nua o banner

ସନ୍ଧ୍ୟା ୬ଟା​‌ ମୁଖ୍ୟ ଖବର

BSKY banner  750×100

ଟ୍ରକ ଧର୍ମଘଟକୁ ନେଇ ଚିନ୍ତାରେ ସରକାର.. ଟ୍ରାନ୍ସପୋର୍ଟ ୟୁନିୟନକୁ ଆଲୋଚନା ପାଇଁ ଡାକିଲେ..

ଭଦ୍ରକ: ଟ୍ରାକ୍ଟର ଧକ୍କାରେ ଜଣେ ସ୍କୁଲ ଛାତ୍ର ମୃତ.. ଅନ୍ୟ ଜଣେ ଗୁରୁତର.. ଆଗରପଡ଼ା ଥାନା ନୂଆପୋଖରୀ ନିକଟରେ ଦୁର୍ଘଟଣା..

ଜାପାନ: ରନୱେରେ ବିମାନରେ ଲାଗିଲା ନିଆଁ.. ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର..

କଂଗ୍ରେସରେ ମିଶିବେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା.. ଆନ୍ଧ୍ରରେ ପାଇପାରନ୍ତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ..

ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା.. ମିଳିଲା ବିଜୟିନୀ ବାପା-ମାଆଙ୍କ ପରିଚୟ..

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା.. ହାଇକୋର୍ଟ ସ୍ଥାୟୀ ବେଞ୍ଚର ଆବଶ୍ୟକତା ନାହିଁ କହିଲେ କେନ୍ଦ୍ରମନ୍ତ୍ରୀ..

ଅଯୋଧ୍ୟାରୁ ଆସିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ.. ଶ୍ରୀରାମ ଜନ୍ମଭୂମି ଅଭ୍ୟର୍ଥନା କମିଟି ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ଟିମ୍‌‌ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିଛନ୍ତି ନିମନ୍ତ୍ରଣ ..

ନିଶ୍ଚିନ୍ତକୋଇଲି ଦୁର୍ଘଟଣା.. ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ..

ଦେଶରେ ବିଭିନ୍ନ ସ୍ଥାନରେ ଟ୍ରକ ଧର୍ମଘଟ.. ନୂଆ ହିଟ୍ ଆଣ୍ଡ ରନ୍ ଆଇନର ବିରୋଧ..

ଏବେ ଟ୍ରକ ଏବଂ ବସ୍‌ କାହକୁ ଧକ୍କା ଦେଇ ଫେରାର ହେଲେ ଚାଳକଙ୍କୁ ୧୦ ବର୍ଷ ଜେଲ୍‌ ଏବଂ ୭ ଲକ୍ଷ ଟଙ୍କା ଜୋରିମାନା..

ଜାପାନରେ ୧୫୫ ଥର ଭୂମିକମ୍ପ, ୨୪ ମୃତ..

ନିଶ୍ଚିନ୍ତକୋଇଲିରେ ବସ୍‌‌-ଟ୍ରକ ମୁହାଁମୁହିଁ ଧକ୍କାରେ ମୃତ୍ୟୁ ସଂଖ୍ୟା ୩ , ୪୦ ଆହତ .. ୬୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ..

ଦକ୍ଷିଣ କୋରିଆରେ ବିରୋଧିଦଳ ନେତାଙ୍କୁ ଛୁରୀରେ ହତ୍ୟା ଉଦ୍ୟମ.. ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି..

ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି.. ଅପରାହ୍ନ ଘ.୪.୦୦ ଟିକାଠାରୁ ରାତ୍ର ଘ. ୮.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ..

ରାଉରକେଲାରେ ହଇଜା ସ୍ଥିତି ଅନୁଧ୍ୟାନ କଲେ ୩ ଜଣିଆ କେନ୍ଦ୍ରୀୟ ଟିମ୍‌‌.. ଗତକାଲି ୨ ଜଣିଆ କେନ୍ଦ୍ରୀୟ ଟିମ୍‌‌ ପହଞ୍ଚି ଅନୁଧ୍ୟାନ କରିଥିଲେ..

ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ.. ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪କୁ ବୃଦ୍ଧି..

 

Comments are closed.