କିଟ୍‍ ଗ୍ରାଉଣ୍ଡରେ ଓଡ଼ିଶା-ୟୁପି ରଣଜୀ ମୁକାବିଲା ଆଜି

ଭୁବନେଶ୍ୱର :  ରଣଜୀ ଟ୍ରଫିର ୨ୟ ମ୍ୟାଚରେ ଶକ୍ତିଶାଳୀ ଉତ୍ତର ପ୍ରଦେଶର ମୁକାବିଲା କରିବ ଓଡ଼ିଶା। ଭୁବନେଶ୍ୱରର କିଟ୍‍ ଗ୍ରାଉଣ୍ଡରେ ସୋମବାରଠାରୁ ଏହି ଏଲିଟ୍‍ ଗ୍ରୁପ୍‍ ‘ସି’ର ମ୍ୟାଚ୍‍ ଖେଳାଯିବ। ଗ୍ରୁପରେ  ବୋଧହୁଏ…
Read More...

ଶାବରୀମାଳାରେ ଦର୍ଶନ ପାଇଁ ୫୫୦ ମହିଳାଙ୍କ ଅନଲାଇନ ନାମ ପଞ୍ଜୀକରଣ

ନୂଆଦିଲ୍ଲୀ : ‘ମଣ୍ଡଳମ-ମକରବିଲାକୁ’ ତୀର୍ଥଯାତ୍ରା ନିମନ୍ତେ ଆସନ୍ତା ସପ୍ତାହରୁ କେରଳର ପ୍ରସିଦ୍ଧ ଶାବରୀମାଳା ମନ୍ଦିରର ଦ୍ୱାର ଖୋଲାଯିବ। ଏହି ଅବସରରେ ଶାବରୀମାଳାର ଆରାଧ୍ୟ ଦେବତାଙ୍କ ଦର୍ଶନ ପାଇଁ ୧୦ରୁ ୫୦ ବର୍ଷ…
Read More...

ଜାତୀୟ ମହିଳା ହକି ଶିବିରରେ ୬ ଓଡ଼ିଆ

କଟକ : ଚଳିତମାସ ୧୨ରୁ ୩୦ ପର୍ଯ୍ୟନ୍ତ ବାଙ୍ଗାଲୋରର ସାଇ ସେଣ୍ଟରରେ ଆୟୋଜନ ହେବ ଭାରତୀୟ ମହିଳା ଦଳର ପ୍ରସ୍ତୁତି ତଥା ପ୍ରଶିକ୍ଷଣ ଶିବିର। ଏହି ଶିବିର ପାଇଁ ହକି ଇଣ୍ଡିଆ ଏକ ୩୩ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଏହି…
Read More...

ବ୍ୟାଙ୍କ ଠକେଇ ଘଟଣାରେ ୪ ଗିରଫ

ଭୁବନେଶ୍ବର : ପିପିଲି ଗ୍ରାମ୍ୟ ବ୍ୟାଙ୍କର ୨.୦୨ କୋଟି ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜଣେ ପୂର୍ବତନ ବ୍ୟାଙ୍କ ପରିଚାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ…
Read More...

୧୯ରେ ଇସ୍ତଫା ଦେବେ ଊର୍ଜିତ ପଟେଲ !

ନୂଆଦିଲ୍ଲୀ : ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ) ମଧ୍ୟରେ ଦେଖାଦେଇଥିବା ପ୍ରଭେଦ ଉପରେ ଚଳିତମାସ ୧୯ରେ ହେବାକୁ ଥିବା କେନ୍ଦ୍ରୀୟ ବ୍ୟାଙ୍କର ବୈଠକରେ ଉଠିପାରେ।…
Read More...

କୁସ୍ତି : ୬୫ କିଗ୍ରାରେ ବଜରଙ୍ଗଙ୍କୁ ବିଶ୍ୱର ଏକ ନମ୍ବର ମାନ୍ୟତା

ନୂଆଦିଲ୍ଲୀ,୧୦ା୧୧: ଭାରତୀୟ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ତାଙ୍କ କ୍ୟାରିୟରରେ ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି। ଶନିବାର ବିଶ୍ୱ କୁସ୍ତି ମହାସଂଘ ତରଫରୁ ମାନ୍ୟତା ତାଲିକା ପ୍ରକାଶ ପାଇଛି। ପୁରୁଷ ୬୫ କିଗ୍ରା…
Read More...

ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ

ଋାୟପୁର : ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୮ଟି ନକ୍ସଲପ୍ରବଣ ଜିଲ୍ଲାସ୍ଥିତ ୧୮ଟି ନିର୍ବାଚନ ମଣ୍ଡଳିରେ ସୋମବାର ଦିନ ଭୋଟ…
Read More...

୩ୟ ଟି-୨୦ : ଭାରତର ଲକ୍ଷ୍ୟ ୩-୦

ଚେନ୍ନଇ : ରବିବାର ଏଠାରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଭାରତ ୩ୟ ତଥା ଅନ୍ତିମ ଟ୍ୱେଣ୍ଟି-୨୦ ମ୍ୟାଚ୍‍ ଖେଳିବାକୁ ଯାଉଥିବା ବେଳେ ଏହି ମ୍ୟାଚ୍‍ ଜିତି ୩-୦ରେ ସିରିଜ୍‍ ପୋଛିବାକୁ ଘରୋଇ ଦଳ ଲକ୍ଷ୍ୟ ରଖିଛି।…
Read More...

ଆସନ୍ତାକାଲିଠାରୁ ଶିଳ୍ପ ମହାକୁମ୍ଭ ‘ମେକ ଇନ ଓଡ଼ିଶା’ କନକ୍ଲେଭ୍

ଭୁବନେଶ୍ୱର : ଶିଳ୍ପ ମହାକୁମ୍ଭ ‘ମେକ ଇନ ଓଡ଼ିଶା’ କନକ୍ଲେଭର ଦ୍ୱିତୀୟ ସଂସ୍କରଣ  ଆସନ୍ତାକାଲି (ରବିବାର) ଠାରୁ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି । ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି…
Read More...

ଚନ୍ଦକା ଅଭିମୁଖେ ଯଶୋଦା

ଅନୁଗୋଳ : ଅନୁଗୋଳର ଶାତକୋଶିଆ ଅଭୟାରଣ୍ୟରେ ଆତଙ୍କ ସୃଷ୍ଟି କରିଥିବା ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଭୁବନେଶ୍ଵର ଚନ୍ଦକାରୁ ଗତ ୩ ତାରିଖରେ ଯଶୋଦାକୁ ପଠାଯାଇଥିଲା । ଯଶୋଦା ବାଘୁଣୀ ସୁନ୍ଦରୀକୁ ଧରିବାରେ ସାହାଯ୍ୟ…
Read More...

ଦାମ ଗଢ଼ିଲେ ‘ବିଜୁ ସମତା କ୍ରାନ୍ତି ଦଳ’

ପାରାଦ୍ୱୀପ : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶନିବାର ଦାମ ବାବୁ ତାଙ୍କ ନୂଆ ରାଜନୈତିକ ଦଳର ନାମକରଣ କରିଛନ୍ତି। ବିଜୁବାବୁଙ୍କ ନାଁକୁ ଯୋଡି ସେ ତାଙ୍କ ନୂଆ ଦଳର ନାମ ‘ବିଜୁ ସମତା କ୍ରାନ୍ତି ଦଳ’ ରଖିଛନ୍ତି। ନୂଆ ଦଳରେ…
Read More...

ଗୋପବନ୍ଧୁ ବହୁ ମନୀଷୀଙ୍କ ପ୍ରେରଣାର ଉତ୍ସ : ରାଜ୍ୟପାଳ

‘ଗୋପବନ୍ଧୁ ଜ୍ୟୋତି’ ପରିକ୍ରମା ଲୋକଙ୍କୁ ଯୋଡ଼ିବାର ଅନନ୍ୟ ପ୍ରୟାସ : ଦୀପକ ମାଲବ୍ୟ ଭୁବନେଶ୍ୱର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିଜର ସୀମିତ ଜୀବନକାଳ ମଧ୍ୟରେ ସମଗ୍ର ଭାରତବର୍ଷର ବହୁ ମନୀଷୀଙ୍କୁ ପ୍ରଭାବିତ…
Read More...

ସାମୁଦ୍ରିକ ଝଡ଼ର ରୂପ ନେଉଛି ଅବପାତ ; ଓଡ଼ିଶା ଉପରେ ବିପଦ ନାହିଁ

ଭୁବନେଶ୍ୱର  : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳେ ଅବପାତ ରୂପ ନେବା ସହିତ ଏବେ ପଶ୍ଚିମ ଉତ୍ତର ପଶ୍ଚିମରେ ଘଣ୍ଟାକୁ ୨୦କିମି ବେଗରେ ଗତି କରୁଛି। ଆଜି ଅପରାହ୍ନ ସୁଦ୍ଧା ପୋର୍ଟ…
Read More...

ବେଆଇନ ଟେଲିଫୋନ୍‍ ଏକ୍ସଚେଞ୍ଜ ମାମଲା ; ମାରାନ ଭ୍ରାତାଙ୍କ ଆବେଦନ ଖାରଜ

ମାଡ୍ରାସ : ବେଆଇନ ଟେଲିଫୋନ ଏକ୍ସଚେଞ୍ଜ କାରବାର ମାମଲାରେ ପୂର୍ବତନ ଯୋଗାଯୋଗ ମନ୍ତ୍ରୀ ଦୟାନିଧି ମାରନ ଏବଂ ତାଙ୍କ ଭାଇ କଳାନିଧି ମାରନ କରିଥିବା ଏକ ଆବେଦନକୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ନିଜ…
Read More...

ଏସିଆନ୍‍ ସୁଟିଂ ଚମ୍ପିଆନସିପ୍‍ : ମିକ୍ସଡ ଇଭେଣ୍ଟରେ ମାନୁ-ସୌରଭଙ୍କୁ ସ୍ୱର୍ଣ୍ଣ

କୁଏତ ସିଟି : ଏଠାରେ ଆୟୋଜିତ ୧୧ତମ ଏସିଆନ୍‍ ଏୟାରଗନ୍‍ ଚମ୍ପିଆନସିପ୍‍ର ୧୦ମିଟର ଏୟାର ପିସ୍ତଲ୍‍ ମିକ୍ସଡ ଇଭେଣ୍ଟରେ ଭାରତର ମାନୁ ଭାକେର ଓ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ପଦକ ଜିତିବା ସହ ଜୁନିୟର ବର୍ଗରେ ବିଶ୍ୱରେକର୍ଡ…
Read More...

ରିଜର୍ଭ ବ୍ୟାଙ୍କ ଆଗରେ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇବର୍ଷ ତଳେ ନେଇଥିବା ବିମୁଦ୍ରାୟନ ପଦକ୍ଷେପ ଦେଶ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସାଧାରଣ ଲୋକେ ତଳିତଳାନ୍ତ ହୋଇଛନ୍ତି। ଶତାଧିକ ଲୋକ ମରିଛନ୍ତି କିନ୍ତୁ ଏହାର ଫାଇଦା…
Read More...

ହକି ବିଶ୍ୱକପ୍ ; ଟିକଟ ବିକ୍ରିରେ ବେଲଜିୟମ, ଜର୍ମାନୀ, ଅଷ୍ଟ୍ରେଲିଆକୁ ପଛରେ ପକାଇଛି ପାକିସ୍ତାନ

ଭୁବନେଶ୍ୱର : ଓଡ଼ିଶାରେ ସୃଷ୍ଟି ହୋଇଛି ହକି ଫିବର। ବିଶ୍ୱକପ ନେଇ ହକି ପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ। ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ହକି ବିଶ୍ୱକପ ଲାଗି ଓଡ଼ିଶା ହକିପ୍ରେମୀଙ୍କ…
Read More...

ହିରୋ ମୋଟୋକର୍ପ ଏକ୍ସ ପଲ୍‌ସ-୨୦୦-ଟି ର ବଜାର ପ୍ରବେଶ

ଭୁବନେଶ୍ୱର : ହିରୋ ମୋଟୋ କର୍ପ ଲି. ପକ୍ଷରୁ ପ୍ରିମିୟମ୍‍ ସେଗମେଣ୍ଟ୍‍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍‍ ନିୟୁ ଏକ୍ସ ପଲସ୍‍-୨୦୦-ଟିର ବଜାର ପ୍ରବେଶ କରାଯାଇଛି। ଏହାକୁ ଇଟାଲୀର ମିଲାନଠାରେ ମୋଟର ସାଇକେଲ ଶୋ’ରେ…
Read More...

କେରଳରେ ୩୪ ଓଡ଼ିଆ ଶ୍ରମିକ ଗୃହବନ୍ଦୀ !

ଅମ୍ବାଦଳା : କେରଳରେ ରାୟଗଡ଼ା ଜିଲାର ୩୪ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଗୃହ ବନ୍ଦୀ କରି ରଖାଯାଇଥିବା ଗୁରୁତର ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ରାୟଗଡ଼ା ଜିଲାରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଖବର ପାଇ…
Read More...

ଆଜି କାଳୀ ଭସାଣ : ୫୦ପ୍ଲାଟୁନ ଫୋର୍ସ ମୁତୟନ

କଟକ : ଆଜି କଟକରେ କାଳୀ ପ୍ରତିମା ଭସାଣ ଉତ୍ସବ ଅନୁଷ୍ଠିତ ହେବ। ଦଶହରା ପରି କାଳୀ ଭସାଣ ଉତ୍ସବକୁ ସୁରୁଖୁରୁରେ ଶେଷ କରିବା ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ…
Read More...

କାଳୀ ଭସାଣ ପାଇଁ ସକାଳ ୮ଟାରୁ ଟ୍ରାଫିକ୍‍ କଟକଣା

କଟକ : କାଳୀ ଭସାଣ ଊପଲକ୍ଷେ କଟକ କମିଶନରେଟ୍‍ ଟ୍ରାଫିକ୍‍ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ସକାଳ ୮ଟାରୁ ୧୧ତାରିଖ ପ୍ରତିମା ବିସର୍ଜନ ଶେଷ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କଲେଜଛକ…
Read More...

ମୋଦୀଙ୍କ ପାଇଁ ଗୁଇନ୍ଦା ସର୍ଭେ ; ପୁରୀ ଆସନ ନେଇ ରାଜନୀତି ସରଗରମ

ପୁରୀ : ପୁରୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଲଢ଼ିବାର ସମ୍ଭାବନା ନେଇ ଆଲୋଚନା ଏବେ ଜୋର ଧରିଛି। ପୁରୀରେ ଆସି ପହଞ୍ଚିଥିବା ୪ ଜଣ ଗୁଇନ୍ଦା ଅଧିକାରୀ ଗତ ଦୁଇ ଦିନ ହେଲା ଏକ ପ୍ରାକ୍‍…
Read More...

ଭାଙ୍ଗିଲା ଶ୍ରୀଲଙ୍କା ପାର୍ଲାମେଣ୍ଟ

କଲମ୍ବୋ : ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ଶିରୀସେନା ଶୁକ୍ରବାର ପାର୍ଲାମେଣ୍ଟକୁ ଭାଙ୍ଗିଦେଇଛନ୍ତି। ଫଳରେ ଦେଶରେ ଆଗୁଆ ନିର୍ବାଚନ ହେବା ନେଇ ବାଟ ଖୋଲିଛି। ଏହା ପୂର୍ବରୁ ଅକ୍ଟୋବର ରାଷ୍ଟ୍ରପତି ଶିରୀସେନା…
Read More...

୨୨ ସୁଦ୍ଧା ଯୋଗଦେବେ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ

କଟକ : ଓଡ଼ିଶା ହାଇକୋର୍ଟରେ ଆସନ୍ତା ୨୨ତାରିଖ ମଧ୍ୟରେ କାର୍ଯ୍ୟରେ ଯୋଗଦେବା ପାଇଁ ମାଡ୍ରାସ ହାଇକୋର୍ଟ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ କେନ୍ଦ୍ର ଆଇନ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି…
Read More...

୪ ସଚିବଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ ; ୧୦୦ କୋଟିର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ

-୯୪ ଆଦିବାସୀ ଗ୍ରାମରେ ତିଆରି ହେବ ୨୩ଟି ପୋଲ, -ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଛଡ଼ାଯିବ ୫କୋଟିର ଯାଆଁଳ -ଜୀବିକା ଅର୍ଜନର ସୁଯୋଗ ପାଇବେ ୨ ହଜାର ମତ୍ସ୍ୟଜୀବୀ, -୨ ଅତ୍ୟାଧୁନିକ ଆମ୍ବୁଲାନ୍ସ ବୋଟ୍‌ରେ ସ୍ବତନ୍ତ୍ର…
Read More...

ତିତ୍‍ଲି ମୁକାବିଲା : ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା

ଭୁବନେଶ୍ୱର : ବାତ୍ୟା ତିତ୍‍ଲି ମୁକାବିଲା ଦିଗରେ ଓଡ଼ିଶା ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡ଼ିଏମଏ) ଏହାର ନଭେମ୍ବର ସଂସ୍କରଣ ଆପଦ ସମ୍ବାଦର କଭର ଷ୍ଟୋରୀରେ ପ୍ରଶଂସା…
Read More...

ମହିଳା ଟି-୨୦ ବିଶ୍ୱକପ୍ : ନ୍ୟୁଜିଲାଣ୍ଡକୁ ୩୪ ରନରେ ହରାଇଲା ଭାରତ

ପ୍ରୋଭିଡେନ୍‍ସ(ୱେଷ୍ଟଇଣ୍ଡିଜ) : ଅଧିନାୟିକା ହରମନପ୍ରୀତ କୌରଙ୍କ ପ୍ରଶଂସନୀୟ ଶତକ ଓ ଜେମିମା ରୋଡ୍ରିଗ୍ୱେଜ୍‍ଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଶୁକ୍ରବାର ଖେଳାଯାଇଥିବା ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ୍‍ର ଏକ…
Read More...

ଶନିବାର ରାଶିଫଳ

ମେଷ: ପତ୍ନୀଙ୍କ ସହିତ ମନୋମାଳିନ୍ୟ ହେବାର ସୂଚନା ମିଳୁଛି। ସେବାନୁରକ୍ତ ହୋଇପାରନ୍ତି। ସୁବର୍ଣ୍ଣାଦି ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ…
Read More...

ସର୍ଭେ ରିପୋର୍ଟ ପ୍ରକାଶ ଉପରେ ଇସିଙ୍କ ନିଷେଧାଦେଶ

ନୂଆଦିଲ୍ଲୀ : ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ଏକଜିଟ୍‍ ପୋଲ୍‍ (ବୁଥ ଫେରନ୍ତା) ସର୍ଭେ ଉପରେ ନିର୍ବାଚନ ଆୟୋଗ (ଇସି) ଶୁକ୍ରବାର ନିଷେଧାଦେଶ…
Read More...

ତାମିଲ ଚଳଚ୍ଚିତ୍ର ‘ସରକାର’କୁ ନେଇ ବିବାଦ ; ନିର୍ଦେଶକଙ୍କୁ ଅନ୍ତରୀଣ ସୁରକ୍ଷା

ଚେନ୍ନଇ : ତାମିଲ ଚଳଚ୍ଚିତ୍ର ‘ସରକାର’ର କେତେକ ଦୃଶ୍ୟକୁ ଏଆଇଏଡିଏମ୍‍କେ କର୍ମୀଙ୍କ ବିରୋଧ ପରେ ଚଳଚ୍ଚିତ୍ରଟିରେ ତିନୋଟି ପରିବର୍ତ୍ତନ କରିବାକୁ ନିର୍ମାତା ସହମତି ପ୍ରକାଶ କରିଛନ୍ତି। ଅନ୍ୟପଟେ ଚଳଚ୍ଚିତ୍ରର ନିର୍ଦେଶକ…
Read More...

ଆଇନଜୀବୀ-ପୁଲିସ ବିବାଦ ; ବାର୍‌ ପ୍ରତିନିଧି-ଡିଜିପି ଆଲୋଚନା ଆଜି

କଟକ : ଆଇନଜୀବୀଙ୍କୁ ପୁଲିସର ଆକ୍ରମଣ ଓ ମାଡ଼ ମାରିବା ମାମଲାର ତଦନ୍ତ କରୁଥିବା କ୍ରାଇମ୍ ବ୍ରାଞ୍ଚ ଶୁକ୍ରବାର ହାଇକୋର୍ଟରେ ଅଭିଯୋଗଫର୍ଦ ଦାଖଲ କରିବାରେ ବିଫଳ ହୋଇଛି। ଫଳରେ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଅଦାଲତ…
Read More...

୧୨ରେ ସୁଖବିନ୍ଦର ଗାଇବେ ‘ଚକ୍‍ ଦେ ଇଣ୍ଡିଆ’

ଭୁବନେଶ୍ୱର : ହକି ବିଶ୍ୱକପର ପ୍ରଚାର ପ୍ରସାର କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରଚାର ପ୍ରସାର ଆଗେଇ ଚାଲିଛି। ଅକ୍ଟୋବର ୧୦ରେ ଦିଲୀପ ତିର୍କୀ-ଧନରାଜ ପିଲ୍ଲେ ପ୍ରଦର୍ଶନୀ ମ୍ୟାଚ୍‍, ନଭେମ୍ବର ୧ ଓ ୪ରେ…
Read More...

୭୫ ବାଳକଙ୍କୁ ବଳାତ୍କାର ଅଭିଯୋଗରେ ଏଚ୍‍ଆଇଭି ପୀଡ଼ିତ ଯବାନ ଗିରଫ

ବ୍ୟାଙ୍ଗକକ୍‍ : ଥାଇଲାଣ୍ଡର ଖୋନ୍‍ କାଏନ୍‍ ପ୍ରଦେଶରେ ଜଣେ ୪୩ବର୍ଷୀୟ ଯବାନଙ୍କ ବିରୋଧରେ ଏକ ବିଚିତ୍ର ଅଭିଯୋଗ ଆସିଛି। ଏକ ଅଭାବନୀୟ ଘଟଣାକ୍ରମେ ଏଚ୍‍ଆଇଭି ପୀଡ଼ିତ ସମ୍ପୃକ୍ତ ଯବାନ ୧୩ରୁ ୧୮ବର୍ଷ ମଧ୍ୟସ୍ଥ ୭୫ଜଣ…
Read More...

ମନର ଡାକ ସଫଳ ହେଲା, ଦେଢ଼ବର୍ଷ ଖୋଜିବା ପରେ ମିଳିଲେ ପତ୍ନୀ

ଅଲୱର : କେଦାରନାଥ ଧାମର ନାମ ଶୁଣିବା ମାତ୍ରେ ଆଖି ଆଗରେ ଭାସିଉଠେ ୨୦୧୩ ମସିହାର ପ୍ରଳୟଙ୍କରୀ ବନ୍ୟା ବିଭୀଷିକା, ଧ୍ବଂସଲୀଳାର ଚିତ୍ର। ପ୍ରକୃତିର ଏହି ତାଣ୍ଡବରେ କେତେ ଯେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି- ତା’ର ହିସାବ…
Read More...

ବିମୁଦ୍ରୀକରଣର ପ୍ରଭାବ

-: ଅରୁଣ ଜେଟ୍‍ଲୀ ଆଜି ଆମେ ବିମୁଦ୍ରୀକରଣର ଦୁଇ ବର୍ଷ ପୂରଣ କରୁଛୁ। ଅର୍ଥବ୍ୟବସ୍ଥାକୁ ଔପଚାରିକ କରିବା ଦିଗରେ କେନ୍ଦ୍ର ସରକାର ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୃଙ୍ଖଳା ମଧ୍ୟରୁ ବିମୁଦ୍ରୀକରଣ ଏକ ପ୍ରମୁଖ…
Read More...

୧୯୯୬ର ପୁନରାବୃତ୍ତିକୁ ଗୁରୁତ୍ବ ;ଦେବେ ଗୌଡାଙ୍କୁ ଭେଟିଲେ ଚନ୍ଦ୍ରବାବୁ

ବେଙ୍ଗାଲୁରୁ : ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡିକୁ ଏକଜୁଟ କରିବା ପ୍ରୟାସ କ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡୁ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଓ…
Read More...

ଚାଉଳ ବ୍ୟବସାୟୀଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟ୍‍

କଟକ : ମାଲଗୋଦାମରେ ଗୁରୁବାର ରାତିରେ ବଡ଼ ଧରଣର ଲୁଟ୍‍ ହୋଇଛି। ଜଣେ ଚାଉଳ ବ୍ୟବସାୟୀଙ୍କ ଠାରୁ ୫ଲକ୍ଷ ୧୫ ହଜାର ଟଙ୍କା ନେଇ ଅଭିଯୁକ୍ତ ଚମ୍ପଟ ମାରିଥିବା ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି। ମାଲଗୋଦାମ ଥାନା ପୁଲିସ…
Read More...

ସାଧାରଣତନ୍ତ୍ର ଦିବସ ପାଇଁ ଖୋଜା ପଡ଼ିଛି ଅତିଥି

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୯ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇପାରିବେ ନାହିଁ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସ୍ପଷ୍ଟ କରିଦିଆଯିବା ପରେ କେଉଁ ରାଷ୍ଟ୍ରମୁଖ୍ୟଙ୍କୁ…
Read More...

ବିଶ୍ୱକପ୍‍ ଖେଳିବାର ଆଶା ଥିଲା: ଅମିତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆଉ ମାତ୍ର ୧୮ ଦିନ ପରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପରେ ଦୁଇ ଓଡ଼ିଆଙ୍କ ଚମକ ଦେଖିବାକୁ ମିଳିବ। ଦୁଇ ଓଡ଼ିଆ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ୧୮ଜଣିଆ ଚୂଡାନ୍ତ…
Read More...

ସିଭିସିଙ୍କୁ ଭେଟିଲେ ବର୍ମା, ଆସ୍ଥାନା

ନୂଆଦିଲ୍ଲୀ : ପରସ୍ପର ବିରୋଧରେ ଦୁର୍ନୀତି ଆରୋପ କରିଥିବା ସିବିଆଇ ନିର୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ଗୁରୁବାର କେନ୍ଦ୍ରୀୟ ଭିଜିଲାନ୍ସ କମିସନର (ସିଭିସି) କେଭି ଚୌଧୁରୀଙ୍କୁ ସାକ୍ଷାତ…
Read More...

ମହିଳା ଟି୨୦ ବିଶ୍ୱକପ୍‍: ଆଜି ନ୍ୟୁଜିଲାଣ୍ଡ-ଭାରତ ମୁକାବିଲା

ପ୍ରୋଭିଡେନ୍‍ସ : ୱେଷ୍ଟଇଣ୍ଡିଜ୍‍ରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ୍‍। ଏହାର ଉଦ୍‍ଘାଟନୀ ମ୍ୟାଚ୍‍ରେ ଶୁକ୍ରବାର ଶକ୍ତିଶାଳୀ ନ୍ୟୁଜିଲାଣ୍ଡର ମୁକାବିଲା କରିବ ଭାରତ। ଗ୍ରୁପ୍‍ ‘ବି’ର ଏହି…
Read More...

ଶୁକ୍ରବାର ରାଶିଫଳ

ମେଷ: କଳହଠାରୁ ଦୂରେଇ ରହିବାକୁ ପଡ଼ିବ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। କାର୍ଯ୍ୟ ବିଳମ୍ବିତ ହୋଇପାରେ। କେବଳ ଭାଗ ବ୍ୟବସାୟରେ ଲାଭବାନ ହେବେ। ସ୍ୱାଭିମାନୀ ହେବେ। ସତର୍କରେ ଚଳିବାକୁ ପଡ଼ିବ। ବୃଷ: ନିର୍ଭୀକ…
Read More...

ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟର ବିକାଶ ହେବ ; ୧୪ବର୍ଷରୁ କମ୍‌ ଛାତ୍ରଛାତ୍ରୀଙ୍କୁ ଟିକଟ ମୂଲ୍ୟ ଅଧା

ଭୁବନେଶ୍ବର : କଟକସ୍ଥିତ ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟରେ ଥିବା ଏସଏଫଏକ୍ସ(ସ୍ପେଶାଲ ଇଫେକ୍ଟ) ଏବଂ ଆକ୍ବାରିୟମ ପରିଦର୍ଶନରେ ଆସୁଥିବା ୧୪ବର୍ଷରୁ କମ ବୟସର ଛାତ୍ରଛାତ୍ରୀ ଟିକଟରେ ୫୦% ରିଆତି ପାଇବେ। ସେହିପରି…
Read More...

ଓଟିଇଟି ଫର୍ମପୂରଣ ୧୨ରୁ

କଟକ : ଚଳିତ ବର୍ଷ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା) ନିମନ୍ତେ ଫର୍ମ ପୂରଣ ଚଳିତମାସ ୧୨ ତାରିଖରୁ ଆରମ୍ଭ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପ୍ରସ୍ତୁତି ଶେଷ…
Read More...

କ୍ୟାବିନେଟ ବୈଠକ ଆଜି

ଭୁବନେଶ୍ବର : ଶୁକ୍ରବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଅପରାହ୍ଣ ୫.୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି।…
Read More...

ଗଣଶିକ୍ଷା ବିଭାଗ ଆପଣାଇବ ‘ପୁଷ୍ଟିଯୁକ୍ତ ବଗିଚା’

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ କିଭଳି ମଧ୍ୟାହ୍ନଭୋଜନରେ ପୁଷ୍ଟିଯୁକ୍ତ ଖାଦ୍ୟ ମିଳିପାରିବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ। ଆଗାମୀ ଦିନରେ ପ୍ରତ୍ୟେକ ବିଦ୍ୟାଳୟରେ…
Read More...

ଲଣ୍ଡନରେ ହକି ବିଶ୍ୱକପ୍‍ର ପ୍ରଚାର

କଟକ : ଚଳିତମାସ ୨୮ରୁ ଭୁବନେଶ୍ୱରରେ ଆରମ୍ଭ ହେଉଥିବା ପୁରୁଷ ହକି ବିଶ୍ୱକପ୍‍କୁ ସାରାବିଶ୍ୱରେ ପହଞ୍ଚାଇବା ଲାଗି ଅଣ୍ଟା ଭିଡ଼ିଛନ୍ତି ଓଡ଼ିଶା ସରକାର ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ। ଓଡ଼ିଶା ହକି ବିଶ୍ୱକପ୍‍ର ଅଂଶୀଦାର ଆୟୋଜକ…
Read More...

‘ମଣିଷ ରୂପୀ ଦେବତା ଥିଲେ ଗୋପବନ୍ଧୁ’

କଟକ : ମହାନ୍‍ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ମଣିଷ ରୂପୀ ଦେବତା ଥିଲେ। ଅନେକ ଅନୁଷ୍ଠାନ ତିଆରି କରି ସେ ନିଜେ ଏକ ଅନୁଷ୍ଠାନ ପାଲଟି ଯାଇଥିଲେ। ସର୍ବଜନାଦୃତ ‘ସମାଜ’ ଖବରକାଗଜର…
Read More...

ଗୁରୁବାର ରାଶିଫଳ

ମେଷ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇବେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ବୃଷ: ମନୋବଳ ଦୃଢ଼ ରହିବ।…
Read More...

ଆଜି କଟକରେ ‘ଗୋପବନ୍ଧୁ ଜ୍ୟୋତି ଯାତ୍ରା’

କଟକ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରୁ ରାଜ୍ୟ ପରିକ୍ରମାରେ ବାହାରିଥିବା ‘ଗୋପବନ୍ଧୁ ଜ୍ୟୋତି’ ଗୁରୁବାର କଟକ ସହର ପରିକ୍ରମା କରିଛି। ସକାଳ ୮ଟାରେ ଓଏମପିଛକରେ ଜ୍ୟୋତିକୁ ସ୍ୱାଗତ କରାଯିବା ପରେ ତାହା…
Read More...

ଆମେରିକା ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ : ଟ୍ରମ୍ପଙ୍କୁ ଝଟକା

ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକାରେ ମଙ୍ଗଳବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନରେ ବିରୋଧି ଡେମୋକ୍ରାଟିକ ପାର୍ଟି ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ତେବେ…
Read More...

ଦୀପାବଳି : କଟକ ବଡ଼ ଡାକ୍ତରଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା

କଟକ : ଦୀପାବଳି ପାଇଁ କଟକ ବଡ଼ ଡାକ୍ତରଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ଲାଷ୍ଟିକ୍‍ ସର୍ଜରି ବିଭାଗ ପକ୍ଷରୁ କାଜୁଆଲ୍‍ଟିରେ ୨୪ ଘଣ୍ଟିଆ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବନ୍ଦୋବସ୍ତ ହୋଇଛି । ଦୀପାବଳିରେ…
Read More...

କୋଣାର୍କରେ ଧୂମଧାମରେ ପାଳିତ ହେଉଛି କାଳୀ ପୂଜା

କୋଣାର୍କ : ପର୍ଯ୍ୟଟନ ସହର କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ ଧୂମଧାମରେ ଦୀପାବଳି ଓ କାଳୀ ପୂଜା ପାଳିତ ହେଉଛି। କୋଣାର୍କ ଏନଏସି ଅଧିନସ୍ଥ ବାଣପଦା ସ୍ଥିତ କାଳୀ ମନ୍ଦିରଠାରେ ମହାକାଳୀଙ୍କ ପୂଜାର୍ଚ୍ଚନା ମହାସମାରୋହରେ…
Read More...

ଦୀପାବଳି ଉପଲକ୍ଷେ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ : ଦୀପାବଳି ଉପଲକ୍ଷେ ଶ୍ରୀକ୍ଷେତ୍ର ପୁରୀରେ ବୁଧବାର ପ୍ରବଳ ଜନ ସମାଗମ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନେ ଶ୍ରୀମନ୍ଦିରର ବାଇଶି ପାହାଚଠାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ…
Read More...

ବାଣ ଫୁଟା ନେଇ କଟକଣା ; ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

କଟକ : ଦୀପାବଳିରେ ସୁରକ୍ଷିତ ବାଣ ଫୁଟା ନେଇ କମିଶନରେଟ୍‍ ପୁଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାତି ୮ଟାରୁ ୧୦ଟା ମଧ୍ୟରେ…
Read More...

ନୂଆ ଦଳ ଗଢ଼ିବେ ଦାମ !

ଭୁବନେଶ୍ୱର : ଯାହା ଆଶା କରାଯାଉ ଥିଲା ତାହା ହେବାକୁ ଯାଉଛି। ବିଜେଡି ସରକାରଙ୍କ ପାଇଁ ଆଡୁଆ ପାଲଟି ଥିବା ଦାମବାବୁ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି। ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡାକ୍ତର…
Read More...

ଦୀପାବଳି ଅବସରରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା

ନୂଆଦିଲ୍ଲୀ/ଭୁବନେଶ୍ବର : ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ପାରମ୍ପରିକ ଆନନ୍ଦ ଉତ୍ସାହ ମଧ୍ୟରେ ସାରା ଦେଶରେ ପାଳନ କରାଯାଉଛି। ଏହି ଉତ୍ସବ ଅବସରରେ ଲୋକେ ମନ୍ଦିର, ସାଧାରଣ ସ୍ଥାନ ଏବଂ ନିଜ ନିଜର ଘରକୁ ଆଲୋକମାଳାରେ…
Read More...

ଦୀପାବଳି ଓ କାଳୀପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର

କଟକ : ଦୀପାବଳି ଓ କାଳୀପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । ଆନନ୍ଦ ଉଲ୍ଲାସର ସହିତ ଲୋକେ ଏହି ଉତ୍ସବ ପାଳନ କରୁଛନ୍ତି। ମଙ୍ଗଳବାରଠାରୁ ରାଜ୍ୟର ପ୍ରମୁଖ ଶକ୍ତି ପୀଠ ତଥା କାଳୀ ମନ୍ଦିରରେ ସ୍ୱତନ୍ତ୍ର…
Read More...

୧୧ରୁ ‘ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ-୨୦୧୮’

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଫ୍ଲାଗ୍‍ସିପ୍‍ ଦ୍ୱିବାର୍ଷିକ ନିବେଶକ ସମ୍ମିଳନୀ ‘ମେକ୍‍ ଇନ୍‍ ଓଡ଼ିଶା ୨୦୧୮’ ଆସନ୍ତା ରବିବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ଜନତା ମଇଦାନଠାରେ ଚଳିତମାସ ୧୧…
Read More...

ଭଲପଢ଼, ଆଗକୁ ବଢ଼, ଓଡ଼ିଶାର ଟେକ ରଖ : ମୁଖ୍ୟମନ୍ତ୍ରୀ

- ଥ୍ରୀ-ଟିର ସଫଳ ରୂପାୟନ ପାଇଁ ୩୧୪ ବ୍ଲକରେ ‘ଓସ୍ୱାନ’ଶୁଭାରମ୍ଭ  -୩୫,୪୯୦ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି -୩୫୪୯ଙ୍କୁ ଓଡ଼ିଆ ଭାଷା ବୃତ୍ତି -୧୦୬୧ ଶ୍ରେଷ୍ଠ ବିଦ୍ୟାଳୟ ଓ ଅଭିଭାବକ ପୁରସ୍କୃତ…
Read More...

୮ ଦିନରେ କ୍ୟାମ୍ପ କୋର୍ଟ, ଜେଲ୍‌ରୁ ମୁକୁଳିଲେଣି ୪୧୩ କଏଦୀ

କଟକ  : ହାଇକୋର୍ଟଙ୍କ ନିର୍ଦେଶକ୍ରମେ କଟକ ଜିଲାରେ କ୍ୟାମ୍ପ କୋର୍ଟ ଚାଲିଥିବାବେଳେ ଏହି ୮ଦିନ ମଧ୍ୟରେ ୪୧୩ଜଣ କଏଦୀ ଜାମିନ ପାଇ ଜେଲରୁ ମୁକୁଳିବାରେ ସକ୍ଷମ ହୋଇଛନ୍ତି। ଆଇନଜୀବୀଙ୍କ ଆନ୍ଦୋଳନ ଚାଲିଥିବାବେଳେ ସୋମବାର…
Read More...

ସାର୍‍ଲୋରଲକ୍ସ ଓପନ ବ୍ୟାଡମିଣ୍ଟନ : ଶୁଭଙ୍କର ଚମ୍ପିଆନ

ସାର୍‍ବ୍ରୁକେନ(ଜର୍ମାନୀ) : ଭାରତର ଶୁଭଙ୍କର ଦେ’ ଏଠାରେ ଚାଲିଥିବା ସାର୍‍ଲୋରଲକ୍ସ ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲ୍‍ସ ଚମ୍ପିଆନ ହୋଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ…
Read More...

ଟମାଟୋ, ପିଆଜ ଏବଂ ଆଳୁର ଉତ୍ପାଦନ ବୃଦ୍ଧି ; ଅପରେସନ୍‍ ଗ୍ରୀନ୍‍କୁ ଅନୁମୋଦନ

ନୂଆଦିଲ୍ଲୀ : ଟମାଟୋ, ପିଆଜ ଏବଂ ଆଳୁର ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ସୋମବାର ଅପରେସନ୍‍ ଗ୍ରୀନ୍‍ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ଦେଶରେ ଏହି ସାମଗ୍ରୀଗୁଡ଼ିକ ସବୁବେଳେ ଉପଲବ୍ଧ ହେବା ସହିତ ଦର…
Read More...

ଭାରତର ତ୍ରିମୁଖୀ ପରମାଣୁ ରକ୍ଷା କାର୍ଯ୍ୟକୁ ପୂର୍ଣ୍ଣ ରୂପ ଦେଇଛି ଆଇଏନଏସ ଅରିହନ୍ତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଇଏନଏସ ଅରିହନ୍ତ ବୁଡାଜାହାଜ ନିଜର ଅଭ୍ୟାସରେ ଭାରତର ତ୍ରିମୁଖୀ ପରମାଣୁ ରକ୍ଷା କାର୍ଯ୍ୟକୁ ସଂପୂର୍ଣ୍ଣ ରୂପେ ପ୍ରତିଷ୍ଠା କରିପାରିଛି । ନିକଟରେ ଏହି ବୁଡାଜାହାଜ ତାର ପ୍ରଥମ ଅବରୋଧି ପଇଁତରା ଅଭ୍ୟାସ…
Read More...

ଲକ୍ଷ୍ନୌରେ ୨ୟ ଟ୍ୱେଣ୍ଟି-୨୦ : ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ଲକ୍ଷ୍ନୌ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍‍ ମଙ୍ଗଳବାର ଲକ୍ଷ୍ନୌରେ ଅନୁଷ୍ଠିତ ହେବ। ଦୀର୍ଘ ୨୪ ବର୍ଷ ପରେ ଲକ୍ଷ୍ନୌରେ ନୂତନ ଭାବେ ନିର୍ମିତ ଏକାନା ଷ୍ଟଡିୟମରେ ଏହି ଆନ୍ତର୍ଜାତିକ…
Read More...

ରାଜଧାନୀରେ ଆରମ୍ଭ ହେଲା ୱାଇଫାଇ ସେବା

ଭୁବନେଶ୍ୱର : ସ୍ମାର୍ଟ ସିଟି ମିଶନ୍‍ ପ୍ରକଳ୍ପ ଅଧିନରେ କାର୍ଯ୍ୟକାରୀ ହେଉଥିବା ‘ଭୁବନେଶ୍ୱର ମୋ ୱାଇଫାଇ’ ସେବା ସୋମବାର ଠାରୁ ଆରମ୍ଭ ହୋଇଛି। ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ…
Read More...

ଜାନୁଆରୀ ୧୧ରୁ ବରଗଡ଼ ଧନୁଯାତ୍ରା

ବରଗଡ଼ : ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଜାନୁଆରୀ ମାସ ୧୧ ତାରିଖରୁ ଅରମ୍ଭ ହେବ। ଏହା  ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଧନୁଯାତ୍ରା ପ୍ରସ୍ତୁତି କମିଟି ବୈଠକ…
Read More...

ପାଞ୍ଚ ବର୍ଷ ତଳେ ଆଜିର ଦିନରେ ଭାରତ ପଠାଇଥିଲା ମଙ୍ଗଳଯାନ

ନୂଆଦିଲ୍ଲୀ : ମହାକାଶ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଭାରତ ବେଶ ସୁନାମ ଅର୍ଜନ କରିଛି । ତେବେ ପାଞ୍ଚ ବର୍ଷ ପୂର୍ବେ ଆଜିର ଦିନରେ ଭାରତ ମହାକାଶକୁ ପ୍ରଥମ ମଙ୍ଗଳଯାନ ପଠାଇ ସଫଳତା ହାସଲ କରିଥିଲା। ୨୦୧୩ ମସିହା…
Read More...

ଗଣଶିକ୍ଷା ବିଭାଗର ସଂସ୍କାର ଜାଲ୍‍ ; ୫ଲକ୍ଷ ଭୂତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ୁଛନ୍ତି ୧୫ହଜାର ଶିକ୍ଷକ

ଭୁବନେଶ୍ୱର  : ରାଜ୍ୟରେ ବର୍ଷବର୍ଷ ଧରି ହଜାର ହଜାର ଶିକ୍ଷକ ଛାତ୍ରଛାତ୍ରୀଙ୍କ ଜାଲ୍‍ ଉପସ୍ଥାନ ଦର୍ଶାଇ ବିଦ୍ୟାଳୟ ଚଳାଇ ଆସୁଛନ୍ତି। ଶିକ୍ଷାନୁଷ୍ଠାନ ନାଁରେ କେବଳ ସରକାରୀ ଯୋଜନା ବାଟବଣା ହେଉନି ବରଂ ନିଜେ କିଭଳି…
Read More...

ରଣଜୀ ଟ୍ରଫି : ବିପ୍ଳବଙ୍କ ଶତକ ପରେ ମ୍ୟାଚ୍‍ ଡ୍ର

ଭୁବନେଶ୍ୱର : ଚଳିତ ସିଜିନ୍‍ର ପ୍ରଥମ ରଣଜୀ ଟ୍ରଫି ମ୍ୟାଚ୍‍କୁ ଡ୍ର ରଖିପାରିଛି ଓଡ଼ିଶା ଦଳ। କିଟ୍‍ ଷ୍ଟାଡିୟମରେ ରବିବାର ଶେଷ ହୋଇଥିବା ଓଡ଼ିଶା-ହରିୟାଣା ଗ୍ରୁପ୍‍ ‘ସି’ ମ୍ୟାଚ୍‍ ବିନା ହାରଜିତ ଫଇସଲାରେ ସମାପ୍ତ…
Read More...

କମୁଛି ତୈଳ ଦର : ୧୮ ଦିନରେ ପେଟ୍ରୋଲ ୪.୦୫ ଓ ଡିଜେଲ ୨.୩୩ ଟଙ୍କା କମିଛି

ନୂଆଦିଲ୍ଲୀ : ଦେଶରେ ସମ୍ପ୍ରତି ତୈଳ ମୂଲ୍ୟରେ ହ୍ରାସ ଧାରା ଜାରି ରହିଛି। ଏଥିଯୋଗୁ ଘରୋଇ ବଜାରରେ କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଘଟୁଛି । ତେବେ ବିଗତ ୧୮ ଦିନ ମଧ୍ୟରେ ପେଟ୍ରୋଲ ମୂଲ୍ୟରେ ଲିଟର…
Read More...

ଖୋଲିବ ଶବରିମାଲ ମନ୍ଦିର ; ୧୦୦ ମହିଳା ବାଟାଲିୟନ ଓ ୨୦ କମାଣ୍ଡୋ ଦଳ ମୁତୟନ

ତିରୁଅନନ୍ତପୁରମ୍‍ : କେରଳର ପ୍ରସିଦ୍ଧ ଶବରିମାଲ ମନ୍ଦିରରେ ସୋମବାର ସ୍ୱତନ୍ତ୍ର ପୂଜାର୍ଚ୍ଚନା ପାଇଁ ମନ୍ଦିରର ଦ୍ୱାର ଖୋଲାଯିବ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶନିବାର ମଧ୍ୟରାତ୍ରରୁ ମନ୍ଦିର…
Read More...

ଛତିଶଗଡ଼ ବିଧାନସଭା ନିର୍ବାଚନ ; ଜୋର ଧରିଲା ପ୍ରଚାର ଅଭିଯାନ

ରାୟପୁର : ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋର ଧରିଛି । ନିଜ ନିଜର ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ସମର୍ଥନ ଲକ୍ଷ୍ୟରେ ବିଭିନ୍ନ ଦଳର ତାରକା ପ୍ରଚାରକମାନେ ବସ୍ତର ଓ ରାଜନନ୍ଦଗାଓଁ ଅଞ୍ଚଳରେ ପ୍ରଚାର…
Read More...

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ; ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବିକଲା କଂଗ୍ରେସ

ଭୁବନେଶ୍ବର : ରାଜ୍ୟରେ ଦୁଇ ମାସରୁ ଅଧିକ ସମୟ ହେବ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଆଇନ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଦିନକୁ ଦିନ ଏହି ଆନ୍ଦୋଳନ ଆହୁରି  …
Read More...

ଓଡ଼ିଆ ତୀର୍ଥଯାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଉତ୍ତରାଖଣ୍ଡ ସରକାର ନେଉଛନ୍ତି ସମସ୍ତ ପ୍ରକାର ପଦକ୍ଷେପ ;…

ଭୁବନେଶ୍ବର : ବଦ୍ରୀନାଥ ଦର୍ଶନରେ ଯାଇ ତୁଷାରପାତ ଯୋଗୁଁ ଫସି ରହିଥିବା ଓଡ଼ିଆ ତୀର୍ଥଯାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଉତ୍ତରାଖଣ୍ଡ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ଉତ୍ତରାଖଣ୍ଡରେ ଓଡିଆ…
Read More...

ମାର୍ଚ୍ଚ ପ୍ରଥମ ସପ୍ତାହରୁ ସିଏଚ୍‍ଏସ୍‍ଇ ଦ୍ୱାଦଶଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‍ଏସ୍‍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ତଥା ଦ୍ୱାଦଶ ଶ୍ରେଣୀ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ୨୦୧୯ ମାର୍ଚ୍ଚ ପ୍ରଥମ…
Read More...

ଅନ୍‍ଲାଇନ୍‍ରେ ହେବ ଏମ୍‍ସ ପ୍ରବେଶିକା; ଫେବୃଆରୀ ୫ରୁ ଆବେଦନ, ମେ’ ୨୫, ୨୬ ପରୀକ୍ଷା

ଭୁବନେଶ୍ୱର : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‍ସ)ରେ ଏମ୍‍ବିବିଏସ୍‍ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ୨୦୧୯ ମେ’ ୨୫ ଓ ୨୬ ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହେବ ଏବଂ ଜୁନ୍‍ ୧୮ରେ ଏହାର…
Read More...

ତନ୍ତ୍ରସାଧନା ପାଇଁ ସ୍ତ୍ରୀକୁ ବଳି !

-ପୁଲିସ ଆଗରେ ଅଭିଯୁକ୍ତର ବୟାନ, -ପାଞ୍ଚବର୍ଷ ହେଲା ଘରେ କାଳୀଙ୍କ ଫଟୋ ରଖି କରୁଥିଲା ସାଧନା -ପୁଅଝିଅଙ୍କୁ ବଳିଦେବା ପାଇଁ ହୋଇଥିଲା ସ୍ବପ୍ନାଦେଶ,-ପୁଅଝିଅଙ୍କ ବଦଳରେ ନିଜେ ମରିବାକୁ ସ୍ତ୍ରୀ ରାଜି ହୋଇଥିଲା…
Read More...

ଇଡେନ୍‍ ଗାର୍ଡେନ୍‍ସରେ ଭାରତ-ଇଣ୍ଡିଜ୍‍ ପ୍ରଥମ ଟି -୨୦

କଲକାତା : ଅତି ସହଜରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଟେଷ୍ଟ ସିରିଜ୍‍ ଜିତିବା ପରେ ଧଳା ବଲ୍‍ କ୍ରିକେଟରେ ଭାରତକୁ କିଛିଟା ଝାଳ ବୁହାଇବାକୁ ପଡ଼ିଥିଲା। ଟେଷ୍ଟ ସିରିଜ୍‍ ପରି ଦିନିକିଆ ସିରିଜ୍‍ ମଧ୍ୟ ଏକତରଫା ହେବ ବୋଲି…
Read More...

ପୀଡ଼ିତଙ୍କୁ ନ୍ୟାୟ ପାଇଁ ଅକାଳୀ ଦଳର ବିକ୍ଷୋଭ

ନୂଆଦିଲ୍ଲୀ : ୧୯୮୪ ଶିଖ୍‍ ବିରୋଧୀ ଦଙ୍ଗା ପୀଡ଼ିତଙ୍କ ନ୍ୟାୟ ପ୍ରଦାନ ଦାବିରେ ଶିରୋମଶୀ ଅକାଳୀ ଦଳ (ଏସ୍‍ଏଡି) ପକ୍ଷରୁ ଶନିବାର ନୂଆଦିଲ୍ଲୀଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୩୦ ବର୍ଷ ପୂର୍ବେ ଏହି ଘଟଣା ଘଟାଇଥିବା…
Read More...

କଲକାତାରେ ପ୍ରଥମ ଟି-୨୦ ; କୋହଲିଙ୍କୁ ବିଶ୍ରାମ,କୃଣାଲ ପାଣ୍ଡ୍ୟା ଓ ଖଲିଲ ଅହମ୍ମଦ ଦଳରେ ସାମିଲ

ନୂଆଦିଲ୍ଲୀ : ଓ୍ଵେଷ୍ଟଇଣ୍ଡିଜ ବିରୁଦ୍ଧରେ ୨-୦ରେ ଟେଷ୍ଟ ସିରିଜ ଓ ୩-୧ରେ ଦିନିକିଆ ସିରିଜ ଜିତିବା ପରେ ରବିବାରଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେଉଛି। କଲକାତାର ଇଡେନ ଗାର୍ଡେନରେ ପ୍ରଥମ…
Read More...

୫ରେ ଖୋଲିବ ଶବରୀମାଲ ମନ୍ଦିର ; ମୁତୟନ ହେଲେ ୫୦୦୦ ଯବାନ

ତିରୁଅନନ୍ତପୁରମ୍ : କେରଳର ଶବରୀମାଲ ମନ୍ଦିର  ୫ ତାରିଖ  ସୋମବାର ଖୋଲିବ। ବିଶେଷ ପୂଜା ପାଇଁ ମନ୍ଦିରର ଦ୍ବାର ଖୋଲିବ। ତେବେ ଏହାକୁ ଦୃଷ୍ଟିରେ ରଖି କେରଳର ଅନେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।…
Read More...

ପୁଲିସ-ଆଇନଜୀବୀ ବିବାଦ ; ପୁଲିସଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

କଟକ : ପୁଲିସ- ଆଇନଜୀବୀ ବିବାଦ ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କ ନିଲମ୍ବନ ଆଦେଶକୁ ଶନିବାର ପ୍ରତ୍ୟାହାର କରାଯାଇଛି। ରାଜ୍ୟ ପୁଲିସ ମହାନିର୍ଦେଶକ (ଡିଜିପି) ଡ. ଆର.ପି ଶର୍ମାଙ୍କ ନିର୍ଦେଶକ୍ରମେ କଟକ ଡିସିପି…
Read More...

କଂଗ୍ରେସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଶାଳକ ସଞ୍ଜୟ ସିଂହ

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂହ ଚୌହାନଙ୍କ ନିଜ ଶାଳକ ସଞ୍ଜୟ ସିଂହ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସରେ ଯୋଗ ଦେବା ସହ ସେ ଶିବରାଜଙ୍କ ସରକାର ଉପରେ…
Read More...

୧୬ରୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର :  ଚଳିତ ମାସ ୧୬ ତାରିଖରୁ ରାଜ୍ୟ ବିଧାନସଭାର ଶୀତ କାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ରହିବ । ରାଜ୍ୟପାଳ ପ୍ରଫେସର…
Read More...

ନିର୍ବାଚନ ପୂର୍ବରୁ ହୋଇପାରେ ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ !

-: ମହେଶ ଶର୍ମା କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି। ସ୍ୱତନ୍ତ୍ର ଆଇନ ଆଣିବା ପାଇଁ ମଧ୍ୟ ଅଣ୍ଟା ଭିଡୁଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଆରଏସଏସ୍ ପ୍ରମୁୁୁଖ ମୋହନ…
Read More...

ଏମଏସଏମଇ ଉଦ୍ୟୋଗକୁ ୫୯ ମିନିଟରେ ପ୍ରଦାନ କରାଯିବ ୧ କୋଟି ଟଙ୍କାର ଋଣ : ମୋଦୀ

ନୂଆଦିଲ୍ଲୀ : ଜିଏସଟିରେ ପଞ୍ଜିକୃତ ହୋଇଥିବା ପ୍ରତ୍ୟେକ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ଗୁଡ଼ିକୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ନୂଆ କିମ୍ବା ପୁରୁଣା ଋଣ ଉପରେ ଶତକଡ଼ା ୨ ଭାଗର ସୁଧ ରିହାତି ମିଳିବ। ଏହିସବୁ…
Read More...

କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।…
Read More...

ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଳୀ : ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ମଧ୍ୟପ୍ରଦେଶର ୨୩୦ଟି ଆସନ ଓ ମିଜୋରାମର ୪୦ଟି ଆସନ ପାଇଁ ଆସନ୍ତା ୨୮ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ମତଦାନ…
Read More...

୩ ଆଇନଜୀବୀ ବହିଷ୍କୃତ ; ୯ ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ

କଟକ : ଆଇନଜୀବୀମାନେ ଚଲାଇଥିବା କାର୍ଯ୍ୟବନ୍ଦ ଆନ୍ଦେଳନକୁ ଭଣ୍ଡୁର କରିବା ପାଇଁ ବିଜେଡି ଆଇନଜୀବୀ ସାମୁଖ୍ୟ ପକ୍ଷରୁ ହୋଇଥିବା ଉଦ୍ୟମ ପାଇଁ ହାଇକୋର୍ଟ ବାର ଆସୋସିଏସନ ୩ଜଣ ଆଇନଜୀବୀଙ୍କୁ ବହିଷ୍କାର କରିଛି। ବିଜେଡି…
Read More...

ଆରମ୍ଭ ହେଲା ୨ଦିନିଆ ଏକାମ୍ର ସ୍ପୋର୍ଟ୍‌ସ ଲିଟେରାରି ଫେଷ୍ଟିଭାଲ

ଭୁବନେଶ୍ୱର : ଇମର୍ଜିଂ ସ୍ପୋର୍ଟ୍‌ସ ଓ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏକାମ୍ର ସ୍ପୋର୍ଟ୍‌ସ ଲିଟେରାରି ଫେଷ୍ଟିଭାଲ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…
Read More...

ବଢ଼ିଲା ଏଲ୍‍ପିଜି ଦର : ରିଆତି ସିଲିଣ୍ଡର ଟ ୨.୯୪, ଅଣ-ରିଆତି ୬୦ ଟଙ୍କା

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଜାରି ରହିବା ପରେ ଏବେ କ୍ରମାଗତ ଭାବେ ଦର ହ୍ରାସ ହେଉଥିବାବେଳେ ରନ୍ଧନ ଗ୍ୟାସ୍‍ର ମୂଲ୍ୟ ବୃଦ୍ଧି ଖାଉଟିଙ୍କ ପାଇଁ ଏବେ ଚିନ୍ତାର ବିଷୟ ହୋଇଛି।…
Read More...

ରଣଜୀ ଟ୍ରଫି : ଅନୁରାଗଙ୍କ ଶତକ ; ଓଡ଼ିଶା ୬/୨୩୨

ଭୁବନେଶ୍ୱର : ଚଳିତ ସିଜିନ୍‍ର ପ୍ରଥମଶ୍ରେଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଗୁରବାରଠାରୁ ଆରମ୍ଭ ହୋଇଛି। ଏହି ରାଉଣ୍ଡରେ ଭୁବନେଶ୍ୱରର କିଟ୍‍ ଗ୍ରାଉଣ୍ଡରେ ହରିୟାଣା ବିପକ୍ଷରେ ଓଡ଼ିଶାର ମ୍ୟାଚ୍‍ ମଧ୍ୟ ଗୁରୁବାର…
Read More...

“ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ସହାୟତା ଓ ସମ୍ପର୍କ ଅଭିଯାନ”ର ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

୧୦୦ ଜିଲ୍ଲାରେ ୧୦୦ ଦିନ ପର୍ଯ୍ୟନ୍ତ ଚାଲିବ ଅଭିଯାନ ନୂଆଦିଲ୍ଲୀ :  ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟବସାୟର ଦୃତ ଅଭିବୃଦ୍ଧି ଏବଂ ଏହି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ନେଇ…
Read More...

ସି ଭୋଟର ଜନମତ ସର୍ଭେ : ବିଜେପି-୧୨,ବିଜେଡି-୬,କଂଗ୍ରେସ-୩

ଭୁବନେଶ୍ଵର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଛି। ଏହା ସହିତ ତାଳ ଦେଇ ବିଭିନ୍ନ ସଂସ୍ଥା ପକ୍ଷରୁ ମଧ୍ୟ ଜନମତ ସର୍ଭେ ସଂଗ୍ରହ କରାଯାଉଛି। ଏବେ ସି ଭୋଟର ସର୍ଭେ…
Read More...

ନଭେମ୍ବର ୫ରେ ଶ୍ରୀଲଙ୍କା ପାର୍ଲାମେଣ୍ଟ ଅଧିବେଶନ

କଲମ୍ବୋ : ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା ସୋମବାର ଦିନ ପାର୍ଲାମେଣ୍ଟ ଅଧିବେଶନ ଆହ୍ୱାନ କରିଛନ୍ତି। ବାଚସ୍ପତି କରୁ ଜୟସୂରିଆଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ସୋମବାର ଦିନ ପାର୍ଲମେଣ୍ଟ ଅଧିବେଶନ…
Read More...

ଛତିଶଗଡ଼ ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ସିଇସିଙ୍କ ସମୀକ୍ଷା

ରାୟପୁର : ଛତିଶଗଡ଼ ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ କମିଶନର୍‍ ଓ.ପି. ରାୱତ ସମୀକ୍ଷା କରିଛନ୍ତି। ସିଇସିଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗର ଏକ ଦଳ ଗୁରୁବାର ରାୟପୁରଠାରେ ବିଭିନ୍ନ ରାଜନୈତିକ ଦଳର…
Read More...

୫ମ ଦିନିକିଆରେ ଇଣ୍ଡିଜ ପରାସ୍ତ ; ଭାରତ ୩-୧ରେ ସିରିଜ ଜିତିଲା

ତିରୁଅନନ୍ତପୁରମ : ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ଓ ପରବର୍ତ୍ତୀ ସମୟରେ ଓପନର ରୋହିତ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଗୁରୁବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ…
Read More...

ଝାରସୁଗୁଡାରୁ ନିୟମିତ୍ତ ଉଡାଣ ପାଇଁ ସ୍ପାଇସ ଜେଟ୍, ଇଣ୍ଡିଗୋ ଏବଂ ଇଣ୍ଡିଆନ ଏୟାର ଲାଇନସ୍ ସହ କଥାବାର୍ତ୍ତା ଚାଲିଛି :…

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦରରୁ ଉଡାଣ ବନ୍ଦ ହେବା ପରେ ରାଜନୀତି ଜୋର ଧରିଛି । ଏଠାରୁ ନିୟମିତ୍ତ ଉଡାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତେବେ ଏହି ପ୍ରସଙ୍ଗରେ…
Read More...