www.samajalive.in
Saturday, December 13, 2025
15.1 C
Bhubaneswar

ଜାତୀୟ ମହିଳା ହକି ଶିବିରରେ ୬ ଓଡ଼ିଆ

କଟକ : ଚଳିତମାସ ୧୨ରୁ ୩୦ ପର୍ଯ୍ୟନ୍ତ ବାଙ୍ଗାଲୋରର ସାଇ ସେଣ୍ଟରରେ ଆୟୋଜନ ହେବ ଭାରତୀୟ ମହିଳା ଦଳର ପ୍ରସ୍ତୁତି ତଥା ପ୍ରଶିକ୍ଷଣ ଶିବିର। ଏହି ଶିବିର ପାଇଁ ହକି ଇଣ୍ଡିଆ ଏକ ୩୩ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଏହି ୩୩ ଜଣିଆ ତାଲିକାରେ ୬ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ସ୍ୟୋଏର୍ଡ ମାରିଏନେଙ୍କ ତତ୍ତ୍ୱାବଧାନରେ ଏହି ୩୩ ଜଣ ଖେଳାଳି ଅଭ୍ୟାସ କରିବେ। ସମ୍ଭାବ୍ୟ ଦଳରେ ଥିବା ୬ ଜଣ ଓଡ଼ିଆ ଖେଳାଳି ହେଲେ ଡିଫେଣ୍ଡର ଦୀପ୍‍ ଗ୍ରେସ୍‍ ଏକ୍କା, ସୁନିତା ଲାକ୍ରା ଓ ରଶ୍ମିତା ମିଞ୍ଜ୍‍; ମିଡ୍‍ଫିଲ୍‍ଡର ଲିଲିମା ମିଞ୍ଜ୍‍ ଓ ନମିତା ଟପ୍ପୋ ଏବଂ ଫରୱାର୍ଡ ଅନୁପା ବାର୍ଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories