ଗାଧୋଇବାକୁ ଯାଇ କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ବର: କୁଆଖାଇ ନଦୀରେ ବୁଡ଼ି ଯାଇ ୨ ଇଞ୍ଜିନିୟରିଂ ଛାତ୍ର ମୃତ୍ୟୁ ହୋଇଛି। ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଆଜି ଗାଧୋଇବାକୁ ଯାଇଥିବାବେଳେ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଇନ୍ଦ୍ରପାଲ…
Read More...

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ, ବର୍ଦ୍ଧିତ ହଷ୍ଟେଲ ଫିସ…

ଗୋପାଳପୁର: ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଦୁଇ ଦଫା ନେଇ ଆଜି ବିକ୍ଷୋଭ ପ୍ରଦର୍ଶନ ସହ ଅଧ୍ୟକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ମହାବିଦ୍ୟାଳୟ ପରିସରରେ ଥିବା…
Read More...

୨୪ରୁ ବନ୍ଦ ରହିଛି ସମ୍ବଲପୁର-ଲଇଡା ସିଟି ବସ ସେବା

ରେଙ୍ଗାଲି: ସମ୍ବଲପୁରରୁ ପରମାଣପୁର ଦେଇ ଲଇଡାକୁ ଚଳାଚଳ କରୁଥିବା ସିଟି ବସ ଚଳାଚଳ ଗତ ୨୪ ତାରିଖରୁ ବନ୍ଦ ରହିଛି। ଫଳରେ ଏହି ରୁଟରେ ଯାତାୟାତ କରୁଥିବା ଯାତ୍ରୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାର ଜଣାପଡିଛି।…
Read More...

ଯୁବତୀକୁ ଜୀଅନ୍ତା ଜାଳିବାକୁ ଉଦ୍ୟମ, ଯୁବକ ଥାନାରେ ଅଟକ

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ କାଠୋର ଥାନା ରାଧାରାଣୀପଡ଼ାରେ ଅଭାବନୀୟ ଘଟଣା ଘଟିଛି। ଯୁବତୀକୁ ଜୀଅନ୍ତା ପୋଡ଼ି ମାରିବାକୁ ଜଣେ ଯୁବକ ଉନ୍ମତକାଣ୍ଡ ଭିଆଇଛି। ଶୋଇଥିବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଯୁବକ।…
Read More...

ସମାଜ ପରିବର୍ତ୍ତନରେ ସହାୟକ ଶିକ୍ଷକଙ୍କ ନିଷ୍ଠା ଓ ପ୍ରତିବଦ୍ଧତା

କେନ୍ଦୁଝରଗଡ଼: ଓଡ଼ିଶାର ଏକ ଅଗ୍ରଣୀ ଗଣସଙ୍ଗଠନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ୩୩ତମ ସାମ୍ବିଧାନିକ ସମ୍ମିଳନୀ ଶନିବାର କେନ୍ଦୁଝର କାଳୀପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି। ସଙ୍ଗଠନର ସଭାପତି ବିନୋଦ ବିହାରୀ…
Read More...

ରୁପା ଛାଉଣୀ ହେବ ସିଂହଦ୍ୱାର, ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ରୁପା ଛାଉଣୀ କରାଯିବ ମରାମତି ହେବ । ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ ବୋଲି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର…
Read More...

ବଜପାତରେ ଜଣେ ମୃତ, ଜଣେ ଗୁରୁତର

ଆସିକା: କୋଟିନଡ଼ା ଥାନା ଧୋବାଡ଼ି ଗାଁରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। କୋଟିନଡ଼ା ଥାନା ଧୋବାଡ଼ି ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।…
Read More...

ଅଡବା ପୁଲିସ ଜବତ କଲା ୩ଟି ଦେଶୀ ବନ୍ଧୁକ

ମୋହନା: ଗଜପତି ଜିଲା ଅଡବା ପୁଲିସ ସ୍ଥାନୀୟ ଥାନା ଡମ୍ବଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବୁଢ଼ାନେଲ୍ଡି ଗ୍ରାମରେ ଚ଼ଢ଼ାଉ କରି ୩ଟି ଦେଶୀ ବନ୍ଧୁକ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ…
Read More...

‘ଆହାର’: ନାଗରିକ କଲ୍ୟାଣ ପାଇଁ ଗଭୀର ପ୍ରତିବଦ୍ଧତାର ପ୍ରତୀକ

ଭୁବନେଶ୍ୱର :‘ଆହାର’, ଓଡ଼ିଶା ସରକାରଙ୍କ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ଯାହା ନାଗରିକଙ୍କ କଲ୍ୟାଣ ପାଇଁ ସେମାନଙ୍କର ଗଭୀର ପ୍ରତିବଦ୍ଧତାର ପ୍ରତୀକ ପାଲଟିଛି। ୫ଟି ମହାନଗର ନିଗମରେ ୨୧ଟି ‘ଆହାର’ କେନ୍ଦ୍ର ସହିତ ଏକ…
Read More...

ହରଭଙ୍ଗା ବ୍ଲକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପୂର୍ବାହ୍ନ ୧୦ଟାରେ ରାସ୍ତାଘାଟ ଜନଶୂନ୍ୟ

ହରଭଙ୍ଗା: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହବୌଦ୍ଧ ଜିଲାବାସୀଙ୍କୁ ଅସହ୍ୟ କଲାଣି। ଲଗାତାର ଗ୍ରୀଷ୍ମପ୍ରବାହ ଜିଲାରେ ଜାରିରହିଛି। ନିର୍ମଳ ଆକାଶରେ ସୂର୍ଯ୍ୟଙ୍କ ପ୍ରଖର କିରଣର ପ୍ରକୋପ ଅସମ୍ଭାଳ ହୋଇପଡୁଛି। ଦିନକୁ ଦିନ ପାରଦ…
Read More...

କୃପାଜଳ ଯାନ୍ତ୍ରିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଭବାନୀ ଚରଣ ରଥଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ପିପିଲି:ଶିକ୍ଷା କ୍ଷେତ୍ରରେବିଶେଷ ଅବଦାନ ପାଇଁ କୃପାଜଳ ଶିକ୍ଷାନୁଷ୍ଠାନ ସମୁହ ତଥା କୃପାଜଳ ଯାନ୍ତ୍ରିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଭବାନୀ ଚରଣ ରଥଙ୍କୁ ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍…
Read More...

ସଡ଼କ ଦୁର୍ଘଟଣାରେ ଗୁରୁତର ଦାଦନ ଶ୍ରମିକ, ଚିକିତ୍ସା ପାଇଁ ସହାୟତା ଦାବି

ଲାଞ୍ଜିଗଡ଼: ପେଟ ଚାଖଣ୍ଡକ ପୋଷିବା ପାଇଁ ଘରୁ ଗୋଡ଼ କାଢ଼ି ସୁଦୂର ତାମିଲନାଡୁର କୋଇମ୍ବାଟରକୁ ଦାଦନ ଖଟିବାକୁ ଯାଇଥିଲେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବାତେଲିମା ପଞ୍ଚାୟତ ବାତେଲିମା ଗାଁର ବସନ୍ତ ହରିଜନ।…
Read More...

‘ମିଶନ ବାତ୍ସଲ୍ୟ’ ଯୋଜନା ଅଧିନରେ ନାଗରିକ ସମାଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମାଜ ଆନୁକୂଲ୍ୟରେ ପିଲାମାନଙ୍କ ପାଇଁ ଆନୁଷ୍ଠାନିକ ଯତ୍ନ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି…
Read More...

କର୍ମଚାରୀ ଅଭାବ: ଫୁଲବାଣୀ ଏବଂ ଘୁ.ଉଦୟଗିରି ସୂଚନା କେନ୍ଦ୍ର ଓ ପାଠାଗାର ସମ୍ପୂର୍ଣ୍ଣ ବନ୍ଦ

ଫୁଲବାଣୀ:ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ପାଠାଗାର କମିଟି ପକ୍ଷରୁ କନ୍ଧମାଳ ଜିଲା ଅଧ୍ୟୟନ ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୩୦ ଜଣ ସଦସ୍ୟ ସଦସ୍ୟା ବିଶିଷ୍ଟ ବିଧାନସଭା ପାଠାଗାର…
Read More...

ନାଗପୁରରେ ଓଡ଼ିଆ ଶ୍ରମିକ ମୃତ

ପାତ୍ରପୁର: ପାତ୍ରପୁର ବ୍ଳକ ଖଣ୍ଡ ଦେଉଳି ଗ୍ରାମରୁ ନାଗପୁର କାମ କରିବାକୁ ଯାଇଥିବା ଜଣେ ଯୁବ ଶ୍ରମିକଙ୍କ ଗୁରୁବାର ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ହେଉଛନ୍ତି ଖମ୍ବାରିଗାଁ ପଞ୍ଚାୟତ ଖଣ୍ଡ ଦେଉଳି ଗ୍ରାମର ନାରଦା…
Read More...

ଜୁନ ୬ ପର୍ଯ୍ୟନ୍ତ ଚାଲିବ ପଛୁଆବର୍ଗ ସର୍ଭେକ୍ଷଣ

ଭୁବନେଶ୍ୱର: ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ପଛୁଆ ବର୍ଗ ଲୋକମାନଙ୍କ ସର୍ଭେକୁ ଆସନ୍ତା ଜୁନ ମାସ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସର୍ଭେରେ…
Read More...

ଅଜଣା ଗାଡି ଧକ୍କାରେ ମହିଳା ମୃତ

କାମାକ୍ଷାନଗର: କାମାକ୍ଷାନଗର ଥାନା ଶିବୁଳାପଶି ଗ୍ରାମ ଠାରେ ୫୩ନଂ ଜାତୀୟ ରାଜପଥ ଓଭରବ୍ରିଜ ଉପରେ ଅଜଣା ଗାଡିଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ତାଳଚେର ମଡେଲ ଥାନା ଅନ୍ତର୍ଗତ କୁମ୍ଭାର…
Read More...

ବେଆଇନ ମରମ ଖାଦାନରେ ଚଢ଼ାଉ, ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କୁ ମରଣାତ୍ମକ ଆକ୍ରମଣ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ତହସିଲଦାର ଓ ଆରଆଇଙ୍କୁ ମରମ ମାଫିଆ ମରଣାତ୍ମକ ଆକ୍ରମଣ କରିଥିବା ସୂଚନା ମିଳିଛି। ମୁକ୍ତାପଶି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ପଥରଖମ୍ବ ଗାଁ ନିକଟରେ ସରକାରୀ…
Read More...

ପାନୀୟ ଜଳ ପାଇଁ ଡହଳ ବିକଳ ଘଟଣା, ଖବର ପ୍ରକାଶନ ପରେ ଗ୍ରାମରେ ନଳକୂପ ଖନନ

ମୋହନା: ଗଜପତି ଜିଲାର ମୋହନା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ବ୍ଲକରେ ଅବସ୍ଥିତ ବହୁ ଉପାନ୍ତ ଅଞ୍ଚଳରେ ଏବେ ବି ମୌଳିକ ସୁବିଧା ଅପହଞ୍ଚ। ଗ୍ରୀଷ୍ମ ଦିନ ଆସିଲେ ବହୁ ଗ୍ରାମରେ ଦେଖାଯାଏ ଜଳସଙ୍କଟ। ମୁନ୍ଦାଏ ପାନୀୟ…
Read More...

ଭୁତକୋଠି ପାଲଟିଛି କ୍ଷୁଦ୍ରଜଳସେଚନ ଡାକବଙ୍ଗଳା

ହରଭଙ୍ଗା: ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ- ଫୁଲବାଣୀ ରାସ୍ତାକଡରେ ଥିବା କ୍ଷୁଦ୍ରଜଳସେଚନ ବଙ୍ଗଳାଟି ଭୂତକୋଠି ପାଲଟିଛି।ରକ୍ଷଣାବେକ୍ଷଣା ଅଭାବରୁ ବଙ୍ଗଳା ପରିସର ଅନାବନା ଗଛରେ ପୋତି ହୋଇପଡିବା ସହିତ ଏହା…
Read More...

ଟ୍ରାଫିକ୍‍ ସମସ୍ୟା ଯୋଗୁଁ ବୃଦ୍ଧି ପାଉଛି ଦୁର୍ଘଟଣା

କେନ୍ଦୁଝରଗଡ଼: ଜିଲା ମୁଖ୍ୟାଳୟର ପ୍ରମୁଖ ରାସ୍ତା ଗତ କିଛିବର୍ଷ ଧରି ପରିବା ଓ ଫଳ ବ୍ୟବସାୟୀଙ୍କ କବ୍‍ଜାରେ ରହି ଆସିଥିବା ବେଳେ ଏଥିଯୋଗୁଁ ଉତ୍କଟ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହୋଇ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବା…
Read More...

ନୂତନ ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ କୁମାର ବିଶୋଈଙ୍କ ଏମ୍‌ସ ଭୁବନେଶ୍ୱର ଗସ୍ତ, ଆରମ୍ଭ ହେବ ଶିକ୍ଷାଦାନ ଏବଂ ଗବେଷଣା ସହାୟକ…

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଏମ୍‌ବିବିଏସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗିଦାରୀତା ତଥା ସହଯୋଗ ନିମନ୍ତେ ଶିକ୍ଷାଦାନ ଏବଂ…
Read More...

ମୁକ୍ତିଲାଭ କଲା ‘ଶଳା ବୁଢାର ବଦଲା’

ଭୁବନେଶ୍ବର: ଓଡିଶାର ତିରିଶି ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର "ଶଳା ବୁଢାର ବଦଲା" l ଭୁବନେଶ୍ୱରସ୍ଥିତ…
Read More...

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର କରାଯିବ ନବୀକରଣ, ୱାଇଫାଇ ସହିତ ଫୁଡ୍‌କୋଟ ସୁବିଧା ମିଳିବ

କ୍ୟାରିଅର କାଉନସେଲିଂ ଓ ମୋଟିଭେସନାଲ ଟକ୍‌ର ଆୟୋଜନ କରାଯିବ, ବାପୁଜୀ ନଗରରେ ଖୋଲିବ ଜନ ଲାଇବ୍ରେରୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ…
Read More...

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ‘ମକ୍ ଇଣ୍ଟରଭ୍ୟୁ ସେଲ’,ୟୁପିଏସସି ଆଶାୟୀଙ୍କୁ କରୁଛି ସାହାଯ୍ୟ

ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଏହାର ଇତିହାସରେ ପ୍ରଥମ ଥର ପାଇଁ ଏକ ‘ମକ୍ ଇଣ୍ଟରଭ୍ୟୁ ସେଲ୍’ ସ୍ଥାପନ କରିଛି। ଏହି ସେଲ୍ ଲୋକସେବା(ସିଭିଲ୍ ସର୍ଭିସ୍) ଆଶାୟୀମାନଙ୍କୁ ସାକ୍ଷାତକାର ପାଇଁ ପ୍ରସ୍ତୁତିରେ…
Read More...

ଖୋର୍ଦ୍ଧା ଜିଲାରୁ ଅଷ୍ଟମ ଶତାବ୍ଦୀ ପ୍ରାଚୀନ ବୌଦ୍ଧ ମୂର୍ତ୍ତି ଉଦ୍ଧାର, ନୂଆ ଇତିହାସ ଉନ୍ମୋଚନ ସମ୍ଭାବନା

ଭୁବନେଶ୍ବର: ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକସ୍ଥିତ ଲେଣ୍ଡ ଗ୍ରାମରୁ ଏକ ମୁଣ୍ଡ ବିହୀନ ବୁଦ୍ଧମୂର୍ତ୍ତି ଓ ପଥର ନିର୍ମିତ ୨ଟି ଆଙ୍କୋର ଉଦ୍ଧାର କରାଯାଇଛି। ଏହି ମୂର୍ତ୍ତି କାରୁକାର୍ଯ୍ୟ ଶୈଳୀକୁ ଅନୁଧ୍ୟାନ ପରେ ଏହା…
Read More...

ସହରରେ ବସବାସ କରୁଥିବା ଲୋକଙ୍କ ଜୀବନଧାରଣରେ ଉନ୍ନତି ଆଣିବାର ପ୍ରକ୍ରିୟା ଜାରି ରହିବ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ରୂପାନ୍ତରଣ ପଦକ୍ଷେପଗୁଡ଼ିକ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହରାଞ୍ଚଳ ଶାସନକୁ…
Read More...

ଅଜଣା ଗାଡି ଧକ୍କାରେ ମଇଁଷି ଚରାଳିଙ୍କ ମୃତ୍ୟୁ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ର କନିଷି ଗାଁ ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଜଣେ ମଇଁଷି ଚରାଳିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ମନହରା ଗ୍ରାମର ସିଏଚ. ଜଗନ୍ନାଥ ପାତ୍ର ବୋଲି…
Read More...

ସ୍ୱତନ୍ତ୍ର ଭାଷା ଭିତିକ ଓଡିଶା ପ୍ରଦେଶ ଗଠନରେ ପାରଳା ମହାରାଜାଙ୍କ ଅବଦାନ ଅବିସ୍ମରଣୀୟ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ, ଉତ୍କଳ ସମ୍ମିଳନୀ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ଭାଷା ଭିତିକ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ନିମିତ୍ତ ଅତୁଳନୀୟ ତ୍ୟାଗ ଓ ସହଯୋଗ କରିଥିବା ପାରଳା ମହାରାଜା…
Read More...

ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଏକ ପତ୍ନୀ ହତ୍ୟା ଘଟଣାର ବିଚାର କରି ଆଠଗଡର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ପ୍ରଦୀପ୍ତ କୁମାର ସାହୁ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଆଦେଶ ପ୍ରଦାନ କରିଛନ୍ତି। ଘଟଣାର ବିବରଣୀରୁ ପ୍ରକାଶ ଯେ ବଡମ୍ବା ଥାନା…
Read More...

ଅଟୋ ଓ ବାଇକ ଧକ୍କା: ଭାରସାମ୍ୟ ହରାଇ ଗଛରେ ପିଟିହେଲା ଅଟୋ, ଦୁଇ ଗୁରୁତର

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଆଲ୍ଲୀପୁର ଛକ ନିକଟରେ ଆଜି ଏକ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆଜି ମନସୁରକୋଟା ଗ୍ରାମର ୪ଜଣ ମହିଳା ଆଲ୍ଲୀପୁର…
Read More...

ରାଜ୍ୟ ସରକାରଙ୍କ ଗୁରୁତ୍ୱ ଉତ୍ତମ ପ୍ରଶାସନିକ କାର୍ଯ୍ୟ ପରିଚାଳନା, ନିଜ ଭିତରେ ଥିବା ଅଭିନବତ୍ୱକୁ କାର୍ଯ୍ୟରେ ଲଗାଇବା…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଓଡିଶାରେ ପ୍ରଶିକ୍ଷଣ ନେବାକୁ ଆସିଥିବା ଓଡିଶାରେ ପାହ୍ୟାର ୬ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ(ଆଇଏଏସ୍) ଶିକ୍ଷାନବିଶ(ପ୍ରୋବେସନର) ଆଜି…
Read More...

କାଳବୈଶାଖି ପ୍ରଭାବରେ ପିପିଲିରେ ବ୍ୟାପକ କ୍ଷୟକ୍ଷତି

ପିପିଲି:କାଳବୈଶାଖି ପ୍ରଭାବରେ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପ୍ରବଳ ବେଗରେ ପବନ ବହିବା ସହ ଘଡଘଡି ସହ ବର୍ଷା ହୋଇଥିଲା। ଫଳରେ ଅନେକ ସ୍ଥାନରେ ବଡ ବଡ ଗଛ ଭାଙ୍ଗି ଯାଇଥିବା ବେଳେ କେତେକ ଘର ଓ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗ ଓ ରାଜଧାନୀ ଚିକିତ୍ସାଳୟ ଚୁକ୍ତି ସ୍ବାକ୍ଷରିତ

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ଏବଂ ଅନୁସନ୍ଧାନର ସ୍ନାତକୋତ୍ତର ପ୍ରତିଷ୍ଠାନ ତଥା ରାଜଧାନୀ ଚିକିତ୍ସାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ବ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ଆଜି ଉତ୍କଳ…
Read More...

ବୀରେନ ମିତ୍ର ଥିଲେ ଗରିବ ଲୋକଙ୍କ ଆଶା ଭରସାର ପ୍ରତୀକ

ଭୁବନେଶ୍ୱର: କଟକ ସହରର ଗରିବ ଲୋକଙ୍କ ଆଶା ଭରସାର ପ୍ରତୀକ ତଥା ସେମାନଙ୍କ ଆପଦ ବିପଦରେ ସେମାନଙ୍କ ସମସ୍ୟା ସମାଧାନ କରି ସେମାନଙ୍କୁ ଆର୍ଥିକ ସହାୟତା ଦେଇ ପରିଣତ ବୟସରେ ଦାରିଦ୍ର୍ୟର କଷାଘାତରେ ଜର୍ଜ୍ଜରିତ ହୋଇଥିବା…
Read More...

ମାହେଶ୍ୱରୀ ପ୍ରସାଦ ମେମୋରିଆଲ ନକଆଉଟ କ୍ରିକେଟ ପ୍ରତିଯୋଗିତା ଆରମ୍ଭ, ଚଣାଲୀମାକୁ ହରାଇ ଜଗନ୍ନାଥପୁର ବିଜୟୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡସ୍ଥିତ ମାହେଶ୍ୱରୀ ପ୍ରସାଦ ଖେଳପଡିଆଠାରେ ଲାଞ୍ଜିଗଡ କ୍ରିକେଟ କ୍ଳବ ଆନୁକୂଲ୍ୟରେ ମାହେଶ୍ୱରୀ ପ୍ରସାଦ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।…
Read More...

ତାଣ୍ଡବ ରଚିଲା କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି ସୂଚନା

ଭୁବନେଶ୍ବର: ପ୍ରଚଣ୍ଡ ତାତି ପରେ ହଠାତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର, କଟକ, ପିପିଲି, ପୁରୀ, ଆଠଗଡ଼ ଓ କେନ୍ଦ୍ରାପଡାରେ ଘଡ଼ଘଡ଼ି ସହ…
Read More...

ରାଜ୍ୟସ୍ତରୀୟ ଦଣ୍ଡ ତର୍ଜମା ବୋର୍ଡର ନିଷ୍ପତ୍ତି, ମୁକ୍ତ ହେବେ ୮ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲରୁ ୮ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ମୁକ୍ତ ହେବେ ବୋଲି ଜଣାପଡ଼ିଛି। ରାଜ୍ୟସ୍ତରୀୟ ଦଣ୍ଡ ତର୍ଜମା ବୋର୍ଡର ନିଷ୍ପତ୍ତି ପରେ ରାଜ୍ୟର ବିଭିନ୍ନ ଜେଲରୁ ୮ ଆଜୀବନ କାରାଦଣ୍ଡ…
Read More...

ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଆଉ ୨ ଚିତା ଶାବକଙ୍କ ମୃତ୍ୟୁ

ଭୋପାଲ: ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ୨ ଚିତା ଶାବକଙ୍କ ମୃତ୍ୟୁ ହୋଇଛି। ଦୁଇ ଚିତା ଶାବକ ଦୁର୍ବଳ ହୋଇଥିବାରୁ ଚିକିତ୍ସାଧୀନ ଥିଲେ। ଜୁନୋ ଜାତୀୟ ଉଦ୍ୟାନରେ ଚିତା ଶାବକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି…
Read More...

ରାଜ୍ୟରେ କାଳବୈଶାଖୀ ପ୍ରଭାବ, ବିଭିନ୍ନ ସ୍ଥାନର କ୍ଷୟକ୍ଷତି ତଥ୍ୟ ମାଗିଲେ ସ୍ବତନ୍ତ୍ର ସାହାଯ୍ୟ ଆୟୁକ୍ତ

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ବର୍ଷା ଓ ପବନ ଯୋଗୁ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ତେଣୁ କ୍ଷୟକ୍ଷତି ଘଟିଥିବା ଜିଲାଗୁଡ଼ିକ ତୁରନ୍ତ ବିଭିନ୍ନ ସ୍ଥାନର କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲାପାଳମାନଙ୍କୁ…
Read More...

ଶ୍ରୀଜୟଗୋପାଳ ଦେବଙ୍କ ଚମ୍ପକଦ୍ୱାଦଶୀ ପାଇଁ ଦାଣ୍ଡମୁକୁନ୍ଦପୁରରେ ପ୍ରସ୍ତୁତି ହେଉଛି ପାରମ୍ପରିକ କାଠଚକ୍ର ବାଣ

ପିପିଲି:ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୂ ଶ୍ରୀ ଶ୍ରୀ ଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଏଥିପାଇଁ…
Read More...

ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଛୁଆ ବ୍ଲକ୍‌ରେ ପ୍ରତିଷ୍ଠା ହେବ ବିଜ୍ଞାନ ଡିଗ୍ରୀ…

ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଜାରି ରଖିଛି ନିରନ୍ତର ପ୍ରୟାସ ବୈଷୟିକ ଅନୁଷ୍ଠାନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ମାଗଣା ୱାଇଫାଇ ଓ ୧ ଜିବି ଡାଟା ୨୦୦…
Read More...

ହରଭଙ୍ଗାରେ କାଳବୈଶାଖୀ, ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି

ହରଭଙ୍ଗା: ଗତକାଲି ବିଳମ୍ବିତ ରାତିରେ କାଳ ବୈଶାଖୀ ପ୍ରଭାବରେ ହରଭଙ୍ଗା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେଉଁଠି ବଡବଡ ଗଛ ଭାଙ୍ଗିଛି ତ କେଉଁଠି ଇଲେକ୍ଟ୍ରି ପୋଲ ଉପୁଡି ବିଦ୍ୟୁତ ସରବରାହ ବନ୍ଦ ହୋଇଛି।…
Read More...

ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସଂପୂର୍ଣ୍ଣ କରି ଓସିସି ଜନସାଧାରଣଙ୍କ ଅଧିକ ଆସ୍ଥା ଭାଜନ ହେଉ

ଭୁବନେଶ୍ୱର: ଓଡିଶା ନିର୍ମାଣ ନିଗମ ୧୯୬୨ ମସିହା ମେ’ ମାସ ୨୨ରେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିଲା। ୬୧ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା…
Read More...

ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗ୍ରହ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୧୦ ଜଣ ମହିଳା…
Read More...

୧୧୦୦ ଶିକ୍ଷାନୁଷ୍ଠାନର ୮ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ ଓ ଦକ୍ଷତା ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ ଏବଂ ନିଯୁକ୍ତିକ୍ଷମ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଇନଫୋସିସ୍ ଲିମିଟେଡ୍ (ସ୍ପ୍ରିଙ୍ଗବୋର୍ଡ)…
Read More...

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା: ଗଜପତି ଜିଲା ଆର.ଉଦୟଗିରି ପୁଲିସ ୨୨ ତାରିଖ ରାତ୍ରିରେ ପେଟ୍ରୋଲିଂ କରୁଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ।…
Read More...

ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ସରିଲା ନିର୍ବନ୍ଧ, ବିବାହ ଆଜି

ପିପିଲି:ପିପିଲି କୋର୍ଟଛକ ସ୍ଥିତ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ତଥା ବିବାହ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଆଜି ଠାକୁରଙ୍କ ନିର୍ବନ୍ଧ ଉତ୍ସବ ସମାରୋହରେ ସଂପନ୍ନ…
Read More...

ମୁଣ୍ଡୁଳି ଟୋଲଗେଟରେ ପିଟାପିଟି, ୧୦ ଆହତ

କଟକ: ମୁଣ୍ଡୁଳି ଟୋଲଗେଟରେ ବସ କର୍ମଚାରୀ ଏବଂ ଟୋଲଗେଟ କର୍ମଚାରୀଙ୍କ ମଧ୍ୟରେ ପିଟାପିଟି ହୋଇଥିବା ସୂଚନା ମିଳିଛି। ଗେଟ ପାସ ଲାଗି ଟଙ୍କା ପୈଠକୁ ନେଇ ୨ ଟୁରିଷ୍ଟ ବସ ସହ ଝଗଡ଼ା ହୋଇଥିଲା। ଛତିଶଗଡ଼ର ୨ ଟୁରିଷ୍ଟ ବସ ସହ…
Read More...

୪୨ ଡିଗ୍ରୀ ଟପିଲା ୭ ସହର, ୪୩.୩ ଡିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ତାତିରୁ ନାହିଁ ନିସ୍ତାର, ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ରାଜ୍ୟର ୭ ସହରର ତାପମାତ୍ରା ୪୨ ଡିଗ୍ରୀ ଟପିଛି। ଅପରପକ୍ଷରେ ୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ ସହରର ତାପମାତ୍ରା।ପଶ୍ଚିମ ତଥା ଆଭ୍ୟନ୍ତରୀଣ…
Read More...

କଣାସ ଅଞ୍ଚଳରେ ପାଗଳ କୁକୁର ଆତଙ୍କ, ୧୭ଜଣଙ୍କୁ କାମୁଡ଼ି କଲା ଲହୁଲୁହାଣ

ପିପିଲି: କଣାସ ଅଞ୍ଚଳରେ ପାଗଳ କୁକୁରର ଆତଙ୍କ। ପାଗଳ କୁକୁର କାମୁଡ଼ାରେ ସ୍ଥାନୀୟ ଅଞ୍ଚଳର ୧୭ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣକୁ ଛାଡ଼ି ଅନ୍ୟ ସମସ୍ତେ ବିପଦମୁକ୍ତ ଥିବା ସୂଚନା ମିଳିଛି। କଣାସ ଅଞ୍ଚଳରେ…
Read More...

ଆୟଠାରୁ ୧୭୯ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ, ଗାଇସିଲେଟ ଆଇଆଇସିଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ବର: ବରଗଡ଼ ଗାଇସିଲେଟ ଆଇଆଇସି ବୀରବର ଭଗତ ଗିରଫ ହୋଇଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ଭିଜିଲାନ୍ସ ପକ୍ଷରୁ ଆଇଆଇସି ବୀରବର ଭଗତଙ୍କୁ ଗିରଫ କରିଛି। ଆୟଠାରୁ ୧୭୯ ପ୍ରତିଶତ ଅଧିକ ସମ୍ପତ୍ତି…
Read More...

ଜିଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଅଭିଯାନ

ନବରଙ୍ଗପୁର: ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଅଭିଯାନର ପ୍ରଥମ ଦିନରେ ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ…
Read More...

ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ବିଜୁ ଏକ୍ସପ୍ରେସେୱ-୨ ରାସ୍ତା କାର୍ଯ୍ୟ ହାତକୁ ନିଆଯାଇଛି:ମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ତ୍ତ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରିଛନ୍ତି। ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସରକାରଙ୍କର ନିର୍ବାଚନୀ ଇସ୍ତାହାର…
Read More...

ଲାଇକେରା ଓ କିରିମେରା ବ୍ଲକ ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା

ଝାରସୁଗୁଡ଼ା ସମନ୍ୱିତ ଉନ୍ନୟନ ସଂସ୍ଥା ଭାବେ ନାମିତ ଏହି ନୂତନ ସଂସ୍ଥା ପାଇଁ ୯ ଟି ନୂଆ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର ଭୁବନେଶ୍ୱର: ଝାରସୁଗୁଡ଼ା ଜିଲାର ଲାଇକେରା ଓ କିରିମେରା -- ଏହି ଦୁଇଟି ବ୍ଲକକୁ ନୂତନ ଭାବରେ…
Read More...

ଗୋଟିଏ ରାତିରେ ଧର୍ମବିହାର କଲୋନୀରେ ସିରିଜ ଚୋରୀ, ଘରର ତାଲା ଭାଙ୍ଗି ଲୁଟିନେଲେ ୧୦ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଓ ନଗଦ…

ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଭରସାପୁର ନିକଟ ଧର୍ମବିହାର କଲୋନୀରେ ଗୋଟିଏ ରାତିରେ ସିରିଜ ଚୋରି ହୋଇଛି। ୩ଟି ଘରର ତାଲା ଭାଙ୍ଗି ଦୁର୍ବୁତ୍ତମାନେ ଘର ମଧ୍ୟରୁ ୧୦ଲକ୍ଷରୁ ଉର୍ଦ୍ଧ ମୂଲ୍ୟର ସୁନା ଅଳଙ୍କାର ଓ ନଗଦ…
Read More...

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ପ୍ରଥମା ପ୍ରତୀକ୍ଷା ପ୍ରଧାନ

ଭବାନିପାଟଣା: ଭବାନିପାଟଣା ସହର ପୁରୁଣାପଡାର ପ୍ରଥମା ପ୍ରତୀକ୍ଷା ପ୍ରଧାନ ଭାରତୀୟ ପ୍ରଶାସନିକ ସେବାରେ ୬୭୦ ରାଙ୍କ ରଖି କୃତକାର୍ଯ୍ୟ ହେଇଛନ୍ତି । ପ୍ରଥମା ପ୍ରତୀକ୍ଷା ପ୍ରଧାନ ଯୁକ୍ତ ଦୁଇ ପରେ ସ୍ଥାନୀୟ କୃଷି…
Read More...

ଓପିଏଲ୍ କ୍ରିକେଟ ଟୁଣ୍ଣାମେଣ୍ଟ ଉଦଯାପିତ, ଅମିତ୍ ଆମ୍ବିସନ ଚାମ୍ପିୟାନ

ଚୌଦ୍ୱାର: ଓଟିଏମ କଲୋନୀରେ ଗତ ୪ଦିନ ଧରି ଚାଲିଥିବା ଓଟିଏମ୍ ପ୍ରିମିୟର ଲିଗ୍(ଓପିଏଲ) ଫ୍ଲଡ଼ ଲାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସତ୍ୟନାରାୟଣ ଖେଳ ପଡିଆରେ ଶାରଦା ସୁପର ଷ୍ଟାର ଓ ଅମିତ୍ ଆମ୍ବିସନ…
Read More...

୧୦୬ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବେ ୧୩, ୪୬୮ ଛାତ୍ରଛାତ୍ରୀ

ଭୁବନେଶ୍ୱର : ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥି ମଧ୍ୟରୁ ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି…
Read More...

ଆଖଣ୍ଡଳମଣିଙ୍କ ଶିବ ବିବାହ ପାଇଁ ସରିଲା ଦେବ ନିମନ୍ତ୍ରଣ: ଆଜି ମଙ୍ଗନ; କାଲି ବାହାଘର

ଆରଡି: ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶିବ ବିବାହ ଉତ୍ସବ ପାଇଁ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ଗତ ଗୁରୁବାର ଠାରୁ ଦେବ ନିମନ୍ତ୍ରଣ ନିମନ୍ତେ ବାହାରିଥିବା ରଥ ସୋମବାର ପୀଠରେ…
Read More...

ମହାକାଶରେ ମହାଜାଗତିକ ଦୃଶ୍ୟ, ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର

ଭୁବନେଶ୍ୱର: ମହାକାଶରେ ଦେଖାଦେବ ମହାଜାଗତିକ ଦୃଶ୍ୟ। ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର। ମଙ୍ଗଳବାର ଅର୍ଥାତ ମେ’ ୨୩ ତାରିଖ ସନ୍ଧ୍ୟାରେ ଉଜ୍ଜ୍ୱଳ ଗ୍ରହ ଶୁକ୍ରର ଖୁବ ନିକଟରେ ଦେଖାଯିବ ଚନ୍ଦ୍ର। ମେ’ ୨୩ ତାରିଖ…
Read More...

ବାଂଶଡା ବଜାରରେ ଜବର ଦଖଲ ଉଚ୍ଛେଦ

ଧାମରା: ଧାମରା ନିକଟସ୍ଥ ବାଂଶଡା ବଜାର ଠାରେ ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ବ୍ୟବସାୟୀଙ୍କୁ ଆଜି ଚାନ୍ଦବାଲି ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି। ମିଳିଥିବା ଖବର ଅନୁଯାୟୀ ବାଂଶଡା ବଜାର ଦିନକୁ ଦିନ ସଂକୁଚିତ…
Read More...

ଅମଲାଙ୍କ କଳାବ୍ୟାଜ୍‍ ପରିଧାନ, ଜୁନ ୧ରୁ ସମୂହ ଛୁଟି

କେନ୍ଦୁଝରଗଡ଼: ରାଜ୍ୟ ମିଳିତ ଅମଲା ମଞ୍ଚ ନିଷ୍ପତ୍ତିକ୍ରମେ ଅମଲାଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକ ଓ କମ୍ପ୍ୟୁଟର ଥାଇ ସୁଦ୍ଧା ଅମଲା ମାନଙ୍କର ଦରମା ଗ୍ରେଡ ପେ ୧୯୦୦ ସହ ଲେଭେଲ-୪ର ପ୍ରତିବାଦ କରି ଏବଂ…
Read More...

ପରିବର୍ତ୍ତନ ହେଉ ‘ରୋଷେଇ ବଗିଚା’ ଯୋଜନା ନାମ

ରେଙ୍ଗାଲି: ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ପୁଷ୍ଟିକର ‘ରୋଷେଇ ବଗିଚା’ ଯୋଜନାର ନାମ ପରିବର୍ତ୍ତନ କରାଯାଇ ‘ମୋ ବିହନ ମୋ ବଗିଚା’ ନାମରେ କାର୍ଯ୍ୟକାରୀ କରାଯାଉ ବୋଲି ମହିଲା ଜନ ସଂଘର୍ଷ ସମିତି ସମ୍ବଲପୁର ପକ୍ଷରୁ…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ବୌଦ୍ଧ: ବୌଦ୍ଧ ଥାନା ବଘିଆପଡ଼ା-ଦେବଗଡ ରାସ୍ତା ବ୍ରାହ୍ମଣୀପାଲି ଛକ ନିକଟରେ ଦୁଇ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛି। ମୃତକ ଜଣକ ବାମଣ୍ଡା ଗ୍ରାମର ପପୁନ ସେଠୀ…
Read More...

ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ମୋହନା: ଗଜପତି ଜିଲା ମୋହନା ଥାନା ଅଞ୍ଚଳର ଜଣେ କଲେଜ ପଢୁଆ ନାବାଳିକା ଛାତ୍ରୀଙ୍କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ମୋହନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଅଡବା ଥାନା ଅନ୍ତର୍ଗତ…
Read More...

ପ୍ରଗତି ଓ ପ୍ରକୃତିକୁ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପ୍ରଗତି ଏବଂ ପ୍ରକୃତିର ସୁରକ୍ଷା ଓ ସଂରକ୍ଷଣକୁ ସବୁବେଳେ ଅଗ୍ରାଧିକାର ଦେଇଆସିଛନ୍ତି। ପ୍ରାକୃତିକ ବିଭବର ଗନ୍ତାଘର ଓଡ଼ିଶାର ଜୈବବିବିଧତାର ସୁରକ୍ଷା ଓ ସୁପରିଚାଳନା…
Read More...

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା-୭୦୦ ଘରୋଇ ଚିକିତ୍ସାଳୟରେ ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କ…

ଭୁବନେଶ୍ବର: ସୁସ୍ଥ ଓ ନିରାମୟ ଜୀବନ ସମସ୍ତଙ୍କର କାମ୍ୟ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷାରେ “ପ୍ରତ୍ୟକଟି ଜୀବନ ମୁଲ୍ୟବାନ”। ଏହି ଉକ୍ତିକୁ ଆପ୍ତବାକ୍ୟରେ ପରିଣତ କରିବାକୁହେଲେ ସ୍ୱାସ୍ଥ୍ୟସେବାକୁ…
Read More...

ବିନା ସୁଧରେ ଉପଲବ୍ଧ ଋଣର ପରିମାଣ ୫୦,୦୦୦ରୁ ୧,୦୦,୦୦୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟର ସମବାୟ ବିଭାଗର କାର୍ୟ୍ୟକ୍ରମର ସମୀକ୍ଷା ହୋଇଛି। ସମବାୟ ବିଭାଗର ବିଭିନ୍ନ ଉପଲବ୍ଧ ମଧ୍ୟରୁ ରାଜ୍ୟର ଚାଷୀମାନଙ୍କୁ କୃଷିଋଣ ଯୋଗାଣ ଅନ୍ୟତମ। ଆମ…
Read More...

ପେନ ହସପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ପେନ ହସପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଅଫିସ ଷ୍ଟେସନାରୀ ଓ ବିଭିନ୍ନ କଲମ ମିଳୁଥିବା ଦୋକାନ ପେନ ହସପିଟାଲରେ ଭିତରୁ ଧୁଅଁା ବାହାରୁଥିବା ଦେଖିବାକୁ ମିଳିଥିଲା।…
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସୂଚନା, ଦୁଇ ହଜାର ଟଙ୍କା ନୋଟ ବଦଳାଇବାକୁ ପରିଚୟପତ୍ର ଦରକାର ନାହିଁ

ଭୁବନେଶ୍ବର: ୨ହଜାର ଟଙ୍କିଆ ନୋଟ ବଦଳ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। ସବୁ ସର୍କଲ ଓ ଲୋକାଲ ଅଫିସ ପାଇଁ ସିଜିଏମଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। ୨ହଜାର ଟଙ୍କା ନୋଟ ବଦଳାଇବା ପାଇଁ…
Read More...

ବିଶ୍ବକୁ ଶାନ୍ତିର ମାର୍ଗ ଦେଖାଉଛି ମହାତ୍ମାଙ୍କ ନୀତି ଆଦର୍ଶ: ମୋଦୀ

ହିରୋସୀମା: ହିରୋସୀମାରେ ମହାତ୍ମା​‌ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ମହାତ୍ମାଙ୍କ ନୀତି ଆଦର୍ଶ ବିଶ୍ବକୁ ଶାନ୍ତିର ମାର୍ଗ ଦେଖାଉଛି। ଏହି ଅବସରରେ ସେ ଆଣବିକ ଅସ୍ତ୍ର ତଥା ଗଣସଂହାର କରୁଥିବା…
Read More...

ସୋମବାର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ, ଲୋକସେବା ସମ୍ମିଳନୀ କକ୍ଷରେ ପଦ ଓ ଗୋପନୀୟତାର ଶପଥ ନେବେ ନୂଆ ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀ ସକାଳ ୯.୫୦ରେ ଶପଥ ନେବେ। ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି…
Read More...

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ବର: ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ୟୁନିଟ ୮ ସ୍ଥିତ ସରକାରୀ କ୍ବାଟରରୁ ଏହି ବ୍ରାଉନସୁଗାର ଜବତ କରାଯାଇଛି। କ୍ରାଇବ୍ରାଞ୍ଚ ଏସଟିଏଫ ପକ୍ଷରୁ ସ୍ବତନ୍ତ୍ର ଭାବେ ଚଢ଼ାଉ କରାଯାଇ ୟୁନିଟ…
Read More...

ଭିଜିଲାନ୍ସ ହାତରେ କିରାଣି

ସୁବର୍ଣ୍ଣପୁର: ୧୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି। ଜିଲା ମୁଖ୍ୟ ପ୍ରାଣୀଚିକିତ୍ସାଳୟର କିରାଣି ଗୋଲକ ବିହରୀ ପୋଢ଼ ଏରିଅର ବିଲ କରାଇ ଦେବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ।…
Read More...

ଅଟୋ ଓଲଟି ମହିଳା ମୃତ, ୨ ଆହତ

ବଣାଇ: ମହୁଲପଦା ଥାନା ବାଙ୍ଗି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହିତ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୨ ଆହତଙ୍କୁ ଚିକିତ୍ସା ପାଇଁ…
Read More...

ସର୍ଟସିର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ୧୨ ବଖରା ଘର

ଜଗତସିଂହପୁର: ୨ ପରିବାରର ୧୨ ବଖରା ଘର ଜଳିଯାଇଥିବା ସୂଚନା ମିଳିଛି। ତିର୍ତ୍ତୋଲ ଥାନା କଣ୍ଟାପଡ଼ା ଗାଁରେ ସର୍ଟସିର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ…
Read More...

ଜୁନ୍ ୨ ରୁ ୫ ପର୍ଯ୍ୟନ୍ତ ପୁରୀରେ ବେସରକାରୀ ବିଦ୍ୟାଳୟ ଏବଂ ଶିଶୁ କଲ୍ୟାଣ ସଂଘର ଜାତୀୟ ପରିଷଦ ସମ୍ମିଳନୀ

ଭୁବନେଶ୍ୱର : ବେସରକାରୀ ବିଦ୍ୟାଳୟ ଏବଂ ଶିଶୁ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ଭୁବନେଶ୍ୱର ଏକ ତାରକା ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର ରାଷ୍ଟ୍ରୀୟ ସଭାପତି ସୟଦ ଶାମେଲ ଅହମ୍ମଦ ସୂଚନା ଦେଇଛନ୍ତି…
Read More...

ହତ୍ୟା ବେଳର ଦୃଶ୍ୟ ଭାଇରାଲ ଭିଡିଓକୁ ସ୍ପଷ୍ଟ କଲା ପୁରୁଷୋତ୍ତମପୁର ଥାନା ପୁଲିସ

ପୋଲସରା: ଯୁବକଙ୍କୁ ହତ୍ୟାର ଭିଡିଓ ଭାଇରାଲ ଘଟଣାର ଭାଇରାଲ ଭିଡିଓକୁ ସ୍ପଷ୍ଟ କଲା ପୁରୁଷୋତ୍ତମପୁର ଥାନା ପୁଲିସ। ହତ୍ୟା ବେଳର ଦୃଶ୍ୟ ଭାଇରାଲ କରାଯାଇଥିବା ସ୍ପଷ୍ଟ କଲେ ଏସଡିପିଓ। ପୂର୍ବରୁ ୫ ଓ ଗତକାଲି ଆଉ ୨ ଜଣଙ୍କୁ…
Read More...

ମହୁମାଛି ଆକ୍ରମଣରେ ସରପଞ୍ଚଙ୍କ ମୃତ୍ୟୁ

ଭଞ୍ଜନଗର: ମହୁମାଛି ଆକ୍ରମଣରେ ଗୁରୁତର ସରପଞ୍ଚଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବର ଚିକିତ୍ସାଧୀନ କୁକୁତାଇ ସରପଞ୍ଚଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତକାଲି ବିଲରେ କାମ କରୁବାବେଳେ…
Read More...

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସନକଙ୍କ ସହ ମୋଦୀଙ୍କ ଆଲୋଚନା

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସନକଙ୍କ ସହ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା କରିଛନ୍ତି। ଜାପାନ ହିରୋସୀମାରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ…
Read More...

ଗୋରୁ ବୋଝେଇ ମିନି ଟ୍ରକ ଜବତ, ୨୨ ଗୋରୁ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରୁ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଗୋରୁ ଚାଲାଣ କରୁଥିବା ଗୋଟିଏ ମିନି ଟ୍ରକକୁ ତୁରୁମୁଙ୍ଗା ପୁଲିସ ଜବତ କରିଛି। ଜବତ…
Read More...

ଇଞ୍ଜିନ ସହ ବଗି ଅଲଗା, ଯାତ୍ରୀ ସୁରକ୍ଷିତ

ଜଳେଶ୍ବର: ହାୱଡା-ପୁରୀ ସୁପରଫାଷ୍ଟ ଟ୍ରେନରେ ବିଳମ୍ବିତ ରାତିରେ ଅଘଟଣ ଘଟିଥିଲା। ହାୱଡା-ପୁରୀ ସୁପରଫାଷ୍ଟ ଟ୍ରେନରେ ଲାଗିଥିବା ଇଞ୍ଜିନ ସହ ବଗି ଅଲଗା ହୋଇଯାଇଥିଲା। ଟ୍ରେନ ଇଞ୍ଜିନଠାରୁ ଅଲଗା ହୋଇ ବଗି ପ୍ରାୟ ୫୦୦…
Read More...

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଓଡିଶା

ଭୁବନେଶ୍ୱର: ଅବସ୍ଥିତି ଓ ଭୌଗୋଳିକ ସ୍ଥିତି ଯୋଗୁଁ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ଅନୁଭୂତ ହେଉଛି । ଫଳରେ ଜନସାଧାରଣ ପ୍ରଭାବିତ ହେଉଛନ୍ତି । ବିପର୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଓଡିଶା…
Read More...

ଜୁନ୍ ୧୭ରେ ଦ୍ୱିତୀୟ ତୁଷାରଶ୍ରୀ ଯାତ୍ରା ଆୱାର୍ଡ-୨୦୨୩

ଭୁବନେଶ୍ୱର, ୨୦.୫ : ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ଜୁନ୍ ମାସ ୧୭ ତାରିଖ ଦିବା ୧୦ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ‘ଦ୍ୱିତୀୟ ତୁଷାରଶ୍ରୀ ଯାତ୍ରା ଆୱାର୍ଡ-୨୦୨୩’ ଅନୁଷ୍ଠିତ ହେବ। ମାଷ୍ଟର…
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବରଗଡ଼ ଗସ୍ତ, ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ଭୁବନେଶ୍ୱର: ତିନି ଦିନ ବ୍ୟାପୀ ବିଭିନ୍ନ ଜିଲା ଗସ୍ତରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବରଗଡ଼ ଜିଲାର ମିଶନ ଶକ୍ତି ତଥା ଓର୍‌ମାସ…
Read More...

ସି-୨୦ ରାଜ୍ୟସ୍ତରୀୟ କର୍ମଶାଳାରେ ନିଜ ନିଜ ମତ ରଖିଲେ ସିଭିଲି ସୋସାଇଟି ପ୍ରତିନିଧି

ଭୁବନେଶ୍ୱର : ଲିଙ୍ଗଗତ ଅସମାନତା ଓ ଭିନ୍ନକ୍ଷମ ସଂକ୍ରାନ୍ତୀୟ ରାଜ୍ୟ ସ୍ତରୀୟ କର୍ମଶାଳାରେ ସମସ୍ୟାର ସମାଧାନ ପାଇଁ ସିଭିଲ ସୋସାଇଟିର ପ୍ରତିନିଧିମାନେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି। ଲିଙ୍ଗଗତ…
Read More...

ଗୋପବନ୍ଧୁ ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ: ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପରିଚାଳିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନିଧିନ ଏଲିୟସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଲୋକ ସେବକ ମଣ୍ଡଳ…
Read More...

କାଳବୈଶଖୀ ପ୍ରଭାବରେ ପ୍ରବଳ ବର୍ଷା, ଗଦାପୁର ନଦୀ ସ୍ରୋତରେ ଭାସିଗଲା କାଠପୋଲ

ମୋହନା: ଗତ ୨ ଦିନ ଧରି ମୋହନା ବ୍ଳକର ଅନେକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା। ଖୁବ ଜୋରରେ ବର୍ଷା ହେବାରୁ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଏହାର ପ୍ରଭାବରେ ନଦୀରେ ପ୍ରଖର ସ୍ରୋତ…
Read More...

ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ

ଭୁବନେଶ୍ବର: ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ। ଏତଦ୍‌ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ…
Read More...

ପିପଳ ନଳା ଜଳସେଚନ ପ୍ରକଳ୍ପର ଉନ୍ନତି ଓ ପର୍ଯ୍ୟଟନର ବିକାଶ, ମା’ ମାଣିକେଶ୍ବରୀଙ୍କ ମନ୍ଦିରର ପୁନର୍ବିକାଶ ପାଇଁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କଳାହାଣ୍ଡି ଗସ୍ତର ଦ୍ବିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି।…
Read More...

ସୋମବାର ମନ୍ତ୍ରୀମଣ୍ଡଳ ଅଦଳବଦଳ, ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୨୨ ତାରିଖ ତଥା ସୋମବାର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବା ସମ୍ଭାବନା ରହିଛି। ସୋମବାର ରାଜ୍ୟ ମନ୍ତ୍ରୀମଣ୍ଡଳର ପୁନର୍ଗଠନ ପରେ ପୂର୍ବାହ୍ନରେ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି ବୋଲି…
Read More...

ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀଙ୍କ ହାତରେ ଲାଗିଲା କୋଟିଏ ଟଙ୍କାର ସୁନା

ଭୁବନେଶ୍ବର: ୨୫କୋଟି ବ୍ୟାଙ୍କ ଋଣ ଠକେଇ ମାମଲା ମାମଲାରେ ୨ ବିଲଡରଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଅଧିକାରୀ ଚଢ଼ାଉ କରିଛନ୍ତି। ଚଢ଼ାଉ ସମୟରେ ୨ ବିଲଡରଙ୍କ ଘରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନା ମିଳିଛି।…
Read More...

ରଥଯାତ୍ରା ବେଳେ ଜାରି ରହିବ ନିରବଚ୍ଛିନ୍ନ ବିଦ୍ୟୁତ ସେବା:ମନ୍ତ୍ରୀ

ଭୁବନେଶ୍ୱର: ରଥଯାତ୍ରା ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସଂପର୍କରେ ଆଜି ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରା ସମୟରେ ଯେପରି…
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବଲାଙ୍ଗୀର ଗସ୍ତ : ବିଭିନ୍ନ ପ୍ରକଳ୍ପର ଭିତ୍ତି ସ୍ଥାପନ

ଭୁବନେଶ୍ୱର :ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବଲାଙ୍ଗୀର ଜିଲା ଗସ୍ତରେ ଆସି ଟିଟିଲାଗଡ଼ ସହରରେ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି…
Read More...

୫ଟି ସଚିବ ଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ: ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଡିସେମ୍ବର ୨୩ ସୁଦ୍ଧା…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ  ଭି କେ ପାଣ୍ଡିଆନ୍ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତରେ ଯାଇ ପ୍ରଥମ ଦିନରେ ଉତ୍କେଲା ,ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ…
Read More...

ସ୍ୱାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ପାଳିଲେ ମହିଳା, ନାରାୟଣୀ ମନ୍ଦିରରେ ପୂଜାର୍ଚ୍ଚନା କଲେ କିନ୍ନର

ଫୁଲବାଣୀ: କନ୍ଧମାଳ ଜିଲାର ସହରରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସ୍ୱାମୀଙ୍କ ମଙ୍ଗଳ ମନାସୀ ହଜାର ହଜାର ମହିଳା ସାବିତ୍ରୀ ବ୍ରତ ପାଳନ କରିଥିବା ବେଳେ ସମଗ୍ର ଜିଲାରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଜି…
Read More...

ସାହାଣିକପ୍ ଫୁଟବଲ୍: କନ୍ଧମାଳ ଉପବିଜେତା ଦଳକୁ ଭବ୍ୟ ସମ୍ବର୍ଦ୍ଧନା

ଫୁଲବାଣୀ:ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ଏବଂ ଓଡ଼ିଶା ରାଜ୍ୟ କ୍ରିଡ଼ା ବିଭାଗର ମିଳିତ ସହଯୋଗରେ ହୋଇଥିବା ୬୨ତମ ଆନ୍ତଃଜିଲା ସିନିୟର ସାହାଣୀ କପ୍ ଫୁଟବଲ୍ ପ୍ରତିଯୋଗିତାରେ କନ୍ଧମାଳ ଜିଲା ଉପବିଜେତା ହୋଇଥିବା ବେଳେ…
Read More...

କାଳବୈଶାଖୀର ତାଣ୍ଡବରେ ଉଡ଼ିଗଲା ଟିଣ ଛପର ଘର

ମୋହନା: ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ୨ଦିନ ଧରି କାଳବୈଶାଖୀ ସହ ବର୍ଷା ହେଉଥିବାରୁ ବହୁ ଲୋକଙ୍କ କ୍ଷୟକ୍ଷତି ହୋଇଛି। ଆଜି ଅପରାହ୍ନରେ କାଳବୈଶାଖୀ ଆସିବା ସହ କୁଆପଥର ବର୍ଷା ହୋଇଥିଲା। ଏହାରି ପ୍ରଭାବରେ ସ୍ଥାନୀୟ…
Read More...

ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତ କାର୍ଯ୍ୟାଳୟଠାରେ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି।…
Read More...