www.samajalive.in
Monday, December 8, 2025
20.1 C
Bhubaneswar

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ; ଦୁଇଟି ପାସେଞ୍ଜର ଟ୍ରେନ୍‌ ବାତିଲ

ବ୍ରହ୍ମପୁର : ପୂର୍ବତଟ ରେଳପଥର ବ୍ରହ୍ମପୁର ଓ ଗୋଳନ୍ଥରା ମଧ୍ୟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଗତ କାଲି  ବିଳମ୍ବିତ ରାତିରେ  ଟ୍ରେନ୍‌ର ୨ଟି ବଗି ଧାରଣାରୁ ବାହାରି ଯାଇଥିଲା। ଟ୍ରେନ୍‌ଟି ଖୋର୍ଦ୍ଧା ରୋଡ୍‌ରୁ ୱାଲଟିୟର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେଏଥିରେ କେହି ମୃତାହତ ହୋଇ ନାହାନ୍ତି।

ଦୁର୍ଘଟଣା ପରେ ଦୁଇଟି ପାସେଞ୍ଜର ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି । ଏହି ରୁଟ୍‌ରେ ଯିବାକୁ ଥିବା ପୁରୀ-ପଲାସା ଓ ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜରକୁ ବାତିଲ କରାଯାଇଛି। ତେବେ ଏହି ରୁଟରେ ପ୍ରାୟ ଅନେକ ଟ୍ରେନ ବିଳମ୍ବରେ ଚାଲୁଥିବା ଜଣାପଡିଛି।

- Advertisement -

ମିଳିଥିବା ଶେଷ ସୂଚନା ଅନୁସାରେ ଖୋର୍ଦ୍ଧା ରୋଡ୍‌ରୁ ଯାଇଥିବା ରିଲିଫ୍ ଟ୍ରେନ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କର ଉପସ୍ଥିତିରେ ମରାମତି କାର୍ଯ୍ୟ ଶେଷ ହେବା ପରେ ରେଳ ଚଳାଚଳ ସ୍ବଭାବିକ ହୋଇଥିବା ଖବର ମିଳିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories