ଶିରିଡ଼ି ଗସ୍ତରେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଶିରିଡ଼ି ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ଅବସରରେ ସେ ଶିରିଡ଼ି ସାଇବାବା ସଂସ୍ଥାନ ଟ୍ରଷ୍ଟର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲାଗି ଫଳକ ଉନ୍ମୋଚନ ପୂର୍ବକ ଆଧାରଶିଳା ସ୍ଥାପନ କରିବେ। ଶ୍ରୀ ସାଇବାବାଙ୍କ ସମାଧିର ଶତବାର୍ଷିକୀ ସ୍ମାରକୀ ସ୍ୱରୂପ ସେ ଏକ ରୌପ୍ୟ ମୁଦ୍ରା ମଧ୍ୟ ଉନ୍ମୋଚନ କରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଶ୍ରୀ ସାଇବାବା ମନ୍ଦିର କମ୍ପ୍ଲେକ୍ସ ଗସ୍ତ କରିବେ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ (ପିଏମଏୱାଇ-ଜି)ର ହିତାଧିକାରୀମାନଙ୍କୁ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଗୃହ ପ୍ରବେଶ ଉଦ୍ଦେଶ୍ୟରେ ଚାବି ଅର୍ପଣ କରିବେ । ସେ ମଧ୍ୟ ଏହି ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply