www.samajalive.in
Sunday, December 7, 2025
26.1 C
Bhubaneswar

ଗୋପାଳନରେ ବଢିବ ଆୟ- ଗୋବର ଘଷିରୁ ବାୟୋ ଗ୍ୟାସ ସହ ଅନ୍ୟ ଜୈବିକ ଖାଦ ପ୍ରସ୍ତୁତି

କୃଷକଙ୍କ ରୋଜଗାର ବଢ଼ାଇବା ଲକ୍ଷ୍ୟରେ ସରକାର ନେଇଥିବା ପଦକ୍ଷେପକୁ ସବୁରି ମହଲରେ ସ୍ବାଗତ କରାଯାଇଛି। ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡ ଆନୁକୂଲ୍ୟରେ ଏହି ଘୋଷଣା ହୋଇଛି। ଗୋଶାଳା ଖିର ବିକ୍ରି କରି ରୋଜଗାର କରୁଥିବା କୃଷକମାନଙ୍କ ପାଖରୁ ଏଥରକ ଘଷି ମଧ୍ୟ କିଣାଯିବ।

ଏହି ଘଷିକୁ ବିଭିନ୍ନ କାମରେ ଲଗାଯିବ। ଯେମିତିକି ଜୈବିକ ଖାଦ ଉତ୍ପାଦନ କରାଯିବ, ବାୟୋ ଗ୍ୟାସ୍‌ ତିଆରି ଇତ୍ୟାଦି। ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡ ଗୋବରରୁ ପ୍ରସ୍ତୁତ ହୋଇଥିବା ଏହି ଜୈବିକ ଖାଦ ଚିହ୍ନଟ ପାଇଁ ଟ୍ରେଡମାର୍କ ପଞ୍ଜୀକୃତ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories