www.samajalive.in
Monday, December 8, 2025
14.1 C
Bhubaneswar

ଶିବସେନାର ଦୁଇ ଗୋଷ୍ଠୀଙ୍କୁ ମିଳିଲା ଏହି ଦୁଇଟି ନୂଆ ନାମ ଓ ଚିହ୍ନ

ମୁମ୍ବାଇ – ଶିବସେନା ଦୁଇ ଭାଗ ହେବା ପରେ ନିର୍ବାଚନ କମିଶନରଙ୍କ ପକ୍ଷରୁ ଦୁଇ ଗୋଷ୍ଠୀଙ୍କୁ ନାମ ଏବଂ ଚିହ୍ନ ପ୍ରଦାନ କରାଯାଇଛି । ଉଦ୍ଧବ ଠାକରେଙ୍କ ପକ୍ଷଙ୍କୁ ମଶାଲ ଚିହ୍ନ ଦିଆଯାଇଛି । ତାଙ୍କ ଗୋଷ୍ଠୀର ନାମ କରଣ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରଖାଯାଇଛି । ଏକ ନାଥ ସିନ୍ଧେଙ୍କୁ ତିନୋଟି ବିକଳ୍ପ ବାଛିବା ପାଇଁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗୋଷ୍ଠୀକୁ ବାଲାସାହେବଚି ଶିବସେନା ନାମ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ତେବେ ତାଙ୍କୁ କେଉଁ ନିର୍ବାଚନ ଚିହ୍ନ ପ୍ରଦାନ ବିଷୟରେ ଅନ୍ତିମ ନିଷ୍ପତ୍ତି ନିଆଯାଇ ନାହିଁ । ଶିବସେନାର ଧନୁଶର ନିର୍ବାଚନ ଚିହ୍ନ ଉପରେ ରୋକ ଲଗାଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories