www.samajalive.in
Monday, December 8, 2025
20.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହେମନ୍ତ ସୋରେନଙ୍କୁ ଗୋଟିଏ ଦିନ ପାଇଁ ଜେଲ ହାଜତକୁ ପଠାଇଲେ ଅଦାଲତ.. ଆସନ୍ତାକାଲି ନେବେ ରିମାଣ୍ଡ ନିଷ୍ପତି..

ରେଳ ବଜେଟରୁ ଓଡ଼ିଶାକୁ ମିଳିବ ୧୦,୫୩୬ କୋଟି : ବୈଷ୍ଣବ..

- Advertisement -

ସରକାର ଗଠନ ପାଇଁ ଜେଏମଏମ ବିଧାୟକଙ୍କୁ ଡାକିଲେ ରାଜ୍ୟପାଳ.. ଗିରଫ ହେମନ୍ତଙ୍କ ୮ ଦିନିଆ ରମାଣ୍ଡ ମାଗିଲା ଇଡି..

ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି.. ଫେବୃଆରୀ ୧୩ ଯାଏଁ ବୃଦ୍ଧି କଲେ ହାଇକୋର୍ଟ.. ସେହିଦିନ ହେବ ପରବର୍ତ୍ତୀ ଶୁଣାଣି..

ପ୍ରମାଣ ନାହିଁ, ମୋ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛି ଇଡି – ହେମନ୍ତ ସୋରେନ୍..

ବଜେଟ ଉପସ୍ଥାପନ ପରେ ଉଭୟ ଗୃହ ମୁଲତବୀ..

ବଜେଟ୍‌‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ.. ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କଲେ..

ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ହୋଇଛି ବ୍ୟବସ୍ଥା..

ସବ୍‌‌କା ସାଥ୍‌‌ ,ସବ୍‌‌କା ବିକାଶ ଓ ସବ୍‌‌କା ପ୍ରୟାସ ଚାଲୁ ରହିଛି – ଅର୍ଥମନ୍ତ୍ରୀ..

୫ ବର୍ଷରେ ଆଉ ୨ କୋଟି ପକ୍କା ଘର-ସୀତାରମଣ..

ଦେଶର ଭବିଷ୍ୟତ ନିର୍ମାଣର ବଜେଟ୍- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ମୋହନା ରାଇସିଂ ଘାଟି ରାସ୍ତାରେ ଦୁର୍ଘଟଣା.. ଭାରସାମ୍ୟ ହରାଇ ଗଛକୁ ପିଟିଲା ବସ୍ , ୧୦ ଆହତ..

ଖାଉଟିଙ୍କ ଉପରେ ପୁଣି ଦରବୃଦ୍ଧି ଅତ୍ୟାଚାର.. ଆକାଶ ଛୁଆଁ ରସୁଣ ଦର, କିଲୋ ପିଛା ୫୦୦ ଟଙ୍କାରେ ବିକ୍ରି..

ବଜେଟ୍ ଦିନ ମହଙ୍ଗା ଝଟକା : ପ୍ରତି କମର୍ସିଆଲ ସିଲିଣ୍ଡର ପିଛା ୧୪ ଟଙ୍କା ବୃଦ୍ଧି..

ରାଜଧାନୀରୁ ନିଖୋଜ ହୋଇଥିବା ଦୁଇ ଛାତ୍ରୀଙ୍କୁ ପୁରୀରୁ ଠାବ କଲା ଭରତପୁର ପୁଲିସ..

ଭୂକମ୍ପ ଝଟକାରେ ଥରିଲା ଗୁଜରାଟ..

ଭଦ୍ରକ ମାର୍କେଟ୍ କଂପ୍ଲେକ୍ସ ନିକଟରୁ ମଣିଷ କଙ୍କାଳ ଠାବ..

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories