ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀଙ୍କ ହାତରେ ଲାଗିଲା କୋଟିଏ ଟଙ୍କାର ସୁନା

ଭୁବନେଶ୍ବର: ୨୫କୋଟି ବ୍ୟାଙ୍କ ଋଣ ଠକେଇ ମାମଲା ମାମଲାରେ ୨ ବିଲଡରଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଅଧିକାରୀ ଚଢ଼ାଉ କରିଛନ୍ତି। ଚଢ଼ାଉ ସମୟରେ ୨ ବିଲଡରଙ୍କ ଘରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନା ମିଳିଛି। ସେଥିମଧ୍ୟରୁ ୧ କେଜି ୬୭୮ ଗ୍ରାମ ସୁନା ଏବଂ ନଗଦ ୧୫ଲକ୍ଷ ଟଙ୍କା ଜବତ କରାଯାଇଛି। ଗତ ୨୮ ତାରିଖରେ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢ଼ାଉ କରାଯାଇଥିଲା।

kalyan agarbati

Comments are closed.