Author
Samaja Digital
କ୍ୟାନସର ହେବା ସୂଚନା ପରେ ବଜାରରୁ ‘ଡ୍ରାଏ ଶାମ୍ପୁ’ ପ୍ରତ୍ୟାହାର କଲା ୟୁନିଲିଭର
ନୂଆଦିଲ୍ଲୀ - ଆମେରିକାରେ ବଜାରରୁ ଏରସୋଲ୍ ଡ୍ରାଏ ଶାମ୍ପୁକୁ ୟୁନିଲିଭର ପକ୍ଷରୁ ପ୍ରତ୍ୟାହାର କରାଯାଇଛି । କମ୍ପାନୀର ଡୋଭ୍, ନେକ୍ସସ୍, ସୁଆଭେ, ଟ୍ରେସ୍ମି ଏବଂ ଟିଟିକୁ କମ୍ପାନୀ ପ୍ରତ୍ୟାହାର କରିଛି । ଏହି ଶୁଷ୍କ…
Read More...
Read More...
ବୋମାକୁ ବଲ୍ ଭାବି ଖେଳୁଥିବା ବେଳେ ଚାଲିଗଲା ୭ ବର୍ଷ ବାଳକର ଜୀବନ, ଅନ୍ୟ ଜଣେ ଗୁରୁତର
କୋଲକତା - ପଶ୍ଚିମବଙ୍ଗର ବାରାକପୁରରେ ଗୋଟିଏ ଛୋଟ ପିଲା ଏକ ବମ୍କୁ ବଲ୍ ଭାବି ଖେଳୁଥିବା ବେଳେ ଏହା ଫୁଟିଯିବାରୁ ବାଳକଟିର ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟଜଣେ ୧୦ ବର୍ଷୀୟ ବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି…
Read More...
Read More...
ଟ୍ରାଫିକ୍ ପୁଲିସ୍କୁ ପିଟିବା ଅଭିଯୋଗରେ ଦୁଇ ଜଣଙ୍କୁ ୬ ମାସ ଜେଲ୍ ଦଣ୍ଡ
ମୁମ୍ବଇ - ମୁମ୍ବଇରେ କାର୍ଯ୍ୟରତ ଟ୍ରାଫିକ୍ ପୁଲିସ୍କୁ ପିଟିବା ଅଭିଯୋଗରେ ଦୁଇ ଜଣ ବ୍ୟକ୍ତିଙ୍କୁ ଅଦାଲତ ୬ ମାସ କାରାଦଣ୍ଡାଦେଶ ରେ ଦଣ୍ଡିତ କରିଛନ୍ତି । ୨୦୧୬ ମସିହାର ଏହି ଘଟଣାରେ ମହମ୍ମଦ ସାକିର ଅନ୍ସାରି ଏବଂ…
Read More...
Read More...
ପତିକୁ ହତ୍ୟା କରିବାର କାରଣ କହିଲେ – ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ
ବଲାଙ୍ଗିର/ତୁଷୁରା, :ତୁଷୁରା ଥାନା ଅନ୍ତର୍ଗତ ମହିପୁର ଦିବ୍ୟସିଂ ଭୋଇ ହତ୍ୟା ଘଟଣାରେ ଅଭିଯୁକ୍ତ ପତିହନ୍ତା ମହିଳାକୁ ତୁଷୁରା ପୁଲିସ ରବିବାର ଗିରଫ କରିଛି । ଅଭିଯୁକ୍ତ ମହିଳା ହେଲେ ମୃତ ଦିବ୍ୟସିଂ ଭୋଇଙ୍କ ପତ୍ନୀ…
Read More...
Read More...
ଗାଡିସହ ଶାଢୀ ଚୋରି କରି ତିନି ଚୋର ଗିରଫ
ରେଙ୍ଗାଲିକ୍ୟାମ୍ପ - ଗାଡି ସହ ଶାଢୀ ଗଣ୍ଠିଲି ଚୋରି ଅଭିଯୋଗରେ ପୁଲିସ ତିନି ଚୋରଙ୍କୁ ଗିରଫ କରିଛି । ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତ ଚୁଲଧର ଗ୍ରାମର ସୁରେଶ ବାଗ (୪୨) ତାଙ୍କ ବାଇକ୍ରେ ଶାଢୀ, ବେଡସିଟ ଆଦି ବୋଝେଇ…
Read More...
Read More...
ଭୀଷଣ ବାତ୍ୟାର ରୂପ ନେବ ସିତ୍ରଙ୍ଗ – ବାଂଲାଦେଶରେ ସ୍ଥଳଭାଗ ଛୁଇଁବ
ଭୁବନେଶ୍ୱର - ଲଘୁଚାପରୁ ବାତ୍ୟା ରୂପ ନେଇ ସାରିଲାଣି ସିତ୍ରଙ୍ଗ । ଏବେ ସମୁଦ୍ର ଭୀତରେ ବାଂଲାଦେଶ ମୁହାଁ । ତିନେକୋଣା ଏବଂ ସାନ୍ଦୀପ୍ ଦେଇ ଏହା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।…
Read More...
Read More...
ସ୍ତ୍ରୀ କୁ ଛୁରି ଦେଖାଇ ହତ୍ୟା କରିବାକୁ ଦେଉଥିବା ଧମକ ଦେଉଥିବା ସ୍ୱାମୀକୁ ବାନ୍ଧିଲା ପୁଲିସ
ରେଙ୍ଗାଲିକ୍ୟାମ୍ପ -- ସ୍ତ୍ରୀକୁ ଛୁରି ଦେଖାଇ ହତ୍ୟା ଧମକ ଦେଉଥିବା ସ୍ୱାମୀକୁ ପୁଲିସ ଗିରଫ କରିଛି । ଅତିବିରା କାଣ୍ଡପାଲି ଅକ୍ଷୟଟିକ୍ରାରେ ରହୁଥିବା ରାକେଶ ବିଶ୍ୱାସ ସ୍ତ୍ରୀ ସବିତାଙ୍କ ସହ ଝଗଡା ପରେ ଏକ ଛୁରି ଦେଖାଇ…
Read More...
Read More...
ମୃତ ଗାଈକୁ ଗାଡି ପଛରେ ବାନ୍ଧି ରାସ୍ତାରେ ଘୋଷାଡି ନେଲେ ଏନ୍ଏଚ୍ଏଆଇ ସୁପରଭାଇଜର୍ – ଭିଡିଓ ଭାଇରାଲ୍ରେ…
ଛତ୍ରପୁର, - ହିନ୍ଦୁ ଧର୍ମରେ ଗୋମାତା କୁ ପୂଜା କରିଥାନ୍ତି | କିନ୍ତୁ ଏକ ମୃତ ଗାଈ କୁ ଗାଡି ର ପଛ ପଟେ ରଶି ସାହାଯ୍ୟରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଉଥିବା ଦୃଶ୍ୟ ସମସ୍ତ ଙ୍କୁ ଆଘାତ କରିଛି |
ଏହି ଘଟଣା ଗଞ୍ଜାମ…
Read More...
Read More...
ଓହରିଲେ ଜନସନ୍, ଋଷି ସନକ୍ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ
ଲଣ୍ଡନ - ବ୍ରିଟେନ୍ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ଚାଲିଥିବା ପ୍ରତିଦ୍ୱନ୍ଦିତାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସ୍ ଓହରି ଯାଇଛନ୍ତି । ତାଙ୍କ ନିକଟରେ ସମର୍ଥନ ଥିଲେ ବି ଦଳର ଏକତା କାରଣରୁ ସେ ଏଥିରୁ…
Read More...
Read More...
ପୋଖରୀରେ ଫସିଲା ଜଙ୍ଗଲି ହାତୀ
ଲାଞ୍ଜିଗଡ - କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଦୁର୍ଗମ ଅଞ୍ଚଳ ମାନଙ୍କରେ ଜଙ୍ଗଲୀ ହାତୀ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲିଛି । ସଂଧ୍ୟା ହେଲେ ହାତୀପଲ ଜଙ୍ଗଲ ରେ ନରହି ଗାଁ ମୁହାଁ ହେଉଛନ୍ତି । ଫସଲ ନଷ୍ଟ କରିବା…
Read More...
Read More...
ଦୀପାବଳିରେ ଧନବୃଦ୍ଧି ପାଇଁ କାହିଁକି କରାଯାଇଥାଏ ଲକ୍ଷ୍ମୀ ଏବଂ ଗଣେଶଙ୍କର ପୂଜା
କଥା ଅନୁସାରେ, ଥରେ ଜଣେ ସାଧୁ ମନରେ ରାଜସିକ ସୁଖ ହାସଲ କରିବାର ବିଚାର ଆସିଲା । ତେଣୁ ସେ ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ୟା କରିବା ଆରମ୍ଭ କଲା । ସାଧୁର ତପସ୍ୟାରେ ପ୍ରସନ୍ନ ହୋଇ ମା’ଲକ୍ଷ୍ମୀ ସେ…
Read More...
Read More...
କାହିଁକି ମା’କାଳୀଙ୍କ ପାଦତଳେ ଭଗବାନ ଶିବ? ରକ୍ତବୀର୍ଯ୍ୟର ବଧ ପାଇଁ ମା’ ଦୂର୍ଗା ଧାରଣ କରିଥିଲେ
ଭଗବତୀ ଦୁର୍ଗାଙ୍କ ଉଗ୍ର ରୂପ ହେଉଛନ୍ତି ମା’କାଳୀ । ରାକ୍ଷସମାନଙ୍କ ବିନାଶ କରିବା ପାଇଁ ମା’ ଏହି ରୂପ ଧାରଣ କାରିଥିଲେ । ସାଧାରଣତଃ ଆପଣ ଦେଖିଥିବେ ମା’କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା’ଙ୍କ ପାଦ ତଳେ…
Read More...
Read More...
ଜବାନ୍ଙ୍କ ସହ ଦୀପାବଳି ପାଳନ ପାଇଁ କାରଗିଲ୍ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
ଜବାନ୍ଙ୍କ ସହ ଦୀପାବଳି ପାଳନ ପାଇଁ କାରଗିଲ୍ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲ୍ରୁ ଏ ସଂକ୍ରନ୍ତରେ ଅନେକ ଫଟୋ ପୋଷ୍ଟ କରାଯାଇଛି । ପ୍ରଧାନମନ୍ତ୍ରୀ ଭାବେ…
Read More...
Read More...
ଜିଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇର ଶୁଭାରମ୍ଭ
- ଭାରତର ଅଧିକ ଭିଡ଼ ଅଂଚଳରେ ଏହି ୱାଇ-ଫାଇର ଅନୁଭବ ମିଳିବ
- ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀ ପରେ ଚେନ୍ନାଇକୁ ଜିଓ ଟ୍ରୁ-୫ଜିର ସମ୍ପ୍ରସାରଣ
ଭୁବନେଶ୍ୱର: ସମସ୍ତଙ୍କ ପାଖରେ ୫ଜି ପହଂଚାଇବା ଲାଗି…
Read More...
Read More...
ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ
ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ
https://youtu.be/FswUwS0Vk5s
https://youtu.be/FswUwS0Vk5s
Read More...
Read More...
ଦୀପାବଳି ପାଳନ କଲେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍
ନ୍ୟୁୟର୍କ - ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ ନିଜ ସରକାରୀ ବାସଭବନରେ ଦୀପାବଳି ପାଳନ କରିଛନ୍ତି । ଏହା ସର୍ବଧର୍ମ ସମନ୍ୱୟର ବାର୍ତ୍ତା ଦିଏ ବୋଲି ସେ ପ୍ରକାଶ କରିଛନ୍ତି । ନିଜ ସରକାରୀ ବାସଭବନରେ ଭାରତୀୟ…
Read More...
Read More...
ଏକ ସାଙ୍ଗରେ ଦୁଇଟି ଚାକିରି କରିପାରିବେ କର୍ମଚାରୀ- ଇନଫୋସିସ୍ର ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ : ମୁନଲାଇଟିଂକୁ ନେଇ ଚର୍ଚ୍ଚା ଲାଗିରହିଥିବାବେଳେ, ଇନଫୋସିସ ଏହାର କର୍ମଚାରୀଙ୍କୁ କମ୍ପାନୀରେ ଚାକିରି କରିବା ସହ ଅନ୍ୟ ଚାକିରି କରିବାକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି। ଏଥିପାଇଁ କର୍ମଚାରୀଙ୍କୁ ମୁଖ୍ୟ…
Read More...
Read More...
ଜିଏସଟି ରିଟର୍ଣ୍ଣ ଦାଖଲ ଅବଧି ବୃଦ୍ଧି
ନୂଆଦିଲ୍ଲୀ, ୦: ସରକାର ସେପ୍ଟେମ୍ବର ମାସରେ ଜିଏସଟି ରିଟର୍ଣ୍ଣ ଦାଖଲ ଅବଧି ବୃୃଦ୍ଧି କରି ୨୧ ଅକ୍ଟୋବର କରିଦେଇଛନ୍ତି। ରିଟର୍ଣ୍ଣ ଦାଖଲ ନେଇ ସରକାରଙ୍କ ପୋର୍ଟାଲରେ କରଦାତାମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।…
Read More...
Read More...
‘ମୁହୂର୍ତ୍ତ ଟ୍ରେଡିଂ’-ଦୀପାବଳିରେ ଘଣ୍ଟାଏ ଖୋଲିବ ଷ୍ଟକ ଏକ୍ସଚେଞ୍ଜ
ନୂଆଦିଲ୍ଲୀ : ଦୀପାପଳି ଅବସରରେ ସୋମବାର ପ୍ରମୁଖ ଷ୍ଟକ ଏକ୍ସଚେଞ୍ଜ ବିଏସଇ ଓ ଏନଏସଇ ଏକ ଘଣ୍ଟା ପାଇଁ ଖୋଲା ରହିବ। ଏହି ସମୟରେ ‘ମୁହୂର୍ତ୍ତ ଟ୍ରେଡିଂ’ ହେବ। ସେହିଦିନ ସଂଧ୍ୟା ୬ଟାରୁ ୭ଟା ପାଇଁ ଷ୍ଟକ ଏକ୍ସଚେଞ୍ଜ ଖୋଲା…
Read More...
Read More...
ଭୁବନେଶ୍ୱରରେ ଟାଟା ଗ୍ରୁପର ଏଥିନିକ୍ ଓ୍ୱିୟର ବ୍ରାଣ୍ଡ ସୋ’ରୁମ୍ “ତାନେଇରା”
ଭୁବନେଶ୍ୱର - ଟାଟା ଗ୍ରୁପ୍ ଟାଇଟନ୍ କମ୍ପାନୀର ଏଥିନିକ୍ ଓ୍ୱିୟର ସୋ'ରୁମ୍ "ତାନେଇରା" ଏବେ ଭୁବନେଶ୍ୱରରେ । ଏହି ଷ୍ଟୋର୍ରେ ହସ୍ତତନ୍ତ ବା ହ୍ୟାଣ୍ଡଲୁମ୍ ଶାଢୀ, ବ୍ଲାଉଜ୍ ସହ ବିଭିନ୍ନ ପାରମ୍ପରିକ ପୋଷାକ…
Read More...
Read More...
ଅଗଷ୍ଟରେ ସର୍ବାଧିକ ଗ୍ରାହକ ଯୋଡ଼ିଲା ଜିଓ, ଏବେ ଦେଶର ସର୍ବବୃହତ ଫିକ୍ସଡ୍ଲାଇନ୍ ସେବା ପ୍ରଦାନକାରୀରେ ପରିଣତ : ଟ୍ରାଇ…
ଭୁବନେଶ୍ୱର: ଦେଶର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଉଲ୍ଲେଖନୀୟ ଯାତ୍ରାକୁ ବଜାୟ ରଖି ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ସର୍ବାଧିକ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ)…
Read More...
Read More...
ଭୟଙ୍କର କୋଭିଡ୍ ଭୁତାଣୁ ଆମେରିକାର ବୋଷ୍ଟନ ବିଶ୍ୱବିଦ୍ୟାଳୟର ଲାବୋରେଟୋରୀରେ ତିଆରି କରାଯାଇଥିବା ବିଶେଷଜ୍ଞଙ୍କ ଦାବି…
ନ୍ୟୁୟର୍କ - ଆମେରିକାର ବୋଷ୍ଟନ ବିଶ୍ୱବିଦ୍ୟାଳୟର ପରୀକ୍ଷାଗାରରେ ଭୟଙ୍କର କୋଭିଡ୍ ଭୁତାଣୁ ଗବେଷକମାନେ ତିଆରି କରିଥିବା ଦାବି କରିଛନ୍ତି । ଏହାକୁ କୃତ୍ରିମ ଉପାୟରେ ତିଆରି କରାଯାଇଛି । ଓମିକ୍ରନ୍ର ସ୍ପାଇକ୍…
Read More...
Read More...
ପୁଲିସକୁ ଲୁଟିଆଙ୍କ ଖୋଲା ଚ୍ୟାଲେଞ୍ଜ -ସୁନା ବେପାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଲୁଟ୍
ପାଟଣାଗଡ - ସ୍ଥାନୀୟ ପୁଲିସର ଅପାରଗତାର ସୁଯୋଗ ନେଇ ମାତି ଉଠିଛନ୍ତି ଲୁଟିଆ । ଗୁରୁବାର ସକାଳେ ଯୋଗିମୁଣ୍ଡାର ଜଣେ ପରିବା ବିକାଳୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ବାଇକ୍ ଏବଂ ୮ ହଜାର ଟଙ୍କା ଲୁଟ ହେବା ପରେ ସଂଧ୍ୟାରେ…
Read More...
Read More...
ସମାଜରେ ଖବର ପ୍ରକାଶପରେ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ପିଚୁ ମରାମତି କାର୍ଯ୍ୟ ଆରମ୍ଭ
ଗୁରୁଡିଝାଟିଆ- ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯାତାୟାତ ଏବେ ହେବ ସୁଗମ । ପୂର୍ବରୁ ରାସ୍ତା ଖାଲଖମାରେ ପୂର୍ଣ୍ଣ ଥିବାରୁ ସାଧାରଣଯାତ୍ରୀ ଏବଂ ଆମ୍ବୁଲାନ୍ସରେ ଯାଉଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ…
Read More...
Read More...
କୋରାପୁଟର ଜୟପୁରରୁ ଉଡିବ ବିମାନ – ନବନିର୍ମିତ ବିମାନବନ୍ଦରକୁ ଉଡାଣ ଅନୁମତି ମିଳିଲା
ଭୁବନେଶ୍ୱର - କୋରାପୁଟର ଜୟପୁରରେ ନୂଆକରି ନିର୍ମାଣ କରାଯାଇଥିବା ବିମାନବନ୍ଦରରୁ ବିମାନ ଉଡିବ । ନେଇ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଅନୁମତି ମିଳିଛି । ଅକ୍ଟୋବର ୨୦ ତାରିଖରେ ଡିଜିସିଏ ପକ୍ଷରୁ ଏନେଇ ସୂଚନା…
Read More...
Read More...
ମହୁ ମାଛି ଆକ୍ରମଣ ରେ ୨ ଗୁରୁତର
କଣ୍ଟାବାଞ୍ଜି - କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଡ଼ଙ୍ଗରପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ସାଲେପଡା ଗାଁରେ ମହୁମାଛି ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।
ଗ୍ରାମର ଯୁବକ ବିରବଲ ଭୋଇ ଓ ଧନଞ୍ଜୟ ଭୋଇ ଚାଷ ଜମିକୁ…
Read More...
Read More...
ଏଆଇପିଏନ୍ବିଓଏର କାର୍ଯ୍ୟନିର୍ବାହୀ କମିଟି ବୈଠକ
ଭୁବନେଶ୍ୱର: ସର୍ବଭାରତୀୟ ପଞ୍ଜାବ ନ୍ୟାଶ୍ନାଲ ବ୍ୟାଙ୍କ ଅଧିକାରୀ ସଂଘ (ଏଆଇପିଏନ୍ବିଓଏ) ଭୁବନେଶ୍ୱର ମଣ୍ଡଳର କାର୍ଯ୍ୟନିର୍ବାହୀ କମିଟି ବୈଠକ ମଣ୍ଡଳ ସଭାପତି ଅରବିନ୍ଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଚଳିତ ମାସ ୧୯…
Read More...
Read More...
Video-ଏମତି ଖୁସୀବଳେ ଆସିଗଲା ମୃତ୍ୟୁ -ନାଚୁଥିବା ବେଳେ ଟଳିପଡିଲେ
https://youtu.be/U17aRVeDKAY
Read More...
Read More...
୯୯ ଟଙ୍କାରେ ବି ମିଳୁଛି ଫେସନେବଲ୍ ସାର୍ଟ- ଲାଇମ୍ରୋଡ୍ ଅଧିଗ୍ରହଣ ପାଇଁ ୧୫୦ କୋଟି ନିବେଶ କରିବ ଭି-ମାର୍ଟ
https://youtu.be/rErLD8WMAMQ
Read More...
Read More...
Video- ଭସ୍ମ ଉଡୁଛି,ଅଘୋରୀ ବାବା ନାଚୁଛନ୍ତି ||ଶୈବ ତନ୍ତ୍ର ଅଘୋର ତାଣ୍ଡବ ନୃତ୍ୟ || ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା…
https://youtu.be/M2WUiiqNZSs
Read More...
Read More...
ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ କାର ଡିଲରମାନଙ୍କ ମଧ୍ୟରେ ବୈଠକ ଆୟୋଜିତ
ଭୁବନେଶ୍ୱର: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ କାର ଡିଲରମାନଙ୍କ ମଧ୍ୟରେ ଏକ ବୈଠକ ଆୟୋଜିତ ହୋଇଯାଇଛି । ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ସତ୍ୟବାନ ବେହେରାଙ୍କ ବଳିଷ୍ଠ ନେତୃତ୍ୱ…
Read More...
Read More...
ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ହିନ୍ଦୀ ପକ୍ଷ ସମାପନ ସମାରୋହ ଆୟୋଜିତ
ଭୁବନେଶ୍ୱର: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ପକ୍ଷରୁ ୧୪ ସେପ୍ଟେମ୍ବର, ୨୦୨୨ରୁ ଆରମ୍ଭ ହୋଇଥିବା ହିନ୍ଦୀ ପକ୍ଷର ସମାପନ ସମାରୋହ ଉତ୍ସବ ବ୍ୟାଙ୍କର ଭୁବନେଶ୍ୱରସ୍ଥିତ କର୍ମଚାରୀ ପ୍ରଶିକ୍ଷଣ କେନ୍ଦ୍ରଠାରେ…
Read More...
Read More...
ୟୁକୋ ବ୍ୟାଙ୍କର ଡିଜିଟାଲ ବ୍ୟାଙ୍କିଙ୍ଗ୍ ୟୁନିଟ୍, ସାଲେପୁର ଓ ପୁରୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମୋଡ୍ରେ…
ଭୁବନେଶ୍ୱର: ସମଗ୍ର ଦେଶରେ ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ୟୁନିଟ୍ (ଡିବିୟୁ) ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭର୍ଚୁଆଲ ମୋଡ୍ରେ ଦେଶବାସୀଙ୍କ ନିମନ୍ତେ ଲୋକାର୍ପଣ…
Read More...
Read More...
ଦ୍ୱିତୀୟ ତ୍ରୟମାସରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ନେଟ୍ ଲାଭ ୫୩୫କୋଟିରୁ ଅଧିକ
ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଅନାଦେୟ ଋଣ ହ୍ରାସ ଓ ମୋଟ୍ ସୁଧ ଆୟରେ ବୃଦ୍ଧି ଘଟିବା ସହ ସେପ୍ଟେମ୍ବର ୨୦୨୨ ଶେଷ ସୁଦ୍ଧା ନେଟ୍ ଲାଭ ଦ୍ୱିଗୁଣିତ ହୋଇ ୫୩୫କୋଟିରେ ପହଞ୍ଚିଛି । ବ୍ୟାଙ୍କର ସେୟାର ଶତକଡା…
Read More...
Read More...
କ୍ୟାନସରକୁ ଭଲ କରିବ ଓଡ଼ିଶା ମଇଁଷି କ୍ଷୀର – ଚିଲିକ ମଇଁଷି କ୍ଷୀରରେ ରହିଛି ପ୍ରତିଷେଧକ
ପୁରୀ : ଚିଲିକା ମଇଁଷିଙ୍କ କ୍ଷୀରରେ ରହିଛି କର୍କଟ ରୋଗ ପ୍ରତିେଷଧକ ଉପାଦାନ। ସେଥିରୁ କର୍କଟ ରୋଗ ଔଷଧ ପ୍ରସ୍ତୁତି ପାଇଁ ଚାଲିଛି ଗବେଷଣା। ହରିୟାଣାର ଏକ ସଂସ୍ଥା ଚଳାଇଥିବା ଗବେଷଣାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ…
Read More...
Read More...
ପୁରୀରେ ଥିଲା ବିଶ୍ୱକବି ରବୀନ୍ଦ୍ରନାଥଙ୍କ ବାସଗୃହ- ଛାତ୍ରାବାସ ପାଇଁ କରିଥିଲେ ଦାନ, ଏବେ ହେବ ନିଶ୍ଚିହ୍ନ
ପୁରୀ : ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବ ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କ ବାସଭବନ ପାଥେର୍ପୁରୀ। ପୁରୀ ସମୁଦ୍ରକୂଳ ନିକଟରେ ଥିବା ଏହି ପ୍ରାଚୀନ ଐତିହ୍ୟ ଭାଙ୍ଗି ମାଟିରେ ମିଶାଇ ଦିଆଯିବ। ସେଠାରେ ସାମନ୍ତ…
Read More...
Read More...
ପିଏଫଆଇ ହ୍ବାଟ୍ସଆପ୍ ଗ୍ରୁପ୍ ଆଡମିନ ପାକିସ୍ତାନୀ
ମୁମ୍ବଇ : ମୁସଲମାନ ଚରମପନ୍ଥୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ସଦସ୍ୟଙ୍କୁ ନେଇ ଗଠନ ହୋଇଥିବା ହ୍ବାଟ୍ସଆପ୍ ଗ୍ରୁପ୍ର ଆଡମିନଙ୍କୁ ଆତଙ୍କବାଦୀ ନିରୋଧ ସ୍କ୍ବାଡ (ଏଟିଏସ୍) ଗିରଫ କରିଛି। ଗିରଫ ଆଡମିନ…
Read More...
Read More...
ଯମ ବି ଡରିବ – ଏମତି ରାସ୍ତାରେ ଯାଉଛନ୍ତି କୋମଳମତି ଶିଶୁ
ମୋହନା : ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ରହିଛି। ହେଲେ ସରକାରଙ୍କ ପ୍ରକୃତ ବିକାଶ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଭଲ ରାସ୍ତା ଓ ନାଳ ଉପରେ ପୋଲ ନିର୍ମାଣ…
Read More...
Read More...
ଛାତ ଉପରେ ଦୈନିକ:୨୦-୨୫ କିଲୋ ପରିବା ଉତ୍ପାଦନ
କେରଳ ଥୋଝୁପୁଡ୍ଡୁ ବାସିନ୍ଦା ପୁନ୍ନୁସ ଜ୍ୟାକବ୍ ଜଣେ ଅବସରପ୍ରାପ୍ତ ବ୍ୟକ୍ତି। ବୟସ ତାଙ୍କୁ ୬୩। ଘରେ ବସିବସି ତାଙ୍କୁ ବିରକ୍ତ ଲାଗିଲା। ଦିନେ ଘରପାଖ ବଜାରରୁ ମଞ୍ଜି କିଣି ଛାତ ଉପରେ ବଗିଚା ଆରମ୍ଭ କଲେ। ଧୀରେଧୀରେ…
Read More...
Read More...
ଲାଇମ୍ରୋଡ୍ ଅଧିଗ୍ରହଣ ପାଇଁ ୧୫୦ କୋଟି ନିବେଶ କରିବ ଭି-ମାର୍ଟ
ଭୁବନେଶ୍ୱର : ଭି-ମାର୍ଟ ରିଟେଲ ଲିମିଟେଡ୍ ପକ୍ଷରୁ ଲାଇମ୍ରୋଡ୍କୁ ଅଧିଗ୍ରହଣ କରିବା ଲାଗି ବୁଝାମଣା ସ୍ୱାକ୍ଷର କରାଯାଇଛି। ଏହା ଜରିଆରେ କମ୍ପାନୀ ଭାରତରେ ଡିଜିଟାଲ କ୍ରୟ କରୁଥିବା ୫ କୋଟି ଗ୍ରାହକଙ୍କ ପାଖରେ…
Read More...
Read More...
ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ
ଭୁବନେଶ୍ୱର - ଧାମନଗର ଉପନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ବିଜେଡିରୁ ବିଦା ହୋଇଛନ୍ତି । ତାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଧାମନଗରେ ଅବନ୍ତୀଙ୍କୁ…
Read More...
Read More...
ଗୋପାଳନରେ ବଢିବ ଆୟ- ଗୋବର ଘଷିରୁ ବାୟୋ ଗ୍ୟାସ ସହ ଅନ୍ୟ ଜୈବିକ ଖାଦ ପ୍ରସ୍ତୁତି
କୃଷକଙ୍କ ରୋଜଗାର ବଢ଼ାଇବା ଲକ୍ଷ୍ୟରେ ସରକାର ନେଇଥିବା ପଦକ୍ଷେପକୁ ସବୁରି ମହଲରେ ସ୍ବାଗତ କରାଯାଇଛି। ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡ ଆନୁକୂଲ୍ୟରେ ଏହି ଘୋଷଣା ହୋଇଛି। ଗୋଶାଳା ଖିର ବିକ୍ରି କରି ରୋଜଗାର କରୁଥିବା…
Read More...
Read More...
Video,ଦେଖନ୍ତୁ ଭିଡିଓ- ପଶୁ ବୁଝିପାରୁଛନ୍ତି କେଉଁଠି ଠିକ୍ କେଉଁଟି ଭୁଲ୍
https://youtu.be/H_n2rUPOT4o
Read More...
Read More...
ସୂର୍ଯ୍ୟଙ୍କଠୁ ଏମିତି କିଛି ପଦାର୍ଥ ନିର୍ଗତ ହୋଇଥାଏ ଯାହା ପୃଥିବୀ ପାଇଁ ଅତ୍ୟନ୍ତ ବିପଦଜନକ, ତେବେ ଆସନ୍ତୁ ଜାଣିବା
ସୂର୍ଯ୍ୟଙ୍କଠୁ ଏମିତି କିଛି ପଦାର୍ଥ ନିର୍ଗତ ହୋଇଥାଏ ଯାହା ପୃଥିବୀ ପାଇଁ ଅତ୍ୟନ୍ତ ବିପଦଜନକ, ତେବେ ଆସନ୍ତୁ ଜାଣିବା
https://www.youtube.com/watch?v=eQZkb45ZEGc…
Read More...
Read More...
କଟିଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଟିକେଟ୍- ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ ଜଣ ପ୍ରାର୍ଥୀଙ୍କ ତାଲିକା…
ଭୁବନେଶ୍ୱର -ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ ଜଣ ପ୍ରାର୍ଥୀଙ୍କ ତାଲିକା ବିଜେପି ଜାରି କରିଛି ।
ବିଜେପି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ସିରାଜରୁ ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ…
Read More...
Read More...
କେନ୍ଦ୍ର କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳୀ ଉପହାର
ନୂଆଦିଲ୍ଲୀ : କେନ୍ଦ୍ର କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦୀପାବଳୀ ଉପହାର ଦେଇଛନ୍ତି । ମହଙ୍ଗା ଭତ୍ତା (ଡିଏ)ବୃଦ୍ଧି ପରେ ବର୍ତ୍ତମାନ ଭ୍ରମଣ ଭତ୍ତା (ଟିଏ) ମଧ୍ୟ ବୃଦ୍ଧି କରିଛନ୍ତି । ଭ୍ରମଣ ଭତ୍ତାର ବୃଦ୍ଧି ଦୁଇଟି…
Read More...
Read More...
ବିଶ୍ୱରେ ଡିଜେଲ ସଙ୍କଟ
ନୂଆଦିଲ୍ଲୀ, : କେତେକ ଦେଶଙ୍କ ଲାଗି ଡିଜେଲ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଶେଷ କରି ରୁଷ୍-ୟୁକ୍ରେନ ଯୁଦ୍ଧ ପରଠାରୁ ଉପୁଜିଥିବା ସଙ୍କଟ ଏବେ ଗୁରୁତର ହେବାରେ ଲାଗିଛି। ଯେବେଠୁ ୟୁରୋପୀୟ ଦେଶଙ୍କୁ ରୁଷ୍ର…
Read More...
Read More...
ବୁଧବାରର ରାଶିଫଳ – ଏହି ରାଶିଧାରୀ ବେଶ୍ ଭାଗ୍ୟଶାଳୀ
ମେଷ- ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମକୁ ଆଦରି ନେବେ। ଯାନବାହନ ସୁଖ ମିଳିବ। ଜଳଯାତ୍ରା ନ କରିବା ଭଲ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ।
ବୃଷ-ମନ…
Read More...
Read More...
ପୁଣି ଦାଦନ ଦୁଃଖ: ରାଜକୋଟକୁ ଦାଦନ ଖଟିବାକୁ ଯାଇ ନିଖୋଜ
ଲାଞ୍ଜିଗଡ :ରୋଜଗାର ନ ମିଳିବାରୁ ଅନେକ ଲୋକ ଦାଦନ ମୁହାଁ ହେଉଛନ୍ତି, ଆଉ ଫେରିବା ସମୟରେ କେହି କେହି ଶବ ହେଇ ଫେରୁଛି ତ ଆଉ କିଏ ମାଲିକଙ୍କ ଠାରୁ ଅକଥନୀୟ ନିର୍ଯାତନାର ଶିକାର ହୋଇ ଖଟୁଥିବା ବେଳେ ଆଉ କେହି କେହି ନିଖୋଜ…
Read More...
Read More...
୧୯୪୭ ମସିହାରେ ସ୍ଥାପିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଛ ମୂଳେ ପଢ଼ୁଛନ୍ତି ଛାତ୍ରଛାତ୍ରୀ
ପାଟଣା -ଦେଶ ସ୍ବାଧୀନତା ପାଇବା ପରେ ପରେ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ମୁଖ୍ୟାଳୟରେ ସ୍ଥାପିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ବର୍ଷ ହେଲା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପରିଣତ ହୋଇଛି। ଏଠାରେ ଏବେ ପ୍ରଥମରୁ…
Read More...
Read More...
ଝାଡା ବାନ୍ତି ରେ ବିବାହିତ ଯୁବକ ମୃତ
ପାଟଣା - ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାରୁପାଟ ଗ୍ରାମର ଘଟକେଶ୍ୱର ନାଏକ(୨୭)ନାମକ ଜଣେ ଯୁବକର ଝାଡା ବାନ୍ତିରେ ମୃତ୍ୟୁ ଘଟିଛି। ଗତକାଲି ସେ ଗୁରୁତର ହୋଇ ପଡ଼ିଥିବାରୁ ତାଙ୍କୁ ରାତିରେ କେନ୍ଦୁଝର ଜିଲ୍ଲା ମୁଖ୍ୟ…
Read More...
Read More...
ରାଜସ୍ଥାନକୁ କାମ କରିବାକୁ ଯାଇଥିବା ଯୁବକ ନିଖୋଜ
ପାଟଣା - ପାଟଣା ଥାନା ଅନ୍ତର୍ଗତ ଶଙ୍ଖୁଆ ଗ୍ରାମର ଦୀପକ କୁମାର ନାଏକ(୩୦) ନାମକ ଯୁବକ ନିଖୋଜ ହୋଇଛନ୍ତି। ଶଙ୍ଖୁଆ ଗ୍ରାମର ସ୍ବର୍ଗତଃ ରମେଶ ନାଏକଙ୍କ ପୁଅ ରାଜସ୍ଥାନର ଜୟପୁର ଜିଲ୍ଲାକୁ ବୋରୱଲରେ କାମ କରିବାକୁ ତାଙ୍କର…
Read More...
Read More...
ମଦ ବିକ୍ରିକୁ ବିରୋଧ -ଥାନାର ଦ୍ୱାରସ୍ଥ ହେଲେ ମହିଳା
ପାଟଣା - କେନ୍ଦୁଝର ଜିଲା ତୁରୁମୁଙ୍ଗା ପଞ୍ଚାୟତ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ବିକ୍ରି ଵୃଦ୍ଧି ପାଉଛି। ଏହାକୁ ବିରୋଧ କରି ତୁରୁମୁଙ୍ଗା ପଞ୍ଚାୟତ ର ସରପଞ୍ଚ ସୁଲେଖା ନାଏକ ଙ୍କ ନେତୃତ୍ୱରେ ତ୍ରିବିନ୍ଦା ଗ୍ରାମର…
Read More...
Read More...
କନ୍ଧମାଳ ହଳଦୀକୁ ମିଳିଲା ଜାତୀୟସ୍ତରର ସମ୍ମାନଜନକ ଏନ୍ଆଇପି ଆୱାର୍ଡ
ଫୁଲବାଣୀ - କନ୍ଧମାଳ ହଳଦୀକୁ ପୁଣି ମିଳିଲା ଏନ୍ ଆଇପି ଆୱାର୍ଡ । କୃଷି ବର୍ଗ ରେ ସର୍ବାଧିକ ଭୋଟ ପାଇ ଏହି ପୁରସ୍କାର ଲାଭ କରିଛି କନ୍ଧମାଳ ହଳଦୀ । ନୂଆ ଦିଲ୍ଲୀଠାରେ ଆଇପି କନଫରେନ୍ସ ରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ…
Read More...
Read More...
ଠିକାଦାରଙ୍କ କାର୍କୁ ବୋମାମାଡ
କାମାକ୍ଷାନଗର-କାମାକ୍ଷାନଗର ମଢ଼ିସାହିରେ ଜଣେ ଠିକାଦାରଙ୍କ କାରକୁ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଅଭିଯୋଗ । ମଢ଼ିସାହି ର କାନ୍ହୁ ସାହୁଙ୍କ କାର ପଦାରେ ରହିଥିବା ବେଳେ କେହି…
Read More...
Read More...
ପ୍ରବଳ ଉତ୍ସାହ ସହ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଉଦଯାପିତ
ଭୁବନେଶ୍ୱର: ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଆୟୋଜିତ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଭୁବନେଶ୍ୱର (ଆଇଡିଏଫ୍ଏଫ୍ବି) ୨୦୨୨ ଉତ୍ସାହର ସହ ଉଦଯାପିତ ହୋଇଛି । ଏହି ତିନିଦିନିଆ ବୃତଚିତ୍ର ଫିଲ୍ମ…
Read More...
Read More...
ଜୟଆଲୁକ୍କାସ ପକ୍ଷରୁ ଭୁବନେଶ୍ୱରରେ ନୂଆସୋ’ରୁମ୍ର ଶୁଭାରମ୍ଭ
ଭୁବନେଶ୍ୱର:ବିଶ୍ୱର ଲେକପ୍ରିୟ ଗହଣା ବ୍ରାଣ୍ଡ୍ ଜୟଆଲୁକ୍କାସ ଓଡ଼ିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଷ୍ଟୋର୍କୁ ଖୋଲି ସର୍ବ ଭାରତୀୟସ୍ତରରେ ଏହାର ଉପସ୍ଥିତିକୁ ସମ୍ପ୍ରସାରିତ କରିଛି ।ଗହଣାପ୍ରେମୀଙ୍କ ପାଇଁ ଆକର୍ଷଣୀୟ…
Read More...
Read More...
ସୋଲାର ପ୍ଲେଟ୍ ଚୋରି କରୁଥିବାବେଳେ -ତିନିଜଣଙ୍କୁ ଧରିଲେ ଗାଁ ଲୋକ
ଲାଞ୍ଜିଗଡ -ଶୁକ୍ରବାର ବିଳମ୍ବିତ ରାତିରେ ଲାଞ୍ଜିଗଡ ବ୍ଲକ ବାତେଲିମା ଗ୍ରାମପଞ୍ଚାୟତ ବାଣୀପଙ୍ଗା ଗାଁରେ ପାନୀୟ ଜଳ ପ୍ରକଳ୍ପରେ ଲାଗିଥିବା ସୋଲାର ପ୍ଲେଟ୍ ଚୋରି କରି ନେଉଥିବାବେଳେ ତିନିଜଣ ଚୋରଙ୍କୁ ଗ୍ରାମବାସୀ ମାଡି…
Read More...
Read More...
ଠିକା ନିଯୁକ୍ତିର ଯୁଗ ଶେଷ – ମୁଖ୍ୟମନ୍ତ୍ରୀ କଲେ ଏହି ବଡ ଘୋଷଣା
https://www.youtube.com/watch?v=rsJc76BYqP8
Read More...
Read More...
ଗୀତା ଉପରେ ହାତ ରଖି ଶପଥ ନେଲେ ଆମେରିକାର ଆମ୍ବାସେଡର୍
https://www.youtube.com/watch?v=JmoktyIQPmc
Read More...
Read More...
ରାଜ୍ୟର ସବୁ ଚୁକ୍ତି ଭିତ୍ତିକ କର୍ମଚାରୀ ନିୟମିତ ହେବେ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର - ରାଜ୍ୟରୁ ଚୁକ୍ତି ଭିତ୍ତିକ ଉଚ୍ଛେଦ କରାଯାଇଛି । ରାଜ୍ୟର ସବୁ ଚୁକ୍ତି ଭିତ୍ତିକ କର୍ମଚାରୀ ନିୟମିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଏଥିପାଇଁ ୧୩ଶହ…
Read More...
Read More...
ବହୁତ ମାୟାବିନୀ ଅଛନ୍ତି ସେମାନଙ୍କ ଜାଲରେ ପଡନ୍ତୁ ନାହିଁ : ପ୍ରଯୋଜକ ଶ୍ରୀଧର ମାର୍ଥା
ବହୁତ ମାୟାବିନୀ ଅଛନ୍ତି ସେମାନଙ୍କ ଜାଲରେ ପଡନ୍ତୁ ନାହିଁ : ପ୍ରଯୋଜକ ଶ୍ରୀଧର ମାର୍ଥା
https://youtu.be/WA2ZmUCEm2I
Read More...
Read More...
ମୁଁ କେବେ କିଛି ଚୋରି କରିନି, କ’ଣ କହୁଛନ୍ତି ‘ବୋଉର ହାତବାକ୍ସ’ ସିନେମାର ଅଭିନେତ୍ରୀ ଶୁଣନ୍ତୁ
ମୁଁ କେବେ କିଛି ଚୋରି କରିନି, କ'ଣ କହୁଛନ୍ତି 'ବୋଉର ହାତବାକ୍ସ' ସିନେମାର ଅଭିନେତ୍ରୀ ଶୁଣନ୍ତୁ
https://youtu.be/1UsZIcA5sDc
Read More...
Read More...
ପୁଣି ଥରେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ – ୫ ହଜାର ଟଙ୍କାର ବିକ୍ରି ହୋଇଥିବା ସୂଚନା
ମାଲକାନଗିରି: : ମାଲକାନଗିରି ଜିଲ୍ଲାରେ ଗତ ଅଗଷ୍ଟ ୨୯ ତାରିଖ ଦିନ ତିନୋଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା ହୋଇଥିବା ବେଳେ ଏହି ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା…
Read More...
Read More...
ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ପକ୍ଷରୁ ବିଗେଷ୍ଟ ଇଣ୍ଡିଆନ୍ ଫେଷ୍ଟିଭାଲ୍ ‘ବେଷ୍ଟିଭାଲ୍ ସେଲ୍’ ସହିତ ପାଳନ କରିବା ଘୋଷଣା
- ‘ବେଷ୍ଟିଭାଲ୍ ସେଲ୍’ ହେଉଛି କ୍ରେତାମାନଙ୍କ ପାଇଁ ଏକ ବାସ୍ତବିକ ଓମନିଚାନେଲ୍ ଅନୁଭୂତି ଯେଉଁଠାରେ ସେମାନେ ନିଜର ସୁବିଧା ଅନୁସାରେ ଜିଓମାର୍ଟ ଅନଲାଇନ୍ ଏବଂ/ କିମ୍ବା ୩୦୦୦ରୁ ଅଧିକ ସ୍ମାର୍ଟ ଷ୍ଟୋର ମାଧ୍ୟମରେ…
Read More...
Read More...
ଜ୍ଞାନବାପୀ ମସ୍ଜିଦ୍ରେ କାର୍ବନ୍ ଡେଟିଙ୍ଗ୍ ପାଇଁ ମନା କଲେ ଅଦାଲତ
ବାରଣାସୀ - ବିଶ୍ୱ ବିଖ୍ୟାତ କାଶୀ ବିଶ୍ୱନାଥଙ୍କ ମନ୍ଦିର ନିକଟରେ ଥିବା ଜ୍ଞାନବାପୀ ମସ୍ଜିଦ୍ରେ କାର୍ବନ୍ ଡେଟିଂ ପାଇଁ ଅଦାଲତ ଅନୁମତି ଦେଇ ନାହାନ୍ତି । ସେଠାରେ ହିନ୍ଦୁ ଦେବାଦେବୀଙ୍କ ଚିହ୍ନ ସହ ମନ୍ଦିରର ପ୍ରାଚୀର…
Read More...
Read More...
ଭୂତ ଇନ୍ଦ୍ରଧନୁ ଫଟୋ କ୍ୟାମେରାରେ କଏଦ୍ – ଆମେରିକାରେ ଘଟିଛି ଏହି ଘଟଣା
ନ୍ୟୁୟର୍କ- ଆମେରିକାର ଫଟୋଗ୍ରାଫର ଷ୍ଟୁ ବେର୍ମାନ୍ ଏକ ଇନ୍ଦ୍ରଧନୁର ଫଟୋ ନିଜ କ୍ୟାମେରାରେ ଇତ୍ତୋଳନ କରିଥିଲେ । ଏହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହୋଇଥିଲା । କୁହୁଡି ବା ଫଗ୍ ଦ୍ୱାରା ଏହି…
Read More...
Read More...
ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କର ନିଧନ
ଭୁବନେଶ୍ବର: ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କର ମୃତ୍ୟୁ ହୋଇଥିବା ସୂଚନା । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ସନ୍ଧ୍ୟା ୭.୧୫ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ…
Read More...
Read More...
ସିଙ୍ଗାରି ଘାଟିରେ ୨ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା – ତିନି ଗୁରୁତର
କଲମପୁର :କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-କଲମପୁର ସିଙ୍ଗାରି ଘାଟିରେ ବାଇକ୍ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଦୁଇ ବାଇକ୍ ର ୩ଜଣ ଆରୋହୀ ଗୁରୁତର ଅବସ୍ଥାରେ ପଡିଥିବା ବେଳେ…
Read More...
Read More...
ଧୋକା ଦେଉଛି ବିଦ୍ୟୁତ ବିଭାଗ, ଅନ୍ଧାରରେ ସହର
ବଲାଙ୍ଗିର :ବଲାଙ୍ଗିର ଠିକାଦାରପଡ଼ାର ରାଜା ଜାଲ । ଅସ୍ଥି ମଜ୍ଜା କର୍କଟରେ ପୀଡ଼ିତ ସ୍ୱେଚ୍ଛାସେବୀ ରାଜାଙ୍କର ଚିକିତ୍ସା କଟକ ଏସ୍ସିବିରେ ହେଉଥିଲା । ତାଙ୍କ ଚିକିତ୍ସା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ,…
Read More...
Read More...
ସକାଳେ ଅତିଥି, ସନ୍ଧ୍ୟାରେ ଗିରଫ
ବଲାଙ୍ଗିର, :୧୭ ବର୍ଷରୁ କମ୍ ବଲାଙ୍ଗିର ଜିଲାସ୍ତରୀୟ ବାଳକ-ବାଳିକା ଫୁଟବଲ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଆରମ୍ଭ ହୋଇଛି । ବୁଧୁବାର ଥିଲା ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ…
Read More...
Read More...
ଚୋରି ହୋଇଥିଲା ୪୧ ଲକ୍ଷ -ପିଶାଚ କିମ୍ବା ଜିନ୍ ଚୋରି କରୁଥିବା ବିଶ୍ୱାସ କରିଥିଲେ ହେଲେ..
ମୁମ୍ବାଇ - ମୁମ୍ବାଇରେ ଜଣେ ବ୍ୟବସାୟୀଙ୍କ ଘରୁ ଲଗାତାର ଭାବେ ଚୋରି ହେଉଥିଲା । ଟଙ୍କା ସୁନା ସହ ଅନ୍ୟ ମୂଲ୍ୟବାନ ଜିନିଷ ଚୋରି ହେଉଥିଲା । ହେଲେ ଘର ଲୋକ ଏହା କୌଣସି ଦୁଷ୍ଟ ଆତ୍ମା ବା ପିଶାଚର କାମ ଭାବି ଅଭିଯୋଗ କରି…
Read More...
Read More...
ଧାମନଗର ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସ ପ୍ରାର୍ଥୀ
ଧାମନଗର ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସ ପ୍ରାର୍ଥୀ
Read More...
Read More...
୭ ଦିନ ମଧ୍ୟରେ ନାହିଁ ବାତ୍ୟା ଭୟ , ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା
ଭୁବନେଶ୍ୱର- ଆସନ୍ତା ୭ ଦିନ ମଧ୍ୟରେ ଓଡିଶାରେ ବାତ୍ୟା ଭୟ ନ ଥିବା କଥା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକାର ଟ୍ରିଡ୍ବିଟ୍ସ୍.କମ୍ ତଥା କାନାଡାର ସସ୍କାଚୁଆଲ୍ ୟୁନିଭରସିଟିର ପାଣିପାଗ…
Read More...
Read More...
ଆଧୁନିକୀକରଣ ପାଇଁ ରେଳ ଚଳାଚଳ ଆଂଶିକ ବ୍ୟାହତ
ସମ୍ବଲପୁର,୧୦ା୧୦(ସିଟି) : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ଓ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅଧିନସ୍ଥ ଅଞ୍ଚଳରେ ନିରାପତ୍ତା ଓ ଆଧୁନିକୀକରଣ ନିମନ୍ତେ ରେଳ ଚଳାଚଳ ଆଗାମୀ ଦିନରେ ଆଂଶିକ ବ୍ୟାହତ ହେବ । ସମ୍ବଲପୁର…
Read More...
Read More...
ମନରେଗା ବୋନସ୍ ଟଙ୍କା ଚଳୁ, ଥାନାରେ ଉଭୟ ପକ୍ଷରୁ ଅଭିଯୋଗ
ବଲାଙ୍ଗିର :ବଲାଙ୍ଗିର ଜିଲାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ର ଦୁର୍ନୀତି କାହାଣୀ ‘ଖଜୁରୀ ଗଛର କି ଗୁଣ ଗାଇବି..ସେ ତ ମୂଳରୁ ପାହାଚ ପାହାଚ’ ଭଳି । ଏହି ପରିପ୍ରେକ୍ଷୀରେ ଖପ୍ରାଖୋଲ ବ୍ଲକ…
Read More...
Read More...
ବିବାଦୀୟ ଏସ୍ଡିପିଓ ଡ.ହୃଷିକେଶ ମେହେର ନିଲମ୍ବିତ -କଣ୍ଟାବାଞ୍ଜି ଜୁଆଡି ଓ ଟଙ୍କା ଜବତ ମାମଲା
ବଲାଙ୍ଗିର :ପ୍ରାୟ ମାସେ ପରେ ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଜୁଆଡି ଗିରଫ ଓ ଟଙ୍କା ଜବତ ମାମଲାରେ ତକ୍ରାଳୀନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ(ଏସ୍ଡିପିଓ)ଙ୍କୁ ରାଜ୍ୟ ଗୃହ ବିଭାଗ ନିଲମ୍ବିତ କରିଥିବା ଜଣାପଡିଛି । ତେବେ ଏହି…
Read More...
Read More...
ମାଛ ଧରିବା ସମୟରେ ବୁଡିଯାଇ ମତ୍ସଜୀବୀ ମୃତ
ଗୋଳନ୍ଥରା - ଗୋଳନ୍ଥନା ଥାନା ଅନ୍ତର୍ଗତ ବଡ଼ଏକସିଂ ନଦୀ ମୁହାଣରୁ ଜଣେ ଧୀବରଙ୍କ ମୃତ ଶରୀର ପୁଲିସ ଜବତ କରିଛି l ମୃତକ ଜଣଙ୍କ ହେଲେ ବଡ ଏସକସିଙ୍ଗ ଗ୍ରାମର ଏଲ. କ୍ରିଷ୍ଣା (୬୫) ।
ମିଳିଥିବା ସୂଚନା ଅନୁଯାୟୀ, ବଡ…
Read More...
Read More...
ବିଳମ୍ବିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟ
ବଲାଙ୍ଗିର : ବଲାଙ୍ଗିର ପିପି ଏକାଡେ଼ମୀର ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।
ଗତ ଦୁଇ…
Read More...
Read More...
ଶିବସେନାର ଦୁଇ ଗୋଷ୍ଠୀଙ୍କୁ ମିଳିଲା ଏହି ଦୁଇଟି ନୂଆ ନାମ ଓ ଚିହ୍ନ
ମୁମ୍ବାଇ - ଶିବସେନା ଦୁଇ ଭାଗ ହେବା ପରେ ନିର୍ବାଚନ କମିଶନରଙ୍କ ପକ୍ଷରୁ ଦୁଇ ଗୋଷ୍ଠୀଙ୍କୁ ନାମ ଏବଂ ଚିହ୍ନ ପ୍ରଦାନ କରାଯାଇଛି । ଉଦ୍ଧବ ଠାକରେଙ୍କ ପକ୍ଷଙ୍କୁ ମଶାଲ ଚିହ୍ନ ଦିଆଯାଇଛି । ତାଙ୍କ ଗୋଷ୍ଠୀର ନାମ କରଣ…
Read More...
Read More...
ମେଳାରେ ଥିବା ଦୋଳାରେ ଚଢିବା ବେଳେ ବିଦ୍ୟୁତ୍ ଆଘାତରେ ଯୁବକ ମୃତ
ଲୁଧିଆନା - ଦଶହରା ଅବସରରେ ଲୁଧିଆନାର ଚଣ୍ଡୀଗଡ ରୋଡ୍ରେ ଥିବା ମେଳା ପଡିଆରେ ଲାଗିଥିବା ନୌକାଦୋଳା ବା କଲମ୍ବସ୍ ସ୍ୱୀଙ୍ଗରେ ଚଢୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ…
Read More...
Read More...
ବୋହୂକୁ ଅସଦ ବ୍ୟବହାର କରିଥିବା ଅଭିଯୋଗ ଥିବାରୁ ମାରିଦେଲେ -ପରିବା ବିକାଳୀଙ୍କୁ ଛୁରିଭୂଷି ହତ୍ୟା ଘଟଣାରେ ୪…
ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ସାତକୋଶିଆ ଗ୍ରାପ ପ୍ରଧାନସାହି ଗ୍ରାମ ରାସ୍ତା ରେ ଗତ ୨୯ ତାରିଖ ରାତିରେ ଜଣେ ପରିବା ବିକାଳୀଙ୍କୁ ଛୁର୍ଭୂଷି ହତ୍ୟା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ…
Read More...
Read More...
ଖୁଚୁରା ପଇସା ଅଚଳ ଗୁଜବ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ
ବିନିକା : ସୁବର୍ଣ୍ଣପୁର ଜିଲା ବିନିକା ସହର ଓ ଅଞ୍ଚଳରେ କିଛି ବର୍ଷ ଧରି ଖୁଚୁରା ପଇସା ଅଚଳ ଗୁଜବକୁ ନେଇ ସଚେତନ ନାଗରିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। କାରଣ ଦୋକାନ ବଜାର ଓ ବିଭିନ୍ନ ସ୍ଥାନରେ ଥିବା…
Read More...
Read More...
କାଠ ମାଫିଆଙ୍କ ଆକ୍ରମଣରେ ଫରେଷ୍ଟର ଗୁରୁତର ଘଟଣା – ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ବିନିକା : ବିନିକା ଥାନା ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଖାତିପଡ଼ାରେ ଗତ ୩ ତାରିଖ କେନାଲରୁ ମୂଲ୍ୟବାନ କାଠ ଜବତ ଘଟଣାରେ କୌଡ଼ିଆମୁଣ୍ଡା ଫରେଷ୍ଟର ଓ କେତେକ ଫରେଷ୍ଟ ଗାର୍ଡ କାର୍ମଚାରୀଙ୍କ ଠାରେ ହୋଇଥିବା…
Read More...
Read More...
ଉଭୟ ମୃତ- ସପ୍ତମ ଶ୍ରେଣୀ ନାବାଳିକା ଗର୍ଭବତୀ ହେବା ଘଟଣାରେ ନବାଜାତ ଏବଂ ନାବାଳିକାର ମୃତ୍ୟୁ ହୋଇଥିବା ସୂଚନା
ଜି ଉଦୟଗିରି - ସପ୍ତମ ଶ୍ରେଣୀ ନାବାଳିକା ଗର୍ଭବତୀର ନବଜାତ ଶିଶୁ ମୃତ୍ୟୁକୁ ୧୨ଘଣ୍ଟା ନ ପୁରୁଣୁ ନାବାଳିକାର ମୃତ୍ୟୁ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ…
Read More...
Read More...
ପ୍ୟାଣ୍ଟରେ ତିନୋଟି ଅଜଗର ସାପ ଚୋରା ଚାଲାଣ ବେଳେ ଧରାପଡିଲେ ବ୍ୟକ୍ତି
ନ୍ୟୁୟର୍କ - ଆମେରିକା ଏବଂ କାନାଡା ସୀମାରେ ପ୍ୟାଣ୍ଟ ଭିତରେ ତିନୋଟି ଅଜଗର ସାପ ଚୋରା ଚାଲାଣ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ବ୍ୟକ୍ତି ଜଣଙ୍କ ତିନୋଟି ବର୍ମିଜ୍ ପାଇଥନ୍ ବା ବର୍ମାରେ…
Read More...
Read More...
ରାଶି ଅନୁଯାୟୀ ରଖନ୍ତୁ ଏହି ପଶୁପକ୍ଷୀ
କିଛି ଲୋକଙ୍କୁ ପଶୁପକ୍ଷୀ ରଖିବା ବହୁତ ପସନ୍ଦ ଅଟେ। ଅନେକ ଲୋକ ନିଜର ଏକୁଟିଆପଣ ଦୂର କରିବା ପାଇଁ ପଶୁପକ୍ଷୀ ରଖିଥାଆନ୍ତି। ପଶୁପକ୍ଷୀ ଘରେ ରହିବା ଦ୍ବାରା ଏକ ଅଲଗା ପରିବେଶ ସୃଷ୍ଟି ହୋଇଥାଏ। ଏହାଦ୍ବାରା ଘରର ପରିବେଶ…
Read More...
Read More...
ମୋବାଇଲ୍ ନେଟଓ୍ୱର୍କ ପାଇଁ ପାହାଡ ଉପରକୁ ଯାଇଥିଲେ -ବଜ୍ରାଘାତ ହେବାରୁ ତିନି ଗୁରୁତର
ଫୁଲବାଣୀ- ଗାଁରେ ନାହିଁ ମୋବାଇଲ ନେଟୱର୍କ । ତେଣୁ ଅନଲାଇନ କାମ ପାଇଁ ଯିବାକୁ ପଡୁଛି ନିକଟସ୍ଥ ପାହାଡ ଉପରକୁ । ଏଭଳି ଭାବେ ପାହାଡ ଉପରକୁ ଯାଇ ନେଟୱାର୍କ ଖୋଜୁଥିବା ବେଳେ ବଜ୍ରପାତ ହେବାରୁ ୩ ଜଣ ଆହତ ହୋଇ…
Read More...
Read More...
ପୋଖରୀରେ ବୁଡି ଜଣେ ମୃତ
ଫୁଲବାଣୀ : ପବିତ୍ର ଦଶହରା ପର୍ବରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବନ୍ଧଗଡ଼ ଅଂଚଳରୁ I ବନ୍ଧଗଡ଼ ଗାଁର ଅଧିଷ୍ଠାତ୍ରୀ ଦେବୀ ମା ବରାଳଦେବୀଙ୍କ ମନ୍ଦିର ପାଖରେ ଥିବା ପୋଖରୀରେ ବୁଡି…
Read More...
Read More...
ସାପ କାମୁଡାରେ ଯୁବକ ମୃତ
ପାଟଣା- ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ନୂଆପଡା ଗ୍ରାମର ଶ୍ୟାମସୁନ୍ଦର ନାଏକ ଙ୍କ ପୁଅ ମନୀନ୍ଦ୍ର ନାଏକ(୪୦) ଙ୍କ ର ସର୍ପାଘାତରେ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତି ସେ ଘରେ ଶୋଇଥିବା ସମୟରେ ତାଙ୍କୁ ଏକ…
Read More...
Read More...
ଶଶୁର ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା ଅଭିଯୋଗ
ପାଟଣା - କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡା ରେ ଘଟି ଯାଇଛି ଅଭାବନୀୟ ଘଟଣା । ଗଣ୍ଡବେଡା ଗ୍ରାମରେ ବିରଞ୍ଚି ବେହେରା ଙ୍କ ଘରେ ଘର ଜ୍ୱାଇଁ ଭାବେ ରହୁଥିବା ଘଟଗାଁ ଥାନା ପାଣପଶି ଗ୍ରାମର ବିନୋଦ ବେହେରା ଓରଫ୍…
Read More...
Read More...
ବର୍ଷାଭିଜା ଭସାଣୀ
କାମାକ୍ଷାନଗର- ଲଘୁଚାପ ଜନିତ ଝିପି ଝିପି ବର୍ଷାରେ ମା ଦୁର୍ଗାଙ୍କର ଭସାଣି ଅନୁଷ୍ଠିତ ହୋଇଯାଇଛି l ଏ ଉପଲକ୍ଷେ ପୂର୍ବାହ୍ନ ସାଢେ ଏଗାରଟାରୁ ସମସ୍ତ ମେଢ଼ ନିଜ ଆସ୍ଥାନରୁ ନିଆଯାଇ ସୁସଜିତ ଗାଡ଼ିରେ ରଖିବା ପରେ…
Read More...
Read More...
ହାତୀ ଆକ୍ରମଣରେ ଯୁବକ ଗୁରୁତର
ଦେବଗଡ଼ : ବୁଧବାର ରାତ୍ରୀ ପ୍ରାୟ ୮ଟା ସମୟରେ ରିଆମାଳ ବନଖଣ୍ଡ ପଳସମା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଂଟାବାହାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁ୍ାୟୀ ଆଜି…
Read More...
Read More...
ଆଜିକାଲି ସୁସ୍ଥ ରହିବାର ନିୟମ,କାହିଁକି ନେବେ ଡାକ୍ତରଙ୍କ ପରାମର୍ଶ Dr Chandan Patra MBBS RCP London
ଆଜିକାଲି ସୁସ୍ଥ ରହିବାର ନିୟମ,କାହିଁକି ନେବେ ଡାକ୍ତରଙ୍କ ପରାମର୍ଶ Dr Chandan Patra MBBS RCP London
https://youtu.be/cf2LdmE0sig
Read More...
Read More...
ଯୁଗାର ଯାତ୍ରା- ମାଆଙ୍କ ପାଇଁ ଭକ୍ତର ଭକ୍ତିପୂତ ଅର୍ପଣ, ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯାତ୍ରାରେ ହେଲେ ସାମିଲ୍
ରେଙ୍ଗାଲିକ୍ୟାମ୍ପ - ଶାରଦୀୟ ଦୁର୍ଗା ପୂଜା ଅବସରରେ ଚାରିଆଡ଼େ ଉତ୍ସବ ମୁଖର । ଏହି ଅବସରରେ ବରଗଡ଼ ଜିଲ୍ଳା ଅତାବିରା ଏନ୍ ଏସି ୱାର୍ଡ ନଂ ୮ ଶାସ୍ତ୍ରୀ ନଗର ବାସୀ ମାଁ ଦୂର୍ଗା ଙ୍କୁ ଭେଟି ଦିଅନ୍ତି ଯୁଗାର । ଏହି…
Read More...
Read More...
କମେଡିକୁ ଆଉ ଏକ ଝଟକା- ଲାଫଟର୍ ଚ୍ୟାଲେଞ୍ଜର ଅନ୍ୟତମ ହାସ୍ୟ କଳାକାର ପରାଗ କଂସାରଙ୍କର ନିଧନ
ମୁମ୍ବଇ- ଲାଫଟର ଚ୍ୟାଲଞ୍ଜ ଭାରତର ଏକ ଲୋକପ୍ରିୟ ଟିଭି ସୋ' । ହେଲେ କିଛି ଦିନ ତଲେ ଏଥିରୁ ପ୍ରସିଦ୍ଧି ପାଇଥିବା ରାଜୁ ଶ୍ରୀବାସ୍ତବଙ୍କର ନିଧନ ହୋଇଥିଲା । ଏବେ ଏହି ଟିଭି ସୋ ରେ ପ୍ରସିଦ୍ଧି ପାଇଥିବା ପରାଗ…
Read More...
Read More...
ଗୋପାଳପୁର ସମୁଦ୍ରରେ ଜଣେ ନିଖୋଜ,୩ ଉଦ୍ଧାର
ଗୋପାଳପୁର - ଗୋପାଳପୁର ବେଳାଭୂମି ଆସି ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ନିଖୋଜ ହୋଇଯାଇଥିବା ବେଳେ ୩ ଜଣଙ୍କୁ ବେଳାଭୂମି ରେ ନିୟୋଜିତ ରହିଥିବା ଲାଇଫ ଗାର୍ଡ ଉଦ୍ଧାର କରିଛନ୍ତି । ନିଖୋଜ ରହିଥିବା ଯୁବକ ଜଣଙ୍କ…
Read More...
Read More...