www.samajalive.in
Saturday, December 6, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବୁଲେଟ୍ ଟ୍ରେନ୍ ପାଇଁ ଜମି ଅଧିଗ୍ରହଣ ସଂପୂର୍ଣ୍ଣ.. ସୂଚନା ଦେଲେ ରେଳମନ୍ତ୍ରୀ..

ମାଳଦ୍ୱୀପ ପାଇଁ ବୁକିଂ ବନ୍ଦ କରି ଲାକ୍ଷାଦ୍ୱୀପ ପାଇଁ ନୂଆ ପ୍ୟାକେଜ୍ ଲଞ୍ଚ୍ କଲା ଭାରତୀୟ ଟ୍ରାଭେଲ ଏଜେନ୍ସି..

- Advertisement -

ମଙ୍ଗଳବାର ଲୋକାର୍ପିତ ହେବ ମାଲକାନଗିରି ବିମାନ ବନ୍ଦର..

ବଡ଼ ଠାକୁରଙ୍କ ସାନ୍ନିଧ୍ୟ ଲାଭ କଲେ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ଶଙ୍କର ମହାଦେବନ୍..

ବିଜେଡିରୁ ଇସ୍ତଫା ଦେଲେ ବଳଭଦ୍ର ମାଝି..

ସଲମାନଙ୍କ ଫାର୍ମହାଉସରୁ ୨ ସନ୍ଦିଗ୍ଧ ଗିରଫ..

ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ.. ପ୍ରତ୍ୟାହାର ନେଇ ମହାସଂଘ ସଭାପତି ଜନାର୍ଦ୍ଦନ ପତିଙ୍କ ସୂଚନା..

ଗୁଜରାଟର ବିଲ୍‌‌କିସ୍‌‌ ବାନୋ ମାମଲା.. ସୁପ୍ରିମକୋର୍ଟଙ୍କ ବଡ ରାୟ.. ପୁଣି ଜେଲ୍‌‌ ଯିବେ ୧୧ ଦୋଷୀ..

ଲଗାଣ ବର୍ଷାରେ ବେହାଲ ତାମିଲନାଡୁ.. ସ୍କୁଲ, କଲେଜ ଛୁଟି ଘୋଷଣା..

ବାଂଲାଦେଶରେ ପୁଣି ଶେଖ ହସିନାଙ୍କ ସରକାର,୩୦୦ ରୁ ୨୨୪ ଆସନରେ ବିଜୟ..

୧୦ ଡିଗ୍ରୀ ତଳେ ରାଜ୍ୟରେ ୩ ସହରର ରାତି ତାପମାତ୍ରା ରେକର୍ଡ.. ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର..

ବୌଦ୍ଧ : ଯୁବକଙ୍କୁ ପିଟିପିଟି ହତ୍ୟା କଲେ ୨ ଦୁର୍ବୃତ୍ତ.. ବକେୟା ଟଙ୍କା ପାଇଁ ବୌଦ୍ଧ ଥାନା ସାମ୍ପୋଚ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ..

ଝାରସୁଗୁଡା : ଅଜଣା ଗାଡି ଧକ୍କାରେ ୩ ବାଇକ୍‌‌ ଆରୋହୀ ମୃତ..

 

 

 

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories