www.samajalive.in
Saturday, December 6, 2025
23.1 C
Bhubaneswar

ପଥୋତ୍ସବ; ଶୀତୁଆ ସକାଳରେ ଝୁମିଲେ ରାଜଧାନୀବାସୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି ପଥୋତ୍ସବ। ରବିବାର ଶୀତୁଆ ସକାଳରେ ଇନଫୋସିଟି-ଶିଖରଚଣ୍ଡି ରାସ୍ତାରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଆୟୋଜିତ ବର୍ଷର ପ୍ରଥମ ପଥୋତ୍ସବରେ ନାଚ, ଗୀତ, ଝୋଟି, ଜୁମ୍ବା, ଯୋଗ, ତୀର ଚାଳନା, ବାସ୍କେଟ ବଲ୍‌, ବ୍ୟାଡମିଣ୍ଟନ, ସ୍କେଟିଂ ସହ ବିଭିନ୍ନ କ୍ରୀଡ଼ା କୌଶଳ ପ୍ରଦର୍ଶନ ହୋଇଛି।

- Advertisement -

ସତ୍ୟଜିତ୍ ପ୍ରଧାନ ଓ ପ୍ରଜ୍ଞା ହୋତା ପ୍ରମୁଖ କଣ୍ଠଶିଳ୍ପୀଙ୍କ ଗୀତର ତାଳେ ତାଳେ ଝୁମିଛନ୍ତି ରାଜଧାନୀର ଆବାଳ ବୃଦ୍ଧ ବନିତା।

ବିଭିନ୍ନ ସ୍କୁଲ, କଲେଜ, କଳାକାର, ସାଧାରଣ ଜନତା ଓ ବିଭିନ୍ନ ଅଧିକାରୀ ପଥୋତ୍ସବରେ ଭାଗ ନେଇ ମନୋରଞ୍ଜନ କାର୍ଯ୍ୟକ୍ରମରେ ଝୁମିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories