ବଜପାତରେ ଜଣେ ମୃତ, ଜଣେ ଗୁରୁତର

ଆସିକା: କୋଟିନଡ଼ା ଥାନା ଧୋବାଡ଼ି ଗାଁରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। କୋଟିନଡ଼ା ଥାନା ଧୋବାଡ଼ି ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେହିପରି ଏହି ଗାଁର ବ୍ରାହ୍ମଣସାହିରେ ବଜ୍ରପାତରେ ୨ ମହିଁଷି ମୃତ ହୋଇଥିବାବେଳେ ମହିଁଷି ଚରାଳି ଗୁରୁତର ହୋଇଥିବା ସୂଚନା ମିଳିଛି।

Comments are closed.