www.samajalive.in
Monday, December 15, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସୋମବାରଠୁ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ ଡାକରା.. ପେଟ୍ରୋଲ ଓ ଡିଜେଲ ଲୋଡିଂ ବନ୍ଦ..

ମହଙ୍ଗା ପଡ଼ିଲା ମନ୍ତ୍ରୀଙ୍କ ଭାରତ ବିରୋଧୀ ମନ୍ତବ୍ୟ.. ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ବୟକଟ୍‌ ମାଳଦ୍ବୀପ..

- Advertisement -

ଆଠଗଡ଼ରେ ବିଜେପିର ସାଂଗଠନିକ ବୈଠକରେ ଅଶ୍ୱିନୀ ବୈଷ୍ଣବ.. କହିଲେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର ଦିଆଯାଉଛି..

ସରକାରୀ ବାସଭବନରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର.. ବାଲେଶ୍ବର ଜିଲ୍ଲା ବାଲିଆପାଳ ଆରଡବ୍ଲ୍ୟୁଏସଏସର କନିଷ୍ଠ ଯନ୍ତ୍ରୀ ସଂଜୟ ନାୟକଙ୍କ ମୃତଦେହ ଉଦ୍ଧାର..

ମାଲକାନଗିରି ଜିଲ୍ଲାରେ ସଫଳ ହେଲା ଉଡାଜାହାଜ ଟ୍ରାଏଲ ରନ.. ରବିବାର ପ୍ରଥମ ଥର ପାଇଁ ପରୀକ୍ଷା ମୂଳକ ଭାବେ ବିମାନ ବନ୍ଦରରେ ଅବତରଣ କରିଛି ଭି ଟି ୧୦୦ ବିମାନ..

ସୁରକ୍ଷା ବଳୟରେ ଅଯୋଧ୍ୟା.. ୭ ସୁରକ୍ଷା ଏଜେନ୍ସି ଛାଉଣି, ତଲାସୀରେ ୧୫ ଟିମ୍.. ପ୍ରାଣ ପ୍ରତିଷ୍ଠାରେ ନିୟୋଜିତ ହେ​‌ବେ ୩୦ହଜାର ଯବାନ..

ଭୁବନେଶ୍ବର: ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ପୁଲିସର ମାଷ୍ଟର ପ୍ଲାନ୍.. ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟେରାଙ୍କ ପୋଷ୍ଟର ମାରିଛି ପୁଲିସ..

ହାଇଟେକ୍ ମେଡିକାଲ ଘଟଣା.. ତୃତୀୟ ମୃତଦେହ ପାଇଁ ହେବ ଡିଏନଏ ପରୀକ୍ଷା.. ଜଣାପଡିବ କିଏ ଦିଲ୍ଲୀପ କିଏ ଜ୍ୟୋତିରଞ୍ଜନ..

ଶୀତ ଯୋଗୁଁ ଦିଲ୍ଲୀରେ ପୁଣି ୫ଦିନ ବଢିଲା ସ୍କୁଲ ଛୁଟି..

 

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories