ଜବାନ୍ଙ୍କ ସହ ଦୀପାବଳି ପାଳନ ପାଇଁ କାରଗିଲ୍ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ଜବାନ୍ଙ୍କ ସହ ଦୀପାବଳି ପାଳନ ପାଇଁ କାରଗିଲ୍ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲ୍ରୁ ଏ ସଂକ୍ରନ୍ତରେ ଅନେକ ଫଟୋ ପୋଷ୍ଟ କରାଯାଇଛି । ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ନେବା ପରେ ମୋଦୀ ପ୍ରତିବର୍ଷା ଦୀପାବଳି ଜବାନମାନଙ୍କ ସହ ପାଳନ କରି ଆସୁଛନ୍ତି ।
Prime Minister Shri @narendramodi has landed in Kargil, where he will celebrate Diwali with our brave soldiers. pic.twitter.com/RQxanDEgDK
— PMO India (@PMOIndia) October 24, 2022
Comments are closed.