ଆଝାରଙ୍କୁ ଟପିଲେ କୋହଲି

ରାଜକୋଟ : ଘରୋଇମାଟିରେ ୨ୟ ସଫଳତମ ଟେଷ୍ଟ ଅଧିନାୟକ ହୋଇ ପାରିଛନ୍ତି ବିରାଟ କୋହଲି। ଶନିବାର ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଭାରତ ଇନିଂସ ବିଜୟ ହାସଲ କରିଥିବା ବେଳେ ଘରୋଇମାଟିରେ ଅଧିନାୟକ ଭାବେ କୋହଲିଙ୍କ ଅଧୀନରେ ଏହା…
Read More...

ବରିଷ୍ଠ ଆଇନ ବିଶାରଦ ରହିବେ ପଞ୍ଚମ ସଦସ୍ୟ

ଭୁବନେଶ୍ୱର : ଲୋକାୟୁକ୍ତ ନିଯୁକ୍ତି ପାଇଁ ମନୋନୟନ କମିଟିର ପଞ୍ଚମ ସଦସ୍ୟ ଭାବେ ଜଣେ ବରିଷ୍ଠ ଆଇନ ବିଶାରଦ ରହିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ସ୍ଥାନୀୟ ଅତିଥିଭବନରେ ପଞ୍ଚମ ସଦସ୍ୟଙ୍କ…
Read More...

ପୃଥ୍ୱୀ-୨ର ତୃତୀୟ ରାତ୍ରକାଳୀନ ସଫଳ ପରୀକ୍ଷା

ବାଲେଶ୍ୱର : ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ୩ ନଂ ଉତକ୍ଷେପଣ କେନ୍ଦ୍ରରୁ ଆଣବିକ ଯୁଦ୍ଧାସ୍ତ୍ର ବହନ କରି ପାରୁଥିବା ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ତୃତୀୟ ଥର ପାଇଁ ରାତ୍ରକାଳୀନ ସଫଳ ପରୀକ୍ଷା କରାଯାଇଛି। ରାତି…
Read More...

ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଇ ଠିକାଦାର ଗିରଫ

ମାଲକାନଗିରି : ପୁଣିଥରେ ଧରାପଡ଼ିଛି ମାଓବାଦୀ-ଠିକାଦାର ସମ୍ପର୍କ । ବିଭିନ୍ନ ସମୟରେ ଉନ୍ନୟନ କାର୍ଯ୍ୟରେ ମାଓବାଦୀରେ ବିରୋଧ କରୁଥିବା ବେଳେ ଠିକାଦାର ମାନେ ବିସ୍ଫୋରକ ଓ ଅର୍ଥ ଦେଇ ତାଙ୍କ କାର୍ଯ୍ୟ କରୁଥିବା ନେଇ…
Read More...

ଘରୋଇ ମାଟିରେ ଭାରତର ୧୦୦ତମ ଟେଷ୍ଟ ବିଜୟ

ରାଜକୋଟ : ଶନିବାର ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍‍କୁ ଇନିଂସ ଓ ୨୭୨ ରନ୍‍ରେ ଭାରତ ପରାସ୍ତ କରିଛି। ଘରୋଇମାଟିରେ ଭାରତର ଏହା ୧୦୦ତମ ଟେଷ୍ଟ ବିଜୟ। ଏପରି କୃତିତ୍ୱ ହାସଲ କରିବାରେ ଭାରତ ବିଶ୍ୱର ୪ର୍ଥ ଦଳ।…
Read More...

ଉଜ୍ଜଳା ଯୋଜନା ଗରିବ ମାଆ, ଭଉଣୀଙ୍କ ଆଖିରୁ ଲୁହ ପୋଛିଛି : ଧର୍ମେନ୍ଦ୍ର ପ୍ରଧାନ

ମହିଳା ହିତାଧିକାରୀ କହିଲେ ସମୟ, ସ୍ୱାସ୍ଥ୍ୟ ସହ ଆର୍ଥିକ ଦୃଷ୍ଟିରୁ ସେମାନଙ୍କୁ ସଶକ୍ତ କରିଛି ଉଜ୍ଜଳା ଯୋଜନା, ମୟୁରଭଞ୍ଜ, କୋରାପୁଟ, ଅନୁଗୁଳ, ସମ୍ବଲପୁର ଓ ଗଞ୍ଜାମ ଜିଲାର ୨୫ ଜଣଙ୍କ ହିତାଧିକାରୀଙ୍କ ସହ…
Read More...

ଆଇଆର୍‍ସିଟିସି ହୋଟେଲ ଦୁର୍ନୀତି ମାମଲା : ରାବ୍ରୀଦେବୀ ଓ ତେଜସ୍ୱୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଦୀର୍ଘ ଦିନ ପରେ ଆଶ୍ୱସ୍ତି ମିଳିଛି। ଆଇଆର୍‍ସିଟିସି ହୋଟେଲ ଦୁର୍ନୀତି ମାମଲାରେ ଲାଲୁଙ୍କ ପତ୍ନୀ…
Read More...

ଅବସରପ୍ରାପ୍ତ ବିଚାରପତି ଓ ପତ୍ନୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ଜଣେ ଅବସରପ୍ରାପ୍ତ ବିଚାରପତି ପାମୁଲୁରୁ ସୁଧାକର ଏବଂ ତାଙ୍କ ପତ୍ନୀ ବରଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର ତିରୁପତି ସ୍ଥିତ ରେଳଧାରଣାରୁ ଉଦ୍ଧାର କରାଯାଇଛି। ଉଭୟ ଦମ୍ପତି ଟ୍ରେନ୍‍…
Read More...

ଯୁବ ଶକ୍ତିକୁ ଆଜିର ନୂଆ ସମୟର ଦକ୍ଷତା ସହ ଯୋଡିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଭାରତ ହେଉଛି ଯୁବ ଶକ୍ତିର ଦେଶ। ଯୁବ ଶକ୍ତି ହେଉଛନ୍ତି ଆମର ସମ୍ପତି। ଦେଶର ଯୁବକ ମାନଙ୍କର ଅଭିଳାଷ, ଆକାଂକ୍ଷାକୁ ଚିହ୍ନି ଏହାକୁ ସୁଯୋଗ ସହିତ ଯୋଡିବା ଆମ ପାଇଁ ଏକ ଆହ୍ୱାନ। ଆମର ଶିକ୍ଷା ବ୍ୟବସ୍ଥା…
Read More...

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ; ଆସନ୍ତାକାଲି ଯୋଗ ଦେବେ ସ୍ମୃତି ଇରାନୀ

ଭୁବନେଶ୍ୱର: ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଶନିବାର ଅପରାହ୍ନରୁ ଆରମ୍ଭ ହୋଇଛି । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,…
Read More...

ଭାରତର ଦମଦାର ବିଜୟ ; ଓ୍ଵେଷ୍ଟଇଣ୍ଡିଜ ଏକ ଇନିଂସ ୨୭୨ ରନରେ ପରାସ୍ତ

ରାଜକୋଟ : ଆଶା ଅନୁସାରେ ୱେଷ୍ଟଇଣ୍ଡିଜ୍‍ ଦଳ ଘରୋଇ ଭାରତ ନିକଟରେ ଆତ୍ମସମର୍ପଣ କରିଛି। ପ୍ରଥମ ଟେଷ୍ଟର ୩ୟ ଦିନରେ ମ୍ୟାଚ୍‍ ସମାପ୍ତ ହୋଇଥିବା ବେଳେ ଭାରତ ଏହାକୁ ଇନିଂସ ଓ ୨୭୨ ରନ୍‍ରେ ଜିତିନେଇଛି। ଭାରତର ଏହା…
Read More...

ଆସୁଛି ଲଘୁଚାପ; ୧୦ରୁ ବର୍ଷା

ଭୁବନେଶ୍ୱର : ଦେଶର ଉତ୍ତରପଶ୍ଚିମାଞ୍ଚଳ ରାଜ୍ୟ, ପଶ୍ଚିମବଙ୍ଗ, ସିକିମ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରୁ ମୌସୁମି ଫେରୁଥିବାବେଳେ ଆଜି ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ସମ୍ପୂର୍ଣ୍ଣ ଅପସରିଯାଇଛି। ଓଡ଼ିଶାରୁ ଏବେ…
Read More...

ଅଭିଜିତ ହାଜର ନ ହେଲେ ଖୋଜିବ ପୁଲିସ

ଭୁବନେଶ୍ୱର :  ଅଭିଜିତ ଆୟାର ମିତ୍ରଙ୍କ ହାଜର ନେଇ ଅନେକ ଗୁଜବ ଚାଲିଛି। ଶୁକ୍ରବାର ସୁଦ୍ଧା ଅଭିଜିତ୍‍ ଭୁବନେଶ୍ୱରେ ପହଞ୍ଚି ନଥିବା ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି। ଅଭିଜିତଙ୍କ ବିରୋଧରେ କେବଳ କୋଣାର୍କ ଥାନା…
Read More...

ସଚିନ୍‍ଙ୍କୁ ଟପିଲେ କୋହଲି

ରାଜକୋଟ : ସବୁଠାରୁ କମ୍‍ ଟେଷ୍ଟ ଇନିଂସରେ ୨୪ଟି ଶତକ ହାସଲ କରିବାରେ ବିଶ୍ୱରେ ୨ୟ ସ୍ଥାନରେ ପହଞ୍ଚିଛନ୍ତି ବିରାଟ କୋହଲି। ଶୁକ୍ରବାର ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ କୋହଲିଙ୍କ ୧୩୯ ରନ୍‍ ତାଙ୍କର ୨୪ତମ ଟେଷ୍ଟ ଶତକ। ଏହି…
Read More...

ଦିବ୍ୟାଙ୍ଗଙ୍କ ମଧ୍ୟରେ ରହିଛି ଅଫୁରନ୍ତ ଶକ୍ତି ଓ ସାମର୍ଥ୍ୟ:ରାଜ୍ୟପାଳ

ଭୁବନେଶ୍ୱର: ମଣିଷ ହେଉଛି ଅମୃତର ସନ୍ତାନ। ପ୍ରତ୍ୟେକଙ୍କ ମଧ୍ୟରେ ଦିବ୍ୟତ୍ୱ ରହିଛି। ଦିବ୍ୟାଙ୍ଗଙ୍କ ମଧ୍ୟରେ ରହିଛି ଅଫୁରନ୍ତ ଶକ୍ତି ଓ ସାମର୍ଥ୍ୟ। ଏହାର ସଫଳ ଉପଯୋଗ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ହେବା ଦରକାର…
Read More...

ଆଜିଠାରୁ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ; ଯୋଗଦେବେ ସ୍ମୃତି ଇରାନୀ

ଭୁବନେଶ୍ୱର: ରାଜ୍ୟ ବିେଜେପି ପକ୍ଷରୁ ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଶନିବାର ଠାରୁ  ଆରମ୍ଭ ହେବ। ଆଜି ଅପରାହ୍ନରେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ…
Read More...

ମଜଭୁତ ହେବ ଓଡ଼ିଶା-ଆନ୍ଧ୍ର ସୀମା ଭିତ୍ତିଭୂମି

-ନିର୍ବାଚନକୁ ଦୃଷ୍ଟିରେ ରଖି ଗଠନ ହେବ ସୁରକ୍ଷା ଟିମ୍‍: ଆର୍.ପି. ଠାକୁର -ନିୟମିତ ବ୍ୟବଧାନରେ ଆଲୋଚନା ଜାରି ରହିବ: ଆର୍‌.ପି. ଶର୍ମା ଭୁବନେଶ୍ୱର : ଓଡ଼ିଶା-ଆନ୍ଧ୍ର ସୀମାରେ ମାଓବାଦୀ ଦମନ ନେଇ ରାଜଧାନୀରେ ଦୁଇ…
Read More...

ଗାରିମାସ୍କାରେ ମାଓ ଶିବିର ଧ୍ୱଂସ

ଫୁୁଲବାଣୀ/ବାଲିଗୁଡା : ବାଲିଗୁଡା ଥାନା ଅଞ୍ଚଳରେ ମାଓବାଦୀଙ୍କ ଏକ ବଡ ଶିବିରକୁ ପୁଲିସ ଧ୍ୱଂସ କରିଥିବା ବେଳେ ଖସି ଯାଇଛନ୍ତି ଅନେକ ମାଓ ନେତା। ପୁଲିସ ହାତରେ କେବଳ ମାଓ କ୍ୟାମ୍ପରେ ବ୍ୟବହୃତ ମାଓବାଦୀଙ୍କ ପୋଷାକ,…
Read More...

ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮: ଯୋଗଦେବେ ୨ହଜାର ପ୍ରତିନିଧି

ଭୁବନେଶ୍ୱର : ଭୁବନେଶ୍ୱର ଠାରେ ନଭେମ୍ବର ମାସରେ ହେବାକୁ ଥିବା ମେକ୍‍ ଇନ ଓଡ଼ିଶା କନକ୍ଲେଭ-୨୦୧୮ କାର୍ଯ୍ୟକ୍ରମରେ ପ୍ରାୟ୨ହଜାର ପ୍ରତିନିଧି ଯୋଗଦେବେ। ଏଥିରେ ବିଦେଶୀ ରାଷ୍ଟ୍ରରୁ ପ୍ରାୟ ୬୦ଜଣ ଶିଳ୍ପ ପ୍ରତିନିଧି…
Read More...

ଶ୍ରୀମନ୍ଦିରରେ ୧୨୬ ପାକିସ୍ତାନୀ ହିନ୍ଦୁ

ପୁରୀ : ପାକିସ୍ତାନର କରାଚି ସହରରେ ବାସ କରୁଥିବା ୧୨୬ଜଣ ହିନ୍ଦୁ ଶୁକ୍ରବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଚକ୍ରତୀର୍ଥ ରୋଡର ଏକ ହଲିଡେ ହୋମ୍‍ରେ ସେମାନେ ଅବସ୍ଥାନ କରୁଛନ୍ତି। ଇସ୍କନ…
Read More...

ବଦଳିବେ ପୁରୀ ଏସ୍‌ପି !

ଭୁବନେଶ୍ୱର : ପୁରୀରେ ବନ୍ଦ ପାଳନ ବେଳେ ଆଇନଶୃଙ୍ଖଳା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଆନ୍ଦୋଳନକାରୀଙ୍କ ଲଙ୍କାକାଣ୍ଡ ଯୋଗୁଁ ବଡଦାଣ୍ଡରେ ବ୍ୟାପକ ହିଂସାକାଣ୍ଡ ହେବାସହିତ ଲୁଟ୍‍ତରାଜ ଘଟଣାକୁ ନେଇ ଏବେ ଗୃହବିଭାଗ…
Read More...

ବିଜ୍ଞାନକୁ ଜନଆନ୍ଦୋଳନ କରିବାକୁ ହେବ: ହର୍ଷବର୍ଦ୍ଧନ

ଲକ୍ଷ୍ନୌ  (ଅନୁପମ ପ୍ରହରାଜ) : ବିଜ୍ଞାନକୁ ଏବେ ପ୍ରୟୋଗଶାଳାରୁ ବାହାର କରି ଜନତାଙ୍କ ଭିତରକୁ ନେବାକୁ ଉଦ୍ୟମ ଆରମ୍ଭ ହୋଇଛି। ବିଜ୍ଞାନ ହିଁ କରିବ ସବୁ ସମସ୍ୟାର ସମାଧାନ। ଆଜିର ଯୁବପିଢ଼ିଙ୍କୁ ଅଧିକ ବିଜ୍ଞାନ ମନସ୍କ…
Read More...

୧୯ ବର୍ଷରୁ କମ୍‍ ଏସିଆ କପ୍‍ କ୍ରିକେଟ : ଭାରତ-ଶ୍ରୀଲଙ୍କା ଫାଇନାଲ

ଢାକା : ଏଠାରେ ଚାଲିଥିବା ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‍ ଖେଳାଯିବ। ଏଥିରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଗୁରୁବାର ବାଂଲାଦେଶକୁ ପ୍ରଥମ ସେମିଫାଇନାଲରେ ହରାଇ ଭାରତ ଫାଇନାଲରେ…
Read More...

ଶନିବାର ରାଶିଫଳ

ମେଷ: ଯୋଜନାର ସଫଳ ରୂପାୟନ କରିପାରନ୍ତି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ସୁଖଭୋଗ କରିବେ। ଗୃହର ପରିବେଶ ଠିକ୍‍ ରହିବ। ବହୁଧନ, ପୁତ୍ର, ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି। ମନ୍ତ୍ରଣାଦାତା ହେବେ। ବୃଷ: ଉତ୍ତମ…
Read More...

ଅବଧି ପୂରିଲା; ଅଭିଜିତଙ୍କ ପତ୍ତା ମିଳୁନି?

ନୂଆଦିଲ୍ଲୀ : ଶ୍ରୀଜଗନ୍ନାଥ, ପୁରୀ ଶ୍ରୀମନ୍ଦିର, କୋଣାର୍କ ମନ୍ଦିର ଏବଂ ଓଡ଼ିଶା ସଂକ୍ରାନ୍ତରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ୍‍ ନାୟାରଙ୍କୁ ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ଅନ୍ତରୀଣ ସୁରକ୍ଷା ଅବଧି…
Read More...

ଗିରଫ ହୋଇପାରନ୍ତି ଅଭିଜିତ ଆୟାର ମିତ୍ର !

ପୁରୀ : କୋଣାର୍କ ମନ୍ଦିରର କଳା ଓ ଭାସ୍କର୍ୟ୍ୟକୁ ନେଇ ଦେଇଥିବା ଅଶାଳୀନ ମନ୍ତବ୍ୟ  ଦେଇ ବିବାଦରେ ଫସିଥିବା ଅଭିଜିତ ଆୟାର ମିତ୍ର ଗିରଫ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତାଙ୍କୁ ଗିରଫ କରିବା ପାଇଁ ଜେଲ ବିଭାଗ…
Read More...

ହିଂସାକାଣ୍ଡ କରିଥିବା ସେବକ ନିଯୋଗ କର୍ମକର୍ତ୍ତା ନୁହନ୍ତି

ପୁରୀ : ପୁରୀ ବନ୍ଦବେଳେ ହିଂସାକାଣ୍ଡ କରିଥିବା ସେବକ କୌଣସି ନିଯୋଗର କର୍ମକର୍ତ୍ତା ନୁହନ୍ତି। ସେମାନେ ବିଭିନ୍ନ ରାଜନୈତିକ ଦଳ କର୍ମୀ ବୋଲି ମନ୍ଦିର କାନ୍ଥରେ ଲାଗିଥିବା ପୋଷ୍ଟରରେ କୁହାଯାଇଛି। ଶୁକ୍ରବାର କେତେକ…
Read More...

ମାନବ ସଶକ୍ତିକରଣ ନିମନ୍ତେ ସ୍ୱଚ୍ଛ ପର୍ଯ୍ୟାବରଣ

-ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ଏଇ ବୁଧବାର ଦିନ ମୋତେ ‘ଚାମ୍ପିଅନ୍ସ ଅଫ ଦି ଆର୍ଥ ପୁରସ୍କାର’ରେ ସମ୍ମାନିତ କରିଛି। ଏହି ସମ୍ମାନ ପ୍ରାପ୍ତ କରି ମୁଁ ଅତ୍ୟନ୍ତ ଅଭିଭୂତ ମନେ କରୁଛି କିନ୍ତୁ…
Read More...

ଆଜିଠାରୁ ୪ର୍ଥ ଭାରତ ଅର୍ନ୍ତରାଷ୍ଟ୍ରୀୟ ବିଜ୍ଞାନ ପର୍ବ

ଲକ୍ଷ୍ନୌ : ୨୦୧୫ ରେ ନୂଆଦିଲ୍ଲୀରୁ ଆରମ୍ଭ ହୋଇଥିବା ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ପର୍ବ(ଇଣ୍ଡିଆ ଇଣ୍ଟରନେସ୍‌ନାଲ ସାଇନ୍ସ ଫେଷ୍ଟିଭାଲ-ଆଇଆଇଏସ୍‌ଏଫ୍‌)ର ଚତୁର୍ଥ ସମ୍ମେଳନ ଅକ୍ଟେବର ୫ରୁ ୮ ତାରିଖ ପର୍ଯ୍ୟନ୍ତ…
Read More...

ପାରାଦ୍ବୀପରେ ପହଞ୍ଚିଲା ଭାରତୀୟ ତଟରକ୍ଷୀ ବାହିନୀର ନୂତନ ଜାହାଜ ବିଜୟ

ପାରାଦ୍ବୀପ: ପାରାଦ୍ବୀପରେ ପହଞ୍ଚିଲା ଭାରତୀୟ ତଟରକ୍ଷୀ ବାହିନୀର ନୂତନ ଜାହାଜ ବିଜୟ। ଏହି ଜାହାଜ ଚେନ୍ନାଇର ଏଲ୍ ଏଣ୍ଡ ଟି ସିପ୍ୟାଡ୍ ଠାରେ ନିର୍ମାଣ କରାଯାଇଥିବାବେଳେ ଗୁରୁବାର ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ…
Read More...

ଫେସବୁକ ସମ୍ପର୍କ ହେଲା କାଳ ; ଯୁବକ ଗିରଫ

ଖୁଣ୍ଟା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କ ସହିତ ଅନ୍ୟ ଜଣେ ଯୁବକର ଫେସବୁକ ସମ୍ପର୍କ ଶେଷରେ ନିଜ ପାଇଁ କାଳ ହୋଇଛି। ଦୁଇ ବର୍ଷର ବୈବାହିକ ଜୀବନ ମଧ୍ୟରେ ଦେଢ ବର୍ଷର ଧରି ଜନୈକ…
Read More...

ପୃଥ୍ୱୀଙ୍କ ଏକାଧିକ କୀର୍ତ୍ତିମାନ

ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିବାରେ ପୃଥ୍ୱୀ ସ’ ବିଶ୍ୱର ୪ର୍ଥ ସର୍ବକନିଷ୍ଠ। ପୃଥ୍ୱୀଙ୍କଠାରୁ କମ୍‍ ବୟସରେ ବାଂଲାଦେଶର ମହମ୍ମଦ ଅସ୍ରଫୁଲ, ଜିମ୍ବାୱେର ହାମିଲଟନ ମାସାକାଡ୍‍ଜା ଓ ପାକିସ୍ତାନର ସଲିମ୍‍ ମାଲିକ୍‍…
Read More...

କ୍ୟାମ୍ପସରେ ତେଜୁଛି ଛାତ୍ର ଅଶାନ୍ତି ; ୨୦ରୁ ଊର୍ଦ୍ଧ୍ବ ମହାବିଦ୍ୟାଳୟରେ ନିର୍ବାଚନ ବାତିଲ

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ବୁଧବାର ନାମାଙ୍କନପତ୍ର ଦାଖଲ ହେବା ପରେ ଗୁରୁବାର ଏଗୁଡିକ ଯାଞ୍ଚ ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଚୂଡାନ୍ତ ପ୍ରାର୍ଥୀତାଲିକା ପ୍ରକାଶିତ ହେବା ପରେ କେତେକ…
Read More...

ବ୍ୟାକ ୱାଟର ଷ୍ଟଡି କରିଛ କି ନାହିଁ ଜଣାଅ

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ଜଳଭଣ୍ଡାରର ୫୦ଲକ୍ଷ କ୍ୟୁସେକ ଜଳଧାରଣ କ୍ଷମତା ଏବଂ ୧୪୦-୧୫୦ ଫୁଟ ଉଚ୍ଚତା ଡିଜାଇନକୁ ହିସାବକୁ ନେଇ କେନ୍ଦ୍ର ସରକାର ପଛୁଆ ଜଳ ସମସ୍ୟା ଅନୁଧ୍ୟାନ (ବ୍ୟାକ ୱାଟର ଷ୍ଟଡି) କରିଛନ୍ତି କି…
Read More...

୧୯ ବର୍ଷରୁ କମ୍ ଏସିଆ କପ୍‍ କ୍ରିକେଟ : ଫାଇନାଲରେ ଭାରତ

ଢାକା : ଭାରତ ଏଠାରେ ଚାଲିଥିବା ୧୯ ବର୍ଷରୁ କମ ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ସେମିଫାଇନାଲ ମ୍ୟାଚରେ ଭାରତ ମାତ୍ର ୨ ରନରେ ଆୟୋଜକ…
Read More...

ସହଜ ହେବ ଡେଙ୍ଗୁ ଓ ରକ୍ତକର୍କଟ ପରୀକ୍ଷା

ଭୁବନେଶ୍ୱର : ଏଣିକି ଡେଙ୍ଗୁଜ୍ୱର ଓ ରକ୍ତକର୍କଟ ରୋଗର ସଫଳ ଚିକିତ୍ସା ପାଇଁ ରକ୍ତ ପରୀକ୍ଷା ସହଜ ହେବ। ସେହିପରି ବିଭିନ୍ନ ଜଟିଳ ରକ୍ତଜନିତ ରୋଗର ନିଦାନ ଲାଗି ରକ୍ତ ଉପାଦାନ ପୃଥକୀକରଣ କରାଯାଇ ତାହାର ପରୀକ୍ଷା…
Read More...

ପିସିସି ପକ୍ଷରୁ ଆରମ୍ଭ ହେଲା ଓଡ଼ିଶା ଜାଗରଣ ଯାତ୍ରା

ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ସାଧାରଣ ଲୋକଙ୍କ ସହ ସମ୍ପର୍କ ସୁଦୃଢ଼ କରିବା ପାଇଁ ଗୁରୁବାରଠାରୁ ଓଡ଼ିଶା ଜାଗରଣ ଯାତ୍ରା ଆରମ୍ଭ କରିଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜଧାନୀରୁ…
Read More...

ସୌରାଷ୍ଟ୍ରକୁ ହରାଇଲା ଓଡ଼ିଶା

କଟକ : ନୂଆଦିଲ୍ଲୀରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ୨ୟ ବିଜୟ ହାସଲ କରିଛି। ଗୁରୁବାର ଫିରୋଜଶାହା କୋଟ୍‍ଲା ଗ୍ରାଉଣ୍ଡରେ ଖେଳା ଯାଇଥିବା ଏଲିଟ୍‍ ଗ୍ରୁପ୍‍…
Read More...

ମହାନଦୀର ମନୁଷ୍ୟକୃତ ଖାତରେ ପଡ଼ି ଦୁଇ ନାବାଳକ ମୃତ

କଟକ: ବିଡାନାସୀ ଅଞ୍ଚଳରେ ଗତ ୨ ଦିନ ତଳେ ନିଖୋଜ ହୋଇଥିବା ନାବାଳକଙ୍କ ମୃତଦେହ ଗୁରୁବାର ସକାଳେ ମହାନଦୀର ଭୁଆସୁଣୀ ପଠା ନିକଟରୁ ବିଡାନାସୀ ଥାନା ପୁଲିସ ଉଦ୍ଧାର କରିଛି। ନାବାଳକ ଦ୍ୱୟହେଲେ ବିଡାନାସୀ କୃଷକ ନଗର…
Read More...

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଟ ୩.୧୫ କମିଲା

ଭୁବନେଶ୍ୱର: ତୈଳ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ଘଟାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ବିଭିନ୍ନ ରାଜ୍ୟ ଭାଟ୍‌ ହ୍ରାସ କରି ତୈଳ ଦର କମାଇଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର କି ପଦକ୍ଷେପ ନେଉଛନ୍ତି ଏବେ…
Read More...

ମଣ୍ଟୁ ପାତ୍ର ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚିତ : ସ୍ତ୍ରୀ ଗିରଫ; ପ୍ରେମିକ ଏବେବି ଫେରାର

ଢେଙ୍କାନାଳ  : ଢେଙ୍କାନାଳ ସହରରେ ଦିନ ଦିପହରରେ ଘରେ ପଶି ଗହଣା କାରିଗର ମଣ୍ଟୁ ପାତ୍ରଙ୍କୁ ଗଳାକାଟି ହତ୍ୟା କରିବା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୁଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୃତକଙ୍କ ସ୍ତ୍ରୀ…
Read More...

ପଦାର୍ପଣରେ ପୃଥ୍ୱୀଙ୍କ ଶତକ 

ରାଜକୋଟ : ସ୍କୁଲ୍‍ ଓ ଘରୋଇ କ୍ରିକେଟରେ ରେକର୍ଡ ପରେ ରେକର୍ଡ ଭାଙ୍ଗିବା ପରେ ଟେଷ୍ଟ କ୍ରିକେଟ ପଦାର୍ପଣରେ ଏକାଧିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ୧୮ ବର୍ଷ ବୟସ୍କ ପୃଥ୍ୱୀ ସ’। ଫଳରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ…
Read More...

ଦାମଙ୍କ ସହ କିଛି ଆଲୋଚନା ହୋଇନି, ନିର୍ବାଚନ ଲଢ଼ିବିନି : ପ୍ରଫୁଲ୍ଲ

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ନୂଆ ଦଳ ଗଠନ ନେଇ ପ୍ରସ୍ତୁତି ଚଳାଇଛନ୍ତି। ପ୍ରଫୁଲ୍ଲ ଘଡ଼େଇ ତାଙ୍କ ସହ ଥିବା ନେଇ ଦାମ ସୂଚନା ଦେଇଥିଲେ। ଏହାକୁ ଶ୍ରୀ ଘଡ଼େଇ ଖଣ୍ଡନ କରିଛନ୍ତି। ସେ…
Read More...

ଶୁକ୍ରବାର ରାଶିଫଳ

ମେଷ: ପାଇବାକୁ ଇଚ୍ଛା କରୁଥିବା ସହାୟତା ଅବଶ୍ୟ ମିଳିବ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମ ଆପଣଙ୍କୁ ମୁଖ୍ୟ ଆୟୁଧ ହୋଇପାରେ। କୃଷିକର୍ମରେ ଧ୍ୟାନ ଦେବେ। ସୁସ୍ଥ ଓ ନିରାମୟ ରହିବେ। ବୁଦ୍ଧିମାନ ହେବେ। ବୃଷ:…
Read More...

ଧାଡ଼ିଦର୍ଶନ ଅବ୍ୟାହତ ; ହିଂସାକାରୀଙ୍କୁ ଗିରଫ ନିର୍ଦେଶ

ପୁରୀ : ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ ୧୬ଟି ମୋକଦ୍ଦମା ରୁଜୁ କରିଛି। ସିସିଟିଭି ଫୁଟେଜ ଏବଂ ଗଣମାଧ୍ୟମ ରିପୋର୍ଟକୁ ଭିତ୍ତିକରି ଏପର୍ଯ୍ୟନ୍ତ ୬୫ଜଣଙ୍କୁ ଚିହ୍ନଟ କରାଯାଇଛି।…
Read More...

ଗୋପବନ୍ଧୁଙ୍କୁ ‘ଭାରତ ରତ୍ନ’ ଓଡ଼ିଶାବାସୀଙ୍କ ହକ୍‌

କଟକ : ସେବା, ତିତିକ୍ଷା, ମାନବବାଦ ଓ ଜାତି ନିର୍ମାଣର ଯଶସ୍ୱୀ ପୁରୁଷ ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଉତ୍କଳମଣିରେ ସୀମିତ ନୁହନ୍ତି, ସେ ଯଥାର୍ଥରେ ଜଗତ୍‍ମଣି। ନିଜର ଅକ୍ଷୟ କୃତୀ, କୀର୍ତ୍ତି ପାଇଁ ସେ ଭାରତର ବାସ୍ତବ…
Read More...

ବଢ଼ିଲା ସୁନା ଦର : ଦିନକରେ ୫୫୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ଘରୋଇ ବଜାରରେ  ବୁଧବାର ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି। ବିଶ୍ୱ ବଜାର କାରବାରର ପ୍ରଭାବ ଘରୋଇ ବଜାର ଉପରେ ପ୍ରତିଫଳିତ ହେବା ଫଳରେ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୫୫୫ ଟଙ୍କା ବୃଦ୍ଧି ଘଟି…
Read More...

ପୁରୀରେ ସ୍ୱାଭାବିକ ଅବସ୍ଥା ଫେରାଇବାକୁ ପୁଲିସ ଚେଷ୍ଟା କରୁଛି: ଡିଜି

କଟକ : ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରି ବୁଧବାର ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିଲା। କେତେକ ଆନ୍ଦୋଳନକାରୀ ବ୍ୟାପକ ଭଙ୍ଗାରୁଜା କରିବାରୁ ପୁରୀରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି…
Read More...

ଦାମ ଗଢ଼ିବେ ନୂଆ ରାଜନୈତିକ ଦଳ

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ନୂଆ ରାଜନୈତିକ ଦଳ ଗଠନ କରିବେ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ନୂଆ ଦଳ ଗଠନକୁ ଦାମ ଅସ୍ୱୀକାର କରିନାହାନ୍ତି। ଚଳିତମାସ ଶେଷ ଆଡ଼କୁ ଏହା…
Read More...

ଭାରତ ଓ ରୁଷ ମଧ୍ୟରେ ସ୍ୱାକ୍ଷର ହେବ ବଡ଼ ଧରଣର ପ୍ରତିରକ୍ଷା ରାଜିନାମା

ଭାରତକୁ ରୁଷ୍‍ ଦେବ ଏସ୍‍-୪୦୦କ୍ଷେପଣାସ୍ତ୍ର ନୂଆଦିଲ୍ଲୀ : ଭାରତ ଓ ରୁଷ ମଧ୍ୟରେ ସ୍ୱାକ୍ଷର ହେବାକୁ ଯାଉଛି ବଡ଼ ଧରଣର ପ୍ରତିରକ୍ଷା ରାଜିନାମା। ଯୋଜନା ଅନୁଯାୟୀ ଭାରତକୁ ରୁଷ୍‍ ଏସ୍‍-୪୦୦ ବାୟୁସୀମା ସୁରକ୍ଷା…
Read More...

ଭାରତକୁ ଟେଷ୍ଟ ସିରିଜରେ ହରାଇବା ବଡ଼ ଆହ୍ୱାନ : ଷ୍ଟୁଆର୍ଟ ଲ’

ରାଜକୋଟ୍‍ : ଭାରତ ବିପକ୍ଷ ୨ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜରେ ବିଜୟୀ ହେବା ୱେଷ୍ଟଇଣ୍ଡିଜ ପାଇଁ ବଡ଼ ଆହ୍ୱାନ ବୋଲି ମତ ଦେଇଛନ୍ତି ୱେଷ୍ଟଇଣ୍ଡିଜ ଦଳର ପ୍ରଶିକ୍ଷକ ଷ୍ଟୁଆର୍ଟ ଲ’। ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା…
Read More...

ରାଜକୋଟରେ ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ

ରାଜକୋଟ : ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଚଳିତ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହେବ। ବିଗତ ନଅ ମାସ ମଧ୍ୟରେ ଭାରତୀୟ ଦଳ ଦୁଇ ଦୁଇଟି ବିଦେଶ ଗସ୍ତରେ (ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ) ଯାଇ ଟେଷ୍ଟ…
Read More...

ଇଣ୍ଡୋନେସିଆ : ଭୂକମ୍ପ ଓ ସୁନାମୀ ଜନିତ ମୃତ୍ୟୁ ସଂଖ୍ୟା ୧୪୦୦କୁ ବୃଦ୍ଧି

ଜାକର୍ତ୍ତା : ଇଣ୍ଡୋନେସିଆରେ ଭୂମିକମ୍ପ ଓ ସୁନାମୀ ଜନିତ ମୃତ୍ୟୁ ସଂଖ୍ୟା ୧୪୦୦କୁ ବୃଦ୍ଧି ପାଇଛି । ସର୍ବାଧିକ କ୍ଷତିଗ୍ରସ୍ତ ପାଲୁ ସହର ଓ ତାର ଆଖପାଖ ସ୍ଥାନଗୁଡ଼ିକରେ ସରକାରୀ ଉଦ୍ଧାରକାରୀମାନେ ଉଦ୍ଧାର କାର୍ଯ୍ୟ…
Read More...

ବିଜୁ ଅନୁଗତ ମାନଙ୍କୁ ନେଇ ଗଠନ ହେବ ନୂଆ ଦଳ

ଭୁବନେଶ୍ବର : ଓଡ଼ିଶା ରାଜନୀତିରେ ନୂତନ ସମୀକରଣ ଆରମ୍ଭ ହେବାକୁ ଯାଉଛି। ପ୍ରକୃତ ବିଜୁ ଅନୁଗତ ମାନଙ୍କୁ ନେଇ ନୂଆ ଦଳ ଗଠନ ହେବାକୁ ଯାଉଛି।  ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ  ଡ଼ାକ୍ତର ଦାମୋଦର ରାଉତ ଏ…
Read More...

୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଆଇନଜୀବୀଙ୍କ ଆନ୍ଦୋଳନ

କଟକ : ଏକ ମାସରୁ ଅଧିକ ସମୟ ଧରି ଚାଲୁ ରହିଥିବା ଆଇନଜୀବୀମାନଙ୍କ ଆନ୍ଦୋଳନ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସ୍ଥିର ହୋଇଛି। ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ଏହି…
Read More...

ଆତଙ୍କବାଦୀ ଶିବିର ଠାବ : ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁ : ଜମ୍ମୁ ଓ କାଶ୍ମୀର ଡୋଡା ଜିଲ୍ଲାରେ ସୁରକ୍ଷା ବାହିନୀ ଯବାନମାନେ ଏକ ଆତଙ୍କବାଦୀ ଶିବିର ଠାବ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ରାଜ୍ୟ ପୁଲିସ୍‍ ମହାନିର୍ଦ୍ଦେଶକ ଦିଲ୍‍ବାଗ୍‍ ସିଂହ…
Read More...

ପ୍ରଧାନ ବିଚାରପତି ଭାବେ ଆସନ୍ତାକାଲି ଶପଥ ନେବେ ଜଷ୍ଟିସ ରଞ୍ଜନ ଗୋଗେଇ

ନୂଆଦିଲୀ : ଜଷ୍ଟିସ ରଞ୍ଜନ ଗୋଗେଇ ଆସନ୍ତାକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ।  ଜଷ୍ଟିସ ଦୀପକ ମିଶ୍ର ମଙ୍ଗଳବାର ଦିନ ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କରିଛନ୍ତି । ଗତ ୧୩ ତାରଖରେ…
Read More...

ମୋଦୀ ଓ ମାକ୍ରନ୍‍ଙ୍କୁ ‘ଚମ୍ପିଅନ୍ସ ଅଫ୍‍ ଦି ଆର୍ଥ’ ସମ୍ମାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍‍ସ ରାଷ୍ଟ୍ରପତି ଇମାନୁଏଲ୍‍ ମାକ୍ରନ୍‍ ଜାତିସଂଘର ସର୍ବୋଚ୍ଚ ପରିବେଶ ସମ୍ମାନ ‘ଚମ୍ପିଅନ୍ସ ଅଫ୍‍ ଦି ଆର୍ଥ’ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜାତିସଂଘର…
Read More...

ମହାତ୍ମା ଗାନ୍ଧୀ ଆନ୍ତର୍ଜାତିକ ସ୍ବଚ୍ଛତା ସମ୍ମିଳନୀ ; ସ୍ୱଚ୍ଛ ବିଶ୍ୱ ଗଠନ ପାଇଁ ଆହ୍ବାନ

ନୂଆଦିଲ୍ଲୀ : ସ୍ୱଚ୍ଛ ବିଶ୍ୱ ଗଠନ ପାଇଁ ସାମଗ୍ରିକ ପ୍ରୟାସ ଏବଂ ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ। ସ୍ୱଚ୍ଛତା ଦିଗରେ ଭାରତ ନେଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍‍ ଏଥିପାଇଁ…
Read More...

ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳିତ ; ମହାତ୍ମା ସେତୁକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ସମେତ ସାଧାରଣ ଜନତା ଏବଂ ସଂଗଠନ…
Read More...

କଲକତାରେ ବିସ୍ଫୋରଣ ; ୧ ମୃତ ୫ ଆହତ

କଲକତା : କଲକତାର ଦମଦମ ଥାନା ଅନ୍ତର୍ଗତ ଜନଗହଳିପୂର୍ଣ୍ଣ କାଜିପଡା ଅଞ୍ଚଳର ନଗରବଜାରରେ ଥିବା ଫଳ ବଜାରରେ ମଙ୍ଗଳବାର ସକାଳେ ବୋମା ବିସ୍ଫୋରଣ ଘଟିଛି । ଏଥିରେ ଜଣେ ୮ ବର୍ଷ ବୟସ୍କ ବାଳକର ମୃତ୍ୟୁ ଘଟିଛି ଓ ୫ ଜଣ ଆହତ…
Read More...

ମହାରଥୀଙ୍କୁ ବହିଷ୍କାର ଦାବି ପ୍ରସଙ୍ଗ : ନବୀନ ନିବାସ ଘେରାଉ କରାଯିବ:ପ୍ରଭାତୀ

ଭୁବନେଶ୍ୱର : କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅପମାନସୂଚକ ମନ୍ତବ୍ୟ ପାଇଁ ବିଜେପି ମହିଳା ମୋର୍ଚ୍ଚା ଏବେ ନିର୍ଣ୍ଣାୟକ ଯୁଦ୍ଧକୁ ଓହ୍ଲାଇଛି। ଆସନ୍ତାକାଲି ଶ୍ରୀ ମହାରଥୀଙ୍କୁ ଦଳରୁ ବହିଷ୍କାର ଦାବି ନେଇ ନବୀନ ନିବାସ…
Read More...

କଂଗ୍ରେସର ୪୪ ବିଧାୟକ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ

ଭୁବନେଶ୍ୱର  : ବହୁ କସରତ ପରେ ପିସିସି ନିର୍ବାଚନ କମିଟି ପ୍ରଥମ ଦଫାରେ ୪୪ଜଣିଆ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିଛି। ପିସିସି ନିର୍ବାଚନ କମିଟିର ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୟନ ନିମନ୍ତେ ପ୍ରଦେଶ…
Read More...

ବରୋଦାକୁ ସ୍ଥାନାନ୍ତର ହେବ ଭାରତ-ଇଣ୍ଡିଜ ୨ୟ ଦିନିକିଆ !

ମୁମ୍ବଇ : ଚଳିତମାସ ୨୪ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଇନ୍ଦୋରରେ ଖେଳାଯିବ ବୋଲି ପ୍ରଥମେ ସ୍ଥିର ହୋଇଥିଲା। ତେବେ କମ୍ପ୍ଲିମେଣ୍ଟାରି ଟିକଟ ବଣ୍ଟନ ପ୍ରସଙ୍ଗକୁ ନେଇ…
Read More...

ଗାନ୍ଧିଜୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦର୍ଶିତ

ଭୁବନେଶ୍ୱର : ଭାରତ ସ୍କାଉଟ୍‍ ଓ ଗାଇଡ୍‍ ମୁଖ୍ୟାଳୟ ପରିସରରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ରାଜ୍ୟସ୍ତରୀୟ ଜୟନ୍ତୀ…
Read More...

ମୁସ୍ତାକ୍‍ ହକି ଇଣ୍ଡିଆର ସଭାପତି ; ରାଜିନ୍ଦର ସମ୍ପାଦକ

ନୂଆଦିଲ୍ଲୀ : ହକି ଇଣ୍ଡିଆର ବାର୍ଷିକ ଅଧିବେଶନ ଓ ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବରୁ ମହାସମ୍ପାଦକ ଥିବା ବିହାରର ମହମ୍ମଦ ମୁସ୍ତାକ୍‍ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସଭାପତି…
Read More...

ଜାତୀୟ ସିନିୟର ମହିଳା ଫୁଟ୍‍ବଲ ଚମ୍ପିଆନ୍‍ସିପ : ମଣିପୁର ଚମ୍ପିଆନ; ଓଡ଼ିଶା ରନର୍ସଅପ୍‍

କଟକ : ଫୁଟ୍‍ବଲ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ୨୪ତମ ଜାତୀୟ ସିନିୟର ମହିଳା ଫୁଟ୍‍ବଲ ଚମ୍ପିଆନ୍‍ସିପରେ  ଟାଇଟଲ ଅର୍ଜନ କରିଛି ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସଫଳତମ ଦଳ ମଣିପୁର। ରବିବାର…
Read More...

ଭାରତରେ ପହଞ୍ଚିଲେ ଜାତିସଂଘର ମହା ସଚିବ ଆଣ୍ଟୋନିଓ ଗୁଟରେସ

ନୂଆଦିଲ୍ଲୀ : ମିଳିତ ଜାତିସଂଘର ମହା ସଚିବ ଆଣ୍ଟୋନିଓ ଗୁଟରେସ ତିନି ଦିନିଆ ଭାରତ ଗସ୍ତରେ ଆସି ସୋମବାର ନୂଆଦିଲ୍ଲୀରେ ପହଞ୍ଚଛନ୍ତି। ମଙ୍ଗଳବାର ସେ ରାଷ୍ଟ୍ରପତି ଭବନ ସଂସ୍କୃତି କେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ମହାତ୍ମା…
Read More...

ସେପ୍ଟେମ୍ବରରେ ଜିଏସଟି ସଂଗ୍ରହ ୯୪,୦୦୦ କୋଟି ଟପିଲା

ନୂଆଦିଲ୍ଲୀ : ଦେଶରେ ଜିଏସଟି ସଂଗ୍ରହ ପରିମାଣ ବୃଦ୍ଧି ପାଇଛି। ସେପ୍ଟେମ୍ବର ୨୦୧୮ରେ ମୋଟ୍‍ ଜିଏସଟି ସଂଗ୍ରହ ୯୪,୪୪୨ କୋଟି ଟଙ୍କାରେ ପହଁଚିଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୧୫,୩୧୮ କୋଟି, ଏସଜିଏସଟି ପରିମାଣ…
Read More...

ଉଜ୍‍ବେକିସ୍ତାନ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ଉଜ୍‍ବେକିସ୍ତାନ ରାଷ୍ଟ୍ରପତି ଶାବ୍‍କତ୍‍ ମିର୍ଜିୟୋୟେବଙ୍କୁ ସୋମବାର ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ମିର୍ଜିୟୋୟେବ୍‍ କହିଛନ୍ତି,…
Read More...

ପୂଜାଋତୁ :୩୬,000 କୋଟି ଟଙ୍କାର ନଗଦ ଛାଡିବ ଆରବିଆଇ

ନୂଆଦିଲ୍ଲୀ : ଅକ୍ଟୋବର ମାସ ଆରମ୍ଭରୁ ଦେଶରେ ଆରମ୍ଭ ହୋଇଯାଇଛି ପୂଜାଋତୁ । ବଜାରରେ ଏଥି ପାଇଁ ବ୍ୟାପକ ନଗଦ ଅର୍ଥର ଚାହିଦା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଅର୍ଥନୀତି ମଧ୍ୟକୁ ୩୬ ହଜାର…
Read More...

ଅଭିଯୁକ୍ତଙ୍କ ଗିରଫ ଦାବି : ରାସ୍ତାରୋକ, ଥାନା ଘେରାଉ

ଚନ୍ଦନପୁର : ଜମି ଦଖଲକୁ କେନ୍ଦ୍ରକରି ଚନ୍ଦନପୁର ଥାନା ବୀର ପ୍ରତାପପୁର ପଞ୍ଚାୟତର ମଙ୍ଗଳାସାହିରେ ଶନିବାର ଗଣ୍ଡଗୋଳ ଘଟିଛି। ପୁଲିସ ଉପସ୍ଥିତିରେ ଅଭିଯୁକ୍ତମାନେ ଗ୍ରାମର ଦୁଇଜଣ ଲୋକଙ୍କୁ ମାଡ଼ମାରି ଆହତ କରିଛନ୍ତି।…
Read More...

ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ, ବନ୍ଧୁକ ଜବତ

କଟକ  : କଟକ ପୁରୀଘାଟ ଥାନା ଅନ୍ତର୍ଗତ ପିଠାପୁର କୋଠାସାହି ଲେନ୍‍ରେ ଘଟିଥିବା ବ୍ୟବସାୟୀ ଦିଲ୍ଲୀପ କୁମାର ସାହୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ପରିବାରର ୩ ଜଣଙ୍କୁ ପୁଲିସ ଶନିବାର ଗିରଫ କରିଛି। ସେମାନେ…
Read More...

ଓଡ଼ିଶା ସିଟିଜେନ୍ସ ଆୱାର୍ଡ ୨୦୧୮

ଭୁବନେଶ୍ୱର : ସମ୍ମାନଜନକ ଓଡ଼ିଶା ସିଟିଜେନ୍ସ ଆୱାର୍ଡର ସପ୍ତମ ସଂସ୍କରଣ ଗତ ୨୧ ତାରିଖରେ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ସାମ୍ବାଦିକଙ୍କ…
Read More...

ଆଜିଠାରୁ ସଂଶୋଧିତ ଡିଏଲ୍‍ଏସ୍‍ ନିୟମ

ଦୁବାଇ : ଆସନ୍ତାକାଲି ଅର୍ଥାତ ରବିବାରଠାରୁ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‍ରେ ସଂଶୋଧିତ ବର୍ଷା ନିୟମ ଡିଏଲ୍‍ଏସ୍‍ (ଡକ୍‍ୱର୍ଥ-ଲୁଇସ୍‍-ଷ୍ଟର୍ନ) ନିୟମ ଲାଗୁ କରାଯିବ। ଏହାସହ ନୂତନ ଭାବେ ପ୍ରଣୀତ ଖେଳାଳିଙ୍କ…
Read More...

ଅମଲେକଗଞ୍ଜ ତୈଳ ପାଇପଲାଇନ ପ୍ରକଳ୍ପର ସମୀକ୍ଷା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ନେପାଳ ଗସ୍ତର ଦ୍ୱିତୀୟ ଦିନରେ ନେପାଳ ତୈଳ ନିଗମର ଅମଲେକଗଞ୍ଜ ଡିପୋ ପ୍ରକଳ୍ପକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିଦର୍ଶନ କରିଛନ୍ତି। ଏହି ପାଇପଲାଇନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ…
Read More...

ମଙ୍ଗଳ ଗ୍ରହ ଅପେକ୍ଷା ଜୀବନରେ ମଙ୍ଗଳ ଖୋଜ : ରାଜ୍ୟପାଳ

ଭୁବନେଶ୍ୱର : ଦି ନ୍ୟୁ ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ ପକ୍ଷରୁ ଭୁବନେଶ୍ୱରରେ ଦୁଇ ଦିନିଆ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଆନୁଷ୍ଠାନିକ ଭାବେ…
Read More...

ଆଜି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ; ଉଦଘାଟନ କରିବେ ମହାତ୍ମା ଗାନ୍ଧୀ ସଂଗ୍ରହାଳୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନିକିଆ ଗୁଜରାଟ ଗସ୍ତରେ ଯାଉଛନ୍ତି । ଏହି ଅବଦରରେ ପ୍ରଧାନମନ୍ତ୍ରୀ ଆନନ୍ଦଠାରେ ଖାଦ୍ୟ ପ୍ରକ୍ରିୟାକରଣ ସୁବିଧା ସମେତ ଅମୂଲର ଆଧୁନିକ ଚକଲେଟ ପ୍ଳାଣ୍ଟକୁ…
Read More...

ସୁମିତ୍ରା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ

ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଶନିବାର ଓଡ଼ିଶା ପ୍ରଦେଶ କଂଗ୍ରେସ ମହିଳା ଓ ଏସ୍‍ସି ସେଲରେ ଅଧ୍ୟକ୍ଷରେ ପରିବର୍ତ୍ତନ କରାଯାଇଛି। ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବଙ୍କ…
Read More...

ସାଇବର ଅପରାଧ ପାଇଁ ହେବ ପରୀକ୍ଷାଗାର, ପ୍ରଶିକ୍ଷଣ କେନ୍ଦ୍ର: ଡିଜିପି

କଟକ : ଅପରାଧୀମାନେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଅପରାଧ ଘଟାଉଛନ୍ତି। ଏହିସବୁ ମାମଲାର ତଦନ୍ତ ପ୍ରକ୍ରିୟା ଜଟିଳ ହେଉଛି। ଏହି ମାମଲାର ତଦନ୍ତ ସମୟରେ ଅପରାଧ ବିଜ୍ଞାନ ପଦ୍ଧତି ଓ ବୈଜ୍ଞାନିକ ଜ୍ଞାନ କୌଶଳ…
Read More...

ବିଚାରାଧୀନ ମାମଲା ଫଇସଲା ତ୍ୱରାନ୍ୱିତ ହେବା ଉଚିତ୍‍: ଜଷ୍ଟିସ୍‍ ନବୀନ୍‍ ସିହ୍ନା

କଟକ : ଦୀର୍ଘଦିନ ଧରି ଅଦାଲତରେ ମାମଲାଗୁଡିକ ପଡିରହୁଥିବାରୁ ନ୍ୟାୟପାଳିକା ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରୁନାହିଁ। ଅଦାଲତରେ ବିଚାରଧୀନ ମାମଲାଗୁଡିକର ତ୍ୱରିତ ଫଇସଲା ହେବା ଆବଶ୍ୟକ। ମାମଲାର ତ୍ୱରିତ ଫଇସଲା…
Read More...

ନେପାଳକୁ ୧୭୧ ରନରେ ହରାଇଲା ଭାରତ

ଢାକା : ଓପନର ଯଶସ୍ୱୀ ଜୟସ୍ୱାଲଙ୍କ ଶତକ ଓ ସିମ୍ରନ ସିଂହଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଶନିବାର ଖେଳା ଯାଇଥିବା ୧୯ ବର୍ଷରୁ କମ ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଏକ ଗ୍ରୁପ୍‍-ଏ’ ମ୍ୟାଚରେ ନେପାଳକୁ ୧୭୧…
Read More...

ରବିବାର ରାଶିଫଳ

ମେଷ: ସୁଚିନ୍ତିତ ମତବ୍ୟକ୍ତ କରିପାରନ୍ତି। ଆଶାବାଦୀ ହେବେ। ଭାଗ୍ୟର ପରିବର୍ତ୍ତନ ଘଟିବ। ବିଭିନ୍ନ ଦିଗରୁ ଧନାଗମ ହେବ। ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ ଓ ଶାନ୍ତିପ୍ରିୟ ହେବେ। ବୃଷ:…
Read More...

ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ; ୬୬ ପୌରାଞ୍ଚଳ ପାଇଁ ନିଯୁକ୍ତ ହେଲେ ପ୍ରଶାସକ

ଭୁବନେଶ୍ୱର : ବ୍ରହ୍ମପୁର ମହାନଗର ନିଗମ ସମେତ ରାଜ୍ୟର ୬୬ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶନିବାର ଶେଷ ହୋଇଛି। ସେହିସବୁ ସ୍ଥାନରେ ରାଜ୍ୟ ସରକାର ପ୍ରଶାସକ ନିଯୁକ୍ତି ଦେଇଛନ୍ତି। ଆଜି ନଗର…
Read More...

ଓଡ଼ିଶାରୁ ୧୦୦କୋଟି ଠକେଇ : ଭୋପାଳ ଚିଟ୍‍ଫଣ୍ଡ ସଂସ୍ଥାର ନିର୍ବାହୀ ନିର୍ଦେଶକଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର : ନିର୍ମଳ ଇନଫ୍ରା ହୋମ୍‍ କର୍ପୋରେସନ ଲିମିଟେଡ଼ ନାମକ ସଂସ୍ଥାର ନିର୍ବାହୀ ନିର୍ଦେଶକ ନିରଞ୍ଜନ ସାକ୍‍ସେନାଙ୍କୁ ସିବିଆଇ ଗିରଫ କରିଛି। ତାଙ୍କୁ ମଧ୍ୟପ୍ରଦେଶର ଭୋପାଳରୁ ଗିରଫ କରାଯାଇଛି। ଅଧିକ ପଚରାଉଚରା…
Read More...

ଛାତ୍ର ସଂସଦ ନିର୍ବାଚନ ମାର୍ଗଦର୍ଶିକା ; ୭୫ପ୍ରତିଶତରୁ କମ୍‍ ଉପସ୍ଥାନ ଛାତ୍ରଛାତ୍ରୀଙ୍କୁ ମିଳିବନି ସୁଯୋଗ

ଭୁବନେଶ୍ୱର  : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ତେବେ ଏହି ନିର୍ବାଚନ ପ୍ରକ୍ରିୟାରେ ଶୃଙ୍ଖଳା ଆଣିବାପାଇଁ ବିଭାଗ ପକ୍ଷରୁ ପ୍ରାର୍ଥୀମାନଙ୍କ ଲାଗି…
Read More...

ଇଣ୍ଡିଜ୍‍ ବିପକ୍ଷ ଟେଷ୍ଟ ସିରିଜ୍‍ ପାଇଁ ଭାରତୀୟ ଦଳ ଘୋଷଣା : ମୟଙ୍କ, ସିରାଜ୍‍ ନୂଆମୁହଁ

ମୁମ୍ବଇ : ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‍ ଲାଗି ଭାରତୀୟ କ୍ରିକେଟ ଦଳ ଶନିବାର ଘୋଷଣା କରାଯାଇଛି। ଜାତୀୟ ସିନିୟର ମନୋନୟନକାରୀ ଦଳରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି;…
Read More...

ନନ୍ଦନକାନନରେ ନୂଆ ଅତିଥି ; ମହୀଶୂରରୁ ଆସିଲେ ହଳେ ଧୂସର ଗଧିଆ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକ ହଳ ନୂଆ ଅତିଥି ଆସିଛନ୍ତି। ଶନିବାର ସକାଳ ୭ଟା ୪୫ରେ ମହୀଶୂରର ଶ୍ରୀରାମ ରାଜେନ୍ଦ୍ର ଜୁଲୋଜିକାଲ ପାର୍କରୁ ଅଢ଼େଇବର୍ଷ ବୟସର ୨ ମାଈ ଅଣ୍ଡିରା ଭାରତୀୟ ଧୂସର ରଙ୍ଗର ଗଧିଆ…
Read More...

ତାମିଲନାଡ଼ୁକୁ ହରାଇ ଫାଇନାଲରେ ଓଡ଼ିଶା

କଟକ : ଫୁଟ୍‍ବଲ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ୨୪ତମ ଜାତୀୟ ସିନିୟର ଫୁଟ୍‍ବଲ ଚମ୍ପିଆନ୍‍ସିପ୍‍ର ଫାଇନାଲରେ ପ୍ରବେଶ କରିଛି ଆୟୋଜକ ଓଡ଼ିଶା। ଶନିବାର ଖେଳା ଯାଇଥିବା ସେମିଫାଇନାଲ ମ୍ୟାଚ୍‍ରେ…
Read More...

ରେଭେନ୍ସା ଇସି ବୈଠକରେ ନିଷ୍ପତ୍ତି ; ଛାତ୍ର ସଂସଦ ନୁହେଁ; ହେବ ଛାତ୍ର ପରିଷଦ ନିର୍ବାଚନ

କଟକ ସହର : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଲାଗି ଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ପୂର୍ବବର୍ଷ ଭଳିଏଥର ମଧ୍ୟ ପ୍ରତ୍ୟକ୍ଷ ଛାତ୍ର ସଂସଦ ବଦଳରେ ପରୋକ୍ଷ ଛାତ୍ର ପରିଷଦ…
Read More...

ଆୟୁଷ୍ମାନ୍ ଭାରତ ଯୋଜନାରେ ଓଡିଶା ସାମିଲ ନ ହେବା ଦୁର୍ଭାଗ୍ୟଜନକ

କଟକ : କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଆୟୁଷ୍ମାନ ଭାରତ ଯୋଜନା ହାତକୁ ନେଇଛନ୍ତି। ଏହାଦ୍ୱାରା ଦେଶରେ କେହି ଗରିବ ଲୋକ ରୋଗରେ ପୀଡିତ ହେଲେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପାଇ…
Read More...

ବରୁଣ ଅନୁଷ୍କାଙ୍କ ‘ସୁଇଧାଗା’

କଟକ: ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଓ ଶରତ କଟାରିଆଙ୍କ ନିର୍ଦେଶିତ ‘ସୁଇଧାଗା’ ଏ ସିନେମା ସପ୍ତାହରେ ମହାନଗରୀର ପ୍ରେକ୍ଷାଘରକୁ ଆସିଛି।  ଏହି ହିନ୍ଦୀ ସିନେମାଟି ଏକ ଚମତ୍କାର ମେଲୋଡ୍ରାମା ଏବଂ ଏଥିରେ ରହିଛି ଦରଜିପୁଅ…
Read More...

ନଳବଣରୁ ମାଛମାରିଲେ ଦେଢ ହଜାର ମତ୍ସ୍ୟଜୀବୀ

ଚିଲିକା/କୃଷ୍ଣପ୍ରସାଦ : ଚିଲିକାକୁ ଘେରିମୁକ୍ତ କରିବାରେ ସରକାରଙ୍କ ଅସଫଳତାକୁ ପ୍ରତିବାଦ ଜଣାଇ ଶୁକ୍ରବାର ପ୍ରାୟ ଦେଢ ହଜାର ମତ୍ସ୍ୟଜୀବୀ ନଇରୀ ଜେଟିରୁ ୨୦୦ଟି ଡଙ୍ଗାରେ ଯାଇ ନିଷିଦ୍ଧାଞ୍ଚଳ ନଳବଣରେ ଜାଲ ପକାଇ ମାଛ…
Read More...

ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ଖୋଲିବ ସହାୟତା କେନ୍ଦ୍ର: ରାଜସ୍ୱମନ୍ତ୍ରୀ

କର୍ମଚାରୀଙ୍କୁ ମିଳିବନି ପୁନଃ ନିଯୁକ୍ତି  ଭୁବନେଶ୍ୱର : ଜମିଜମା ପଞ୍ଜୀକରଣ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଜନସାଧାରଣଙ୍କ ଆସ୍ଥାଭାଜନ କରିବାପାଇଁ ରାଜସ୍ୱ ବିଭାଗ ପକ୍ଷରୁ ପୁଣି ଏକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।…
Read More...

ଅବିନାଶ ହାଜତ ମୃତ୍ୟୁ ମାମଲା : କ୍ରାଇମ୍‌ବ୍ରାଞ୍ଚକୁ ମିଳିଛି ପ୍ରମାଣ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ଥାନାରେ ଅଦମପୁର ଗ୍ରାମର ଅବିନାଶ ପାଇଟାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ କ୍ରାଇମ୍‍ବ୍ରାଞ୍ଚର ଜଣେ ଡିଏସ୍‍ପି ପାହ୍ୟାର ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି।…
Read More...

ଭାରତ ଏସିଆ କପ୍‍ ଚମ୍ପିଆନ୍‍

ଦୁବାଇ : ଭାରତ ରେକର୍ଡ ୭ମ ଥର କ୍ରିକେଟ ଏସିଆ କପ୍‍ ଚମ୍ପିଆନ୍‍ ହୋଇଛି। ଶୁକ୍ରବାର ଫାଇନାଲ ମ୍ୟାଚରେ ବାଂଲାଦେଶକୁ ୩ ୱିକେଟରେ ଭାରତ ପରାସ୍ତ କରିଛି। ଓପ୍‍ନର ଲିଟନ୍‍ ଦାସଙ୍କ ଶତକ ସତ୍ତ୍ବେ ବାଂଲାଦେଶ ୪୮.୩ ଓଭରରେ…
Read More...