www.samajalive.in
Monday, December 8, 2025
27.1 C
Bhubaneswar

 ଯୁବ ଅଲମ୍ପିକ୍‍ : ପୁରୁଷ ଓ ମହିଳା ହକିରେ ଭାରତକୁ ରୌପ୍ୟ

 

ବୁଏନ୍ସ ଏରିଜ୍‍ :  ଯୁବ ଅଲମ୍ପିକ୍‍ କ୍ରୀଡ଼ାରେ ଭାରତ ପୁରୁଷ ଓ ମହିଳା ହକିରେ ରୌପ୍ୟ ପଦକ ବିଜୟୀ ହୋଇଛି । ପୁରୁଷ ଫାଇନାଲରେ ଭାରତ ମଧ୍ୟାନ୍ତର ସୁଦ୍ଧା ଭାରତ ୨-୧ରେ ଅଗ୍ରଣୀ ଥିଲା। ତେବେ ଖେଳର ଶେଷ ଭାଗକୁ  ମାଲେସିଆ ଗୋଲ୍‍ ସ୍କୋର୍‍ କରି ୪-୨ରେ ଭାରତକୁ ପରାସ୍ତ କରି ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି । 

- Advertisement -

ସେହିପରି ମହିଳା ଫାଇନାଲରେ ଆର୍ଜେଣ୍ଟିନା ଭାରତକୁ ୩-୧ରେ ପରାସ୍ତ କରି ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲା।

ରବିବାର ସେମିଫାଇନାଲରେ ପୁରୁଷ ବିଭାଗରେ ଭାରତ ୩-୧ ଗୋଲ୍‍ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିବା ବେଳେ ମହିଳା ବିଭାଗ ସେମିରେ ଚୀନ୍‍କୁ ୩-୦ ଗୋଲରେ ପରାସ୍ତ କରିଥିଲା।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories