ପାଣି ସମସ୍ୟାକୁ ନେଇଁ ପଞ୍ଚାୟତ ସମ୍ମୁଖରେ ଗ୍ରାମବାସୀଙ୍କ ରାସ୍ତାରୋକ

ଲାଞ୍ଜିଗଡ: ବିଶୁଦ୍ଧ ପାନୀୟଜଳ ପହଞ୍ଚାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜଳ ଯୋଗାଣ ପ୍ରକଳ୍ପ କରୁଛନ୍ତି ସତ, ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଉପାନ୍ତ ଅଞ୍ଚଳଗୁଡିକରେ ଏବେ ମଧ୍ୟ ପାନୀୟ ଜଳ ପାଇଁ ନାହିଁ…
Read More...

କଳାହାଣ୍ଡିକୁ ମିଳିଛି ୫୭୦ କୋଟି ଅନୁଦାନ: ପାଣ୍ଡିଆନ

ଭବାନୀପାଟଣା: ଗତ ୭ ମାସ ମଧ୍ୟରେ କଳାହାଣ୍ଡିରୁ ପ୍ରାୟ ୨୦୦୦ ଦରଖାସ୍ତ ମିଳିଥିବା ବେଳେ ସେଥିମଧ୍ୟରୁ ୧୮୦୦ ଦରଖାସ୍ତ ମଞ୍ଜୁର ହେଇଛି। ବିଭିନ୍ନ କାରଣରୁ ପ୍ରାୟ ୨୦୦ ଦରଖାସ୍ତ ଅଟକି ରହିଛି। ଏହି ୭ ମାସ ମଧ୍ୟରେ…
Read More...

ଦେଶର ସବୁଠୁ ଲମ୍ବା ସେତୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ମୁମ୍ବଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅଟଳ ବିହାରୀ ବାଜପେୟୀ ସେଓ୍ବାରୀ-ନାଭା ସେବା ଅଟଳ ସେତୁ ଲୋକାର୍ପଣ କରିଛନ୍ତି। ୧୭ହଜାର ୮୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ମୁମ୍ବଇକୁ ନଭି ମୁମ୍ବଇ ସହ…
Read More...

ଇଡି ବିରୋଧରେ ପଶ୍ଚିମବଙ୍ଗ ପୁଲିସର ତଦନ୍ତ ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

କଲକତା: ପଶ୍ଚିମବଙ୍ଗ ପୁଲିସକୁ କଲକତା ହାଇକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। କଲକତା ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଅଧିକାରୀଙ୍କ ବିରୋଧରେ ପଶ୍ଚିମବଙ୍ଗ ପୁଲିସର ତଦନ୍ତ ଉପରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରୋକ୍…
Read More...

ଧରଣୀଧର ବିଶ୍ୱବିଦ୍ୟାଳୟର ୪ ସହକାରୀ ପ୍ରାଧ୍ୟାପକଙ୍କ ସଫଳତା

କେନ୍ଦୁଝରଗଡ଼: ନିକଟରେ ପ୍ରକାଶିତ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଇନୋଭେସନ ପ୍ରୋଜେକ୍ଟ(ଏମଆରଆଇପି) ଫଳାଫଳରେ ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ୪ଜଣ ସହକାରୀ ପ୍ରାଧ୍ୟାପକଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଗବେଷଣା କାର୍ଯ୍ୟ…
Read More...

କନ୍ୟାକୁମାରୀ, ପୁରୀ ନା ବାରାଣସୀ.. କେଉଁ କେଉଁ ଆସନରୁ ଲଢିବେ ମୋଦୀ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବିଜେପି ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇପଡ଼ିଛି। ପିଏମ ମୋଦୀଙ୍କ ନେତୃତ୍ୱରେ ଏନଡିଏ କେନ୍ଦ୍ରରେ ଦମ୍‌ଦାର୍‌ ବିଜୟ ହାସଲ ବୋଲି ଆକଳନ କରାଯାଉଛି। ରାମ ମନ୍ଦିର ଉଦ୍‌ଘାଟନକୁ…
Read More...

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ସମ୍ପୂର୍ଣ୍ଣ, ଭାଙ୍ଗିଲା ଗତବର୍ଷର ରେକର୍ଡ଼

ବୁର୍ଲା: ହୀରାକୁଦ ଜଳଭଣ୍ଡାରର ଅସୁମାରୀ ଜଳରାଶି ଉପଭୋଗ ପାଇଁ ଚଳିତ ଶୀତ ଋତୁରେ ଏଥର ୧୧୩ ପ୍ରଜାତିର ରେକର୍ଡ ସଂଖ୍ୟକ ୩,୪୨,୩୪୫ ପରିଭ୍ରାଜକ ପକ୍ଷୀଙ୍କ ଆଗମନ ହୋଇଛି। ନିକଟରେ ୫୦୦ ବର୍ଗ କିଲୋମିଟର ପରିମିତ ଏହି…
Read More...

ପଶ୍ଚିମବଙ୍ଗ ମନ୍ତ୍ରୀ ଓ ଟିଏମସି ନେତାଙ୍କ ଘରେ ଇଡି ଚଢାଉ

କଲକତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ସୁଜିତ ବୋଷଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଲକତାସ୍ଥିତ ତାଙ୍କ…
Read More...

ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ବିଦ୍ୟୁତ ଗ୍ରାହକ ସେବା କେନ୍ଦ୍ର ଓ କାର୍ଯ୍ୟାଳୟ ନବୀକରଣ

ସମ୍ବଲପୁର: ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ଏକ ଅଗ୍ରଣୀ ବିଦ୍ୟୁତ ବିତରଣ କମ୍ପାନୀ ଭାବେ ନିଜର ଦାୟିତ୍ୱ ନିର୍ବାହ ପୂର୍ବକ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଦ୍ୟୁତ କାର୍ଯ୍ୟାଳୟ…
Read More...

ହୁମା ଅଙ୍ଗନବାଡ଼ି କେନ୍ଦ୍ରର ପୋଷଣ କାର୍ଯ୍ୟକ୍ରମରେ ରାଜ୍ୟପାଳ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାସ୍ଥିତ ୪ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଅନୁଷ୍ଠିତ ପୋଷଣ କାର୍ଯ୍ୟକ୍ରମରେ ଗୁରୁବାର ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଯୋଗଦେଇଛନ୍ତି। ସେଠାରେ ଛୋଟ ଛୁଆମାନେ ଗୋଲାପ ଫୁଲ ଦେଇ…
Read More...

ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ସଦର ଗାଁରେ ପାନୀୟ ଜଳ ସମସ୍ୟାକୁ ନେଇ ଗୁରୁବାର ମହିଳା ଓ ପୁରୁଷ ଏକତ୍ରିତ ହୋଇ ପ୍ରାୟ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିବା ଦେଖିବାକୁ…
Read More...

ପ୍ରଶାସନ ସହାୟତାରେ ଫେରିଲା ମୃତଦେହ

ଲାଞ୍ଜିଗଡ଼: ପ୍ରଶାସନ ସହାୟତାରେ ଶେଷରେ ନିଜ ମାଟିକୁ ଫେରିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ସିନ୍ଧିପଦର ଗାଁର ବିଷ୍ଣୁ ସୁନାଙ୍କ ପୁଅ ଟୁନା ସୁନାଙ୍କ ମୃତଦେହ। ଟୁନା ସୁନା କେରଳରେ ଦାଦନ…
Read More...

ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲା ଜୀବନ

ଜମ୍ମୁ: ଜମ୍ମୁ କାଶ୍ମୀରରେ ଗୁରୁବାର ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି(ପିଡିପି) ମୁଖ୍ୟ ମେହେବୁବା ମୁଫ୍‌ତିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନନ୍ତନାଗ ଯିବାବେଳେ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ-କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଆଲୁଅଝରଣଠାରେ ଗୁରୁବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଜଣେ ଗୁରୁତର ଭାବେ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟରେ…
Read More...

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ପିପିଲି ବ୍ଲକ ପରିଦର୍ଶନ

ପିପିଲି: ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ ଗୁରୁବାର ଅଚାନକ ପିପିଲି ବ୍ଲକର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ପିଡିଏସ୍‌‌ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଓଡ଼ିଶା ଖାଦ୍ୟ ଆୟୋଗ ଅଧ୍ୟକ୍ଷ…
Read More...

ସ୍ବଚ୍ଛତାରେ ପୁଣି ୧ ନମ୍ବର ଇନ୍ଦୋର

ଇନ୍ଦୋର: ମଧ୍ୟପ୍ରଦେଶର ଆର୍ଥିକ ରାଜଧାନୀ ଇନ୍ଦୋର ସପ୍ତମ ଥର ପାଇଁ ସବୁଠାରୁ ସ୍ବଚ୍ଛ ସହର ହେବାର ଗୌରବ ଅର୍ଜନ କରିଛି। ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ଇନ୍ଦୋର ପୁଣି ଥରେ ପ୍ରଥମ ସ୍ଥାନ ହାସଲ କରିଛି। ଗୁରୁବାର…
Read More...

ମାଳଦ୍ୱୀପରେ ହେବନି ଫିଲ୍ମ ଶୁଟିଂ? ଏଫଡବ୍ଲ୍ୟୁଆଇସିଇ ଜାରି କଲା ପ୍ରେସ୍ ବିଜ୍ଞପ୍ତି

ନୂଆଦିଲ୍ଲୀ: ମାଳଦ୍ୱୀପ ବିବାଦ ମଧ୍ୟରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌(ଏଫଡବ୍ଲ୍ୟୁଆଇସିଇ) ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି। ଏହି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏଫଡବ୍ଲ୍ୟୁଆଇସିଇ ସମସ୍ତ…
Read More...

ଖୁସି ଖବର! ଏବର୍ଷ ସର୍ବାଧିକ ବଢିବ ଭାରତୀୟଙ୍କ ଦରମା

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟଙ୍କ ପାଇଁ ଏକ ଭଲ ଖବର ଅଛି। ସଦ୍ୟତମ ସର୍ବେକ୍ଷଣରୁ ଜଣାପଡିଛି ଯେ, ଚଳିତ ବର୍ଷ ସମଗ୍ର ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତୀୟଙ୍କ ଦରମା ସର୍ବାଧିକ ବୃଦ୍ଧି ପାଇବ। ଏହାର…
Read More...

ଖାଇଗଲେ କାମ୍ପା ଟଙ୍କା, ହେଲାନି କାର୍ଯ୍ୟାନୁଷ୍ଠାନ

ହରଭଙ୍ଗା: ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ପୁରୁଣାକଟକ ରେଞ୍ଜ ଅଧିନରେ କାମ୍ପା ଯୋଜନାରେ ଏକ ବଡଧରଣର ଦୁର୍ନୀତିର ପର୍ଦ୍ଦାଫାଶ ପରେ ମଧ୍ୟ ଦୁର୍ନୀତିଖୋର କର୍ମଚାରୀଙ୍କ ବିରୁଦ୍ଧରେ ଏଯାବତ୍‌‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

ଦୁଇ ଦିନିଆ ଗଞ୍ଜାମ ଓ ଗଜପତି ଜିଲା ଗସ୍ତରେ ରାଜ୍ୟପାଳ

ଗୋପାଳପୁର: ରାଜ୍ୟପାଳ ରଘୁବର ଦାସ ଦୁଇ ଦିନିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି। ବୁଧବାର ପୂର୍ବାହ୍ନ ୧୧.୧୫ ସମୟରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପଠାରେ ବିମାନ ଯୋଗେ ଆସି ଅବତରଣ କରିଥିଲେ। ଗୁରୁବାର ଗଞ୍ଜାମ…
Read More...

ଜଳ ପ୍ରପାତର ବିକାଶ ପାଇଁ ଡଙ୍ଗରିଆକନ୍ଧଙ୍କ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ରାଇଲିମା ଗ୍ରାମ ନିକଟ ନିୟମଗିରି ପାହାଡରୁ ବାହାରୁଥିବା ଜଳପ୍ରପାତ ବିକାଶ ଓ ସୌନ୍ଦର୍ଯ୍ୟ ଅପେକ୍ଷାରେ ରହିଛି। ଏହାକୁ ନେଇ…
Read More...

ବାଇକ ଦୁର୍ଘଟଣାରେ ୩ ଗୁରୁତର

ବାଙ୍ଗିରିପୋଷି: ବାଇକ ଦୁର୍ଘଟଣାରେ ଜଣେ ପଥଚାରୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିଛି ଝାରପୋଖରିଆ ଥାନା ଅନ୍ତର୍ଗତ ଟାୱାର ଢ଼ାବା ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ। କେନ୍ଦୁମୁଣ୍ଡି ଅଞ୍ଚଳର…
Read More...

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ; ଗାଁକୁ ଫେରିପାରୁନି ମୃତଦେହ

ଲାଞ୍ଜିଗଡ଼: ଦାଦନ ରୋକିବାକୁ ମନରେଗା ଯୋଜନାରେ ଶହଶହ କୋଟି ଟଙ୍କାର ଅନୁଦାନ ଆସୁଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଏବେ ଜି ବି ଦାଦନ ସଂଖ୍ୟା ହ୍ରାସ ପାଉନାହିଁ। ଏପରିକି କଳାହାଣ୍ଡିରୁ ବାହାର ରାଜ୍ୟକୁ ଦାଦନ…
Read More...

ଆସନ୍ତୁ ଅଯୋଧ୍ୟା, ଖର୍ଚ୍ଚ ବହନ କରିବେ ଜନ ପ୍ରତିନିଧି: ଯୋଗୀ ଆଦିତ୍ୟନାଥ

ବରେଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଭକ୍ତମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ବରେଲୀରେ ପହଞ୍ଚି ଲୋକଙ୍କୁ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି ଯେ, ଜାନୁଆରୀ…
Read More...

ଦୃଷ୍ଟି ୧୦ ଷ୍ଟାର୍ ଲାଇନର୍‌: ସ୍ୱଦେଶୀ ଡ୍ରୋନ୍‌ ଲଞ୍ଚ୍‌ କଲେ ନୌସେନା ମୁଖ୍ୟ

ହାଇଦରାବାଦ: ଆଦାନୀ ଡିଫେନ୍ସ ଆଣ୍ଡ୍‌ ଏରୋସ୍ପେସ୍ ଦ୍ୱାରା ନିର୍ମିତ ଦୃଷ୍ଟି ୧୦ ଷ୍ଟାର୍ ଲାଇନର୍‌ ଡ୍ରୋନ୍ ବୁଧବାର ଲଞ୍ଚ୍‌ ହୋଇଛି। ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ୍ ଆର. ହରି କୁମାର ହାଇଦ୍ରାବାଦରେ ଏହାକୁ ଲଞ୍ଚ୍‌…
Read More...

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡ ଉପରେ ଥିଲା ଲକ୍ଷେ ଟଙ୍କାର ପୁରସ୍କାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ବୁଧବାର ୧ ଲକ୍ଷ ଇନାମୀ ଥିବା ଜଣେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତିା ଏ ସମ୍ବନ୍ଧରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ନିତିଶ୍‌‌ ବାଧ୍ୱାନୀ…
Read More...

ଲାଇଭ୍‌ ପ୍ରସାରଣ ବେଳେ ଟିଭି ଷ୍ଟୁଡିଓରେ ପଶିଲେ ସଶସ୍ତ୍ର ଦୁର୍ବୃତ୍ତ: ଆଉ ତା’ପରେ..

କ୍ବିଟୋ: ଇକ୍ବା​‌ଡୋରରେ ସ୍ଥିତି ବିଗିଡି ଯାଇଛି। ଏଠାରେ କିଛି ମୁଖାପିନ୍ଧା ଲୋକ ଏକ ଟିଭି ଚ୍ୟାନେଲ ସେଟ୍‌କୁ ହଠାତ୍‌ ପଶି ଆସିଥିଲେ। ଲାଇଭ୍ ପ୍ରସାରଣ ସମୟରେ ବନ୍ଧୁକ ଏବଂ ବିସ୍ଫୋରକ ଦେଖାଇ ସେମାନେ ଲୋକଙ୍କୁ ଭୟଭୀତ…
Read More...

ପୁଣି ରେଳ ଦୁର୍ଘଟଣା: ଚାର୍‌ମିନାର ଏକ୍ସପ୍ରେସ ଲାଇନଚ୍ୟୁତ, ୫ ଆହତ

ହାଇଦରାବାଦ: ଗତ କିଛି ମାସ ହେବ ଲଗାତର ଭାବେ ହେଉଥିବା ରେଳ ଦୁର୍ଘଟଣା ଭାରତୀୟ ରେଳବାଇର ଚିନ୍ତା ବଢାଇ ଦେଇଛି। ରେଳ ଦୁର୍ଘଟଣାକୁ ରୋକିବା ପାଇଁ କିଛି ଦିନ ପୂର୍ବରୁ ରେଳବାଇ ପକ୍ଷରୁ କବଚ ସୁରକ୍ଷା ବ୍ୟବସ୍ଥା ପରୀକ୍ଷଣ…
Read More...

ଢେଙ୍କିକୋଟରେ ଲୋକଙ୍କ ନିଦ ହଜାଇ ଦେଇଛି ଦନ୍ତା

ପାଟଣା: ଗତ ୩/୪ ଦିନ ହେଲା ଘଟଗାଁ ବନାଞ୍ଚଳ ସାନ ମସିଣାବିଲା ଜଙ୍ଗଲରେ ଡେରା ପକାଇଛି ଏକ ଦନ୍ତା ହାତୀ। ସୋମବାର ସନ୍ଧ୍ୟାରେ ଲଙ୍ଗଳକଣ୍ଟି ହୋଇ ଢେଙ୍କିକୋଟ ଅଞ୍ଚଳକୁ ପଶି ଆସିବା ଫଳରେ ସାଧାରଣ ଲୋକେ ଭୟଭୀତ ହୋଇଯାଇଥିବା…
Read More...

ପାଟଣା ପୁଲିସ ପକ୍ଷରୁ ଯାନବାହାନ ଯାଞ୍ଚ କଡ଼ାକଡ଼ି

ପାଟଣା: ପାଟଣା ପୁଲିସ ପକ୍ଷରୁ ଆନ୍ତଃରାଜ୍ୟ ସଡକ ୨୨୦ନଂ ଜାତୀୟ ରାଜପଥରେ ଯାନ ବାହାନରେ ଅବୈଧ ସାମଗ୍ରୀ ପରିବହନକୁ କଡାକଡ଼ି ଭାବେ ଯାଞ୍ଚ କରାଯାଉଛି। ବନ୍ଧୁକ, ଚୋରା ବିଦେଶୀ ମଦ, ଗଞ୍ଜେଇ, ବ୍ରାଉନ ସୁଗର ଆଦି ଦ୍ରବ୍ୟ…
Read More...

ଆଉ ନାହାନ୍ତି ସଙ୍ଗୀତ ସମ୍ରାଟ ଉସ୍ତାଦ ରାସିଦ୍ ଖାନ

ମୁମ୍ବଇ: ଶାସ୍ତ୍ରୀୟ ଗାୟକ ସଙ୍ଗୀତ ସମ୍ରାଟ ଉସ୍ତାଦ ରାସିଦ୍ ଖାନଙ୍କ ପରଲୋକ ଘଟିଛି। ମଙ୍ଗଳବାର କଲକତାର ଏକ ହସ୍ପିଟାଲରେ ୫୫ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ…
Read More...

ଖୁବ୍‌ଶୀଘ୍ର ବଢିବ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ଦରମା

ଭୁବନେଶ୍ବର: ଖୁବ୍‌ଶୀଘ୍ର ଅଙ୍ଗନବାଡ଼ି ଓ ଆଶାକର୍ମୀମାନଙ୍କର ଦରମା ବଢ଼ିବ। ରାଜ୍ୟ ସରକାର ଏ ଦିଗରେ କାମ କରୁଛନ୍ତି। ଏନେଇ ଘୋଷଣା କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍। ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ରାଇଘରରେ…
Read More...

ବିଜେପି ଯୁବନେତା ହିମାଂଶୁଙ୍କ ଜନ ସମ୍ପର୍କ ପଦଯାତ୍ରା

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳାର ଯୁବ ବିଜେପି ନେତା ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୫ନଂ ଜୋନ ମଙ୍ଗଳପୁର ଦେଓଦା ଓ ଉତ୍ତରପ୍ରତାପ ଗ୍ରାମପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା…
Read More...

ଏବର୍ଷ ଆକାଶଛୁଆଁ ହେବ ସୁନା ଦର

ନୂଆଦିଲ୍ଲୀ: ସୁନା-ରୂପା ମୂଲ୍ୟ ହ୍ରାସରେ ଲଗାମ ଲାଗିଛି। ସୁନାରୂପା ବଜାରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦାମ୍ ୬୨୩୨୨ ଟଙ୍କାରେ ପହଞ୍ଚିଛି। ଅପରପକ୍ଷେ, ରୂପା ମୂଲ୍ୟ କିଲୋ ପ୍ରତି ୭୧୭୧୯ ଟଙ୍କାରେ ପହଞ୍ଚିଛି।…
Read More...

ଖୁସିଖବର! ଷ୍ଟକ୍‌ ଶେଷ କରିବାକୁ ୩ଟି ଜବରଦସ୍ତ ବାଇକ୍‌ର ଦାମ୍‌ କମାଇଲା କମ୍ପାନୀ

ଡେସ୍କ: ଦୁଇ ଚକିଆ ଯାନ ନିର୍ମାତା କ୍ୟୁଜେ ମୋଟର ଭାରତୀୟ ବଜାରରେ ଏହାର ୩ଟି ବାଇକ୍‌ର ଦାମ୍‌ କମାଇଦେଇଛି। କମ୍‌ ବିକ୍ରି ଯୋଗୁ କମ୍ପାନୀ ମୂଲ୍ୟ କମାଇବାକୁ ନିଷ୍ପତ୍ତି ନେଇଛି। ନୂଆବର୍ଷଠାରୁ QJ SRC 250ର ମୂଲ୍ୟ…
Read More...

ଏମିତି ବି ଆସେ ମୃତ୍ୟୁ! ଠିଆ ହୋଇଥିଲେ, ଟଳିପଡ଼ିଲେ

ଲାଞ୍ଜିଗଡ଼: ଦାଣ୍ଡ ଦୂଆରେ ଠିଆ ହୋଇଥିଲେ, ହଠାତ୍ ଟଳିପଡ଼ିଲେ। ପାଖପଡ଼ିଶା ଲୋକେ ଦଉଡ଼ି ଆସି ଡାକ୍ତରଖାନା ନେଲେ। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଦେଲେ। ଏପରି ଏକ ଅଭାବନୀୟ ଘଟଣା ଲାଞ୍ଜିଗଡ଼ ଅଞ୍ଚଳବାସୀଙ୍କୁ…
Read More...

୫ ସାଂସଦ ପାଇବେ ସଂସଦ ରତ୍ନ ପୁରସ୍କାର, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ସଂସଦ ଅଧିବେଶନ ନିକଟରେ ଶେଷ ହୋଇଛି। ଚଳିତ ବର୍ଷ ଲୋକସଭାର ୫ଜଣ ଶ୍ରେଷ୍ଠ ସାଂସଦଙ୍କୁ ସଂସଦ ରତ୍ନ ପୁରସ୍କାର ପାଇଁ ଚୟନ କରାଯାଇଛି।…
Read More...

ଭାରତ-ମାଳଦ୍ବୀପ ବିବାଦ ମଧ୍ୟରେ ବିଷ ଓଗାଳିଲା ଚୀନ୍‌

ନୂଆଦିଲ୍ଲୀ: ମାଳଦ୍ବୀପ ସହ ବିବାଦ ଘଟଣାରେ ଅନ୍ୟ ଦେଶମାନଙ୍କଠାରୁ ଭାରତକୁ ମିଳୁଥିବା ସମର୍ଥନକୁ ଚୀନ୍‌ ହଜମ କରିପାରୁନି। ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ଭାରତ ଖୋଲା ମିଜାଜ୍‌ ସହ ଚିନ୍ତା…
Read More...

୨ବର୍ଷ ହେଲା ଅଙ୍ଗନବାଡ଼ି ଘରେ ତାଲା

ପାଟଣା: ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ଅନ୍ତର୍ଗତ ସୁରେନ୍ଦ୍ରପୁର ଗ୍ରାମରେ ବହୁ ଦିନ ଧରି ଅଙ୍ଗନବାଡ଼ି ଘର ନଥିଲା। ତେଣୁ ୨୦୨୦- ୨୧ ଆର୍ଥିକ ବର୍ଷରେ ଓମବାଡସି ଯୋଜନାରେ ୧୫ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିଲା।…
Read More...

ବାଇକ ଧକ୍କାରେ ମାଆ ଓ ପୁଅ ଗୁରୁତର

ରେଙ୍ଗାଲିକ୍ୟାମ୍ପ: ଅତାବିରା ହାଇସ୍କୁଲ ସମ୍ମୁଖ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥରେ ସୋମବାର ଗୋଟିଏ ବାଇକ ଅନ୍ୟ ଏକ ବାଇକକୁ ଧକ୍କା ଦେବା ଫଳରେ ମାଆ ଓ ପୁଅ ଗୁରୁତର ଆହତ ହୋଇଛନ୍ତି।  ବାଇକରେ ଭେଡେନରୁ ଝାରସୁଗୁଡା…
Read More...

ଦୋବଲ ଜୋନ୍‌ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା; ଆଭାସୀ ମାଧ୍ୟମରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁସ୍ତଫାପୁରଠାରେ ସୋମବାର ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ରଥ ମୁସ୍ତଫାପୁର ହାଟ ପଡ଼ିଆରେ ପହଞ୍ଚିଥିଲା।…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବୁଲେଟ୍ ଟ୍ରେନ୍ ପାଇଁ ଜମି ଅଧିଗ୍ରହଣ ସଂପୂର୍ଣ୍ଣ.. ସୂଚନା ଦେଲେ ରେଳମନ୍ତ୍ରୀ.. ମାଳଦ୍ୱୀପ ପାଇଁ ବୁକିଂ ବନ୍ଦ କରି ଲାକ୍ଷାଦ୍ୱୀପ ପାଇଁ ନୂଆ ପ୍ୟାକେଜ୍ ଲଞ୍ଚ୍ କଲା ଭାରତୀୟ ଟ୍ରାଭେଲ ଏଜେନ୍ସି.. ମଙ୍ଗଳବାର…
Read More...

ମାରୁତି ୱାଗନଆର ଆଣିଛି ବମ୍ପର ଅଫର୍‌; ୫.୫୪ ଲକ୍ଷର କାର୍‌ ଓ ୪୫ ହଜାର ଟଙ୍କାର ରିହାତି

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ମାସରେ ଜବରଦସ୍ତ ଅଫର୍‌ ଦେଉଛି ମାରୁତି ସୁଜୁକି। ଏହି ଅଫର୍‌ ନଗଦ ରିହାତି ଏବଂ ଏକ୍ସଚେଞ୍ଜ ବୋନସ୍ ଆକାରରେ ପ୍ରଦାନ କରାଯାଉଛି। ଅଫର୍‌ର ବୈଧତା ଜାନୁଆରୀ ୩୧, ୨୦୨୪ ପର୍ଯ୍ୟନ୍ତ…
Read More...

୩୬ଟି ଅଭିଯୋଗ ଶୁଣିଲେ ଜିଲାପାଳ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପଞ୍ଚାୟତ ସମିତି ସଦଭାବନା ଗୃହଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସ୍ଵଧାଦେବ ସିଂହଙ୍କ…
Read More...

ଇନ୍ଦ୍ରାବତୀରୁ ରବି ଜଳସେଚନ ଆରମ୍ଭ

ମୁଖୀଗୁଡା: ଇନ୍ଦ୍ରାବତୀ ବାମ, ଡାହାଣ ଓ ମେଗା ଲିଫ୍ଟ କେନାଲ ମାଧ୍ୟମରେ ରବି ଚାଷ ପାଇଁ ସୋମବାରଠାରୁ ଜଳ ଯୋଗାଣ ଆରମ୍ଭ ହୋଇଛି। ଚଳିତ ରବି ଜଳସେଚନ ବାମ ମୁଖ୍ୟ କେନାଲରେ ୩୧,୩୧୫, ଡାହାଣ କେନାଲରେ ୨୦୦୭୩, ଓ ମେଗା…
Read More...

ରୋହିତ ଅଧିନାୟକ, ବିରାଟ ଫେରିଲେ

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳା ଚଳିତ ଜାନୁଆରୀ ୧୧ରୁ ୧୭ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ବିସିସିଆଇ ସିନିୟର ମନୋନୟନ କମିଟି ପକ୍ଷରୁ ରବିବାର ୧୬ଜଣିଆ ଭାରତୀୟ ଦଳ ମନୋନୟନ…
Read More...

ସଲମାନଙ୍କ ଫାର୍ମହାଉସରୁ ୨ ସନ୍ଦିଗ୍ଧ ଗିରଫ

ମୁମ୍ବଇ: ସଲମାନ ଖାନ ବଲିଉଡ଼ର ଜଣେ ଲୋକପ୍ରିୟ ଅଭିନେତା। ପ୍ରଶଂସକଙ୍କ ମଧ୍ୟରେ ସେ ଭାଇଜାନ୍‌ ଭାବେ ପରିଚିତ। ତାଙ୍କର ଟିକିଏ ଝଲକ୍‌ ପାଇଁ ପ୍ରଶଂସକମାନେ ପାଗଳ। ସଲମାନ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଖୁଲମଖୁଲ୍ଲା…
Read More...

ଟ୍ରେନ ଯାତ୍ରା ପୂର୍ବରୁ ସେଭ୍‌ କରନ୍ତୁ ଏହି ନମ୍ବର; ସବୁ ସମସ୍ୟାର ଚୁଟ୍‌କିରେ ହେବ ସମାଧାନ

ଡେସ୍କ: ଟ୍ରେନରେ ଯାତ୍ରା କରିବାବେଳେ ଅନେକ ସମୟରେ ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଏଭଳି ପରିସ୍ଥିତିରେ ଯେକେହି ଚିନ୍ତିତ ତଥା ଭୟଭୀତ ହେବା ସ୍ୱାଭାବିକ। କେବଳ ଏତିକି ନୁହେଁ, ଯାତ୍ରା ସମୟରେ ବହୁତ ଭୋକ ଲାଗୁଥିବା…
Read More...

ବିଲ୍‌କିସ୍‌ ବାନୋ ମାମଲା; ଦୋଷୀଙ୍କ ଦଣ୍ଡାଦେଶ ବାତିଲ ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତି ରଦ୍ଦ

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋ ମାମଲାରେ ସୋମବାର ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ମାମଲାରେ ଦୋଷୀମାନଙ୍କ ଦଣ୍ଡାଦେଶ ବାତିଲ କରିବା ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି।…
Read More...

ଭିତ୍ତିଭୂମି ଥାଇ ବି ପର୍ଯ୍ୟଟନର ଦୃଷ୍ଟି ଆଢୁଆଳରେ ବୌଦ୍ଧ ଜିଲାର ପର୍ଯ୍ୟଟନ ଶିଳ୍ପ

ବୌଦ୍ଧ: ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲା ଏବଂ ଜଗନ୍ନାଥ ସଂସ୍କୃତିର ଆଦିପୀଠ ହେଉଛି ବୌଦ୍ଧ ଭୂମି। ଐତିହାସିକ ବୌଦ୍ଧ ଜିଲା ପର୍ଯ୍ୟଟନର ଗନ୍ତାଘର। ଐତିହାସିକ କଳାକୃତି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସୋମବାରଠୁ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ ଡାକରା.. ପେଟ୍ରୋଲ ଓ ଡିଜେଲ ଲୋଡିଂ ବନ୍ଦ.. ମହଙ୍ଗା ପଡ଼ିଲା ମନ୍ତ୍ରୀଙ୍କ ଭାରତ ବିରୋଧୀ ମନ୍ତବ୍ୟ.. ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ବୟକଟ୍‌ ମାଳଦ୍ବୀପ..…
Read More...

ସୋମବାରଠୁ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ ଡାକରା; ପେଟ୍ରୋଲ ଓ ଡିଜେଲ ଲୋଡିଂ ବନ୍ଦ

ଭୁବନେଶ୍ବର: ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସୋମବାରଠାରୁ ଧର୍ମଘଟକୁ ଓହ୍ଲାଇବ। ଏଥିପାଇଁ ତେଲ ଡିପୋରୁ ପେଟ୍ରୋଲ ଓ ଡିଜେଲ ଲୋଡିଂ ବନ୍ଦ ରହିବ। ଏନେଇ ରବିବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ସଂଘ ପକ୍ଷରୁ ସୂଚନା…
Read More...

ବିଏସକେଓ୍ବାଇ କାର୍ଡ ସଚେତନତା ରଥର ଶୁଭାରମ୍ଭ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ସଚେତନତା ରଥର ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଡଃ ପ୍ରଣତି ମହାପାତ୍ର…
Read More...

ମହଙ୍ଗା ପଡ଼ିଲା ମନ୍ତ୍ରୀଙ୍କ ଭାରତ ବିରୋଧୀ ମନ୍ତବ୍ୟ; ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ବୟକଟ୍‌ ମାଳଦ୍ବୀପ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟ୍ରେଣ୍ଡ କରୁଛି ବୟକଟ୍‌ ମାଳଦ୍ୱୀପ। ମାଳଦ୍ୱୀପ ନେତାଙ୍କ ଭାରତ ବିରୋଧୀ ମନ୍ତବ୍ୟ ପରେ ତାତି ଉଠିଛନ୍ତି ଦେଶବାସୀ। ଏହାର ପରିଣାମସ୍ବରୂପ ଲୋକେ ମାଳଦ୍ୱୀପକୁ ନେଇ ନକରାତ୍ମକ…
Read More...

ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର ଦିଆଯାଉଛି: ଅଶ୍ୱିନୀ ବୈଷ୍ଣବ

ଆଠଗଡ଼: ଓଡ଼ିଶା ୨୦୧୪ ପୂର୍ବରୁ ରେଳବାଇ କ୍ଷେତ୍ରରେ ସବୁବେଳେ ଅବହେଳିତ ହୋଇ ଆସୁଥିଲା। ସେତେବେଳର ୟୁପିଏ ସରକାର ଓଡ଼ିଶାକୁ ରେଳବାଇ ବିକାଶ ଲାଗି ବାର୍ଷିକ ଅତି ବେଶୀରେ ୮୦୦ କୋଟି ଟଙ୍କା ଦେଉଥିଲେ ଏବଂ ରାଜ୍ୟରେ…
Read More...

ସରକାରୀ ବାସଭବନରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ବାଲିଆପାଳ: ବାଲେଶ୍ବର ଜିଲ୍ଲା ବାଲିଆପାଳ ଆରଡବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀଙ୍କ ନିଜ ସରକାରୀ ବାସଭବନରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ କନିଷ୍ଠ ଯନ୍ତ୍ରୀଙ୍କ ନାଁ ସଂଜୟ କୁମାର ନାୟକ। ପୁଲିସ ଘଟଣାର ତଦନ୍ତ ଚଳାଇଛି।…
Read More...

ସୁରକ୍ଷା ବଳୟରେ ଅଯୋଧ୍ୟା: ୭ ସୁରକ୍ଷା ଏଜେନ୍ସି ଛାଉଣି, ତଲାସୀରେ ୧୫ ଟିମ୍

ଅଯୋଧ୍ୟା: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଉତ୍ସବମୁଖର। ଏହି ଦିନର ମହତ୍ବ ପ୍ରତ୍ୟେକ ଭାରତୀୟ ପାଇଁ ଖାସ୍‌। ଅପରପକ୍ଷେ ଏହି ଦିନକୁ ନେଇ ସୁରକ୍ଷା ଏଜେନ୍ସିମାନେ…
Read More...

ଚାଷୀଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ ସଦର: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚାଉଳିଆ ଗ୍ରାମପଞ୍ଚାୟତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଗ୍ରାମପଞ୍ଚାୟତର ବ୍ରହ୍ମାନନ୍ଦ ନାୟକ(୪୦)ଙ୍କୁ ଦନ୍ତା…
Read More...

ବାଂଲାଦେଶ ନିର୍ବାଚନ: କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ

ନୂଆଦିଲ୍ଲୀ: ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ରବିବାର ମତଦାନ ଚାଲିଛି। ବାଂଲାଦେଶ ସଂସଦର ୩୦୦ଟି ଆସନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି ଏବଂ ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ। ଏଥିରେ ମୁଖ୍ୟ ବିରୋଧୀ ଦଳ…
Read More...

ପଥୋତ୍ସବ; ଶୀତୁଆ ସକାଳରେ ଝୁମିଲେ ରାଜଧାନୀବାସୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି ପଥୋତ୍ସବ। ରବିବାର ଶୀତୁଆ ସକାଳରେ ଇନଫୋସିଟି-ଶିଖରଚଣ୍ଡି ରାସ୍ତାରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଆୟୋଜିତ ବର୍ଷର ପ୍ରଥମ ପଥୋତ୍ସବରେ ନାଚ, ଗୀତ, ଝୋଟି,…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହାଇଟେକ ଦ୍ବନ୍ଦ୍ବ.. ତଦନ୍ତ ହେବ କହିଲେ ଡିସିପି ପ୍ରତୀକ ସିଂହ.. ପ୍ରଥମ ଦିନରୁ ହୋଇଥିବା ଘଟଣା ଅନୁସାରେ ତଦନ୍ତ ହେବ.. ଟ୍ରକ ଚାଳକଙ୍କ ସହ ସାମିଲ ହେବେ ବସ ଚାଳକ ସଂଘ.. ଚାଳକ ମହାସଂଘର ଅନିର୍ଦିଷ୍ଟ କାଳ ଧର୍ମଘଟ..…
Read More...

ଅଶୋଧିତ ତୈଳ ଦର ବିପୁଳ ହ୍ରାସ: ପେଟ୍ରୋଲ ଓ ଡିଜେଲ ଦାମରେ ହେବକି ବଡ଼ ପରିବର୍ତ୍ତନ? ଜାଣନ୍ତୁ..

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବିପୁଳ ହ୍ରାସ ପାଇଛି କିନ୍ତୁ ଘରୋଇ ବଜାରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। ଘରୋଇ ବଜାରରେ ଶୁକ୍ରବାର ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ…
Read More...

ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା; କନ୍ଧମାଳର ଶ୍ରେୟାଂସ ସାହୁ ଓ ସାଧ୍ଵୀ ମୈତ୍ରୀ ପୁରସ୍କୃତ

ଫୁଲବାଣୀ: ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଛନ୍ତି କନ୍ଧମାଳର ଶ୍ରେୟାଂସ ସାହୁ ଓ ସାଧ୍ଵୀ ମୈତ୍ରୀ। ପୁରୀର ପ୍ରଜ୍ଞାନ ମିଶନ ତରଫରୁ ଫୁଲବାଣୀରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ଓ…
Read More...

ହଜାରକୁ କୋଟିଏ କରିବ ଆଇନଷ୍ଟାଇନଙ୍କ ନିବେଶ ସୂତ୍ର

ନୂଆଦିଲ୍ଲୀ: ମହାନ ବୈଜ୍ଞାନିକ ତଥା ନୋବେଲ ପୁରସ୍କାର ବିଜେତା ଅଲବର୍ଟ ଆଇନଷ୍ଟାଇନଙ୍କ ବିଚକ୍ଷଣ ବୁଦ୍ଧିକୁ ଆଜି ମଧ୍ୟ ସାରା ବିଶ୍ବ ସାଲ୍ୟୁଟ୍‌ କରେ। ସେ ବିଜ୍ଞାନ ଜଗତକୁ ଏପରି ଅନେକ ଉପହାର ଦେଇଛନ୍ତି, ଯାହା କୌଣସି…
Read More...

କତାର ବନ୍ଦୀଶାଳାରୁ ମୁକ୍ତି ପାଇଁ ୬୦ଦିନର ସମୟ

ନୂଆଦିଲ୍ଲୀ: କତାରରେ ବନ୍ଦୀଥିବା ୮ ଭାରତୀୟଙ୍କୁ ଆଶ୍ୱସ୍ତି ମିଳିଛି। ଆଗାମୀ ୬୦ ଦିନ ମଧ୍ୟରେ କତାର ବନ୍ଦୀଶାଳାରେ ବନ୍ଦୀ ଥିବା ୮ଜଣ ପୂର୍ବତନ ନୌସେନା ଅଧିକାରୀ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ।…
Read More...

ଡାକ୍ତରଖାନାରେ ପଦ୍ମଶ୍ରୀ କମଳା ପୂଜାରୀ

କଟକ: ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ। କିଛି ଦିନ ପୂର୍ବରୁ ସେ ଜ୍ୱର ଓ କାଶରେ ପୀଡ଼ିତ ଥିଲେ। ହେଲେ ପୁଣି ଥରେ ତାଙ୍କର କିଡ୍‌ନୀଜନିତ ସମସ୍ୟା ଦେଖାଦେଇଛି। ଯାହାଫଳରେ ତାଙ୍କୁ ପ୍ରଥମେ…
Read More...

ନିଲାମ ହେବ ଅଣ୍ଡରୱାର୍ଲ୍ଡ ଡନ୍‌‌ ଦାଉଦ୍‌‌ ଇବ୍ରାହିମର ପୈତୃକ ଘର

ନୂଆଦିଲ୍ଲୀ : ଚର୍ଚ୍ଚାରେ ଅଣ୍ଡରୱାର୍ଲ୍ଡ ଡନ୍‌‌ ଦାଉଦ୍‌‌ ଇବ୍ରାହିମ୍‌‌। କିଛି ଦିନ ତଳେ ଦାଉଦକୁ ବିଷ ଦିଆଯାଇଥିବା ଖବର ଆସିଥିବାବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଦାଉଦ ଇବ୍ରାହିମର ମହାରାଷ୍ଟ୍ରର…
Read More...

ଶସ୍ତା ହେଲା ସୁନା; ରୂପା ମହଙ୍ଗା

ନୂଆଦିଲ୍ଲୀ: ଭାରତୀୟ ସୁନାରୂପା ବଜାରରେ ଶୁକ୍ରବାର ସୁନା ଶସ୍ତା ହୋଇ ରୂପା ମହଙ୍ଗା ହୋଇଛି। ଦର କମିବା ପରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରତି ୬୨ ହଜାରରୁ ଊର୍ଦ୍ଧ୍ବ ରହିଛି। ଅପରପକ୍ଷେ, ରୂପା ମୂଲ୍ୟ କିଲୋ ପ୍ରତି…
Read More...

ପୁଣି ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ

ନୂଆଦିଲ୍ଲୀ: ପୁଣି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ। ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ, ଆଦାନୀ ଗ୍ରୁପ୍‌ ଅଫ୍‌ କମ୍ପାନୀଜ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ପୁଣି ଥରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର…
Read More...

ଦୁନିଆର ସବୁଠୁ ସୁରକ୍ଷିତ ଦେଶ; ପୁଲିସ ବି ପାଖରେ ରଖନ୍ତିନି ବନ୍ଧୁକ

ନୂଆଦିଲ୍ଲୀ : ଦିନକୁ ଦିନ ଲମ୍ବିଚାଲିଛି ଅପରାଧର ଚେର। ମଣିଷ ଦେଶର ଯେଉଁ ସ୍ଥାନକୁ ବି ଯାଉ ସେଠାରେ ନିଜକୁ ସୁରକ୍ଷିତ ମନେ କରିବା କଷ୍ଟକର। କିନ୍ତୁ ଏମିତି ଏକ ଦେଶ ରହିଛି, ଯେଉଁଠାକୁ ଗଲେ ଲୋକମାନେ ନିଜକୁ ଖୁବ୍‌‌…
Read More...

ସୋମାଲିଆ ଉପକୂଳରୁ ଜାହାଜ ଅପହରଣ; ଅଛନ୍ତି ୧୫ ଭାରତୀୟ କ୍ରୁ ସଦସ୍ୟ

ନୂଆଦିଲ୍ଲୀ: ସୋମାଲିଆ ଉପକୂଳରୁ ଏକ ଜାହାଜକୁ ଅପହରଣ କରାଯାଇଛି। ଅପହରଣ ହୋଇଥିବା ଜାହାଜର କ୍ରୁ ସଦସ୍ୟମାନଙ୍କ ମଧ୍ୟରେ ୧୫ ଜଣ ଭାରତୀୟ ନାଗରିକ ଅଛନ୍ତି। ଭାରତୀୟ ନୌସେନା ସ୍ଥିତି ଉପରେ ନଜର ରଖିଛି। ସୂଚନା…
Read More...

ଜାନୁଆରୀ ୬ରୁ ରାଜଧାନୀରେ ଶିଶିର ସରସ ମେଳା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ଶିଶିର ସରସ ମେଳା। ଚଳିତ ମାସ ୬ ତାରିଖରୁ ବରମୁଣ୍ଡା ବିଜୁ ଟ୍ଟନାୟକ ପଡ଼ିଆରେ ଏହି ମେଳା ଆରମ୍ଭ ହବେ। ଦୀର୍ଘ ୧୦ ଦିନ ଧରି ଏହି ମେଳା ଚାଲିବ। ଚଳିତବର୍ଷ…
Read More...

ସଡ଼କ ସୁରକ୍ଷା ସଚେତନତା ସଭା ଓ ଶୋଭାଯାତ୍ରା

ପାତ୍ରପୁର: ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ପାତ୍ରପୁର ସ୍ଥିତ ମା’ ବାଳକୁମାରୀ ଟ୍ରେକର ମାଲିକ ସଂଘର ମିଳିତ ସହାୟତାରେ ପାତ୍ରପୁର ବ୍ଲକରେ ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ପାଳନ ଅବସରରେ ଏକ…
Read More...

ପ୍ରଭୁ ଶ୍ରୀରାମଙ୍କୁ ମାଂସାହାରୀ କହିଥିଲେ; ବିବାଦ ପରେ କ୍ଷମା ମାଗିଲେ ଏନସିପି ନେତା

ନୂଆଦିଲ୍ଲୀ: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଶୀର୍ଷ ନେତୃବୃନ୍ଦଙ୍କ ଯୋଗଦାନର କିଛି ଦିନ ପୂର୍ବରୁ ଏନସିପି ନେତା ଜିତେନ୍ଦ୍ର ଆହ୍ବାଡ଼ଙ୍କ ମନ୍ତବ୍ୟକୁ ନେଇ ବିବାଦ…
Read More...

ଖୁବଶୀଘ୍ର ଖୁସିଖବର ଦେବେ ଦୀପ୍‌ବୀର୍‌ !

ମୁମ୍ବଇ: ବଲିଉଡର ବାଜିରାଓ ମସ୍ତାନୀ ଦୀପିକା ପାଦୁକୋନ୍‌‌ ଏବଂ ରଣବୀର ସିଂହ। ଦୁହିଁଙ୍କୁ ବଲିଉଡର ଏକ ପାୱାରଫୁଲ କପଲ ଭାବେ ବିବେଚନା କରାଯାଏ। ପ୍ରଶଂସକମାନେ ଏହି ଯୋଡିଙ୍କୁ ଖୁବ୍‌‌ ପସନ୍ଦ ମଧ୍ୟ କରନ୍ତି। ୨୦୧୮…
Read More...

ଗେଣ୍ଡୁଫୁଲ ମହିଳାଙ୍କୁ କରିଛି ସ୍ୱାବଲମ୍ବୀ 

କେନ୍ଦୁଝରଗଡ଼: ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାର ଆଦିବାସୀଙ୍କ ରୋଜଗାରର ମାଧ୍ୟମ ଏହି ବଣପାହାଡ। ବର୍ଷତମାମ୍‌‌ ବଣପାହାଡରୁ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ଏହି ଆଦିବାସୀ…
Read More...

ଅମିରଙ୍କ ଝିଅ ଆୟରାଙ୍କ ବିବାହରେ ପହଞ୍ଚିଲେ ଅମ୍ବାନୀ ପରିବାର; ପାଛୋଟି ନେଲେ ବଧୂପକ୍ଷ

ମୁମ୍ବଇ: ଅମିର ଖାଙ୍କ ଝିଅ ଆୟରା ଖାନ ଓ ନୁପୁର ଶିଖରେ ସାତ ଜନ୍ମର ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ବୁଧବାର ଉଭୟଙ୍କ ବିବାହ ହୋଇଛି। ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ଦମ୍ପତି ମୁମ୍ବଇର ତାଜ୍‌…
Read More...

ରେଲୱେ ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ; ବିନା ଅନୁମତିରେ ଚାଲିଛି ମୁରୁମ ଖନନ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ବୀରନରସିଂହପୁର ଆରଆଇ ସର୍କଲର ବୀରନରସିଂପୁର, ଗ୍ରାମ୍ୟ ଜଙ୍ଗଲ ସହିତ ବିଭିନ୍ନ ସରକାରୀ ଜମିରୁ ଏଆରଏସଏସ ନାମକ ରେଲୱେ ଠିକାସଂସ୍ଥା ଦିନ ଦ୍ୱିପ୍ରହରରେ ବେନିୟମଭାବେ…
Read More...

ବିଡିଏ ଏନ୍‌ଫୋର୍ସମେଣ୍ଟ ପାଇଁ ୬୭ଟି ନୂତନ ପଦବୀକୁ ମିଳିଲା ଅନୁମୋଦନ

ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଏନ୍‌ଫୋର୍ସମେଣ୍ଟ ବ୍ୟବସ୍ଥା ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବ। ଗୁରୁବାର ଏନ୍‌ଫୋର୍ସମେଣ୍ଟ ପାଇଁ ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ…
Read More...

ଜିଲ୍ଲା ବିଜେପି ପକ୍ଷରୁ କଲମପୁରରେ ବନ୍ଦ ପାଳନ

କଲମପୁର: ଉଭୟ ଧାନ ଏବଂ କପା ମଣ୍ଡିରେ କଟନି ଛଟନିର ଶିକାର ହୋଇ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ଚାଷୀ। ଅନେକ ସମୟରେ କ୍ଷତିଗ୍ରସ୍ତ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ସରକାର ମିଲର୍ସଙ୍କ କବଜାରେ।…
Read More...

ଅଦାଲତରେ ଶୁଣାଣି ବେଳେ ବିଚାରପତିଙ୍କୁ ଅତର୍କିତ ଆକ୍ରମଣ କଲା ଅଭିଯୁକ୍ତ; ଭିଡିଓ ଭାଇରାଲ୍‌

ୱାଶିଂଟନ୍‌: ଆମେରିକାର ଲସ୍ ଭେଗାସ୍‌ସ୍ଥିତ ଅଦାଲତରେ ଶୁଣାଣି ସମୟରେ ଜଣେ ଅଭିଯୁକ୍ତ ମହିଳା ବିଚାରପତିଙ୍କ ଉପରେ ଆକ୍ରମଣ କରିଛି। ଅଭିଯୁକ୍ତ ଜଣକ ହଠାତ୍ ଟେବୁଲରୁ ଉପରକୁ ଡେଇଁପଡି ମହିଳା ବିଚାରପତିଙ୍କୁ ଆକ୍ରମଣ କରି…
Read More...

କଂଗ୍ରେସରେ ସାମିଲ ହେଲେ ୱାଇଏସ ଶର୍ମିଲା

ନୂଆଦିଲ୍ଲୀ: ୱାଇଏସଆର ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷ ୱାଇଏସ ଶର୍ମିଲା କଂଗ୍ରେସରେ ସାମିଲ ହୋଇଛନ୍ତି। ଗୁରୁବାର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ…
Read More...

ସଡ଼କ ସୁରକ୍ଷା ଆଇନର ଖୋଲା ଉଲ୍ଲଂଘନ; ରାଜ୍ୟରାଜପଥ ପାଲଟିଛି ପାର୍କିଂ ଜୋନ୍

ରେଙ୍ଗାଲି: ସରକାର ସଡ଼କ ସୁରକ୍ଷା ଜୀବନ ରକ୍ଷାର ସ୍ଲୋଗାନ ଦେଉଛନ୍ତି। ବର୍ଷର ବିଭିନ୍ନ ସମୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବା ସହିତ ଏ ସଂକ୍ରାନ୍ତରେ ସଚତେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ତେବେ…
Read More...

୩ମାସ ହେଲା ସରୁନି ବିଡିଓ ଅଫିସ ଚାମ୍ବର ନିର୍ମାଣ କାର୍ଯ୍ୟ

ହରଭଙ୍ଗା: ହରଭଙ୍ଗା ବିଡିଓଙ୍କ ଅଫିସ ଚାମ୍ବର କାର୍ଯ୍ୟ ଦୀର୍ଘ ୩ମାସ ହେଲା ସରିପାରୁନି। ଯାହାଫଳରେ ବିଡିଓ ବସିବା ପାଇଁ ଜାଗା ନପାଇ ଉପରତଳ ହେଉଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ବିଡିଓଙ୍କ ଅଫିସ ଚ୍ୟାମ୍ବରର…
Read More...

ପୁଣି ବିବାଦରେ ମହୁଆ ମୈତ୍ର; ପୂର୍ବତନ ପ୍ରେମିକଙ୍କ ଉପରେ ନଜର ରଖୁଥିବା ଅଭିଯୋଗ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସାଂସଦ ମହୁଆ ମୈତ୍ର ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହେବା ପରେ ଏବେ ଏକ ନୂଆ ବିବାଦରେ ଫସିଛନ୍ତି। ଯେଉଁ ବ୍ୟକ୍ତି ସାଂସଦ ମୈତ୍ରଙ୍କ ବିରୋଧରେ ପ୍ରଶ୍ନ…
Read More...

ଜିଲାସ୍ତରୀୟ ଧାନ ସଂଗ୍ରହ ମଣ୍ଡି ଉଦ୍‌‌ଘାଟନ କଲେ ବିଧାୟକ

ପିପିଲି: ତେଇସିପୁର ସେବା ସମବାୟ ସମିତିଠାରେ ଖରିଫ୍‌‌ ବିପଣନ ବର୍ଷ ୨୦୨୩-୨୪ ନିମନ୍ତେ ଖୋଲାଯାଇଥିବା ଜିଲାସ୍ତରୀୟ ଧାନ ସଂଗ୍ରହ ମଣ୍ଡିକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ବୁଧବାର ଉଦ୍‌‌ଘାଟନ କରିଛନ୍ତି। ଏହି…
Read More...

ପାଟନାରେ ଜରୁରୀ ଅବତରଣ କଲା ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ

ପାଟନା: କୁହୁଡ଼ି କାରଣରୁ ବିମାନ ଚଳାଚଳ ବିଳମ୍ବ ହେଉଥିବାର ଖବର ମଧ୍ୟରେ ବୁଧବାର ପାଟନାରେ ମାଟିରୁ ଆକାଶ ପର୍ଯ୍ୟନ୍ତ କିଛି ସମୟ ପାଇଁ ଚହଳ ସୃଷ୍ଟି ହୋଇଥିଲା। ପାଟନାରୁ ଦିଲ୍ଲୀ ଅଭିମୁଖେ ୧୨:୫୮ରେ ଉଡ଼ାଣ ଭରିଥିବା…
Read More...

ତାଲିମ ବେଳେ ଟଳିପଡ଼ିଲେ ଗୃହରକ୍ଷୀ

ଭୁବନେଶ୍ବର: ଭୁବନେଶ୍ୱର ରିଜର୍ଭ ଅଫିସରେ ବୁଧବାର ଏକ ଅଘଟଣ ଘଟିଛି। ତାଲିମ ବେଳେ ଜଣେ ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଛି। ମୃତ ଗୃହରକ୍ଷୀଙ୍କ ନାମ ବାସୁଦେବ ମାନସିଂହ ବୋଲି ଜଣାପଡ଼ିଛି। ରିଫ୍ରେସର କୋର୍ସ ପାଇଁ ତାଲିମ…
Read More...

ଆଦାନୀ-ହିଣ୍ଡେନ୍‌ବର୍ଗ ମାମଲା: ସେବି ତଦନ୍ତରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ ବିରୋଧରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ଅଭିଯୋଗ ମାମଲାରେ ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବା ପାଇଁ ସୁପ୍ରିମକୋର୍ଟ…
Read More...

ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି

ଭୁବନେଶ୍ୱର: ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବୁଧବାର ଏ ସଂକ୍ରାନ୍ତୀୟ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀଙ୍କ…
Read More...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କ ଘରେ ଇଡି ଚଢାଉ

ରାଞ୍ଚି: ଝାଡ଼ଖଣ୍ଡରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଟିମ୍‌ ବୁଧବାର ସକାଳୁ ସକାଳୁ ଅନେକ ସ୍ଥାନରେ ଚଢାଉ କରିଛି। ବେଆଇନ ଖଣି ମାମଲା ସହ ଜଡ଼ିତ ଆର୍ଥିକ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର…
Read More...

୭ମାସ ପରେ ବି ଚାରିଛକ ଶୌଚାଳୟ କାର୍ଯ୍ୟ ଶୂନ

ହରଭଙ୍ଗା: ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ବଜାରର ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଉପରେ ରହିଥିବା ଏକ ସୁଲଭ ଶୌଚାଳୟ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଗତ ୨୯ ମଇ ୨୦୨୩ରେ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ…
Read More...

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା; ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ମୃତକ ହେଉଛନ୍ତି ପୁରୀ ଜିଲା ଡେଲାଙ୍ଗ ଚାଇଁପୁର ଗାଁର ଶ୍ରୀତମ ସାହୁ(୨୩)। ଅପରପକ୍ଷେ ଅନ୍ୟ…
Read More...

ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍; ବିଦ୍ୟୁତ ବିଭାଗର ନିଘାନାହିଁ 

ହରଭଙ୍ଗା: ବିଦ୍ୟୁତ ଅପଚୟ ରୋକିବା ପାଇଁ ବିଭାଗ ପକ୍ଷରୁ ବିଦ୍ୟୁତ ଚୋରି ରୋକିବାଠାରୁ ମିଟର ଟ୍ୟାମ୍ପରିଂ ଦିଗରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାସତ୍ତ୍ବେ ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ଅନ୍ତର୍ଗତ ସମ୍ବରକଟା…
Read More...

ନବରଙ୍ଗପୁର ଜିଲା କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା

ନବରଙ୍ଗପୁର: ଯାଜପୁର ଜିଲା କଳିଙ୍ଗ ନଗର ଗୁଳିକାଣ୍ଡକୁ ୧୭ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମନରୁ ଲିଭିନାହିଁ ସେହିଦିନ। ସେଦିନକୁ ମନେପକାଇ ଆଜି ମଧ୍ୟ ଅଞ୍ଚଳବାସୀଙ୍କ ମନରେ ଶିହରଣ ସୃଷ୍ଟି ହୁଏ।…
Read More...

ମହିଳା କର୍ମଚାରୀଙ୍କ ପାଇଁ ନୂଆ ସୁବିଧା କଲେ ସରକାର; ସ୍ବାମୀ ପରିବର୍ତ୍ତେ ପିଲା ପାଇପାରିବେ ପେନ୍‌ସନ୍‌

ନୂଆଦିଲ୍ଲୀ: ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ସୁବିଧା କରିଛନ୍ତି କେନ୍ଦ୍ର ସରକାର। ବୈବାହିକ ବିବାଦ ଚାଲିଥିଲେ, ଜଣେ ମହିଳା ଏଣିକି ସ୍ବାମୀ ପରିବର୍ତ୍ତେ ନିଜ ପିଲାଙ୍କୁ ପରିବାର ପେନ୍‌ସନ୍‌ ପାଇଁ ମନୋନୀତ…
Read More...

କୁହୁଡ଼ି ବଳୟରେ ଜି.ଉଦୟଗିରି

ଜି.ଉଦୟଗିରି: ବିଳମ୍ବରେ ଶୀତର ଆଗମନ ସାଙ୍ଗକୁ ପ୍ରବଳ ଜାଡ଼ ସାରା ଜି.ଉଦୟଗିରି ଅଞ୍ଚଳରେ ଅସ୍ତବ୍ୟସ୍ତ କରିଥିବା ବେଳେ କିଛିଦିନ ହେଲା ଘନ କୁହୁଡ଼ି ଦେଖିବାକୁ ମିଳିଛି। ମଧ୍ୟରାତ୍ରୀରୁ ପ୍ରାୟ ସକାଳ ୯ଟା ପର୍ଯ୍ୟନ୍ତ…
Read More...

ବର୍ଷ ଆରମ୍ଭରୁ ଗାଡ଼ି ଯାଞ୍ଚ; ୨ ଲକ୍ଷ ୪ ହଜାର ଟଙ୍କା ଆଦାୟ

ଜି.ଉଦୟଗିରି: ସଡକ ସୁରକ୍ଷା ସଚେତନତା ରଥକୁ ନୂଆବର୍ଷ ଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପତାକା ଦେଖାଇ ଶୁଭାରମ୍ଭ କରିଥିବାବେଳେ ମଙ୍ଗଳବାର ଜି.ଉଦୟଗିରି ଅଞ୍ଚଳରେ ଜିଲ୍ଲା ପରିବହନ ବିଭାଗ ଓ ଜି.ଉଦୟଗିରି ପୁଲିସ…
Read More...

ପର୍ଯ୍ୟଟକଙ୍କୁ ତୃପ୍ତି ଦେଉଛିିି ‘ତୃପ୍ତିସଫାରୀ’

କେନ୍ଦୁଝରଗଡ଼: ସମ୍ପ୍ରତି ପର୍ଯ୍ୟଟନ ଋତୁ ଚାଲିଥିବାବେଳେ କେନ୍ଦୁଝର ଜିଲାରେ ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳ ଗୁଡ଼ିକରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି। ସେଥିମଧ୍ୟରୁ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବକ୍ସିବାରି…
Read More...

ସନ୍ଧ୍ୟା ୬ଟା​‌ ମୁଖ୍ୟ ଖବର

ଟ୍ରକ ଧର୍ମଘଟକୁ ନେଇ ଚିନ୍ତାରେ ସରକାର.. ଟ୍ରାନ୍ସପୋର୍ଟ ୟୁନିୟନକୁ ଆଲୋଚନା ପାଇଁ ଡାକିଲେ.. ଭଦ୍ରକ: ଟ୍ରାକ୍ଟର ଧକ୍କାରେ ଜଣେ ସ୍କୁଲ ଛାତ୍ର ମୃତ.. ଅନ୍ୟ ଜଣେ ଗୁରୁତର.. ଆଗରପଡ଼ା ଥାନା ନୂଆପୋଖରୀ ନିକଟରେ…
Read More...