www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆଇସିସି ଟେଷ୍ଟ ରାଙ୍କିଙ୍ଗ୍.. ବୁମରା ନଂ୧ ବୋଲର..

କମୁନି ହେମନ୍ତ ସୋରେନଙ୍କ ଅଡ଼ୁଆ.. ବଢିଲା ଇଡି ରିମାଣ୍ଡ ଅବଧି..

- Advertisement -

ଭାଷା ସମ୍ମିଳନୀ ନିଷ୍ପତ୍ତି ନେଇ ଗୃହରେ ବିଭାଗୀୟ ମନ୍ତ୍ରୀଙ୍କ ବିବୃତି.. ଗଠନ ହେବ କର୍ପସ ପାଣ୍ଠି.. ପ୍ରତିବର୍ଷ ଅନ୍ତର୍ଜାତୀୟ ଡିଜିଟାଲ ଓଡ଼ିଆ ସମ୍ମିଳନୀ..

ଭୁଲ ଢଙ୍ଗରେ କାର୍ଯ୍ୟକାରୀ ହୋଇଛି ବିମୁଦ୍ରାକରଣ ଓ ଜିଏସଟି – କଂଗ୍ରେସ..

୨୦ ଲକ୍ଷ ଭାରତୀୟଙ୍କୁ କୃତ୍ରିମ ବୁଦ୍ଧିମତା ପ୍ରଶିକ୍ଷଣ ଦେବ ମାଇକ୍ରୋସଫ୍ଟ..

ପୁଣି ପାକିସ୍ତାନରେ ବିସ୍ଫୋରଣ, ୧୨ ମୃତ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଛନ୍ତି.. ଏହି ସମୟରେ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ମୋଦୀ..

ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଦ୍ବିତୀୟ ଦିନ..

ବୁଧବାର ରାଉରକେଲା ଉଦିତ ନଗର ଛକରୁ ପାନପୋଷକୁ ପଦଯାତ୍ରା ଓ ଜନସଭାକୁ ସମ୍ବୋଧନ କାର୍ଯ୍ୟକ୍ରମ.. ଗୁରୁବାର ଝାରସୁଗୁଡାରେ ପଦଯାତ୍ରା ପରେ ଯିବେ ଛତିଶଗଡ..

ମାଘ ମାସରେ ଜାଡ ଉଭାନ୍.. କଲବଲ କରୁଛି ଖରା ଓ ତାତି..

ମଙ୍ଗଳବାର ୩୩ ଡିଗ୍ରୀ ଉପରେ ଥିଲା ରାଜ୍ୟର ୧୩ ସହରର ପାରଦ, ସ୍ଥିତି ଆହୁରି ୩ ଦିନ ଜାରି ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ..

ମଧ୍ୟପ୍ରଦେଶ ବାଣ କାରଖାନାରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣାରେ ୩ ଗିରଫ..

କାମାକ୍ଷାନଗରରେ ପଞ୍ଚାୟତ ଅଫିସର ତାଲା ଭାଙ୍ଗି ଲୁଟ୍ ଅଭିଯୋଗ.. ଟିଭି, ଇନଭର୍ଟର , କମ୍ପ୍ୟୁଟର ସହ ୫ ଲକ୍ଷ ଟଙ୍କା ସମାଗ୍ରୀ ଲୁଟି ନେଲେ ଦୁର୍ବୁତ୍ତ..

ରାଉରକେଲା ବେଦବ୍ୟାସ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାହୁଲ ଗାନ୍ଧୀ..

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଚକ୍ରଧାରୀ ଚରଣ ସିଂ: ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ..

କଂଗ୍ରେସ ନେତା ହରକ ସିଂ ରାୱତଙ୍କ ଘରେ ଇଡି ଚଢଉ.. ୩ଟି ରାଜ୍ୟର ୧୬ଟି ସ୍ଥାନରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ..

ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର.. ପୁଣି ଜଣଙ୍କୁ ମରଣାନ୍ତକ ଆକ୍ରମଣ..

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories