଡିଆ ଡିଜିଟାଲ୍‍…
Read More...

ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ଢେଙ୍କାନାଳ : ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ଶନିବାର  ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି  ଏକ ସଙ୍ଗେ ୭ଟି ହାତୀ…
Read More...

ତୀବ୍ରତର ହେଲା ଆଇନଜୀବୀ ବିବାଦ ; ହାଇକୋର୍ଟ ପରିସରରେ ୨୫ପ୍ଲାଟୁନ ଫୋର୍ସ ମୁତୟନ

କଟକ : ପୁଲିସ-ଆଇନଜୀବୀ ବିବାଦ ଏବେ ଆଇନଜୀବୀ-ଆଇନଜୀବୀ ବିବାଦରେ ପରିଣତ ହୋଇଛି। ସୋମବାର ବିଜେଡି ଆଇନଜୀବୀ ସାମ୍ମୁଖ୍ୟ କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ  ଅପରଗୋଷ୍ଠୀ ଆନ୍ଦୋଳନ ଚାଲୁ ରଖିବାରୁ ଏହି…
Read More...

୧୦୦ କୋଟି କ୍ଲବରେ ‘ବଧାଇ ହୋ’  

ମୁମ୍ବଇ : ଆୟୁଷ୍ମାନ ଖୁରାନଙ୍କ ଅଭିନୀତ ଭିନ୍ନ ଧରଣର ଚଳଚ୍ଚିତ୍ର  ‘ବଧାଇ ହୋ’  ବକ୍ସ ଅଫିସରେ ଭଲ ବ୍ୟବସାୟ କରି ଅପାର ସଫଳତା ଲାଭ କରିଛି। ଫଳରେ ‘ବଧାଇ ହୋ’  ୧୦୦ କୋଟି କ୍ଲବରେ ସାମିଲ ହୋଇ ପାରିଛି । ଅମିତ ଶର୍ମା…
Read More...

ରାମ ଜନ୍ମଭୂମି-ବାବ୍ରୀ ମସ୍‍ଜିଦ ମାମଲା :ଆହ୍ଲାବାଦ ହାଇକୋର୍ଟ ରାୟ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି-ବାବ୍ରୀ ମସ୍‍ଜିଦ ଜମିକୁ ତିନି ଭାଗରେ ବିଭକ୍ତ କରିବା ପାଇଁ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଦାୟାର ହୋଇଥିବା ବିଭିନ୍ନ ଆବେଦନ…
Read More...

ଚତୁର୍ଥ ଦିନିକିଆ : ସିରିଜ୍ ଅଗ୍ରଣୀ ଲକ୍ଷ୍ୟରେ ଉଭୟ ଦଳ

ମୁମ୍ବଇ : ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ୍ ସୋମବାର ମୁମ୍ବଇରେ ଖେଳାଯିବ। ଏହି ମ୍ୟାଚ୍ ଜିତି ସିରିଜରେ ଅଗ୍ରଣୀ  ହାସଲ କରିବା ଲକ୍ଷ୍ୟ ନେଇ ଉଭୟ ଦଳ ପଡ଼ିଆକୁ ଓହ୍ଲାଇବେ। ପାଞ୍ଚ…
Read More...

ଆସ୍ଥାନା ବିଜେପି ପାଣ୍ଠିରେ ଟଙ୍କା ଜମା କରି ନାହାନ୍ତି : ପ୍ରଦୀପ ସିଂହ ଜାଡ଼େଜା

ସୁରଟ : ବିବାଦୀୟ ସିବିଆଇ ଅଫିସର ତଥା ଆଇପିଏସ୍‍ ଅଧିକାରୀ ରାକେଶ ଆସ୍ଥାନା ୨୦୧୧-୧୬ ମଧ୍ୟରେ ସୁରଟ ପୁଲସ କମିଶନର ଥିବାବେଳେ ପୁଲିସ କଲ୍ୟାଣ ପାଣ୍ଠିରୁ ବିଜେପିର ଦଳୀୟ ପାଣ୍ଠିରେ ଟଙ୍କା ଜମା କରିଥିବା ଖବର ସଂପୂର୍ଣ୍ଣ…
Read More...

ତିନିଦିନ ବର୍ଷା : ୮ ଜିଲା ପାଇଁ ସତର୍କ ସୂଚନା

ଭୁବନେଶ୍ୱର  :  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୋମବାର ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ରବିବାରଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇ ଯାଇଛି। କଟକ-ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ…
Read More...

ଭାରତ-ପାକିସ୍ତାନ ଫାଇନାଲ ଆଜି

ମସ୍କାଟ୍‍ : ଚଳିତବର୍ଷର ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ରବିବାର ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି ୧୦.୪୦ ମିନିଟରେ ଏହି…
Read More...

ରୋବୋଟିକ୍ ନିର୍ମାଣ କାରଖାନା ‘ଫାନୁକ୍‍’ ପରିଦର୍ଶନ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜାପାନ୍‍ର ୟାମାନାସିସ୍ଥିତ ମୁଖ୍ୟ ପ୍ରଶାସନିକ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଜାପାନ୍‍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମାଉଣ୍ଟ ଫୁଜି ସମ୍ମୁଖସ୍ଥ ପ୍ରାକୃତିକ…
Read More...

ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ରେ ହକି ବିଶ୍ୱ କପ୍‍ ଏବଂ ଓଡ଼ିଶା ପର୍ଯ୍ୟଟନର କଥା

-ଓଡିଶାର ଇତିହାସ, ସଂସ୍କୃତି ଅତ୍ୟନ୍ତ ସମୃଦ୍ଧ ଓ ଗୌରବୋଜ୍ଜଳ  -ଓଡିଆ ଲୋକେ ଖୁବ୍‍ ଉତ୍ସାହୀ -ହକି ବିଶ୍ୱକପ ଦେଖିବା ଲାଗି ଭୁବନେଶ୍ୱର ଯିବାକୁ କ୍ରୀଡାପ୍ରେମୀଙ୍କୁ ଆହ୍ୱାନ ନୂଆଦିଲ୍ଲୀ : ଭୁବନେଶ୍ୱର ଆସି…
Read More...

ପ୍ରଦେଶ କଂଗ୍ରେସ ମିଡିଆ ଓ ଯୋଗାଯୋଗ ବିଭାଗର କମିଟି ଗଠିତ

ଭୁବନେଶ୍ୱର : ନିଖିଳ ଭାରତ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ମିଡିଆ ଓ ଯୋଗାଯୋଗ ବିଭାଗର କମିଟି ଗଠନ କରିଛନ୍ତି ବୋଲି ମିଡିଆ ବିଭାଗ…
Read More...

ଦେଓଧର ଟ୍ରଫି : ଭାରତ ‘ସି’ ଚମ୍ପିଆନ

ଦୁବାଇ : ଭାରତ ‘ସି’ ଚଳିତବର୍ଷ ଦେଓଧର ଟ୍ରଫି ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଈଶାନ କିଶନଙ୍କ ଶତକ ବଳରେ ଭାରତ ‘ସି’ ଏଠାରେ ଶନିବାର ଖେଳାଯାଇଥିବା…
Read More...

୭ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ : ୩ ବନ କର୍ମଚାରୀ ନିଲମ୍ବିତ

ଭୁବନେଶ୍ବର : ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗରେ ବିଦ୍ୟୁତ ଆଘାତରେ ଏକକାଳୀନ ୭ଟି ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବନ ବିଭାଗ ପକ୍ଷରୁ ତିନିଜଣ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ…
Read More...

ଆଫଗାନିସ୍ତାନରେ ଆତ୍ମଘାତୀ ଆକ୍ରମଣ : ୬ ମୃତ,୩୧ ଆହତ

କାବୁଲ : ଆଫଗାନିସ୍ତାନରେ ଏକ ବସ୍‍ ଉପରେ ଆତ୍ମଘାତୀ ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିର ୩୧ ଜଣ ଆହତ ହୋଇଛନ୍ତି। ୱାର୍ଦକ୍‍ ପ୍ରଦେଶର ରାଜଧାନୀ ମୈଦାନ ସହର ଅଞ୍ଚଳରେ ଏହି ଗାଡ଼ିଟି ପୁଲିସ୍‍ ଅଫିସର ଓ୍‍…
Read More...

ଘୃଣ୍ୟ କାର୍ଯ୍ୟରେ ଲିପ୍ତ ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ଦାବି

ନ୍ୟୁୟର୍କ : ଯୌନ ନିର୍ଯାତନା ଭଳି ଘୃଣ୍ୟ କାର୍ଯ୍ୟରେ ଲିପ୍ତ ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ଦାବି କରିଛି । ସଶସ୍ତ୍ର ସଂଘର୍ଷ ଚାଲିଥିବା ଅଞ୍ଚଳଗୁଡ଼ିକରେ ଯେଉଁ ଆତଙ୍କବାଦୀ ଓ…
Read More...

୩୦ଯାଏ ବର୍ଷା ; ରବିବାର ୩ ଜିଲ୍ଲା ପାଇଁ ସତର୍କ ସୂଚନା

ଭୁବନେଶ୍ବର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ।  ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ରବିବାର ଠାରୁ ୩୦ ତାରିଖ ଯାଏ ବର୍ଷାର…
Read More...

ହାତୀ ମୃତ୍ୟୁ ପାଇଁ ସେସୁ ଦାୟୀ, ତଦନ୍ତ ପରେ ନିଆଯିବ ଉପଯୁକ୍ତ ପଦକ୍ଷେପ : ବିଜୟଶ୍ରୀ

ଭୁବନେଶ୍ବର : ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗରେ ବିଦ୍ୟୁତ ଆଘାତରେ ଏକକାଳୀନ ୭ଟି ହାତୀ ମୃତ୍ୟୁ ନେଇ ବିଦ୍ୟୁତ ବିଭାଗ ଦାୟୀ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।  ବିନ ବିଭାଗ ଏଥିପାଇଁ ସେସୁକୁ ଦାୟୀ କରିଛି । ଏ ନେଇ…
Read More...

ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ଠାରୁ ୩ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ କାଳରେ ସେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ତ୍ରୟୋଦଶ ଭାରତ-ଜାପାନ ବାର୍ଷିକ ଶିଖର ବୈଠକରେ…
Read More...

ଚଳିତ ସପ୍ତାହର ରିଲିଜ୍ ; ‘ବାଜାର’ ଓ ‘କାଶୀ; ଇନ୍‍ ସର୍ଚ୍ଚ ଅଫ୍‍ ଗଙ୍ଗା’

ଚଳିତ ସପ୍ତାହରେ ଯେଉଁ  ନୂଆ ଫିଲ୍ମକୁ ନେଇ ବେଶି ଚର୍ଚ୍ଚା ହେଉଛି, ତାହା ହେଲା ‘ବାଜାର’ ଓ ‘କାଶୀ; ଇନ୍‍ ସର୍ଚ୍ଚିଂ ଅଫ୍‍ ଗଙ୍ଗା’ । ଉଭୟ ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ନିଖିଲ ଆଡଭାନୀଙ୍କ ରଚିତ ଓ…
Read More...

୨୦୩୦ସୁଦ୍ଧା ଜେଏସପିଏଲ ଅନୁଗୋଳ ଇସ୍ପାତ କାରଖାନାର କ୍ଷମତା ୨୦ ନିୟୁତ ଟନ୍‍କୁ ବୃଦ୍ଧି କରିବ

ଭୁବନେଶ୍ୱର : ଜିନ୍ଦଲ ଷ୍ଟିଲଏଣ୍ଡ୍‍ ପାୱାର (ଜେଏସପିଏଲ) ଏହାର ଅନୁଗୋଳସ୍ଥିତ ପ୍ରକଳ୍ପରେ ଇସ୍ପାତ ଉତ୍ପାଦନ କ୍ଷମତା ୨୦୩୦ ସୁଦ୍ଧା ବାର୍ଷିକ ୨୦ ନିୟୁତ ଟନ୍‍କୁ ବୃଦ୍ଧି କରିବ।। ଅନୁଗୋଳର ଇସ୍ପାତ କାରଖାନାକୁ…
Read More...

ବାରବାଟୀରେ ୩ଟି; କଳିଙ୍ଗ ଷ୍ଟାଡିୟମରେ ୭ଟି ମ୍ୟାଚ୍‍ ଖେଳିବ ଇଣ୍ଡିଆନ୍‍ ଆରୋଜ୍‍

କଟକ : ଜାତୀୟ ସିନିୟର ପୁରୁଷ ଫୁଟ୍‍ବଲ ଲିଗ୍‍ ‘ଆଇ-ଲିଗ୍‍’ର ୨୦୧୮-୧୯ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତାବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏହି ଟୁର୍ଣ୍ଣାମେଣ୍ଟରେ ୧୧ଟି ଦଳ ଭାଗ…
Read More...

୩ୟ ଦିନିକିଆ : ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ଭାରତ

ପୁଣେ : ୱେଷ୍ଟଇଣ୍ଡିଜ୍‍ ଦଳ ପ୍ରଥମ ଓ ୨ୟ ଦିନିକିଆରେ ମଧ୍ୟ ୩ ଶହରୁ ଅଧିକ ରନ୍‍ କରି ଭାରତ ପାଇଁ ପ୍ରତିଦ୍ବନ୍ଦିତାର ମାହୋଲ ସୃଷ୍ଟି କରିଛି।  ବିଶାଖାପାଟଣାରେ ଏକ ଧିମା ପିଚରେ ଭାରତ ୩୨୧ ରନ୍‍ କରିବା ପରେ…
Read More...

‘କୃଷି କୁମ୍ଭ’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଶୁକ୍ରବାର ଲକ୍ଷ୍ନୌରେ ଆୟୋଜିତ କୃଷି କୁମ୍ଭକୁ ଉଦଘାଟନ କରିବା ସହିତ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧନ କରିଛନ୍ତି । କୃଷକମାନଙ୍କର ଏହି ମହୋତ୍ସବ ନୂତନ ଜ୍ଞାନ …
Read More...

ମାର୍ଗ ଦର୍ଶିକା ଜାରି କଲା ପୁଲିସ ବିଭାଗ ; ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଇବା ପାଇଁ ଅନୁମତି

କଟକ : ରାଜ୍ୟରେ ଦୀପାବଳିରେ ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଚାଇବା ପାଇଁ ଅନୁମତି ମିଳିବ । ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ମାର୍ଗ ଦର୍ଶିକା ଜାରି କରାଯାଇଛି।…
Read More...

୩୦ପର୍ଯ୍ୟନ୍ତ ଜାରି ରହିବ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ : ପୁଲିସ-ଆଇନଜୀବୀ  ବିବାଦ ନେଇ କଟକରେ ଆଇନଜୀବୀ ମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।  ଶୁକ୍ରବାର ହାଇକୋର୍ଟ ବାର ଆସୋସିଏସନ୍‌ର…
Read More...

ବୁଲେଟ୍‍ ଟ୍ରେନ୍‍ କରିଡର୍‍ ପାଇଁ ଜମି ଅଧିଗ୍ରହଣ ୨ ମାସ ମଧ୍ୟରେ ଶେଷ ହେବ : ରେଳମନ୍ତ୍ରୀ

ମୁମ୍ବଇ : ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍‍ ଟ୍ରେନ୍‍ କରିଡର୍‍ ପାଇଁ ଜମି ଅଧିଗ୍ରହଣ ଡିସେମ୍ବର ମାସ ସୁଦ୍ଧା ଶେଷ ହେବ ବୋଲି ରେଳମନ୍ତ୍ରୀ ପିୟୁଷ୍‍ ଗୋୟଲ୍‍ କହିଛନ୍ତି। ମୁମ୍ବଇରେ ଅର୍ଥଶାସ୍ତ୍ରୀ ସମ୍ମିଳନୀ-୨୦୧୮ରେ…
Read More...

ବାରମୂଲାରେ ୨ଆତଙ୍କବାଦୀଙ୍କର ମୃତ୍ୟୁ, ଜଣେ ଯବାନ ଶହୀଦ

କାଶ୍ମୀର : ଜମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଗତ କିଛ ଦିନ ଧରି ସୁରକ୍ଷା ବାହିନୀର ‘ଅପରେସନ ଅଲ ଆଉଟ’ ଜାରି ରହିଛି। ଜମ୍ମୁ-କାଶ୍ମୀରର ବାରମୂଲା ଜିଲ୍ଲାର ସୋପୋର୍‍ର ପାଜାପ୍ଲୋରା, ବେହରାମ୍‍ପୋରା ଅଞ୍ଚଳରେ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜାପାନ ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶନିବାର ଠାରୁ ଜାପାନ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀଙ୍କ ଆଗାମୀ ବିଦେଶ ଗସ୍ତ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଦେଶ ସଚିବ ବିଜୟ ଗୋଖଲେ କହିଛନ୍ତି ଯେ,…
Read More...

ଆସୁଛି ଲଘୁଚାପ, ୨୮ରୁ ବର୍ଷା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୯ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ରାଜ୍ୟରେ ତିନିଦିନ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ…
Read More...

ଫିଫା ମାନ୍ୟତାର ଶୀର୍ଷ ସ୍ଥାନରେ ବେଲଜିୟମ

ଜ୍ୟୁରିକ୍‍ : ଫିଫା ମାନ୍ୟତାରେ ବିଶ୍ୱ ଚମ୍ପିଆନ ଫ୍ରାନ୍‍ସକୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛି ବେଲ୍‍ଜିୟମ ଫୁଟବଲ ଦଳ। ଗତମାସରେ ବେଲ୍‍ଜିୟମ ଓ ଫ୍ରାନ୍‍ସ ସମାନ ସଂଖ୍ୟକ ପଏଣ୍ଟ ସହ ଯୁଗ୍ମଭାବେ ଶୀର୍ଷ ସ୍ଥାନରେ…
Read More...

ସୌଭାଗ୍ୟ ପୋର୍ଟାଲ ; ୧୨.୯୬ ଲକ୍ଷଙ୍କୁ ବିଦ୍ୟୁତ୍‍ ସଂଯୋଗ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର୍‍ ଘର ଯୋଜନା ‘ସୌଭାଗ୍ୟ’ ଅଧୀନରେ ବିୁଦ୍ୟତ ସଂଯୋଗ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଦେଶରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଢେର ଆଗରେ ରହିଛି। ସୌଭାଗ୍ୟ ପୋର୍ଟାଲରେ ଓଡ଼ିଶାରେ…
Read More...

ଆଇପିଏସ୍‍ ଖୁରାନିଆଙ୍କୁ ବିଏସ୍‍ଏଫ୍‍ ଆଇଜି ଦାୟିତ୍ୱ

ଭୁବନେଶ୍ୱର : ବରିଷ୍ଠ ଆଇପିଏସ, କମିସନରେଟ ପୁଲିସର ପୂର୍ବତନ କମିସନର ତଥା ଏଡିଜି ପ୍ରୋଭିଜନିଂ ଭାବେ କାର୍ଯ୍ୟ କରୁଥିବା ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି । ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା…
Read More...

କ୍ରିକେଟରୁ ସନ୍ନ୍ୟାସ ନେଲେ ଡ୍ୱୟେନ ବ୍ରାଭୋ

ଜାମାଇକା : ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ଡ୍ୱୟେନ ବ୍ରାଭୋ ଗୁରୁବାର ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତେବେ ଘରୋଇ ଓ ଅନ୍ୟ ରାଷ୍ଟ୍ରରେ ଖେଳାଯାଉଥିବା ଟ୍ୱେଣ୍ଟି୨୦…
Read More...

ଜମ୍ମୁ-କାଶ୍ମୀର : ୬ ଆତଙ୍କବାଦୀ ନିପାତ

କାଶ୍ମୀର : ଜମ୍ମୁ-କାଶ୍ମୀରରେ ଦୁଇଟି ପୃଥକ ପୃଥକ ଘଟଣାରେ ସୁରକ୍ଷା ବାହିନୀ ସହିତ ଗୁଳି ବିନିମୟରେ ୬ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଅନନ୍ତନାଗ୍‍ ଜିଲ୍ଲାସ୍ଥିତ ଅରୱାନୀ ବିଜ୍‍ ବେହେଡ଼ା ଅଞ୍ଚଳରେ ସେନା ବାହିନୀର…
Read More...

ଓ୍ଵେଷ୍ଟଇଣ୍ଡିଜ ସିରିଜର ଶେଷ ୩ଟି ଦିନିକିଆ ; ଭୁବି ଓ ବୁମରାଙ୍କ ପ୍ରତ୍ୟାବର୍ତ୍ତନ

ମୁମ୍ବଇ : ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଚଳିତ ଦିନିକିଆ ସିରିଜର ଶେଷ ତିନୋଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥର ଭୁବନେଶ୍ଵର କୁମାର ଓ ଯଶପ୍ରୀତ ବୁମରା ଦଳକୁ ଫେରିଛନ୍ତି । ପ୍ରଥମ ଦୁଇଟି ଦିନିକିଆ ପାଇଁ…
Read More...

କେନ୍ଦ୍ରାପଡ଼ାରେ ଆକ୍ରମଣ ଘଟଣା ;  ଡିଜିପିଙ୍କୁ ଭେଟିଲେ ଖାରବେଳ  

କଟକ : ପୂର୍ବତନ ସାଂସଦ ତଥା ’ଉତ୍କଳ ଭାରତ’ ପାର୍ଟିର ସଭାପତି ଖାରବେଳ ସ୍ବାଇଁ ତାଙ୍କ ଉପରେ ବୁଧବାର କେନ୍ଦ୍ରାପଡ଼ାରେ ହୋଇଥିବା ଆକ୍ରମଣ ବିଷୟରେ ପୁଲିସ ମହାନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିବା ସହିତ ତାଙ୍କୁ ଆକ୍ରମଣ…
Read More...

ବାରମୁଲ୍ଲାରେ ସୁରକ୍ଷା ବାହିନୀର ମିଳିତ ଅପରେସନ 

କାଶ୍ମୀର : ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲା ଅନ୍ତର୍ଗତ କ୍ରିରି ଇଲାକାରେ ମିଳିତ ସୁରକ୍ଷା ବାହିନୀ ସହ ଆତଙ୍କବାଦୀମାନଙ୍କର ଗୁଳିଗୋଳା ବିନିମୟ ଆରମ୍ଭ ହୋଇଛି। ପଦାତିକ ବାହିନୀ, ଜମ୍ମୁ-କାଶ୍ମୀରର ଏସ୍‍ଓଜି…
Read More...

ହଙ୍ଗକଙ୍ଗରେ ଥିବା ନୀରବ ମୋଦୀଙ୍କ ୨୨୫ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ : ପଞ୍ଜାବ ନେସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଡ଼ା ଅଭିମୁଖ୍ୟ ପୋଷଣ କରିଛି। ଇଡି ନୀରବ ମୋଦୀଙ୍କର…
Read More...

ହରମନପ୍ରୀତଙ୍କ ହ୍ୟାଟ୍ରିକ୍‍; କୋରିଆକୁ ହରାଇ ଶୀର୍ଷରେ ଭାରତ

ମସ୍କାଟ୍‍ : ଏଠାରେ ଚାଲିଥିବା ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ବୁଧବାର ଭାରତ ତା’ର ୫ମ ତଥା ଅନ୍ତିମ ଲିଗ୍‍ ମ୍ୟାଚ୍‍ରେ ବିଜୟୀ ହୋଇଛି। ପେନାଲ୍‍ଟି କର୍ଣ୍ଣର ବିଶେଷଜ୍ଞ ହରମନପ୍ରୀତ…
Read More...

ସାମସଙ୍ଗ୍‍ ଗାଲାକ୍ସି ଟ୍ୟାବ୍‍ ଏସ୍‍ ୪

ଭୁବନେଶ୍ୱର : ସାମସଙ୍ଗ ପକ୍ଷରୁ ଗାଲାକ୍ସି ଟ୍ୟାବ୍‍ ଏସ୍ ୪ ଉନ୍ମୋଚନ ବିଷୟରେ ଘୋଷଣା କରାଯାଇଛି। ଏହା ହେଉଛି ଏକ ୨ ଇନ୍‍ ୧ ଟାବ୍‍ଲେଟ୍‍ ଯେଉଁଥିରେ ସାମସଙ୍ଗ ଡେକ୍ସ ଓ ଏସ୍‍ ପେନ୍‍ ରହିଛି ଯାହା ଏହାକୁ ଯେକୌଣସି…
Read More...

ସଡ଼କ ଦୁର୍ଘଟଣାରେ ବାପ,ମା’ ଓ ଝିଅ ମୃତ

କେନ୍ଦୁଝର ଗଡ଼/କେନ୍ଦୁଝର/ପାଟଣା : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଧିନ ୪୯ନଂ ଜାତୀୟ ରାଜପଥ ଚେମଣା ନିକଟରେ ବୁଧବାର ସନ୍ଧ୍ୟା ପ୍ରାୟ ୫ଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ…
Read More...

ଧଳାପଥରରେ ଗଜଲକ୍ଷ୍ମୀ ପୂଜା

କଳାପଥର(ବାଙ୍କୀ) : ଧଳାପଥର ଲକ୍ଷ୍ମୀ ବଜାର ପୂଜା କମିଟି ତରଫରୁ ମା ଗଜଲକ୍ଷ୍ମୀଙ୍କ ପୂଜା ବୁଧବାର ସଂଧ୍ୟାରୁ ଆରମ୍ଭ ହୋଇଛି । ପାଞ୍ଚଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ମା ଲକ୍ଷ୍ମୀଙ୍କ ପୂଜା ପାଇଁ ଇଲେକ୍ଟ୍ରି…
Read More...

ପିପିପି ମୋଡରେ ଦେଶରେ ପ୍ରତିଷ୍ଠା ହେବ ଭାରତୀୟ କୌଶଳ ବିକାଶ ସଂସ୍ଥାନ

ନୂଆଦିଲ୍ଲୀ : ସରକାରୀ ଘରୋଇ ଭାଗିଦାରୀ (ପିପିପି) ମୋଡରେ ଦେଶର ବିଭିନ୍ନ ସ୍ଥାନରେ ଭାରତୀୟ କୌଶଳ ବିକାଶ ସଂସ୍ଥାନ (ଆଇଆଇଏସ) ପ୍ରତିଷ୍ଠା କରାଯିବ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

କୋହଲିଙ୍କ ରେକର୍ଡ଼ ; ୧୧ଟି ଇନିଂସରୁ ଏକ ହଜାର ରନ

ବିଶାଖାପାଟଣା : ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ଦ୍ଵିତୀୟ ଦିନିକିଆରେ ଶତକ ହାସଲ କରି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିନିକିଆ କ୍ୟାରିୟରରେ ୩୭ ତମ ଶତକ ହାସଲ କରିଛନ୍ତି। ଗୌହାଟୀରେ ଅନୁଷ୍ଠିତ ପ୍ରଥମ…
Read More...

ଖାରବେଳ ସ୍ବାଇଁଙ୍କ ଉପରେ ଆକ୍ରମଣ

କେନ୍ଦ୍ରାପଡ଼ା : ପୂର୍ବତନ ସାଂସଦ ତଥା ’ଉତ୍କଳ ଭାରତ’ ପାର୍ଟିର ସଭାପତି ଖାରବେଳ ସ୍ବାଇଁଙ୍କ ଉପରେ ବୁଧବାର କେନ୍ଦ୍ରାପଡ଼ାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ଆଳିରେ ଏକ ସଭାରେ ତାଙ୍କ ଉପରେ…
Read More...

କୋହଲିଙ୍କ ଶତକ ; ଓ୍ଵେଷ୍ଟଇଣ୍ଡିଜ  ପାଇଁ  ବିଜୟ ଲକ୍ଷ୍ୟ ୩୨୨ ରନ୍

ବିଶାଖାପାଟଣା : ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା  ଦ୍ଵିତୀୟ ଦିନିକିଆରେ ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଶତକ ଓ ଅମ୍ଵତି ରାୟୁଡୁଙ୍କ  ୭୩ ରନ୍  ବଳରେ ଭାରତ ୬ ଓ୍ଵିକେଟ୍ ହରାଇ ୩୨୧ ରନ କରିଛି। ଫଳରେ…
Read More...

‘ତିତ୍‌ଲି’ : ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି, ଖୁବ୍ ଶୀଘ୍ର ଆସିବେ କେନ୍ଦ୍ରୀୟ ଟିମ୍  

ଭୁବନେଶ୍ୱର :  ସାମୁଦ୍ରିକ ବାତ୍ୟା ତିତ୍‌ଲି ଓ ପରବର୍ତ୍ତି ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ୫୮ ଜଣଙ୍କର ମୃତ୍ୟୁ ପ୍ରମାଣିତ ହୋଇସାରିଛି ଏବଂ ୧୯ ଜଣଙ୍କର ମୃତ୍ୟୁର କାରଣ ନେଇ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୨୦୧୮- ସିଓଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦୧୮ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯିବା ଲାଗି ସିଓଲ ଶାନ୍ତି ପୁରସ୍କାର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅନ୍ତର୍ଜାତୀୟ ସହଯୋଗ ଓ ବିଶ୍ୱ…
Read More...

‘ଅପରେସନ ଅଲ ଆଉଟ’: ୨ ଆତଙ୍କବାଦୀ ମୃତ 

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ  ପୁଲିସ ଓ ସେନା ବାହିନୀ ପକ୍ଷରୁ ‘ଅପରେସନ ଅଲ ଆଉଟ’ ଜାରି ରହିଛି। ଶ୍ରୀନଗରର ନାଓଗାଁଓ ଅଞ୍ଚଳରେ ବୁଧବାର ଘଟିଥିବା ଏକ ଗୁଳି ବିନିମୟରେ ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସେହି…
Read More...

ନାଶିକରେ ବିଶ୍ୱ ଶାନ୍ତି ଅହିଂସା ସମ୍ମେଳନ

ନାଶିକ : ମହାରାଷ୍ଟ୍ରର ନାଶିକ ଜିଲ୍ଲାସ୍ଥିତ ମଙ୍ଗିଟୁଙ୍ଗିଠାରେ ବିଶ୍ୱ ଶାନ୍ତି ଅହିଂସା ସମ୍ମେଳନ ସୋମବାର ଠାରୁ ଆରମ୍ଭ ହୋଇଛି। ଏହି ସମ୍ମିଳନୀ ୩ଦିନ ଧରି ଚାଲିବ। ଭଗବାନ ରିଶଭଦେବ ମୂର୍ତ୍ତି ନିର୍ମାଣ ସମିତି ଦ୍ୱାରା…
Read More...

ମହାରାଷ୍ଟ୍ରରେ ବସ୍‍ ଦୁର୍ଘଟଣା : ୫ ମୃତ

ଅହମ୍ମଦନଗର : ମହାରାଷ୍ଟ୍ରର ଅହମ୍ମଦନଗର-ପୁନେ ରାଜପଥରେ ସୋମବାର ଏକ ଯାତ୍ରୀବାହୀ ବସ୍‍ ଏକ ଟ୍ରକ୍‍ ସହ ଧକ୍କା ହେବା ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୦-୧୨ ଜଣ ଆହତ ହୋଇଥିବା ଜଣାପଡିଛି। ବସ୍‍ଟି ଔରଙ୍ଗାବାଦରୁ…
Read More...

ଶାବରିମାଳା ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ରାୟର ସମୀକ୍ଷା ନେଇ ଆସନ୍ତାକାଲି ଶୁଣାଣି

ଶାବରିମାଳା : ଶାବରିମାଳା ମନ୍ଦିର ମଧ୍ୟକୁ ମହିଳାମାନଙ୍କ ପ୍ରବେଶ ସଂକ୍ରାନ୍ତ ସୁପ୍ରିମକୋର୍ଟଙ୍କ ରାୟର ସମୀକ୍ଷା ନେଇ କରାଯାଇଥିବା ଆବେଦନ ଉପରେ କେବେ ଶୁଣାଣି କରାଯିବ ସେ ସଂକ୍ରାନ୍ତରେ କୋର୍ଟ ଆସନ୍ତାକାଲି ନିଷ୍ପତ୍ତି…
Read More...

ଦିଲ୍ଲୀରେ ପେଟ୍ରୋଲ୍‍ ପମ୍ପ ବନ୍ଦ ; ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଳୀ : ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରାୟ ୪୦୦ରୁ ଅଧିକ ପେଟ୍ରୋଲ୍‍ ପମ୍ପ ସୋମବାର ବନ୍ଦ ରହିଛି। ଫଳରେ ଯାତ୍ରୀ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…
Read More...

ପୁଅଙ୍କ ବିବାହ ବୟସ ୧୮; ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ବିବାହ ପାଇଁ ପୁଅଙ୍କ ବୟସ ୨୧ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବା ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖଣ୍ଡନ କରିବା ସହିତ ଏ ନେଇ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି । ଏହା ସହିତ ମାମଲା…
Read More...

ଗ୍ରୀଷ୍ମକାଳୀନ ଯୁବ ଅଲିମ୍ପିକ୍ସର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦୧୮ ଗ୍ରୀଷ୍ମକାଳୀନ ଯୁବ ଅଲିମ୍ପିକ୍ସର ପଦକ ବିଜେତାମାନଙ୍କୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିବା ସହିତ ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ…
Read More...

ବିଧାନସଭା ନିର୍ବାଚନ ପ୍ରସ୍ତୁତି : ତେଲଙ୍ଗାନାରେ ନିର୍ବାଚନ କମିଶନଙ୍କ ଟିମ୍

ହାଇଦରାବାଦ : ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନ ଓ.ପି. ରାୱତଙ୍କ ନେତୃତ୍ୱରେ କମିଶନଙ୍କ ପୁରା ଟିମ୍‍ ସୋମବାର ଠାରୁ ତିନିଦିନ ପାଇଁ ତେଲେଙ୍ଗାନା ଗସ୍ତ…
Read More...

ବିଶ୍ୱ କୁସ୍ତି ; ଫାଇନାଲରେ ବଜରଙ୍ଗ ପୁନିଆ

ବୁଦାପେଷ୍ଟ: ହଙ୍ଗେରୀର ବୁଦାପେଷ୍ଟ ଠାରେ ଚାଲିଥିବା ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ଭାରତର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ୬୫କିଲୋଗ୍ରାମ ବର୍ଗରେ ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ରବିବାର ଅନୁଷ୍ଠିତ ସେମିଫାଇନାଲ…
Read More...

ଗାଲିଚା ରପ୍ତାନୀକାରୀଙ୍କ ସହାୟତା ପାଇଁ ସରକାର ସମସ୍ତ ସୁବିଧା ଯୋଗାଇଦେବେ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଗାଲିଚା ରପ୍ତାନୀକାରୀ ମାନଙ୍କ ସହାୟତା ପାଇଁ ସରକାର ସମସ୍ତ ପ୍ରକାରର ସୁବିଧା ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ରବିବାର ସଂଧ୍ୟାରେ ଭିଡ଼ିଓ କନ୍‍ଫରେସିଂ ମାଧ୍ୟମରେ…
Read More...

‘ସୁନ୍ଦରୀ’ ଆକ୍ରମଣ : ମୃତକ ପରିବାରକୁ ୪ଲକ୍ଷର ସହାୟତା ଘୋଷଣା

ଭୁବନେଶ୍ୱର :ସାତକୋଶିଆରେ ବାଘ ବଂଶ ବୃଦ୍ଧି କରିବାପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମ ଏବେ ଫସରଫାଟିବାକୁ ଯାଉଛି। ଜୁନ୍‍ରେ ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ‘କାହ୍ନା’ ପାଇଁ ବିଭାଗର ମୁଣ୍ଡ…
Read More...

ପୁରୀରେ ବୋମାମାଡ଼, ୬ଆହତ

ପୁରୀ : ପୁରୀ ସମୁଦ୍ରକୂଳ ନିକଟସ୍ଥ ବଳିଆପଣ୍ଡା ମଙ୍ଗଳାସାହିରେ ରବିବାର ବୋମାମାଡ ହୋଇଛି। ସେଥିରେ ୬ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଜିଲା ସଦର ହାସପାତାଳରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀଙ୍କୁ…
Read More...

ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ପରଲୋକ

ନୟାଗଡ଼ : ନୟାଗଡ଼ର ପୂର୍ବତନ ବିଧାୟକ ତଥା ରାଜ୍ୟର ଜଣେ ଜଣାଶୁଣା ସାରସ୍ୱତ ସାଧକ ବଂଶୀଧର ସାହୁଙ୍କ ରବିବାର ୭୫ବର୍ଷ ବୟସରେ ପରଲୋକ ଘଟିଛି । ପୂର୍ବରୁ ସେ ମୁତ୍ରାଶୟ ଜନିତ ରୋଗରେ ପୀଡ଼ିତ ଥିଲେ ମଧ୍ୟ ତାଙ୍କର ଦୈନନ୍ଦିନ…
Read More...

କୋହଲି-ରୋହିତଙ୍କ ଶତକ ; ଭାରତର ବିପୁଳ ବିଜୟ

ଗୁଆହାଟୀ : ଦିନିକିଆ କ୍ରିକେଟ୍‍ରେ ଭାରତର ଦୁଇ ରନ୍‍ ମେସିନ୍‍ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟ୍‍ ପୁଣି ଚମକିଛି। ଉଭୟେ ଶତକ ମାରିବାରୁ ରବିବାର ପ୍ରଥମ ଦିନିକିଆ ମ୍ୟାଚ୍‍ରେ ୱେଷ୍ଟଇଣ୍ଡିଜ୍‍କୁ ସହଜରେ ଭାରତ…
Read More...

ଡେନମାର୍କ ଓପନ : ସାଇନା ରନର୍ସଅପ୍‍

ଓଡେନ୍‍ସି(ଡେନମାର୍କ) : ଭାରତର ସାଇନା ନେହୱାଲ ଏଠାରେ ଚାଲିଥିବା ଡେନମାର୍କ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‍ସ ଇଭେଣ୍ଟରେ ରନର୍ସଅପ୍‍ ହୋଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବିଶ୍ୱର…
Read More...

ବେନାମୀ କାରବାର ମାମଲା : ସେସନ୍‍ସ ଅଦାଲତ ସ୍ୱତନ୍ତ୍ର ଅଦାଲତ ଭାବେ କାମ କରିବେ

ନୂଆଦିଲ୍ଲୀ : ବେନାମୀ ଦେଣନେଣ ଆଇନ ଅଧୀନରେ ବିଚାର ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ୩୪ଟି ସେସନ୍‍ସ ଅଦାଲତ ସ୍ୱତନ୍ତ୍ର ଅଦାଲତ ଭାବେ କାମ କରିବେ ବୋଲି କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି।…
Read More...

ଜାତୀୟ ପୁଲିସ ସ୍ମାରକୀ ଉଦଘାଟନ କଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଜାତୀୟ ପୁଲିସ୍‍ ସ୍ମାରକୀ ଲୋକାର୍ପିତ କରିଛନ୍ତି। ଆଜି ପୁଲିସ୍‍ ଶହୀଦ ଦିବସ ଅବସରରେ ଦେଶ ସ୍ୱାଧୀନ ହେବା ପରଠାରୁ ଶହିଦ୍‍ ହୋଇଥିବା ପୁଲିସ୍‍ ଯବାନମାନଙ୍କ ବଳିଦାନକୁ…
Read More...

ନଭେମ୍ବର ସୁଦ୍ଧା ଏମ୍‌ସରୁ ଫେରିବେ ଜଗା, କାଳିଆ

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା, କାଳିଆଙ୍କର ଦିଲ୍ଲୀ ଏମସରୁ ଡିସଚାର୍ଯ ହେବାର ସମ୍ଭାବନା ରହିଛି। ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବାରୁ…
Read More...

କମିବ ତାପମାତ୍ରା, ଆସିବ ଶୀତ

ଭୁବନେଶ୍ୱର : ଆସନ୍ତା ୨୪ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ବିଦାୟ ନେବ। ଏଥିପାଇଁ ପାଗ ଅନୁକୂଳ ରହିଛି। ଏଥିସହିତ ଭାରତକୁ ଉତ୍ତର ପୂର୍ବ ମୌସୁମି ବାୟୁ ପ୍ରବେଶ କରିବ। ତେବେ ମୌସୁମି ଦିଗ…
Read More...

୮୫୦ ଚାଷୀଙ୍କ ଋଣ ସୁଝିବେ ଅମିତାଭ

ମୁମ୍ବଇ : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ପୁନର୍ବାର କୃଷକଙ୍କ ସ୍ବାର୍ଥରକ୍ଷା ପାଇଁ ପଦକ୍ଷେପ ନେବାକୁ ଯାଉଛନ୍ତି। ସେ ଉତ୍ତରପ୍ରଦେଶର ୮୫୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ଋଣ ପରିଷୋଧ କରିବେ ବୋଲି ଶନିବାର ଘୋଷଣା କରିଛନ୍ତି।…
Read More...

ମହାକାଶକୁ ଗଲା ଆରେନ୍‍ ୫ ରକେଟ୍‍

ଟୋକିଓ : ସୌରମଣ୍ଡଳର ସବୁଠାରୁ କ୍ଷୁଦ୍ର ଗ୍ରହ ବୁଧ ସମ୍ବନ୍ଧରେ ସୂଚନା ହାସଲ ଲାଗି ୟୁରୋପ ଏବଂ ଜାପାନ ଏକ ମିଳିତ ଅଭିଯାନ କ୍ରମେ ଶନିବାର ମହାକଶକୁ ଆରେନ୍‍-୫ ରକେଟ୍‍ ପ୍ରେରଣ କରିଛନ୍ତି। ସୂର୍ଯ୍ୟର ସବୁଠାରୁ ନିକଟତର…
Read More...

ପାକିସ୍ତାନ ବିପକ୍ଷରେ ଭାରତର ଚମକପ୍ରଦ ବିଜୟ

ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି ମସ୍କାଟ୍‍ : ଏଠାରେ ଚାଲିଥିବା ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଶନିବାର ଚମକପ୍ରଦ ବିଜୟ ହାସଲ କରିଛି ଭାରତ। ଲିଗ୍‍ ପର୍ଯ୍ୟାୟରେ ପାରମ୍ପରିକ…
Read More...

ଦୋଳାରେ ୧୫ କିମି ବୁହାହେଲେ ଆସନ୍ନପ୍ରସବା

ପାତ୍ରପୁର : ଆମ ଗାଁ ଆମ ବିକାଶ ଯୋଜନାରେ ବହୁ ଗ୍ରାମକୁ ଅର୍ଥ ବରାଦ କରାଯାଉଥିବା କୁହାଯାଉଥିବାବେଳେ ଏବେ ବି ରାସ୍ତା ନଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ନାନା ହଟହଟାର ସମ୍ମୁଖୀନ ହେବାକୁ ପଡୁଛି। ଏହାର ପ୍ରମାଣ…
Read More...

ଶୋଭାଯାତ୍ରାରେ ଟ୍ରକ୍‍ ମାଡ଼ି ୪ ମୃତ

କଲକାତା : ବଳାଗଡ଼ର ଡୁମୁରଦହରେ ଅନୁଷ୍ଠିତ ମା’ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରାରେ ଏକ ଦ୍ରୁତଗାମୀ ଟ୍ରକ୍‍ ବେପରୁଆ ଭାବେ ମାଡ଼ିଯିବାଦ୍ୱାରା ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା…
Read More...

ଦେବୀ ଦୁର୍ଗାଙ୍କ ଭସାଣି ଉତ୍ସବ : ୧୧୦ ମେଢ଼ ବିସର୍ଜିତ

କଟକ : ଦେବୀ ଦୁର୍ଗାଙ୍କ ଭସାଣି ଉତ୍ସବ କଟକରେ ଶନିବାର ଶାନ୍ତିଶୃଙ୍ଖଳାର ସହ ଚାଲିଛି । ରବିବାର ସକାଳ ସୁଦ୍ଧା ୧୧୦ଟି ମେଢ଼ ବିସର୍ଜନ ହୋଇଥିବାବେଳେ ଶନିବାର ରାତି ୧୨ଟା ସୁଦ୍ଧା କାଠଯୋଡ଼ି ଦେବୀଗଡ଼ାରେ ୬୬ଟି ମେଢ଼…
Read More...

ଆଇସିସି ଟେଷ୍ଟ ମାନ୍ୟତା : ଶୀର୍ଷରେ ଭାରତ ; ୫ମ ସ୍ଥାନରେ ଅଷ୍ଟ୍ରେଲିଆ

ଦୁବାଇ : ଶୁକ୍ରବାର ଆଇସିସି ପକ୍ଷରୁ ଟେଷ୍ଟ ଦଳର ମାନ୍ୟତା ତାଲିକା ପ୍ରକାଶ ପାଇଛି। ଭାରତ ଏହି ତାଲିକାରେ ଶୀର୍ଷ ମାନ୍ୟତା ବଜାୟ ରଖିଥିବାବେଳେ ଅଷ୍ଟ୍ରେଲିଆ ଦୁଇଟି ପାହ୍ୟା ତଳକୁ ଖସି ୫ମ ସ୍ଥାନରେ ଉପନୀତ ହୋଇଛି। ଭାରତ…
Read More...

ସାଉଦିଆରବର ସ୍ୱୀକାର ; ଖାସୋଗିଙ୍କୁ ହତ୍ୟା କରାଯାଇଛି

ରିୟାଦ : ସାମ୍ବାଦିକ ଜାମାଲ ଖାସୋଗିଙ୍କ ମୃତ୍ୟୁ ସମ୍ପର୍କରେ ବାରମ୍ବାର ମନା କରିବା ପରେ ଶନିବାର ସାଉଦିଆରବ ତାଙ୍କୁ ହତ୍ୟା କରାଯାଇଥିବା ସ୍ୱୀକାର କରିଛି। ତୁର୍କୀର ଇସ୍ତାନବୁଲସ୍ଥିତ ଏହାର ରାଷ୍ଟ୍ରଦୂତଙ୍କ…
Read More...

‘ତିତ୍‌ଲି’ କ୍ଷତି : ନିର୍ଦ୍ଧାରିତ ସମୟ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ତିତ୍‍ଲି ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରଭାବିତ…
Read More...

ଓଡ଼ିଶା ସୀମାନ୍ତରେ ପୁଲିସ – ମାଓବାଦୀ ଗୁଳିବିନିମୟ ; ୩ କ୍ୟାଡର ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ପୁଣି ଆଜି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଗୁଳିରେ ୩ ଜଣ ମାଓ କ୍ୟାଡରଙ୍କ ମୃତ୍ୟୁ ଘଟିଛି। ପୁଲିସ ବିପୁଳ ପରିମାଣରେ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ…
Read More...

ରବିବାର ରାଶିଫଳ

ମେଷ: ଆବଶ୍ୟକ ସହାୟତା ମିଳିପାରେ। ମୂଲ୍ୟବାନ ଦ୍ରବ୍ୟଲାଭ ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ଅର୍ଥ ଓ ସମ୍ମାନ ପ୍ରାପ୍ତ ହେବେ। ଚଞ୍ଚଳ ପ୍ରକୃତିର…
Read More...

୮ଦିନ ପରେ ମଧ୍ୟ ଅବସ୍ଥା ସୁଧୁରୁନି : ଧର୍ମେନ୍ଦ୍ର

ଭୁବନେଶ୍ୱର : ତିତ୍‍ଲି ବାତ୍ୟା ଯିବାର ୮ଦିନ ବିତିଲାଣି, ହେଲେ ଏପର୍ଯ୍ୟନ୍ତ ଲୋକଙ୍କ ଅବସ୍ଥା ସୁଧୁରୁନି। ଏବେ ବି ଲୋକେ ଅସୁବିଧାରେ କାଳାତିପାତ କରୁଥିବାବେଳେ ରାସ୍ତାଘାଟ, ବିଜୁଳି ଓ ପାଣି ସମସ୍ୟା ଲାଗି ରହିଛି।…
Read More...

ଭାରତ-ଇଣ୍ଡିଜ୍‍ ପ୍ରଥମ ଦିନିକିଆ ଆଜି

ଗୁଆହାଟୀ : ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ୍‍କୁ ୨-୦ରେ ପୋଛିନେବା ପରେ  ଭାରତୀୟ କ୍ରିକେଟ ଦଳର ମନୋବଳ ବେଶ୍‍ ଦୃଢ଼। ରବିବାରଠାରୁ ଇଣ୍ଡିଜ୍‍ ବିପକ୍ଷରେ ବିରାଟ କୋହଲିଙ୍କ ଦଳ ୫ ମ୍ୟାଚ୍‍ର ଦିନିକିଆ ସିରିଜ୍‍…
Read More...

ତିତ୍‍ଲି କ୍ଷୟକ୍ଷତି : ୨.୭୩ଲକ୍ଷ ହେକ୍ଟର ଚାଷଜମିର ଫସଲ ନଷ୍ଟ,୭ ଦିନରେ ଚାଷୀଙ୍କୁ ରିଆତି

ଭୁବନେଶ୍ୱର : ଚଳିତବର୍ଷ ରାଜ୍ୟରେ ଦେଖାଦେଇଥିବା ତିତ୍‍ଲି ବାତ୍ୟା ଓ ପରେ ବନ୍ୟା ଯୋଗୁଁ ରାଜ୍ୟର ତିନୋଟି ଜିଲା ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ ଗଜପତି ଓ ଗଞ୍ଜାମ ଜିଲା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ…
Read More...

ବିଜୟ ହଜାରେ ଟ୍ରଫି : ମୁମ୍ବଇ ଚମ୍ପିଆନ

ବେଙ୍ଗାଲୁରୁ : ମୁମ୍ବଇ ଚଳିତବର୍ଷ ଆନ୍ତଃରାଜ୍ୟ ସିନିୟର ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଶନିବାର ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ…
Read More...

ଭସାଣ ଓ ରାବଣ ପୋଡ଼ି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

କଟକ :  ଶାନ୍ତି ଶୃଙ୍ଖଳାର ସହିତ କଟକ ସହରରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିବାବେଳେ ଶୁକ୍ରବାର ଠାରୁ ଭସାଣ ଓ ରାବଣ ପୋଡ଼ି ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଚଳିତ ବର୍ଷ ପୂଜାରେ ମୋଟ ୬୦ପ୍ଲାଟୁନ ଫୋର୍ସ ମୁତୟନ…
Read More...

୫୦ କୋଟି ମୋବାଇଲ ନମ୍ବର ଅଚଳ ସଂପର୍କୀତ ଖବରରେ ସତ୍ୟତା ନାହିଁ : ସରକାର

ନୂଆଦିଲ୍ଲୀ : ଦେଶର ୫୦ କୋଟି ମୋବାଇଲ ନମ୍ବରକୁ ଅଚଳ କରାଯିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟର ସତ୍ୟତା ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।  ନୂଆଦିଲ୍ଲୀରେ ଟେଲି ଯୋଗାଯୋଗ ବିଭାଗ ଓ…
Read More...

ରାବଣବାଲାଙ୍କ ଗାଁ ତିତରପୁର

ନୂଆଦିଲ୍ଲୀ : ଦଶହରା ବେଳେ ପଶ୍ଚିମ ଦିଲ୍ଲୀର ଟାଗୋର ଗାର୍ଡେନ ମେଟ୍ରୋ ଷ୍ଟେସନ ତଳକୁ ଓହ୍ଲାଇଲେ ଚାରିଆଡ଼େ କେବଳ ରାବଣ ହିଁ ଦେଖାଯିବେ। କାରଣ,​    ଷ୍ଟେସନକୁ ଲାଗି ଥିବା ତିତରପୁର ଗାଁର ବାସିନ୍ଦା ରାମଲୀଳା ଆରମ୍ଭ…
Read More...

ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ

କେନ୍ଦୁଝର: କେନ୍ଦୁଝରରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି।  ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଜଡ଼ିଚାତର ଛକ ନିକଟରେ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ସେହିପରି ଡଙ୍କପାଣି…
Read More...

ଗୁଳିରେ ହୁଏ ରାବଣପୋଡ଼ି

ଜୟପୁର : ବିଜୟା ଦଶମୀ ଦିନ ରାବଣପୋଡି କରାଯାଏ। ସାଧାରଣତଃ ବାଣରେ ହେଉ କି ତୀରରେ ନିଆଁ ଲଗାଇ ଏହି ପରମ୍ପରା ନିର୍ବାହ କରିଥାନ୍ତି। ରାଜସ୍ଥାନର ଉଦୟପୁରବାଟିରେ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଭଙ୍ଗୀରେ ରାବଣପୋଡି କରାଯାଏ।…
Read More...

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ  ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପରଲୋକ ଘଟିଛି। ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଶୁକ୍ରବାର ସକାଳେ ତାଙ୍କର ପରଲୋକ ଘଟିଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଲୋକପ୍ରିୟ…
Read More...

ଶିରିଡ଼ି ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଶିରିଡ଼ି ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ଅବସରରେ ସେ ଶିରିଡ଼ି ସାଇବାବା ସଂସ୍ଥାନ ଟ୍ରଷ୍ଟର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲାଗି ଫଳକ ଉନ୍ମୋଚନ ପୂର୍ବକ ଆଧାରଶିଳା…
Read More...

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ; ଦୁଇଟି ପାସେଞ୍ଜର ଟ୍ରେନ୍‌ ବାତିଲ

ବ୍ରହ୍ମପୁର : ପୂର୍ବତଟ ରେଳପଥର ବ୍ରହ୍ମପୁର ଓ ଗୋଳନ୍ଥରା ମଧ୍ୟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଗତ କାଲି  ବିଳମ୍ବିତ ରାତିରେ  ଟ୍ରେନ୍‌ର ୨ଟି ବଗି ଧାରଣାରୁ ବାହାରି ଯାଇଥିଲା। ଟ୍ରେନ୍‌ଟି ଖୋର୍ଦ୍ଧା…
Read More...