ଡିଜିଟାଲ ୱେଲବିଙ୍ଗ୍‌ ଇଣ୍ଡେକ୍ସ: ପିଲାଙ୍କ ଅନଲାଇନ୍ ନିରାପତ୍ତା ଉପରେ ନଜର ରଖିବାରେ ଭାରତ ଆଗୁଆ

ନୂଆଦିଲ୍ଲୀ: ଯେତେବେଳେ ପିଲା କିମ୍ବା କିଶୋରମାନଙ୍କ ଅନଲାଇନ୍ ନିରାପତ୍ତା କଥା ଆସେ, ସେତେବେଳେ ଅଭିଭାବକଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ସ୍ନାପ୍ ଇଙ୍କ୍‌(ସ୍ନାପଚାଟ୍‌)ର ନୂତନ…
Read More...

କାଶୀ ବିଶ୍ବନାଥ ମନ୍ଦିର ପୂଜକଙ୍କୁ ମିଳିବ ୯୦ହଜାର ଟଙ୍କା ଦରମା; ୫୦ ପୁରୋହିତ ପଦବୀରେ ହେବ ନିଯୁକ୍ତି

ବାରାଣସୀ: ବାରାଣସୀସ୍ଥିତ ଶ୍ରୀ କାଶୀ ବିଶ୍ବନାଥ ମନ୍ଦିରର ମୁଖ୍ୟ ପୂଜକଙ୍କୁ ୯୦ ହଜାର ଟଙ୍କା ଦରମା ମିଳିବ। ସେହିପରି କନିଷ୍ଠ ପୂଜକଙ୍କୁ ୮୦ ହଜାର ଓ ସହାୟକ ପୂଜକଙ୍କୁ ୬୫ ହଜାର ଟଙ୍କା ଦରମା ପ୍ରଦାନ କରାଯିବ। କାଶୀ…
Read More...

ଫେସ୍‌ବୁକ୍‌ ଲାଇଭରେ ଉଦ୍ଧବ ଦଳ ନେତାଙ୍କୁ ଗୁଳି କରି ହତ୍ୟା ମାମଲା; କ୍ରାଇମ ବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ

ମୁମ୍ବଇ: ମୁମ୍ବଇରେ ଗୁରୁବାର ଶିବସେନା(ଉଦ୍ଧବ ବାଲାସାହେବ ଠାକରେ) ନେତା ଅଭିଷେକ ଘୋସାଲକରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆଶ୍ଚର୍ଯ୍ୟକର କଥା ହେଉଛି, ସ୍ଥାନୀୟ ସାମାଜିକ କାର୍ଯ୍ୟକର୍ତ୍ତା ମୋରିସ୍‌ ନୋରୋହ୍ନା…
Read More...

ନିଷ୍ଟ ପରିସରରେ ୫ଜି ରୂପାନ୍ତରିକରଣ ୱାୟରଲେସ ନେଟୱାର୍କ କେନ୍ଦ୍ର ଉଦଘାଟିତ

ଗୋପାଳପୁର: ପାଲୁର ହିଲ୍‌ସ୍ଥିତ ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ୫ଜି ରୂପାନ୍ତରିକରଣ ୱାୟରଲେସ ନେଟୱର୍କ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ନିଷ୍ଟ ଶିକ୍ଷାନୁଷ୍ଠାନ ଓ ଯୁକ୍ତରାଷ୍ଟ୍ର ଆମେରିକା କାର୍ଲିଫର୍ଣ୍ଣିଆର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ.. ନିର୍ବାଚନ ପାଇଁ କାମଚଳା ବଜେଟ ପରିମାଣ ହେଉଛି ୧ ଲକ୍ଷ ୧୮ ହଜାର କୋଟି.. ବଜେଟରେ ଅଭିବୃଦ୍ଧି ହାର…
Read More...

୮୬ ବର୍ଷ ବୟସରେ ସାକାର ହେଲା ରତନ ଟାଟାଙ୍କ ସ୍ବପ୍ନ; ସମ୍ପୂର୍ଣ୍ଣ ହେଲା ଦୀର୍ଘ ଦିନର ‘ପେଟ୍‌’ ପ୍ରୋଜେକ୍ଟ

ନୂଆଦିଲ୍ଲୀ: ୨୦୨୪ ମସିହାରେ ୮୬ ବର୍ଷୀୟ ରତନ ଟାଟାଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଛି। ଏହି ସ୍ବପ୍ନ ହେଉଛି ‘ପେଟ୍‌’ ପ୍ରୋଜେକ୍ଟ। ସେ ମୁମ୍ବଇରେ ଏକ ବଡ଼ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରିବାର ସ୍ୱପ୍ନ…
Read More...

ଆନ୍ଧ୍ରରେ ବନ୍ଧକ ତଳଗାଁର ୪ ଶ୍ରମିକ; ଉଦ୍ଧାର ପାଇଁ ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ପରିବାର

ହରଭଙ୍ଗା : ବୌଦ୍ଧ ଜିଲାର ବଣ ପାହାଡ଼ ଘେରା ଉପାନ୍ତ ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତର ଈଶ୍ୱର ବାଘ, ସଞ୍ଜୟ ସାହୁ, ବସନ୍ତ ମଲ୍ଲିକ, ଅରୁଣ ନାଏକ ପ୍ରମୁଖ ୪ଜଣ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଆନ୍ଧ୍ରରେ…
Read More...

ଜନଜାତି ସଂସ୍କୃତି ପ୍ରଗତି ସଶକ୍ତ ଓଡ଼ିଶା ସାଥି ଶିବିର

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପରିସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଜନଜାତି ସଂସ୍କୃତି ପ୍ରଗତି ସଶକ୍ତ ଓଡ଼ିଶା ସାଥି…
Read More...

ଜଗନ୍ନାଥପୁର ୫-ଟି ଉଚ୍ଚବିଦ୍ୟାଳୟ ଦୁର୍ନୀତିର ତଦନ୍ତ ଦାବି କଲେ ଅଭିଭାବକ

କଲ୍ୟାଣସିଂହପୁର: ସରକାରୀ ଉଚ୍ଚବିଦ୍ୟାଳୟରେ ପାଠପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷା ଓ ପରିବେଶ ପ୍ରଦାନ କରିବା ପାଇଁ ଗୋଟିଏ ବିଦ୍ୟାଳୟ ପିଛା ୪୫ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି ସରକାର।…
Read More...

ଭାରତ ସହ ବିବାଦ ମହଙ୍ଗା ପଡ଼ିଲା: ଚୀନ୍‌ ଜାଲରେ ଫସିଛି ମାଳଦ୍ବୀପ, ଚେତାଇଲା ଆଇଏମଏଫ

ନୂଆଦିଲ୍ଲୀ: ଚୀନ୍‌ ଦମ୍‌ରେ ଭାରତ ସହ ପଙ୍ଗା ନେଇଥିବା ମାଳଦ୍ବୀପ ଚୀନ୍‌ର ଋଣ ଜାଲରେ ଫସି ଚାଲିଛି। ମାଳଦ୍ବୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ନିଜେ ସଂସଦରେ କହିଛନ୍ତି, ସେ ନୂଆ ବିକାଶ କାର୍ଯ୍ୟ କରିପାରିବେ ନାହିଁ,…
Read More...

ଫେବୃଆରୀ ୧୨ରେ ସଂକଳ୍ପ ନେଇଥିଲି, ଫେବୃଆରୀ ୭ରେ ବିଲ୍‌ ପାସ୍‌: ଧାମୀ

ଡେରାଡୁନ: ସ୍ବାଧୀନତା ପରେ ଦେଶର ପ୍ରଥମ ଏକକ ନାଗରିକ ସଂହିତା ବିଧେୟକ ଉତ୍ତରାଖଣ୍ଡ ୨୦୨୪ ବିଧାନସଭାରେ ପାରିତ ହୋଇଛି। ଦୁଇ ଦିନର ଲମ୍ବା ଚର୍ଚ୍ଚା, ତର୍କ ଓ ବିତର୍କ ପରେ ବୁଧବାର ସନ୍ଧ୍ୟାରେ ଗୃହରେ ବହୁମତରେ ଏହି ବିଲ୍…
Read More...

ହୁକା ଉପରେ ଲାଗିଲା ପ୍ରତିବନ୍ଧକ; ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଠୋର ଦଣ୍ଡ

ବେଙ୍ଗାଲୁରୁ: ହୁକା ଉପରେ ଲାଗିଲା ପ୍ରତିବନ୍ଧକ। ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକ ଲଗାଇଛନ୍ତି କର୍ଣ୍ଣାଟକ ସରକାର। ତୁରନ୍ତ ପ୍ରଭାବ ସହିତ ହୁକାର ବିକ୍ରୟ, କ୍ରୟ ଏବଂ ପ୍ରୋତ୍ସାହନ ଉପରେ…
Read More...

ଅସହାୟଙ୍କୁ ସିଦ୍ଧୁ ସାହା 

ସମ୍ବଲପୁର : ସମ୍ବଲପୁର ମୁନିସିପାଲଟିର ପୂର୍ବତନ ଉପନଗରପାଳ ତଥା ଯୁବ ସମାଜସେବୀ ଓ ଯୁବ ନେତା ସିଦ୍ଧାର୍ଥ ସାହା(ସିଦ୍ଧୁ) ନିୟମିତ ଅସହାୟମାନଙ୍କୁ ସହାୟତା ଯୋଗାଇ ଆସୁଛନ୍ତି। ଏହି କ୍ରମରେ ଦୁରାରୋଗ୍ୟ କର୍କଟ ରୋଗରେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆଇସିସି ଟେଷ୍ଟ ରାଙ୍କିଙ୍ଗ୍.. ବୁମରା ନଂ୧ ବୋଲର.. କମୁନି ହେମନ୍ତ ସୋରେନଙ୍କ ଅଡ଼ୁଆ.. ବଢିଲା ଇଡି ରିମାଣ୍ଡ ଅବଧି.. ଭାଷା ସମ୍ମିଳନୀ ନିଷ୍ପତ୍ତି ନେଇ ଗୃହରେ ବିଭାଗୀୟ ମନ୍ତ୍ରୀଙ୍କ ବିବୃତି.. ଗଠନ ହେବ କର୍ପସ…
Read More...

କମୁନି ହେମନ୍ତ ସୋରେନଙ୍କ ଅଡ଼ୁଆ; ବଢିଲା ଇଡି ରିମାଣ୍ଡ ଅବଧି

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ବଢିବାରେ ଲାଗିଛି। ରାଞ୍ଚିସ୍ଥିତ ସ୍ବତନ୍ତ୍ର ପିଏମଏଲଏ କୋର୍ଟ ବୁଧବାର ସୋରେନଙ୍କ ଇଡି ରିମାଣ୍ଡ ଅବଧି ଆଉ ୫ ଦିନ ପାଇଁ ବୃଦ୍ଧି କରିଛନ୍ତି। ୨…
Read More...

କଲ୍ୟାଣମଣ୍ଡପ ନିର୍ମାଣାର୍ଥେ ଜାଗା ଚିହ୍ନଟ ପାଇଁ ଦାବିପତ୍ର ଦେଲେ ପଡ଼ାବାସୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଜହ୍ନାପଡା ପଞ୍ଚାୟତ ଦେବାହାଲ ଗ୍ରାମର ଉପର ପଡାରେ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ଜଗା ଚିହ୍ନଟ କରାଇଦେବା ପାଇଁ ଗ୍ରାମର ଉପରପଡାର ସ୍ଥାୟୀ ବାସିନ୍ଦା ଏକତ୍ରିତ ହୋଇ ଅତାବିରା…
Read More...

ଧରଣୀଧର ଭେଷଜ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ମଧୁମେହ ସମ୍ମିଳନୀ

କେନ୍ଦୁଝରଗଡ଼: ରିସର୍ଚ୍ଚ ସୋସାଇଟି ଫର ଷ୍ଟଡି ଅଫ୍‌‌ ଡାଇବେଟିସ୍‌‌ ଇନ ଇଣ୍ଡିଆ(ଆରଏସଏସଡିଆଇ) ଓଡ଼ିଶା ଶଖା ପକ୍ଷରୁ ଧରଣୀଧର ଭେଷଜ ମହାବିଦ୍ୟାଳୟ ଅଡିଟୋରିୟମଠାରେ ବୁଧବାର ରାଜ୍ୟସ୍ତରୀୟ ମଧୁମେହ ସମ୍ମିଳନୀ ଅନୁଷ୍ଠିତ…
Read More...

ଆଇଡିଏ ପକ୍ଷରୁ ‘ଗୁରୁଜନ ଏକ ବିଚାର ବିମର୍ଷ’ ଉଦ୍‌‌ଘାଟିତ; ୧୦ଜଣିଆ ଟାସ୍କଫୋର୍ସ କମିଟି ଗଠିତ

କେନ୍ଦୁଝରଗଡ଼: ବନାଯୋଡିସ୍ଥିତ ଆଇଡିଆଲ ଡେଭଲପମେଣ୍ଟ ଏଜେନସି(ଆଇଡିଏ) ଓ ଆନନ୍ଦାଶ୍ରମର ବାର୍ଷିକ ଉତ୍ସବ ପାଳନ ଅବସରରେ ବୁଧବାର ଜିଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦ଜଣ ବରିଷ୍ଠ ନାଗରିକଙ୍କୁ ନେଇ ‘ଗୁରୁଜନ ଏକ ବିଚାର…
Read More...

ପଣ୍ଡିତ ନେହେରୁ ସଂରକ୍ଷଣ ବିରୋଧୀ, ବାବାସାହେବ ନଥିଲେ ଏହା ମିିଳିନଥା’ନ୍ତା: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଛନ୍ତି। ଏହି ସମୟରେ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ମୋଦୀ। ସେ କଂଗ୍ରେସକୁ…
Read More...

ଆବାସ ଯୋଜନାରେ ଟଙ୍କା ପାଇବାକୁ ନୟାନ୍ତ ହିତାଧିକାରୀ

କଲ୍ୟାଣସିଂହପୁର: ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକର ବୁଡ଼ାଗୁଡା ପଞ୍ଚାୟତରେ ଆବାସ ଯୋଜନାରେ ଘର ନିର୍ମାଣ କରି ଟଙ୍କା ପାଇବା ପାଇଁ ହିତାଧିକାରୀ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ…
Read More...

‘ପଠାନ୍‌’ ପରେ ନୂଆ ଫିଲ୍ମ ସହ ଫେରୁଛନ୍ତି ଜନ୍‌; ଶେୟାର କଲେ ପୋଷ୍ଟର ଓ ରିଲିଜ୍‌ ତାରିଖ

ମୁମ୍ବଇ: ଜନ୍‌ ଆବ୍ରାହମଙ୍କ ପାଇଁ ବର୍ଷ ୨୦୨୩ ଜବରଦସ୍ତ ଥିଲା, କାରଣ ଜାନୁଆରୀରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ସହ ତାଙ୍କ ଫିଲ୍ମ ‘ପଠାନ୍‌’ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୧୦୦୦…
Read More...

ମୁକ୍ତିଲାଭ କଲା କୋଶଳୀ ଚଳଚ୍ଚିତ୍ର ‘ଖରା’

ଭବାନୀପାଟଣା: ରାଜ୍ୟ ମାନଚିତ୍ରରେ ସିନା ସହରର ନାଁ ଟିଟିଲାଗଡ଼, ହେଲେ ଭୌଗୋଳିକ ସ୍ଥିତି, ପରିସ୍ଥିତି ଏବଂ ଅବସ୍ଥିତି ଯୋଗୁଁ ଲୋକମୁଖରେ କିନ୍ତୁ ସହରର ନାଁ ତତଲାଗଡ଼। ସେହି ଟିଟିଲାଗଡ଼ ବା ତତଲାଗଡ଼ର ତାତି, ଦାଦନଙ୍କ…
Read More...

ପ୍ରଭୁ ବିଷ୍ଣୁଙ୍କ ପ୍ରାଚୀନ ମୂର୍ତ୍ତି ଓ ଶିବଲିଙ୍ଗ କୃଷ୍ଣା ନଦୀରୁ ଉଦ୍ଧାର, ଦିଶୁଛି ରାମଲାଲାଙ୍କ ଝଲକ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଇଚୁର ଜିଲାସ୍ଥିତ ଏକ ଗାଁରେ କୃଷ୍ଣା ନଦୀରୁ ଭଗବାନ ବିଷ୍ଣୁଙ୍କର ଏକ ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି, ଯାହାର ଚାରିପଟେ ଦଶାବତାର ଖୋଦିତ ହୋଇଛି। ଏହି ମୂର୍ତ୍ତିର ବିଶେଷତ୍ବ…
Read More...

ସଂସଦ ପରେ ଗୃହ ମନ୍ତ୍ରଣାଳୟ ସୁରକ୍ଷାରେ ତ୍ରୁଟି, ପଶିଲା ସନ୍ଦିଗ୍ଧ ଯୁବକ

ନୂଆଦିଲ୍ଲୀ: ସଂସଦ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁରକ୍ଷାରେ ତ୍ରୁଟି ଘଟଣା ସାମ୍ନାକୁ ଆସିଛି। ନକଲି ପରିଚୟପତ୍ର ସାହାଯ୍ୟରେ ଜଣେ ଯୁବକ ଗୃହ ମନ୍ତ୍ରଣାଳୟରେ ପ୍ରବେଶ କରିଥିବା ଜଣାପଡ଼ିଛି। ଦିଲ୍ଲୀ ପୁଲିସ…
Read More...

ସାମ୍ବାଦିକ ପେନସନ ଓ ସୁରକ୍ଷା ଆଇନ ଲାଗୁ ଦାବି

ଫୁଲବାଣୀ: ସାମ୍ବାଦିକ ପେନସନ ଓ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ଦାବିରେ ଓଡ଼ିଶା ସାମ୍ବାଦିକ ୟୁନିଅନ କନ୍ଧମାଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମଙ୍ଗଳବାର…
Read More...

ଷ୍ଟ୍ରବେରୀ ଚାଷ କ୍ଷେତ୍ର ପରିଦର୍ଶନ କଲେ ବୈଜ୍ଞାନିକ ଓ ସ୍ୱୟଂ ସହାୟକ ଗୋଷ୍ଠୀ

ଫୁଲବାଣୀ: କନ୍ଧମାଳ ଜିଲାର ଅନେକ ବ୍ଲକରେ ଷ୍ଟ୍ରବେରୀ ଚାଷ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକରେ ହୋଇଥିବା ଷ୍ଟ୍ରବେରୀ ଚାଷ ପରିଦର୍ଶନ କରିଛନ୍ତି ସୋନପୁର ଜିଲାରୁ ଆସିଥିବା ଉଦ୍ୟାନ ବିଭାଗ ଓ ଆଞ୍ଚଳିକ ବିଜ୍ଞାନ…
Read More...

ବାହାର ଗ୍ରାମର ଅଙ୍ଗନବାଡ଼ି କର୍ମୀ ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ

ପାଟଣା: ନୂତନ ଭାବେ ନିଯୁକ୍ତି ପାଇଥିବା ବାହାର ଗ୍ରାମର ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଗ୍ରାମବାସୀ ବିରୋଧ କରିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରରେ ପଶିବାକୁ ଦେଇନାହାନ୍ତି ଗ୍ରାମବାସୀ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୨୦୨୩ରେ ସାଇବର ଠକେଇରୁ ଉଦ୍ଧାର ହୋଇଛି ୯୨୨ କୋଟିରୁ ଅଧିକ.. ୩.୨ ଲକ୍ଷ ସିମ କାର୍ଡ ଅଚଳ.. ପଶୁସମ୍ପଦ ଯୋଜନାରେ ୧୦ ବର୍ଷରେ ରାଜ୍ୟକୁ ମିଳିଛି ୫୪୮ କୋଟିରୁ ଅଧିକ ଅର୍ଥ.. ଓଡ଼ିଶାରେ ରାହୁଲ ଗାନ୍ଧୀ.. ଓଡ଼ିଶାରେ…
Read More...

ମସ୍କଙ୍କଠାରୁ ନଂ୧ ମୁକୁଟ ଛଡ଼ାଇ ନେବେ କି ଜେଫ୍‌ ବେଜୋସ୍‌ ?

ନୂଆଦିଲ୍ଲୀ: ବିଶ୍ବର କୋଟିପତିମାନଙ୍କ ତାଲିକାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ୧ ନମ୍ବର କୋଟିପତି ମୁକୁଟ ହରାଇ ପାରନ୍ତି ଏଲନ ମସ୍କ। ଜେଫ୍‌ ବେଜୋସ୍‌ ପୁଣି ଥରେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ସାଜିବାକୁ ଆଉ…
Read More...

ସାଇବେଣୀଙ୍କ ଗୁହାରୀ ଶୁଣିବ କିଏ? ସ୍ୱାମୀ ଓ ପୁଅକୁ ହରାଇ ସମ୍ପୂର୍ଣ୍ଣ ଅସହାୟ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ଉପରସାଜା ଗାଁରେ ବାସ କରନ୍ତି ସାଇବେଣୀ ମିଣିଆକା। ସ୍ବାମୀ ଓ ପୁଅକୁ ହରାଇ ଏବେ ସେ ସମ୍ପୂର୍ଣ୍ଣ ଅସହାୟ। କିଛି ମାସ ତଳେ ଗାଁ ପାଖ ନାଳରେ…
Read More...

ପରୀ ହତ୍ୟା ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌

ଭୁବନେଶ୍ବର: ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମଙ୍ଗଳବାର ବଡ଼ ରାୟ ପ୍ରକାଶ ପାଇଛି। ହତ୍ୟାକାରୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ନୟାଗଡ଼ ସ୍ବତନ୍ତ୍ର ଚିଲ୍‌ଡ୍ରେନ୍‌ସ କୋର୍ଟ ଅଭିଯୁକ୍ତକୁ…
Read More...

ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟଙ୍କୁ କ୍ୟାନ୍ସର; ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟ କର୍କଟ ରୋଗରେ ପୀଡ଼ିତ। ସୋମବାର ବଙ୍କିମହାମ ପ୍ୟାଲେସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୭୫ବର୍ଷୀୟ ଚାର୍ଲ୍ସ ତୃତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା…
Read More...

ଆସିଲା ‘ଲାଲ ସଲାମ’ ଟ୍ରେଲର; ଦର୍ଶକଙ୍କ ଉତ୍ସାହ ବଢାଇଲା କପିଲ ଦେବଙ୍କ ଝଲକ୍‌

ହାଇଦରାବାଦ: ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟାଙ୍କ ନିର୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ଲାଲ ସଲାମ’ ମୁକ୍ତିଲାଭ କରିବାକୁ ଆଉ ମାତ୍ର କିଛି ଦିନ ବାକି। ଇତି ମଧ୍ୟରେ ନିର୍ମାତା ଏହା ଟ୍ରେଲର ରିଲିଜ୍‌…
Read More...

କାର ଧକ୍କାରେ ଯୁବକ ମୃତ

କଲମପୁର: କଲମପୁର ଦୁଲକିବନ୍ଧ ମୁଖ୍ୟ ରାସ୍ତାର ବଡକୁଟୃ ହୋମିଓପାଥି ଚିକିତ୍ସାଳୟ ସମ୍ମୁଖରେ ମଙ୍ଗଳବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ କାର ଧକ୍କାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ,…
Read More...

ବାଣ କାରଖାନାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ: ଏକାଧିକ ମୃତ୍ୟୁ ଆଶଙ୍କା, ୧୦୦ ଆହତ

ହରଦା: ମଧ୍ୟପ୍ରଦେଶର ହରଦାସ୍ଥିତ ବୈରାଗଡ଼ରେ ଥିବା ବାଣ କାରଖାନାରେ ମଙ୍ଗଳବାର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି…
Read More...

ବିଧାନସଭାରେ ୟୁସିସି ବିଧେୟକ ଆଗତ କଲେ ମୁଖ୍ୟମନ୍ତ୍ରୀ ଧାମୀ, ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ଗୃହ

ଡେରାଡୁନ୍‌: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଡେରାଡୁନସ୍ଥିତ ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା(ୟୁସିସି) ଉତ୍ତରାଖଣ୍ଡ ୨୦୨୪ ବିଧେୟକ ଆଗତ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ…
Read More...

ଆଇସିସି ମାସର ଶ୍ରେଷ୍ଠ କ୍ରିକେଟର୍‌ ପୁରସ୍କାର ଦୌଡ଼ରେ ସାମର, ପୋପ୍‌

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ମାସର ଶ୍ରେଷ୍ଠ କ୍ରିକେଟର୍‌ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ସାମର ଜୋସେଫ, ଓଲି ପୋପ୍ ଓ ଜୋସ୍‌ ହାଜେଲଉଡ୍‌। ଜାନୁଆରୀ ମାସର ପ୍ରଦର୍ଶନ ଆଧାରରେ ଏହି ପୁରସ୍କାର…
Read More...

ବିଳମ୍ବ ହେବ କିଷନଙ୍କ ପ୍ରତ୍ୟାବର୍ତ୍ତନ

ବିଶାଖାପାଟଣା: ୱିକେଟରକ୍ଷକ/ବ୍ୟାଟସମ୍ୟାନ ଈଶାନ କିଷନଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ…
Read More...

କେରେଡ଼ି ପଞ୍ଚାୟତର ଚାଷୀଙ୍କୁ ଶୋଷଣ ଅଭିଯୋଗ

ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ କରେଡି ଗ୍ରାମପଞ୍ଚାୟତର କୃଷକମାନେ ସରକାରୀ ଉପ ଉଦ୍ୟାନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଉପରେ ଅଭିଯୋଗ କରି ଜିଲାପାଳଙ୍କ ନିକଟରେ ଫେରାଦ୍‌‌ ହୋଇଛନ୍ତି। ସରକାରଙ୍କ…
Read More...

ଡ. ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ

ଭୁବନେଶ୍ବର: ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ ପ୍ରବକ୍ତା ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସ୍ ଷ୍ଟାଣ୍ଡ। ସୋମବାର ମୁଖ୍ୟମନ୍ତ୍ରୀ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ.. ଲକ୍ଷ୍ନୌ ଜେଲରେ ଏଚଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ବଢାଇଲା ଚିନ୍ତା.. ୩୬ରୁ ବୃଦ୍ଧି ପାଇ ୬୩ ଛୁଇଁଲା..…
Read More...

ଆସିଲା ‘ଅଲ୍‌ ଇଣ୍ଡିଆ ରାଙ୍କ୍‌’ର ଟ୍ରେଲର

ମୁମ୍ବଇ: ‘ଅଲ୍‌ ଇଣ୍ଡିଆ ରାଙ୍କ୍‌’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ଅଭିନେତା ଭିକି କୌଶଲ ଚଳଚ୍ଚିତ୍ରର ଟ୍ରେଲର ଶେୟାର କରିଛନ୍ତି, ଯେଉଁଥିରେ ଆଇଆଇଟି ସିଟ୍‌ ହାସଲ କରିବାର ଦୌଡ଼ ଉପରେ ଆଧାରିତ ଏକ ସତ୍ୟା ଘଟଣାର…
Read More...

ଶ୍ରେଷ୍ଠ ସମ୍ବଲପୁରୀ ଗାୟକ ହେଲେ ରୁକୁ ସୁନା

କଣ୍ଟାବାଞ୍ଜି: ପଞ୍ଚିମ ଓଡ଼ିଶା ତଥା ସାରା ରାଜ୍ୟରେ ନିଜ ଗୀତ ପାଇଁ ସୁନାମ ଅର୍ଜନ କରିଥିବା ରୁକୁ ସୁନାଙ୍କୁ ଶ୍ରେଷ୍ଠ ସମ୍ବଲପୁରୀ ଗାୟକ ଭାବେ ସମ୍ମାନିତ କରାଯାଇଛି। ଭୁବନେଶ୍ଵର ଉତ୍କଳ ମଣ୍ଡପଠାରେ ସଞ୍ଜୟ ମହାକୁଡ଼ଙ୍କ…
Read More...

ସବୁଦିନ ପାଇଁ ଏହି ଖାସ୍‌ ଫିଚର୍‌ ବନ୍ଦ କଲା ଗୁଗଲ୍‌

ନୂଆଦିଲ୍ଲୀ: ଗୁଗଲ୍ ଏହାର ଏକ ଲୋକପ୍ରିୟ ଫିଚରକୁ ସବୁଦିନ ପାଇଁ ବନ୍ଦ କରିଦେଇଛି। ନିଜର କ୍ୟାଚ୍‌ଡ ୱେବ ପେଜ୍ ଫିଚରକୁ କମ୍ପାନୀ ବନ୍ଦ କରିଦେଇଛି। ଗୁଗଲ୍ କହିଛି ଯେ, ଏହାର ଆଉ କୌଣସି ଆବଶ୍ୟକତା ନାହିଁ। ଏଠାରେ…
Read More...

୨ୟ ଟେଷ୍ଟରେ ଭାରତର ବୃହତ୍‌ ବିଜୟ; ୨୯୨ରେ ଅଲ୍‌ ଆଉଟ୍ ଇଂଲଣ୍ଡ

ବିଶାଖାପାଟଣା: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯାଇଛି। ଏଥିରେ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି ଭାରତ। ଭାରତୀୟ ଦଳ ୩୯୯ର ବିଜୟ ଲକ୍ଷ୍ୟ…
Read More...

ନିର୍ମାଣାଧୀନ ଗୋଶାଳା ଟଙ୍କା ଆତ୍ମସାତ ଅଭିଯୋଗ

କଲ୍ୟାଣସିଂହପୁର: ପଶୁପାଳକମାନେ ନିଜ ଗାଈ, ବଳଦ, ମହିଷୀ, ପୋଢ଼ଙ୍କୁ ଶୀତ, କାକର, ଖରା, ବର୍ଷା ଦାଉରୁ ରକ୍ଷା କରିବା ପାଇଁ ସରକାର ପ୍ରତି ଗୋଶାଳା ପାଇଁ ଲକ୍ଷେ ତିରିଶ ହଜାର ଟଙ୍କା ପ୍ରଦାନ କରିଛନ୍ତି। କିନ୍ତୁ ଏହି…
Read More...

ବିବାହ ଋତୁରେ ଖସିଲା ସୁନା-ରୂପା ଦର

ନୂଆଦିଲ୍ଲୀ: ବର୍ତ୍ତମାନ ବିବାହ ଋତୁ ଚାଲିଥିବାବେଳେ ସୁନା ଓ ରୂପା ଦର କିଛି ମାତ୍ରାରେ ଗ୍ରାହକଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ଘରୋଇ ବଜାରରେ ସୋମବାର ସୁନା ଓ ରୂପା ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ଚାହିଦା ଅଭାବ…
Read More...

ବ୍ରାଡ୍‌ମ୍ୟାନ, ବିରାଟଙ୍କୁ ଟପିଲେ ୱିଲିୟମ୍‌ସନ

ମାଉଣ୍ଟ ମୌଙ୍ଗନୁଇ: ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିବା​ରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ ଓ ଭାରତର ତାରକା ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି।…
Read More...

ଗଞ୍ଜାମ ଜିଲା ଏସଏସବି ଅଧ୍ୟାପକ ସଂଘର ଯୁକ୍ତ ଦୁଇ ପରୀକ୍ଷା ବର୍ଜନ ନିଷ୍ପତ୍ତି

ଗୋପାଳପୁର: ଯୁକ୍ତ ଦୁଇ ପରୀକ୍ଷା ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲା ଏସଏସବି ଅଧ୍ୟାପକ-ଅଧ୍ୟାପିକା ସଂଘ। ଗୋପାଳପୁରସ୍ଥିତ ପାମ୍ ରିଗାଲ ରିସୋର୍ଟଠାରେ ରବିବାର ଓଡ଼ିଶା ଏସଏସବି ଆଧ୍ୟାପକ-ଅଧ୍ୟାପିକା ସଂଘର…
Read More...

ନୂତନ ଜିଲାପାଳଙ୍କ ଲକ୍ଷ୍ମୀପୁର ଗସ୍ତ

ଲକ୍ଷ୍ମୀପୁର: କୋରାପୁଟ ନୂତନ ଜିଲାପାଳ କୀର୍ତି ଭାସନ. ଭି ଲକ୍ଷ୍ମୀପୁର ବ୍ଲକ ଗସ୍ତ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ଧର୍ମାନୁଷ୍ଠାନ ପରିଦର୍ଶନ କରିଛନ୍ତି। ରବିବାର ପୂର୍ବାହ୍ଣରେ…
Read More...

ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ସୁଆଣ୍ଡୋ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦୁଗଲ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଜୟୀରାଜଗୁରୁଙ୍କ ପ୍ରତିମୂର୍ତ୍ତି…
Read More...

ସାଧୁ ମେହେରଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ସାଧୁ ମେହେରଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି।…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବଜେଟ୍‌ରେ ପୂର୍ବତଟ ରେଲୱେକୁ ୧୧, ୪୯୫ କୋଟିର ଅନୁଦାନ.. ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ.. ବରିଷ୍ଠ ଅଭିନେତା ସାଧୁ ମେହେରଙ୍କ ପରଲୋକ.. ଅଭିନେତାରୁ ରାଜନେତା…
Read More...

କେନାଲରୁ ଯନ୍ତ୍ରୀଙ୍କ ମୃତଦେହ ଠାବ

ଭବାନୀପାଟଣା: ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ମହନ୍ତ(୨୯)ଙ୍କ ମୃତଦେହ ଶୁକ୍ରବାର ସୁନାମାଲ ନିକଟ କେନାଲରେ ଭାସମାନ ଅବସ୍ଥାରେ ଠାବ ହୋଇଛି। ନିକଟରେ ତାଙ୍କ ବାଇକ୍ ଠାବ ହୋଇଥିବା…
Read More...

ଆରପାରିରେ ବରିଷ୍ଠ ଅଭିନେତା ସାଧୁ ମେହେର

ମୁମ୍ବଇ: ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦେଶକ ସାଧୁ ମେହେରଙ୍କର ପରଲୋକ ଘଟିଛି। ଶୁକ୍ରବାର ମୁମ୍ବଇସ୍ଥିତ ତାଙ୍କ ବାସଭବନରେ ୮୪ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।…
Read More...

ଅଭିନେତାରୁ ରାଜନେତା ସାଜିଲେ ଥଲପତି ବିଜୟ; ଘୋଷଣା କଲେ ଦଳର ନାଁ

ହାଇଦରାବାଦ: ତାମିଲ ସୁପରଷ୍ଟାର ଥଲପତି ବିଜୟ ଅଭିନୟ କ୍ଷେତ୍ରରେ ବିପୁଳ ସଫଳତା ହାସଲ କରିବା ପରେ ଏବେ ରାଜନୀତି ଜଗତରେ ପାଦ ଥାପିଛନ୍ତି। ଶୁକ୍ରବାର ସେ ତାଙ୍କ ଦଳର ନାମ ଘୋଷଣା କରିଛନ୍ତି। ନିଜ ଦଳର ନାଁ ତାମିଲଗା…
Read More...

ଭତ୍ତା ବୃଦ୍ଧି ପାଇଁ ଜିଲାପାଳ ଅଫିସ ଆଗରେ ଧାରଣା

ଭବାନୀପାଟଣା: ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ପାଇଁ ଶୁକ୍ରବାର ସ୍ଥାନୀୟ ହିତାଧିକାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ମୁଇଁ କଳାହାଣ୍ଡିଆ ଫର କଳାହାଣ୍ଡି ସଙ୍ଗଠନ ପକ୍ଷରୁ…
Read More...

ଦିଲ୍ଲୀ ପବ୍ଲିକ୍‌ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀର ଆରକେ ପୁରମସ୍ଥିତ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ(ଡିପିଏସ)କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଏହାକୁ ନେଇ ଦିଲ୍ଲୀ ପୁଲିସରୁ ସ୍କୁଲ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସତର୍କ ହୋଇଯାଇଛନ୍ତି। ସୂଚନା…
Read More...

୫ ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରେନ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରାଞ୍ଚିର ଏକ ଅଦାଲତ ୫ ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ସୋରେନଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଅନୁମତି…
Read More...

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ଦଳ ନେତା ଚମ୍ପାଇ ସୋରେନ ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶୁକ୍ରବାର ରାଜଭବନରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…
Read More...

ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଅକାଳ ବିୟୋଗ

ମୁମ୍ବଇ: ମଡେଲ୍‌ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି। ଏନେଇ ଅଭିନେତ୍ରୀଙ୍କ ମ୍ୟାନେଜର ସାମାଜିକ ଗଣମାଧ୍ୟମ ଜରିଆରେ ଶୁକ୍ରବାର ସୂଚନା ଦେଇଛନ୍ତି। ଏଥିସହ ଅଭିନେତ୍ରୀଙ୍କ…
Read More...

ସମଲେଇଙ୍କ ମହିମା ଉପରେ ବହୁଭାଷୀ ଚଳଚ୍ଚିତ୍ର; ‘ଜଏ ମାଁ ସମଲେଇ’ର ପୋଷ୍ଟର ଉନ୍ମୋଚନ ଓ ମହୁରତ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମହିମା ଉପରେ ପର୍ଯ୍ୟବେସିତ ଏକ ବହୁଭାଷୀ ଚଳଚ୍ଚିତ୍ର ‘ଜଏ ମାଁ ସମଲେଇ’ ନିର୍ମିତ ହେବ। ଦର୍ଶକଙ୍କୁ ‘ଭୁଖା’, ‘ଶଲାବୁଢ଼ା’ ଆଦି ସଫଳ ସିନେମା ଭେଟି…
Read More...

କେବୁଲ ପୋତିବା ଓ ପାଣି ପାଇପ ବିଛାଇବା ନାଁରେ ମନ ଇଛା ଖୋଳାଯାଉଛି ରାସ୍ତା

କଲମପୁର: କେବୁଲ ପୋତିବା ନାଁରେ ହେଉ କି ପାଣି ପାଇପ ବିଛାଇବା ନାଁରେ, ମନ ଇଛା ଖୋଳାଯାଉଛି ରାସ୍ତା। ସେ ରାସ୍ତା ପୂର୍ତ୍ତ ବିଭାଗର ହୋଇଥାଉ କି ଗ୍ରାମ ଉନ୍ନୟନ ବିଭାଜନର ଅଥବା ପଂଚାୟତ କି ସମିତି ସବୁ ରାସ୍ତା ଉପରେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହେମନ୍ତ ସୋରେନଙ୍କୁ ଗୋଟିଏ ଦିନ ପାଇଁ ଜେଲ ହାଜତକୁ ପଠାଇଲେ ଅଦାଲତ.. ଆସନ୍ତାକାଲି ନେବେ ରିମାଣ୍ଡ ନିଷ୍ପତି.. ରେଳ ବଜେଟରୁ ଓଡ଼ିଶାକୁ ମିଳିବ ୧୦,୫୩୬ କୋଟି : ବୈଷ୍ଣବ.. ସରକାର ଗଠନ ପାଇଁ ଜେଏମଏମ ବିଧାୟକଙ୍କୁ…
Read More...

ସାମ୍ବାଦିକ ସୁରକ୍ଷା ଓ ପେନସନ ଦାବି ନେଇ ଜିଲାପାଳଙ୍କୁ ଦାବିପତ୍ର

ମାଲକାନଗିରି: ମାଲକାନଗିରି ଜିଲା ସାମ୍ବାଦିକ ସଂଘ ଗୁରୁବାର ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଅଵସରରେ ସଂଘର ସଭାପତି ଦେବ ପ୍ରସାଦ ଦାସ, ଉପସଭାପତି ସତ୍ୟ ନାରାୟଣ ପଣ୍ଡାଙ୍କ ସହିତ ବରିଷ୍ଠ…
Read More...

ହଜିଯାଉଛି ମାନବିକତା, ଲାଞ୍ଚ ଦେବା ସତ୍ତ୍ବେ ମିଳୁନାହିଁ ମୃତ୍ୟୁ ପ୍ରମାଣପତ୍ର

ମୁଖୀଗୁଡା: ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ନେବା ଏବେ ସାଧାରଣ କଥା ହୋଇଥିବା ବେଳେ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ ଦେବା ପରେ ମଧ୍ୟ ମିଳିନଥିବା କଥା ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଅଭିଯୋଗ…
Read More...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଶିକ୍ଷକ ତାପସ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ତାପସ କୁମାର ଦଳେଇଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନୀତ କରାଯାଇଛି।…
Read More...

ଚୋରି ହୋଇଯାଇଛି କି ଆପଣଙ୍କ ଫୋନ୍‌? ତୁରନ୍ତ ଏହି ନମ୍ବରରେ କରନ୍ତୁ କଲ୍‌, ପାଇବେ ସମ୍ପୂର୍ଣ୍ଣ ସହାୟତା

ନୂଆଦିଲ୍ଲୀ: ୧୪୪୨୨ ହେଲ୍ବଲାଇନ ନମ୍ବରକୁ ମନେରଖନ୍ତୁ। ଯଦି ଆପଣଙ୍କ ମୋବାଇଲ ଫୋନ୍‌ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ପୁଲିସରେ ଅଭିଯୋଗ କରିବା ସହ ଆପଣ ଏହି ନମ୍ବରରେ କଲ୍‌ କରି ତୁରନ୍ତ ସୂଚନା ଦେଇପାରିବେ।…
Read More...

ଦାୟିତ୍ୱ ଗ୍ରହଣ ପରେ ଉପାନ୍ତ ଅଞ୍ଚଳରେ ଜିଲାପାଳ

ହରଭଙ୍ଗା : ବୌଦ୍ଧର ନୂତନ ଜିଲାପାଳ ଭାବେ ଜେ. ସୋନାଲ ବୁଧବାର ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣର ୧୨ଘଣ୍ଟା ନପୂରୁଣୁ ଜିଲାପାଳ ଗୁରୁବାର ସକାଳୁ ସକାଳୁ ହରଭଙ୍ଗା ବ୍ଲକର ଉପାନ୍ତ ପଞ୍ଚାୟତ…
Read More...

କଲ୍ୟାଣ ଚୌବେଙ୍କ ଇସ୍ତଫା ଦାବି କଲେ ବାଇଚୁଙ୍ଗ

ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ)ର ସଭାପତି କଲ୍ୟାଣ ଚୌବେଙ୍କ ଇସ୍ତଫା ଦାବି କରିଛନ୍ତି ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ। ଏଆଇଏଫଏଫ ପ୍ରଶାସନରେ ଯେଉଁ ଅବ୍ୟବସ୍ଥା ଦେଖା ଦେଇଛି ସେଥିପାଇଁ…
Read More...

ଲାକ୍ଷାଦ୍ବୀପର ବିକାଶ ପାଇଁ ବ୍ୟାପକ ବିନିଯୋଗ କରାଯିବ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ ପର୍ଯ୍ୟଟନ କ୍ଷେତ୍ରକୁ ବେଶ୍‌ ଗୁରୁତ୍ବ ଦିଆଯାଇଛି। ଦେଶର ପର୍ଯ୍ୟଟନ କ୍ଷେତ୍ରରେ ସରକାର ଯଥେଷ୍ଟ ବିନିଯୋଗ…
Read More...

ଭାରତୀୟ ନୌସେନାକୁ ଧନ୍ୟବାଦ ଜଣାଇଲେ ପାକିସ୍ତାନୀ ଓ ଇରାନୀୟ କ୍ରୁ, ଆସିଲା ଉଦ୍ଧାର ବେଳର ଭିଡିଓ

ନୂଆଦିଲ୍ଲୀ: ସୋମାଲିଆ ଜଳଦସ୍ୟୁଙ୍କଠାରୁ ରକ୍ଷା କରିଥିବାରୁ ପାକିସ୍ତାନୀ ଓ ଇରାନୀୟ ଜାହାଜ କର୍ମଚାରୀମାନେ ଭାରତୀୟ ନୌସେନାକୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶେୟାର କରାଯାଇଥିବା ଏକ ଭିଡିଓରେ…
Read More...

ଅର୍ଥମନ୍ତ୍ରୀଙ୍କୁ ମିଠା ଖୁଆଇ ସଂସଦ ପଠାଇଲେ ରାଷ୍ଟ୍ରପତି; ସାମ୍ନାକୁ ଆସିଲା ଶ୍ରଦ୍ଧା ଓ ସମ୍ମାନ ଭରା ମୁହୂର୍ତ୍ତର ଫଟୋ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସଂସଦରେ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସଂସଦ ପହଞ୍ଚିବା ପୂର୍ବରୁ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏହି…
Read More...

୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ; ଜଙ୍ଗଲ ଭିତରେ କୃତ୍ରିମ ପୋଖରୀ ଠାବ

ଫୁଲବାଣୀ: ଦୁଇମାସ ହେଲା କନ୍ଧମାଳ ଜିଲାର ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଜାରିରହିଛି। ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ କିଛିଦିନ ପରେ ପୁଣି ଫିରିଙ୍ଗିଆ ପୁଲିସ ପ୍ରାୟ ୨୨ ଏକର ଜମିରେ…
Read More...

ଧ୍ୱଂସାଭିମୁଖୀ ବାଉଁଶୁଣିର ଐତିହାସିକ ଡାକବଙ୍ଗଳା, ଦାୟୀ କିଏ ? 

ବାଉଁଶୁଣି: କୁହାଯାଏ ଯେଉଁ ଅଞ୍ଚଳର ଇତିହାସ ଯେତେ ସମୃଦ୍ଧ, ସେହି ଅଞ୍ଚଳ ସେତେ ବିକାଶଶୀଳ ଓ ସମୃଦ୍ଧ। ହେଲେ ଗୋଟିଏ ଅଞ୍ଚଳର ଇତିହାସକୁ ଯଦି ସମ୍ପୂର୍ଣ୍ଣ ଧ୍ୱଂସ କରିଦେବାର ଷଡଯନ୍ତ୍ର କରାଯାଉଛି ତେବେ ସେହି ଅଞ୍ଚଳ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପେଟିଏମକୁ ବଡ଼ ଝଟକା.. ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ଆରବିଆଇର କଟକଣା.. ଆଉ ପେଟିଏମରେ ଯୋଡ଼ି ହୋଇପାରିବେନି ନୂଆ ଗ୍ରାହକ.. ଫେବୃଆରୀ ୨୯ଠାରୁ ପେଟିଏମରେ ହୋଇପାରିବନି ଡିପୋଜିଟ.. ଗୋପାଳପୁର ବିଧାୟକ ପ୍ରଦୀପ…
Read More...

ଇଡି ଅଧିକାରୀଙ୍କ ବିରୋଧରେ ଏତଲା ଦେଲେ ହେମନ୍ତ ସୋରେନ୍‌

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ମିଳଥିବା ସୂଚନା ଅନୁସାରେ, ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଆଇନ…
Read More...

ବଜେଟ୍‌ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା; ଶସ୍ତା ହେବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ବଜେଟ୍‌ ପୂର୍ବରୁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମୋବାଇଲ୍‌ ଫୋନ୍‌ ତିଆରିରେ ବ୍ୟବହୃତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଏଣିକି…
Read More...

ତସୁ ଗୁଣ୍ଡରେ ସନ୍ତୁଳି ହେଉଛନ୍ତି ଯାତ୍ରୀ

କଲ୍ୟାଣସିଂହପୁର: ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକର ସିକରପାଇ ଓ ବୁଡ଼ାଗୁଡା ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଧାନ କଳର ତସୁ ଗୁଣ୍ଡ ଲୋକଙ୍କ ଆଖିରେ ପସି ବିଭିନ୍ନ ସମୟରେ ଦୁର୍ଘଟଣା ଶିକାର ହେଉଛନ୍ତି। ଦୀର୍ଘ…
Read More...

ହ୍ବାଟ୍ସଆପ୍‌ରେ ଆସୁଛି ନୂଆ ଫିଚର୍‌, କମ୍ୟୁନିଟିରେ ପିନ୍‌ କରିପାରିବେ ଇଭେଣ୍ଟ

ଡେସ୍କ: ମେଟାର ଇନ୍‌ଷ୍ଟାଣ୍ଟ ମଲ୍ଟିମିଡିଆ ମେସେଜିଙ୍ଗ୍‌ ଆପ୍‌ ହ୍ବାଟ୍ସଆପ୍‌ରେ ଏକ ବଡ଼ ଫିଚର୍ ଆସିବାକୁ ଯାଉଛି। ନୂଆ ଅପ୍‌ଡେଟ୍‌ ପରେ ହ୍ବାଟ୍ସଆପ୍ କମ୍ୟୁନିଟିରେ ପିନ୍‌ଡ ଇଭେଣ୍ଟ୍ସ ଫିଚର୍ ଉପଲବ୍ଧ ହେବ। ଏହି ଫିଚର…
Read More...

ୟୁରୋପ ଶୂନ, ଫସିଛନ୍ତି ରୁଷ୍‌, ଆମେରିକା.. ହେଲେ ବଢିଚାଲିଛି ଭାରତ

ନୂଆଦିଲ୍ଲୀ: ବିଶ୍ବ ଏବେ ବିଭିନ୍ନ ସମସ୍ୟାରେ ଫସି ରହିଛି। ‘ମହାଶକ୍ତିମାନେ’ ମହାଯୁଦ୍ଧକୁ ନିମନ୍ତ୍ରଣ କରିବାରେ ବ୍ୟସ୍ତ। ରୁଷ୍-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ। ଅପରପକ୍ଷେ, ଇସ୍ରାଇଲ୍‌ ଓ ହମାସ ମଧ୍ୟରେ…
Read More...

ତୋଶାଖାନା ମାମଲାରେ ଇମ୍ରାନ ଖାନ୍‌ ଓ ପତ୍ନୀଙ୍କୁ ୧୪ ବର୍ଷ ଜେଲ୍‌, ୭୮ କୋଟି ଲେଖାଏଁ ଜରିମାନା

ଇସଲାମାବାଦ: ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ମୁଖ୍ୟ ଇମ୍ରାନ ଖାନଙ୍କ ସମସ୍ୟା ବଢିବାରେ ଲାଗିଛି। ତୋଶାଖାନା ମାମଲାରେ ପାକିସ୍ତାନର ଏକ ଅଦାଲତ ତାଙ୍କୁ ୧୪ ବର୍ଷ ​‌ଜେଲ୍‌ ଦଣ୍ଡ ଶୁଣାଇଛନ୍ତି।…
Read More...

ଦ୍ବିତୀୟ ଟେଷ୍ଟରେ ଶୁବମାନ ବ୍ୟାଟିଂ ଓପନ କରିବା ଉଚିତ : ଶରଣଦୀପ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଶୁବମାନ ଗିଲ୍‌ ଭାରତ ତରଫରୁ ବ୍ୟାଟିଂ ଓପନ କରିବା ଉଚିତ ବୋଲି କହିଛନ୍ତି ପୂର୍ବତନ ମନୋନୟନକାରୀ ଶରଣଦୀପ ସିଂହ। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶରଣଦୀପ…
Read More...

ଛତିଶଗଡ଼ରୁ ପର୍ଯ୍ୟଟକ ନେଇ ଆସିଥିବା ବସ୍ ଅଚଳ; ରାତ୍ରି ରହଣୀ ପାଇଁ ସାହାଯ୍ୟ କଲେ ବିଜେଡି କର୍ମୀ

ବୁର୍ଲା: ଛତିଶଗଡ଼ରୁ ପର୍ଯ୍ୟଟକଙ୍କୁ ନେଇ ହିରାକୁଦ ବନ୍ଧ ବୁଲିବାକୁ ଆସିଥିବା ବସ୍ ବୁର୍ଲା ପ୍ଲାନେଟୋରିୟମ ନିକଟରେ ଅଚଳ ହୋଇଯାଇଥିବା ବେଳେ ରାତ୍ରି ରହଣୀ ପାଇଁ ପର୍ଯ୍ୟଟକଙ୍କୁ ସହାୟତା କରିଛନ୍ତି ବିଜେଡି କର୍ମୀ। ଏପଟେ…
Read More...

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

ଡେସ୍କ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏଡିଜେ କୋର୍ଟ ମଙ୍ଗଳବାର ଜଣେ ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଜୀବନ କାରା ଦଣ୍ଡାଦେଶ ପାଇଥିବା ପତ୍ନୀହନ୍ତା ସ୍ବାମୀ ହେଉଛି ବଡ଼ବିଲ ଥାନା କୋହ୍ଲ ବରପଦା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଶ୍ରୀମନ୍ଦିରରେ ଦୁଇ ସେବାୟତଙ୍କ ଭିତରେ ମାରପିଟ୍‌.. ନୀଳଚକ୍ର ବାନା ବିକ୍ରିକୁ ନେଇ ମୁହାଁମୁହିଁ.. ସଂସଦକୁ ଫେରିବେ ୧୪ ନିଲମ୍ବିତ ସାଂସଦ.. ଫେବୃଆରୀ ୯ରୁ ଓଡିଶା ବିଜେପିର ଗାଁକୁ ଚାଲ ଅଭିଯାନ.. ବୁଧବାର…
Read More...

ସଂସଦକୁ ଫେରିବେ ୧୪ ନିଲମ୍ବିତ ସାଂସଦ

ନୂଆଦିଲ୍ଲୀ: ଶୀତକାଳୀନ ଅଧିବେଶନ ସମୟରେ ନିଲମ୍ବିତ ହୋଇଥିବା ୧୪ ଜଣ ବିରୋଧୀ ଦଳ ସାଂସଦ ବଜେଟ୍ ଅଧିବେଶନରେ ଭାଗ ନେବା ପାଇଁ ସଂସଦକୁ ଫେରିବେ। ଏ ସମସ୍ତଙ୍କ ମାମଲା ସ୍ବାଧିକାର କମିଟି ନିକଟକୁ ପଠାଯାଇଥିଲା। ସଂସଦୀୟ…
Read More...

କୁଷ୍ଠରୋଗ ମୁକ୍ତ ଭାରତ ଗଠନ ନେଇ ଶପଥ ପାଠ

କଲମପୁର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନ କୁଷ୍ଠ ରୋଗ ମୁକ୍ତ ଭାରତ। ଭେଦ ଭାବ ଭୁଲି କୁଷ୍ଠ ରୋଗୀଙ୍କୁ ମର୍ଯ୍ୟାଦା ସହ ଆପଣାଇ ନେବା। ଏହି କ୍ରମରେ ଜାନୁଆରୀ ୩୦ କୁଷ୍ଠ ରୋଗ ନିରୋଧ ଦିବସ ପାଳନ କରାଯାଉଛି।…
Read More...

‘କୁଛ୍ ଖଟ୍ଟା ହୋ ଯାଏ’ ଜରିଆରେ ବଲିଉଡ଼ରେ ପାଦ ଥାପିବେ ଗୁରୁ ରନ୍ଧାୱା; ଆସିଲା ଟିଜର୍‌

ମୁମ୍ବଇ: ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା ‘କୁଛ୍ ଖଟ୍ଟା ହୋ ଯାଏ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼ରେ ପାଦ ଥାପିବାକୁ ଯାଉଛନ୍ତି। ମଙ୍ଗଳବାର ଏହାର ଟିଜର୍‌ ରିଲିଜ୍‌ ହୋଇଛି। ଏଥିରେ ସେ ଏକ ଅଜବ ପ୍ରେମ କାହାଣୀରେ ପ୍ରାଗଳ…
Read More...

ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍‌

ଇସଲାମାବାଦ: ପାକିସ୍ତାନର ସ୍ବତନ୍ତ୍ର ଅଦାଲତ ପୂର୍ବତନ ପ୍ରଧାନନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଇମ୍ରାନ ଖାନଙ୍କ ସହ ତାଙ୍କ ଘନିଷ୍ଠ ସହଯୋଗୀ ତଥା ପାକିସ୍ତାନର ପୂର୍ବତନ ବୈଦେଶିକ…
Read More...

ଜଳଦସ୍ୟୁଙ୍କ କବଳରୁ ୧୯ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଭାରତୀୟ ନୌସେନା ଯୁଦ୍ଧ ଜାହାଜ ଆଇଏନଏସ ସୁମିତ୍ରା ୨୪ ଘଣ୍ଟାରେ ଦୁଇଟି ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରିଛି। ଜଳଦସ୍ୟୁ ବିରୋଧୀ ଅଭିଯାନରେ ନିୟୋଜିତ ଆଇଏନଏସ ସୁମିତ୍ରାକୁ ସହାୟତା ପାଇଁ…
Read More...

ଭକ୍ତିରେ ମଗ୍ନ କୁକୁର, ରାଧେ-ରାଧେ ଶୁଣିବା ମାତ୍ରେ ତାଳି ବଜାଇ ଝୁମିଲା.. ଭିଡିଓ ଭାଇରାଲ୍‌

ଡେସ୍କ: ରାମ ମନ୍ଦିର ଉଦ୍‌ଘାଟନ ପରଠାରୁ ସାରା ଦେଶ ରାମମୟ ହୋଇଯାଇଛି। ଆଜିକାଲି ସବୁଠି ଭକ୍ତିମୟ ବାତାବରଣ ଦେଖିବାକୁ ମିଳୁଛି। ଇତି ମଧ୍ୟରେ ଏକ କୁକୁରର ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖି ଆପଣଙ୍କ ମନ ମଧ୍ୟ ଖୁସି…
Read More...

ମାଳଦ୍ୱୀପ ପର୍ଯ୍ୟଟନ ରାଙ୍କିଙ୍ଗ୍‌ରେ ୫ମ ସ୍ଥାନକୁ ଖସିଲା ଭାରତ, ଗତବର୍ଷ ଥିଲା ୧ନଂ

ନୂଆଦିଲ୍ଲୀ: ମାଳଦ୍ୱୀପ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି। ମାଳଦ୍ୱୀପ ପର୍ଯ୍ୟଟନ ମନ୍ତ୍ରଣାଳୟର ତିନି ସପ୍ତାହର ତଥ୍ୟ ଅନୁଯାୟୀ, ମାଳଦ୍ୱୀପ ପରିଦର୍ଶନ କ୍ଷେତ୍ରରେ ଭାରତ ବର୍ତ୍ତମାନ…
Read More...

ଲେହ-ଲଦାଖରେ ଭୂମିକମ୍ପ

ଲେହ: ଲେହ-ଲଦାଖରେ ମଙ୍ଗଳବାର ସକାଳେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ଏନସିଏସ) ଅନୁସାରେ, ଲଦାଖ ଅଞ୍ଚଳରେ ସକାଳ ୫ଟା ୩୯ରେ ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪…
Read More...

୬୯ତମ ଫିଲ୍ମ ଫେୟାର ଆୱାର୍ଡ; ବାଜି ମାରିଲେ ରଣବୀର-ଆଲିଆ

ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗରରେ ଅନୁଷ୍ଠିତ ୬୯ତମ ଫିଲ୍ମ ଫେୟାର ଆୱାର୍ଡରେ ବାଜି ମାରିଛନ୍ତି ସେଲିବ୍ରିଟି ଦମ୍ପତି ରଣବୀର କପୁର ଓ ଆଲିଆ ଭଟ୍ଟ। ଶନିବାର ଆରମ୍ଭ ହୋଇଥିବା ଏହି ଦ୍ବି-ଦିବସୀୟ ସମାରୋହରେ ରବିବାର…
Read More...

ଆଖି ପିଛୁଳାକେ ଇଲେକ୍ଟ୍ରିକ୍‌ ସ୍କୁଟର ହୋଇଯାଉଛି ତିନି ଚକିଆ; ଘଣ୍ଟା ପ୍ରତି ବେଗ ୬୦ କିମି

ନୂଆଦିଲ୍ଲୀ: ହିରୋ ଏପରି ଏକ ବୈଦ୍ୟୁତିକ ଯାନ ଲଞ୍ଚ୍‌ କରିଛି, ଯାହା ତିନି ଚକିଆ ଯାନରୁ ଦୁଇ ଚକିଆ ଇଲେକ୍ଟ୍ରିକ୍ ସ୍କୁଟରରେ ପରିଣତ ହୋଇଯିବ। ଏହା କ୍ରିଷ୍ଟୋଫର ନୋଲନଙ୍କ ଫିଲ୍ମ ‘ଡାର୍କ ନାଇଟ୍’ରେ ଦେଖିବାକୁ ମିଳିଥିବା…
Read More...

ବଦଳିଲା ସେନାର ଫିଟ୍‌ନେସ୍‌ ନିୟମ; ଏଣିକି ଓଜନ ବଢିଲେ କଟିବ ଛୁଟି

ନୂଆଦିଲ୍ଲୀ: ଭାରତୀୟ ସେନା ଏଣିକି ମୋଟାପଣ କିମ୍ବା ଖରାପ ଜୀବନଶୈଳୀ ଆପଣାଉଥିବା ସୈନିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ଖବର ମୁତାବକ, ସେନାରେ ଏବେ ନୂତନ ନୀତି ଲାଗୁ କରାଯାଇଛି, ଯେଉଁଥିରେ…
Read More...

ଏନଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଧାରଣା

କେସିଙ୍ଗା: କେସିଙ୍ଗା ଏନଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ମନମୁଖି କାର୍ଯ୍ୟକଳାପ ପ୍ରତିବାଦରେ ତାଙ୍କର ବଦଳି ଦାବିକରି କେସିଙ୍ଗା ବିକାଶ ମଞ୍ଚର ଆହ୍ୱାନକ୍ରମେ ସହରବାସୀ ଧାରଣା ଦେଇଛନ୍ତି। ଏନଏସି…
Read More...

ଇଡି କାର୍ଯ୍ୟାଳୟରେ ହାଜର ହେଲେ ଲାଲୁ ପ୍ରସାଦ ଯାଦବ, ଚାଲିଛି ଜେରା

ପାଟନ: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ସୋମବାର ସେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ପାଟନାସ୍ଥିତ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଇଡି ଟିମ୍‌ ତାଙ୍କୁ…
Read More...

ଠିକାଦାର-କନିଷ୍ଠ ଯନ୍ତ୍ରୀଙ୍କ ମନମାନୀ ଯୋଗୁଁ ଯମ ଯନ୍ତ୍ରଣା ଭୋଗୁଛନ୍ତି ପଥଚାରୀ

ଝୁମ୍ପୁରା: ଚମ୍ପୁଆ ଉପଖଣ୍ଡକୁ ରାଜ୍ୟ ସରକାରଙ୍କ କୁବେର ପୁରୀ କୁହାଯାଉଛି। ଏହି ଉପଖଣ୍ଡରୁ ସରକାରଙ୍କ ପାଖକୁ ପ୍ରତି ବର୍ଷ କୋଟି କୋଟି ଟଙ୍କାର ରାଜସ୍ୱ ଯାଉଛି ସତ, କିନ୍ତୁ ଏହି ଉପଖଣ୍ଡର ଜନସାଧାରଣ ଯାତାୟତ ପାଇଁ ଯମ…
Read More...