www.samajalive.in
Saturday, December 6, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହାଇଟେକ ଦ୍ବନ୍ଦ୍ବ.. ତଦନ୍ତ ହେବ କହିଲେ ଡିସିପି ପ୍ରତୀକ ସିଂହ.. ପ୍ରଥମ ଦିନରୁ ହୋଇଥିବା ଘଟଣା ଅନୁସାରେ ତଦନ୍ତ ହେବ..

ଟ୍ରକ ଚାଳକଙ୍କ ସହ ସାମିଲ ହେବେ ବସ ଚାଳକ ସଂଘ.. ଚାଳକ ମହାସଂଘର ଅନିର୍ଦିଷ୍ଟ କାଳ ଧର୍ମଘଟ..

- Advertisement -

ପଶ୍ଚିମବଙ୍ଗରେ ରେଡ୍ ବେଳେ ଇଡି ଟିମକୁ ଆକ୍ରମଣ.. ଏନଆଇଏ ତଦନ୍ତ ଦାବି..

ସୁନ୍ଦରଗଡ଼: ପିକଅପ ଓଲଟି ଜଣେ ମୃତ, ୨୦ ଆହତ.. ଭଷ୍ମା ଥାନା ଗୁଲଠା ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା.. ଝାରସୁଗୁଡ଼ାରୁ କିଛି ସଂକୀର୍ତ୍ତନିଆଙ୍କୁ ନେଇ ଯିବାବେଳେ ଦୁର୍ଘଟଣା..

ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା.. ମୋଟ ଭୋଟର ସଂଖ୍ୟା ୩ କୋଟି ୩୨ଲକ୍ଷ ୩୬ହଜାର ୩୬୦.. ତାଲିକାରେ ୧୨ଲକ୍ଷ ୯୭ହଜାର ୯୫୪ଜଣ ନୂଆ ଭୋଟର..

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ.. ଜାନୁଆରୀ ୧୧ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି..

ପୁଣି ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ, ସାଜିଲେ ଏସିଆର ସବୁଠୁ ଧନୀ..

ପଟ୍ଟାମୁଣ୍ଡାଇ : ଶୁକ୍ରବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ.. ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ବନ୍ଦ ରହିବ ଭିତରକନିକା.. ୧୩ ତାରିଖ ଯାଏଁ ବନ୍ଦ ରହିବ..

ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣା.. ଦିଲ୍ଲୀପ ଜୀବିତ ନା ମୃତ.. ସ୍ୱାମୀଙ୍କ ମୃତ୍ୟୁ ଖବର ପରେ ଆତ୍ମହତ୍ୟା କରିଛନ୍ତି ପତ୍ନୀ..

ମଣିପୁର ହିଂସା ତଦନ୍ତ.. ବଢ଼ିଲା ସତ୍ୟପାଠ ଦାଖଲ ସମୟ..

ମା ଗୃହ ୱାଡେନ୍ ଲକ୍ଷ୍ମୀ ମାଝି ମୃତ୍ୟୁ ଘଟଣା.. ୧୨ ଘଣ୍ଟିଆ ରାୟଗଡା ବନ୍ଦ..

ବୌଦ୍ଧ: ତଲାସି ଅଭିଯାନ ସମୟରେ ଆଇଇଡି ବିସ୍ଫୋରଣରେ ୩ ଯବାନ ଗୁରୁତର.. ବୌଦ୍ଧ ଏସପିଙ୍କ ସୂଚନା..

ସୋମାଲିଆ ଉପକୂଳରୁ ଜାହାଜ ଅପହରଣ.. ଅଛନ୍ତି ୧୫ ଭାରତୀୟ କ୍ରୁ ସଦସ୍ୟ..

ପୁଣି ଅସୁସ୍ଥ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ, କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories