www.samajalive.in
Saturday, December 6, 2025
17.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୨୦୨୩ରେ ସାଇବର ଠକେଇରୁ ଉଦ୍ଧାର ହୋଇଛି ୯୨୨ କୋଟିରୁ ଅଧିକ.. ୩.୨ ଲକ୍ଷ ସିମ କାର୍ଡ ଅଚଳ..

ପଶୁସମ୍ପଦ ଯୋଜନାରେ ୧୦ ବର୍ଷରେ ରାଜ୍ୟକୁ ମିଳିଛି ୫୪୮ କୋଟିରୁ ଅଧିକ ଅର୍ଥ..

- Advertisement -

ଓଡ଼ିଶାରେ ରାହୁଲ ଗାନ୍ଧୀ.. ଓଡ଼ିଶାରେ ପହଞ୍ଚିଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା.. ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧୀ..

ବୀରମିତ୍ରପୁର ସଭାରେ ରାହୁଲ ଗାନ୍ଧୀଙ୍କ ଅଭିଭାଷଣ.. ଓଡ଼ିଶାକୁ ଆସି ବହୁତ ଭଲ ଲାଗୁଛି.. ଘୃଣାର ବଜାର ଆଗରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ..

ପ୍ରଚାର ପ୍ରସାରରେ ୫ବର୍ଷରେ ଖର୍ଚ୍ଚ ହୋଇଛି ୮୩ କୋଟି- ଉତ୍ତର ଦେଲେ ବିଭାଗୀୟ ମନ୍ତ୍ରୀ..

ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କୁ କ୍ୟାନସର.. ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ପରୀ ହତ୍ୟା ମାମଲା.. ଦୋଷୀକୁ ୨୦ ବର୍ଷ ଜେଲ୍..

ଉତ୍ତରାଖଣ୍ଡ ବିଧାନସଭାରେ ୟୁସିସି ବିଲ୍‍ ଆଗତ.. ବିଲ୍‍ ଆଗତ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ.. ବିଲ୍‍ ଆଗତ ବେଳେ ବିରୋଧୀ ବିଧାୟକଙ୍କ ହୋହାଲ୍ଲା..

ବୌଦ୍ଧରେ ଦୁଇ ଜଣ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ..

ମଧ୍ୟପ୍ରଦେଶର ହରଦାସ୍ଥିତ ବୈରାଗଡ଼ରେ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ.. ୭ ମୃତ, ୬୦ରୁ ଅଧିକ ଆହତ.. ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା..

ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ସୁନ୍ଦରଗଡ ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କ ଦୁଇ ଦିନିଆ ରହଣି କାର୍ଯ୍ୟକ୍ରମ..

କମିଲା ଶୀତ.. ବଢିଲା ତାତି.. ରାଜ୍ୟର ଅଧିକାଂଶ ସ୍ଥାନରେ ବଢିଲା ଦିନ ତାପମାତ୍ରା..

ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାକୁ ଘନ କୁହୁଡି ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ.. ଯାନ ବାହନ ଚଳାଚଳ ବେଳେ ସତର୍କ ରହିବାକୁ ପରାମର୍ଶ..

ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌.. ଆସ୍ଥା ସ୍ପେଶାଲରେ ଅଯୋଧ୍ୟା ଗଲେ ୧୪୦୦ ରାମ ଭକ୍ତ..

ଦିଲ୍ଲୀର ୧୦ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍..

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories