ବାଂଲାଦେଶ ମହିଳା ଟ୍ୱେଣ୍ଟି-୨୦ ଏସିଆ କପ୍‍  ଚମ୍ପିଅାନ

କୁଆଲା ଲୁମ୍ପୁର : ମହିଳା କ୍ରିକେଟରେ ବଡ ବିପର୍ଯ୍ୟୟ ସୃଷ୍ଟି କରି ବାଂଲାଦେଶ ଦଳ ନୂଆ ରେକର୍ଡ ପ୍ରତିଷ୍ଠା କରିଛି । ୬ଥର ଚମ୍ପିଆନ ଭାରତକୁ  ୩ ୱିକେଟରେ ପରାସ୍ତ କରି ବାଂଲାଦେଶ  ମହିଳା ଟ୍ୱେଣ୍ଟି-୨୦ ଏସିଆ କପ୍‍ …
Read More...

୧୧ ଦିନ ପରେ ପଥର ତଳୁ ଉଦ୍ଧାର ହେଲା ମୃତଦେହ

କୋରାପୁଟ : ଦୀର୍ଘ ୧୧ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ପଥର ତଳେ ଫସି ରହିଥିବା ଦୁଇ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ଉଭୟଙ୍କ ପରିବାର ଲୋକଙ୍କୁ…
Read More...

ବଜ୍ରପାତରେ ମହିଳା ମୃତ

ବଡ଼ସାହି: ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ମୟୁରଭଞ୍ଜ ଜିଲା ସାନକେରକୋ ଗ୍ରାମର ରଶ୍ମିତା ମହାନ୍ତ (୧୯) ବୋଲି ଜଣାପଡ଼ିଛି। ରଶ୍ମିତା ପୋଖରୀକୁ ଯାଇଥିବା ସମୟରେ ବଜ୍ରପାତରେ ଘଟିଥିଲା।…
Read More...

ସିଙ୍ଗାପୁରରେ ପହଞ୍ଚିଲେ କିମ୍‍

ସିଙ୍ଗାପୁର: ଐତିହାସିକ ଆମେରିକା-ଉତ୍ତର କୋରିଆ ଶୀର୍ଷ ସମ୍ମିଳନୀ ପାଇଁ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍‍ ଜୋଙ୍ଗ ଉନ୍‍ ସିଙ୍ଗାପୁରରେ ପହଞ୍ଚିଛନ୍ତି। ଏୟାର ଚାଇନା ୭୪୭ରେ କିମ୍‍ ସିଙ୍ଗାପୁର ଆସିଛନ୍ତି। ଏହାପୂର୍ବରୁ…
Read More...

ମହାନଦୀ ପ୍ରସଙ୍ଗରେ ଛତିଶଗଡ ସରକାରଙ୍କୁ ପୁଣି ନିନ୍ଦିଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛତିଶଗଡ ସରକାରଙ୍କୁ ପୁଣି ସମାଲୋଚନା କରିଛନ୍ତି । ଉପରମୁଣ୍ଡରେ ଛତିଶଗଡ ବଳପୂର୍ବକ ମହାନଦୀ ପାଣିକୁ ଅଟକାଇ ରଖି ଶିଳ୍ପସଂସ୍ଥାକୁ ପାଣି ଯୋଗାଇ…
Read More...

ବିମୁଦ୍ରାକରଣ ପରେ ନଗଦ କାରବାର ବଢ଼ିଛି

ନୂଆଦିଲ୍ଲୀ: ୨୦୧୬, ନଭେମ୍ବର ୮ ତାରିଖରେ ବିମୁଦ୍ରାକରଣ ଘୋଷଣା ପରେ ନଗଦ ନିଅଣ୍ଟ ସମସ୍ୟା ଉତ୍କଟ ହୋଇଥିଲା। ଏହି ମୌକାରେ ଲୋକଙ୍କ ମଧ୍ୟରେ ଡିଜିଟାଲ୍‍ ପେମେଣ୍ଟ ବା ଅଣନଗଦ କାରବାରରେ ଲୋକଙ୍କୁ ଅଭ୍ୟସ୍ତ କରିବାକୁ…
Read More...

ବ୍ରହ୍ମପୁତ୍ର ଓ ସତଲେଜ୍‍ ନଦୀର ତଥ୍ୟ ଦେବ ଚୀନ୍‍

ନୂଆଦିଲ୍ଲୀ: ବ୍ରହ୍ମପୁତ୍ର ଓ ସତ୍‍ଲେଜ୍‍ ନଦୀ ଜଳ ବ୍ୟବହାର ଓ ଜଳସ୍ତର ସମ୍ପର୍କିତ ତଥ୍ୟ ଭାରତକୁ ଦେବା ପାଇଁ ଚୀନ ରାଜି ହୋଇଛି। ଗତ ମେ’ ୧୫ ତାରିଖରୁ ବ୍ରହ୍ମପୁତ୍ର ଓ ଜୁନ୍‍ ୧ ତାରିଖରୁ ସତ୍‍ଲେଜ୍‍ ନଦୀର ତଥ୍ୟ…
Read More...

ମାଲଗାଡ଼ି ଧକ୍କାରେ ୪ମହିଳା ମୃତ

ମାଲକାନଗିରି: ଦନ୍ତେୱାଡ଼ାରେ ମାଲଗାଡ଼ି ଧକ୍କାରେ ୪ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ଘଟଣାଟି ରବିବାର ସକାଳ ୧୧.୩୦ଟାରେ ହୋଇଛି। ଘଟଣାସ୍ଥଳରେ ରେଳ ବିଭାଗ ପୁଲିସ ପହଞ୍ଚି ଶବ ଉଦ୍ଧାର କରି…
Read More...

ପ୍ରକାଶ ପାଇଲା ଜେଇଇ ଆଡ୍‍ଭାନ୍ସ, ଶୀର୍ଷରେ ପ୍ରଣବ ଗୋୟଲ୍‍

ନୂଆଦିଲ୍ଲୀ: ଜେଇଇ ଆଡ୍‍ଭାନ୍ସ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ୩୬୦ ରୁ ୩୩୭ ନମ୍ବର ରଖି ପଞ୍ଚକୁଳର ପ୍ରଣବ ଗୋୟଲ ଟପ୍ପର ହୋଇଛନ୍ତି। କୋଟାର ସାହିଲ୍‍ ଜୈନ ଦ୍ୱିତୀୟ ଓ ଦିଲ୍ଲୀର କୈଳାସ ଗୁପ୍ତା ତୃତୀୟ ସ୍ଥାନ ଅଧିକାର…
Read More...

ଟନେଲ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଟନେଲ ଭିତରେ ୫ ଯୁବକ ଫସି ରହିଥିବା ଅଭିଯୋଗ ହୋଇଥିଲା। ଫଶି ରହିଥିବା ଯୁବକଙ୍କ ମଧ୍ୟରୁ ଶନିବାର ଦିନ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ୟମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ…
Read More...

ଗୋଟିଏ ଦିନରେ ଦୁଇଟି ବ୍ୟାଙ୍କ ଲୁଟ ଉଦ୍ୟମ

ବାଲେଶ୍ବର/ସମ୍ବଲପୁର: ଗୋଟିଏ ଦିନରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ବ୍ୟାଙ୍କ ଲୁଟ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅଡଶପୁରର ଉତ୍ତାରଣ କାନାରା ବ୍ୟାଙ୍କରୁ ଲୁଟ ଉଦ୍ୟମ…
Read More...

ମାନସିକ ପାଇଁ ନିଜ ଶିଶୁ କନ୍ୟାକୁ ବଳି

ଯୋଧପୁର: ମାନସିକ ପୂରଣ ପାଇଁ ନିଜର ୪ ବର୍ଷର କନ୍ୟାକୁ ବଳି ଦେଇଛି ଜଣେ ଯୁବକ। ଶିଶୁର ଗଳାକାଟି ଅତି ନୃଶଂସ ଭାବେ ହତ୍ୟା କରିଥିବା ୨୬ ବର୍ଷ ବୟସ୍କ ନୱାବ ଅଲ୍ଲୀ କ୍ୟୁରେସି ନାମକ ଏହି ଯୁବକକୁ ପୁଲିସ ଶନିବାର ଗିରଫ…
Read More...

ଲଖନବି ମଟନ ବିରିୟାନୀ

ଆବଶ୍ୟକ ସାମଗ୍ରୀ: ଡ଼ାଲଚିନି- ୧ଟି ଜୀରା- ୨ଚାମଚ ଧନିଆ- ୨ଚାମଚ ଗୁଜୁରାତି- ୩ଟି ମଟନ- ୧/୨ କି.ଗ୍ରା ଘିଅ- ୨ଚାମଚ ରିଫାଇନ ତେଲ- ୨ଚାମଚ କେସର- ୧ଛୋଟ ଚାମଚ ଲଙ୍କା ଗୁଣ୍ଡ- ୧ଚାମଚ ଜାଇଫଳ ପାଉଡ଼ର- ୨ଚାମଚ…
Read More...

ସହାବସ୍ଥାନ ଓ ସହଯୋଗ ଭାରତର ମୂଳ ନୀତି: ନରେନ୍ଦ୍ର ମୋଦି

କ୍ୱିଙ୍ଗଡୋ: ପଡ଼ୋଶୀ ରାଷ୍ଟ୍ର ସହିତ ସହାବସ୍ଥାନକୁ ଭାରତ ସବୁବେଳେ ଅଗ୍ରାଧିକାର ଦେଇ ଆସିଛି। ସାଂଘାଇ ସହଯୋଗ ସଂଗଠନ(ଏସ୍‍ସିଓ)କୁ ସହଯୋଗ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ଚୀନ୍‍ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଯୁବତୀଙ୍କୁ ଏସିଡ୍ ମାଡ଼

ବାଲେଶ୍ୱର: ସହଦେବଖୁଣ୍ଟା ଥାନା ଶୋଭାରାମପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ରବିବାର ସକାଳେ ଏସିଡ୍ ମାଡ଼ ହୋଇଛି। ଯୁବତୀ ଜଣକ ସକାଳେ ମାଂସ କିଣିବା ପାଇଁ ଶୋଭାରାମପୁର ରେଳ ଫାଟକ ନିକଟକୁ ଯାଇଥିବା ବେଳେ ଦୁଇଜଣ ଯୁବକ ବାଇକରେ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିହତ

ଶ୍ରୀନଗର: କୁପ୍‍ୱାରା ଜିଲାର କେରାନ୍‍ ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିହତ ହୋଇଛନ୍ତି। ଅସ୍ତ୍ରବିରତି ଚୁକ୍ତିକୁ ବାରମ୍ବାର ଉଲ୍ଲଂଘନ କରି ପାକିସ୍ତାନ ପଟୁ ଗୁଳିଗୋଳା ବର୍ଷଣ ହେବା ପରେ ପାକ୍‍…
Read More...

ମନୋକାମନା ପୂର୍ଣ୍ଣ ପାଇଁ ଏହି ଦେବତାଙ୍କୁ ସନ୍ତୁଷ୍ଟ କରନ୍ତୁ

ପ୍ରତ୍ୟେକ ବ୍ୟକ୍ତିର ଇଚ୍ଛା ଅଲଗା ପ୍ରକାରର ଥାଏ। ନିଜ ମନୋକାମନା ପୂରଣ ପାଇଁ ଆମକୁ କିଛି ଦାନ କରିବା ପଡିଥାଏ। ଆସନ୍ତୁ ଜାଣିବା କେଉଁ ଜିନିଷ ଦାନ କଲେ କେଉଁ ମନୋକାମନା ପୁର୍ଣ୍ଣ ହୁଏ। ଧନ ପାଇଁ କିମ୍ବା ସଞ୍ଚୟ…
Read More...

ସଲମାନଙ୍କୁ ହତ୍ୟାଧମକ ଦେଇଥିବା ଗ୍ୟାଙ୍ଗଷ୍ଟାର ଗିରଫ

ନୂଆଦିଲ୍ଲୀ: ହରିୟାନାର ସ୍ୱତନ୍ତ୍ର ଫୋର୍ସ(ଏଟିଏସ) ମୋଷ୍ଟ ୱାଣ୍ଟେଡ଼ ଗ୍ୟାଙ୍ଗଷ୍ଟାର ସମ୍ପତ ନେହେରାକୁ ହାଇଦ୍ରାବାଦରୁ ବୁଧବାର ଗିରଫ କରିଛି। ନେହେରା ଦୀର୍ଘ ଦିନ ଧରି ସଲମାନଙ୍କୁ ହତ୍ୟା କରିବାକୁ ଚକ୍ରାନ୍ତ କରୁଥିଲା।…
Read More...

ମେହେନ୍ଦି ଛଡାଇବାର ଘରୋଇ ଉପାୟ

ବିବାହ,ରଜ ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ମେହେନ୍ଦି କରିବାକୁ ସବୁ ଝିଅଙ୍କୁ ଭଲ ଲାଗେ। ମେହେନ୍ଦିର ରଙ୍ଗ ଗାଢ ହୋଇଗଲେ ଡିଜାଇନ ଖୁବ୍‍ ସୁନ୍ଦର ରୂପେ ଦେଖାଦେଇଥାଏ। ମାତ୍ର ମେହେନ୍ଦିର ରଙ୍ଗ ଫିକା ହୋଇଗଲେ ତାକୁ…
Read More...

ବିଦ୍ୟୁତ ବିଭାଗର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଗୋପ : ଗୋପ ବିଦ୍ୟୁତ ସେକ୍ସନ ଅଧିନ ଅଧିକାଂଶ ଗାଁରେ କ୍ରମାଗତ ଭାବରେ ବିଦ୍ୟୁତ ସରବରାହ ବନ୍ଦ ରହିବା ସହିତ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟର ଅଭିଯୋଗ ହୋଇ ଆସୁଥିଲା । ମାତ୍ର ଏଥିପ୍ରତି ବିଦ୍ୟୁତ ବିଭାଗ ଦୃଷ୍ଟି ଦେଉ ନ…
Read More...

ମୋଦୀଙ୍କ ହତ୍ୟା ପାଇଁ ଆରଏସ୍‍ଏସ୍‍ ଏବଂ ଗଡ଼କରୀ ଷଡ଼ଯନ୍ତ୍ର ରଚିଛନ୍ତି : ସେହଲା ରସିଦ୍‍

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ମାଓବାଦୀମାନେ ଷଡ଼ଯନ୍ତ୍ର ରଚିଥିବା ପ୍ରସଙ୍ଗରେ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ…
Read More...

ଗୋଧ୍ରାରେ ସାମ୍ପ୍ରଦାୟିକ ଦଙ୍ଗା

ଗୋଧ୍ରା : ଗୋଧ୍ରା ସହରର ଖାଦି ଫାଲିଆ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଛି। ଏନେଇ ପୁଲସ୍‍ ୮୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ମୋଟର ସାଇକଲେ ଏବଂ ଅଟୋ ଡ୍ରାଇଭରଙ୍କ ମଧ୍ୟରେ…
Read More...

ଉତ୍ତରପ୍ରଦେଶ-ମହାରାଷ୍ଟ୍ରରେ ଝଡ଼ ଓ ବଜ୍ରପାତ : ୨୯ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ, ମହାରାଷ୍ଟ୍ର ବିଭିନ୍ନ ପ୍ରାନ୍ତରେ ଶନିବାର ବର୍ଷା, ଧୂଳି ଝଡ଼ ଓ ବଜ୍ରପାତରେ ୨୯ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଦିଲ୍ଲୀ-ଏନ୍‍ସିଆରରେ ଶନିବାର ସନ୍ଧ୍ୟାରୁ ପାଣିପାଗରେ ହଠାତ୍‍…
Read More...

ବିହାରରେ ନିଷିଦ୍ଧ ହେବ ଖଇନି

ପାଟନା : ମଦ ନିଷେଧରୁ ବିଶେଷ ସଫଳତା ହାସଲ କରିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଗକୁ ରାଜ୍ୟର ଖଇନି ନିଷେଧ କରିବା ଯୋଜନା କରୁଛନ୍ତି। ବିହାର ହେଉଛି ଦେଶର ଷଷ୍ଠ ବୃହତ୍‍ ଧୂଆଁପତ୍ର ଉତ୍ପାଦନକାରୀ ରାଜ୍ୟ।…
Read More...

ସମସ୍ତ ଏମ୍ସରେ ପ୍ରତିଷ୍ଠା ହେବ ଯୋଗ କେନ୍ଦ୍ର

ନୂଆଦିଲ୍ଲୀ : ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଯୋଗ ଅନ୍ତୁର୍ଭକ୍ତ ହେବ। ଦେଶର ସମସ୍ତ ଏମ୍ସରେ ଏହା ଅନ୍ତର୍ଭୁକ୍ତ ହେବ ଓ ଯୋଗ କେନ୍ଦ୍ର ସ୍ଥାପନ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ…
Read More...

ତେଜସ୍ୱୀ ଓ ତେଜପ୍ରତାପଙ୍କ ମଧ୍ୟରେ ମନ ଫାଟିଲାଣି

ପାଟନା : ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ପୁଅ ତେଜପ୍ରତାପ ଓ ତେଜସ୍ୱୀଙ୍କ ମଧ୍ୟରେ ଏବେ ରାଜନୈତିକ ବିଭେଦ ସୃଷ୍ଟି ହେଲାଣି। ସାନ ଭାଇ ତେଜସ୍ୱୀଙ୍କ ପ୍ରଭାବ ବୃଦ୍ଧିରେ ଈଶ୍ୱର୍ାନ୍ୱିତ ତେଜପ୍ରତାପ ତାଙ୍କୁ…
Read More...

ଉତ୍ତରପ୍ରଦେଶ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରଦତ୍ତ ଚେକ୍‍ ବାଉନ୍ସ କଲା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଦଶମ ଶ୍ରେଣୀ ପରୀକ୍ଷାରେ ସଫଳତମ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ସ୍ୱରୂପ ପ୍ରଦାନ କରାଯାଇଥିବା ଚେକ୍‍ ବାଉନ୍ସ ହୋଇଥିବା ଜଣାପଡ଼ିଛି। ଚେକ୍‍…
Read More...

‘ଗୁଜରାତ ନିର୍ବାଚନରେ ପାକିସ୍ତାନ ହାତ’ ମନ୍ତବ୍ୟ ପ୍ରସଙ୍ଗରେ ମୋଦୀ କ୍ଷମା ମାଗନ୍ତୁ : କଂଗ୍ରେସ

ନୂଆଦିଲ୍ଲୀ : ଗୁଜରାତ ନିର୍ବାଚନକୁ ପ୍ରଭାବିତ କରିବା ଉଦ୍ୟମ କରିଥିଲା ପାକିସ୍ତାନ। ଗୁଜରାତ ବିଧାନସଭା ନିର୍ବାଚନ ପ୍ରଚାରବେଳେ ଗତ ଡିସେମ୍ବର ୧୦ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଅଭିଯୋଗ କରିଥିଲେ।…
Read More...

ୟୁପିରେ ଧୂଳି ଝଡ଼ ଓ ବଜ୍ରପାତ: ୨୬ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଶନିବାର ଧୂଳିଝଡ ଓ ବଜ୍ରାପାତ ହୋଇ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସରକାରଙ୍କ ମୁଖପାତ୍ରଙ୍କ କହିବା ଅନୁଯାୟୀ ଉତ୍ତରପ୍ରଦେଶର ୧୧ଟି ଜିଲାରେ ଧୂଳି ଝଡ ଓ ବଜ୍ରାପାତ…
Read More...

ଏସସିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତରୁ ଅଣବାସୁମତୀ ଚାଉଳ ଆମଦାନି କରିବ ଚୀନ କ୍ୱିଙ୍ଗଡାଓ (ଚୀନ) : ଚୀନର କ୍ୱିଙ୍ଗଡାଓରେ ସାଙ୍ଘାୟ ସମନ୍ୱୟ ସଂଗଠନ (ଏସସିଓ)ର ବାର୍ଷିକ ସମ୍ମିଳନୀ ଶନିବାର ଠାରୁ ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ସମ୍ମିଳନୀରେ…
Read More...

କଂଗ୍ରେସ ଶେଷ ହୋଇଯାଇଛି: ଓୱେସୀ

ହାଇଦରାବାଦ : ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଉତ୍ସବରେ ଯୋଗଦେବାକୁ ନେଇ ଅଲ୍‍ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମ (ଏଆଇଏମ୍‍ଆଇଏମ୍‍) ମୁଖ୍ୟ…
Read More...

ଆଜି ଭାରତ ବନ୍ଦ

ନୂଆଦିଲ୍ଲୀ : ଜୁନ୍‍ ୧ରୁ ଦେଶବ୍ୟାପୀ କୃଷକମାନେ ଚଳାଇଥିବା ୧୦ ଦିନିଆ ଆନ୍ଦୋଳନ ରବିବାର ଶେଷ ହେଉଛି। ଆନ୍ଦୋଳନର ଶେଷ ଦିନରେ କୃଷକମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଋଣ ଛାଡ, ଜମିକୁ ମାଗଣା ବିଜୁଳ ଯୋଗାଣ ଓ…
Read More...

କନ୍‍ଷ୍ଟେବଳଙ୍କୁ ମାଡ଼ମାରି ଅଡୁଆରେ ବିଜେପି ବିଧାୟକ

ଭୋପାଳ : ମଧ୍ୟପ୍ରଦେଶର ଦେୱାସ୍‍ ଜିଲା ଅନ୍ତର୍ଗତ ଉଦୟପୁରଠାରେ ବିଜେପିର ବାଗଲି ବିଧାୟକ ଚମ୍ପାଲାଲ୍‍ ଦେବଡା ଜଣେ କନଷ୍ଟେବଳଙ୍କୁ ମାଡ ମାରି ଅଡୁଆରେ ପଡିଯାଇଛନ୍ତି। ଶୁକ୍ରବାର ରାତିରେ ଦେବଡାଙ୍କ ପୁଅ ସହିତ କନଷ୍ଟେବଳ…
Read More...

ପୂର୍ବତନ ସାଂସଦ ସାନ୍ତାରାମ ନାଏକଙ୍କ ପରଲୋକ

ପାଣାଜୀ : ପୂର୍ବତନ ରାଜ୍ୟସଭା ସାଂସଦ ତଥା ଗୋଆ କଂଗ୍ରେସର ପୂର୍ବତନ ମୁଖ୍ୟ ସାନ୍ତାରାମ ନାଏକଙ୍କର ଶନିବାର ହୃଦ୍‍ଘାତରେ ପରଲୋକ ଘଟିଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସକାଳ ୭ଟାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ…
Read More...

ରବିବାର ରାଶିଫଳ

ମେଷ: ଆଶା କରୁଥିବା ସାହାଯ୍ୟ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭର ସୂଚନା ମିଳୁଛି। ନୂଆ ବନ୍ଧୁ ଜୁଟିବେ।…
Read More...

ଇଦ୍‍ ପାଇଁ ଆଫଗାନ୍‍-ତାଲିବାନର ଅସ୍ତ୍ରବିରତି ଘୋଷଣା

କାବୁଲ : ସର୍ବପ୍ରଥମ ଥର ପାଇଁ ଆତଙ୍କବାଦୀ ସଂଗଠନ ତାଲିବାନର ଆଫଗାନିସ୍ତାନ ଶାଖା ପକ୍ଷରୁ ପବିତ୍ର ଇଦ୍‍ ପର୍ବ ଉପଲକ୍ଷେ ଶନିବାର ତିନିଦିନିଆ ନିଃସର୍ତ୍ତ ଅସ୍ତ୍ରବିରତି ଘୋଷଣା କରାଯାଇଛି। ଆଫଗାନିସ୍ତାନ ରାଷ୍ଟ୍ରପତି…
Read More...

ହତ୍ୟା ଧମକ ଅଭିଯୋଗ ଆଣିଲେ ଉମର ଖାଲିଦ

ନୂଆଦିଲ୍ଲୀ : ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‍ୟୁ) ଛାତ୍ର ସଂଗଠନ ନେତା ଉମର ଖାଲିଦ ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ନେଇ ପୁଲିସରେ ଅଭିଯୋଗ କରିଛନ୍ତି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ରବି ପୂଜାରୀ ତାଙ୍କୁ ହତ୍ୟା…
Read More...

ତାଲିବାନ ଆକ୍ରମଣରେ ୧୯ ପୁଲିସ ଅଧିକାରୀ ନିହତ

କାବୁଲ : ଆଫଗାନିସ୍ତାନର କୁଣ୍ଡୁଜ ପ୍ରଦେଶରେ ଶନିବାର ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୧୯ଜଣ ପୁଲିସ ଅଧିକାରୀ ପ୍ରାଣ ହରାଇଛନ୍ତି। ତାଲିବାନ ଆତଙ୍କବାଦମାନେ ଅସ୍ତ୍ରବିରତି ଘୋଷଣା କରିବାର କିଛି ଘଣ୍ଟା ପୂର୍ବରୁ ଏହି…
Read More...

ଗୁଳି ବିନିମୟରେ କୁଖ୍ୟାତ ରାଜେଶ ଭାରତୀ ଓ ୩ ଅପରାଧୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ସହ ଗୁଳି ବିନିମୟରେ ୪ଜଣ କୁଖ୍ୟାତ ଅପରାଧୀ ପ୍ରାଣ ହରାଇଛନ୍ତି। ସେମାନେ ହରିୟାଣା ଡନ୍‍ ରାଜେଶ ଭାରତୀ ଗ୍ୟାଙ୍ଗ୍‍ର ସଦସ୍ୟ। ରାଜେଶ କିଛି ଦିନ ପୂର୍ବେ ହାଜତରୁ ଖସି ପଳାଇ ଆସିଥିବାବେଳେ…
Read More...

ପିଲା ଚୋର ଭାବି ଦୁଇ ଇଞ୍ଜିନିୟରଙ୍କୁ ହତ୍ୟା

ଗୁଆହାଟି : ଗୁଜବକୁ ନେଇ ମେଘାଳୟର ସିଲଂରେ ଗତ ସପ୍ତାହରେ ବ୍ୟାପକ ହିଂସାକାଣ୍ଡ ଘଟିଥିବାବେଳେ ପୁଣି ସେହି ଗୁଜବ ପାଇଁ ପିଲା ଚୋର ସନ୍ଦେହରେ ଲୋକେ ଦୁଇ ଜଣ ଯୁବ ଇଞ୍ଜନିୟରଙ୍କୁ ପିଟିପିଟି ମାରି ଦେଇଛନ୍ତି। ଆସାମର…
Read More...

୧୩ରେ ରାହୁଲଙ୍କ ଇଫତାର ପାର୍ଟି

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୁନ୍‍ ୧୩ରେ ଇଫତାର ପାର୍ଟି ଆୟୋଜନ କରିବାକୁ ଯାଉଛନ୍ତି। ପ୍ରାୟ ଦୁଇବର୍ଷର ବ୍ୟବଧାନରେ କଂଗ୍ରେସ ଇଫତାର ପାର୍ଟି ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି। ୨୦୧୫ରେ ଦଳ ଶେଷ ଥର…
Read More...

କେରଳ କଂଗ୍ରେସ(ଏମ୍‍)ରୁ ଜୋଶ କେ ମଣି ହେଲେ ରାଜ୍ୟସଭା ପ୍ରାର୍ଥୀ

ତିରୁଅନନ୍ତପୁରମ୍‍ : ରାଜ୍ୟସଭା ନିର୍ବାଚନକୁ ନେଇ କେରଳ ପ୍ରଦେଶ କଂଗ୍ରେସରେ ଦେଖାଯାଇଥିବା ବିବାଦର ଅବସାନ ଘଟିଛି। ବିବାଦକୁ ନେଇ ରାଜ୍ୟ ପ୍ରଦେଶ କଂଗ୍ରେସର ନେତୃବୃନ୍ଦ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ହସ୍ତକ୍ଷେପ ଲୋଡି…
Read More...

ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେବା ଆବଶ୍ୟକ

ଭୁବନେଶ୍ୱର : ପୃଥିବୀର ଭବିଷ୍ୟତ ଶ୍ରେଣୀଗୃହରେ ନିର୍ମିତ ହୁଏ। ଏଭଳି ଏକ ଗୁରୁଦାୟିତ୍ୱକୁ ନିର୍ବାହ କରନ୍ତି କୁଳପତିମାନେ। ସେମାନେ ଅଧିକ କ୍ରିୟାଶୀଳ ହୋଇ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ମାନ ବୃଦ୍ଧି କରିବାକୁ ରାଜ୍ୟପାଳ…
Read More...

ଫିଫା ବିଶ୍ୱକପ : ଏକ ଘଣ୍ଟାରେ ୧,୨୦,୦୦୦ଟିକଟ ବିକ୍ରି

ନୂଆଦିଲ୍ଲୀ : ରୁଷରେ ଜୁନ ୧୪ରୁ ଆରମ୍ଭ ହେବାକୁଯାଉଛି ଫିଫା ଫୁଟବଲ ବିଶ୍ୱକପ ୨୦୧୮। ଏଥି ପାଇଁ ଶନିବାର ଫିଫା ପକ୍ଷରୁ ଅତିରିକ୍ତ ଟିକଟ ଜାରି କରାଯାଇଛି। ଟିକେଟ ଜାରି ହେବାର ଏକ ଘଣ୍ଟା ଭିତରେ ୧,୨୦,୦୦୦ଟିକଟ ବିକ୍ରି…
Read More...

ଜେଲ୍‌କୁ ଗଞ୍ଜେଇ ଚାଲାଣ କରି ଡାକ୍ତର ଗିରଫ

କୋଲକାତା: ଜେଲ୍‌ରେ ଥିବା କଏଦୀମାନଙ୍କ ପାଇଁ ଗଞ୍ଜେଇ ଓ ମୋବାଇଲ୍‌ ଫୋନ୍‌ ଚାଲାଣ କରୁଥିବା ବେଳେ ଜଣେ ଡାକ୍ତର ପୁଲିସ ହାତରେ ଧରାପଡିଛନ୍ତି । କୋଲକାତାର ଆଲିପୁରରେ ଥିବା କେନ୍ଦ୍ରୀୟ ଜେଲ୍‌ରେ ଏହି ଘଟଣା ଘଟିଛି ।…
Read More...

ହ୍ୱାଟସ୍‌ଆପ୍‌ର ଆସୁଛି ଏହି ନୂଆ ଫିଚର୍‌

ହ୍ୱାଟସ୍‌ଆପ୍‌ର ଏକ ନୂଆ ଫିଚର ଆସୁଛି ।  ସନ୍ଦେଶ ପଠାଇବା ପାଇଁ ଏକ ନୂଆ ଫିଚର୍‌ ଆସୁଛି । ଏହା ଦ୍ୱାରା ହ୍ୱାଟସ୍‌ଆପ୍‌ ବ୍ୟବହାରକାରୀ ଏକ ଫେକ୍‌ ନ୍ୟୁଜ୍‌ ବା ମିଛ ଖବରକୁ ମିଛ ବୋଲି ଲେବଲ୍‌ କରି ପାରିବେ  । …
Read More...

ମୋଦୀ-ସି. ଜିନପିଙ୍ଗ ବୈଠକ ; ଦୁଇଟି ରାଜିନାମା ସ୍ୱାକ୍ଷରିତ

କିଙ୍ଗ୍‍ଦାଓ : ଚୀନର କିଙ୍ଗ୍‍ଦାଓରେ ଠାରେ ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ମଧ୍ୟରେ ଦୁଇପାକ୍ଷୀୟ ଆଲୋଚନା ଓ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ଭାରତ ଓ…
Read More...

ପାକିସ୍ତାନରୁ ଆସିଥିବା ଗୀତା ଭାରତରେ କରୁଛନ୍ତି ସ୍ୱୟମ୍ବର

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରଠାରେ ଶନିବାରରେ ଦିବ୍ୟାଙ୍ଗ ଗୀତାଙ୍କ ସ୍ୱୟମ୍ବର ହୋଇଛି। ଗୀତା କଥା କହି ପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ। ସେ ଜନ୍ମରୁ ମୁକ ଓ ବଧିର। ଏହି ସ୍ୱୟମ୍ବରରେ ଗୀତା ଆଠ ଜଣ ଯୁବକଙ୍କ…
Read More...

ନିଖୋଜ ବାପାର ଗାଁ

ମଧ୍ୟପ୍ରଦେଶ : ନିଖୋଜ ବାପାଙ୍କ ଗାଁ। ଶୁଣିବାକୁ ଟିକିଏ ଅଡୁଆ ଲାଗୁଥିଲେ ବି ଏହା ସତ। ଏପରି ଏକ ଗ୍ରାମ ଭାରତରେ ଅଛି। ମଧ୍ୟପ୍ରଦେଶର ପନ୍ନା ଜିଲାର ମନକି ଗ୍ରାମକୁ ନିଖୋଜ ବାପାଙ୍କ ଗାଁ ବୋଲି କୁହାଯାଏ। ଏହି ଗ୍ରାମର…
Read More...

ଇଞ୍ଜିନିୟରଙ୍କ ଘରୁ ୨୦୦ କୋଟିର ସମ୍ପତ୍ତି ଜବତ

ନଏଡା  : ଆୟବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଆଜି ନଏଡାଠାରେ ଜଣେ ପ୍ରକଳ୍ପ ଇଞ୍ଜିନିୟରଙ୍କ ବାସଭବନରେ ଚଢାଉ କରାଯାଇ ପାଖପାଖି ୨୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଇଞ୍ଜିନିୟର ବ୍ରିଜପାଲ…
Read More...

୪୮ ଘଣ୍ଟାରେ ସାରା ରାଜ୍ୟ ଛୁଇଁବ

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଗତକାଲି ଓଡ଼ିଶା ଛୁଇଁବା ପରେ ଆଜି ଆଭ୍ୟନ୍ତରୀଣ ଅଞ୍ଚଳକୁ ଅଗ୍ରସର ହୋଇଛି। ଶନିବାର ୧୦ଟି ଜିଲା ମୌସୁମି ବର୍ଷାରେ ଭିଜିଛି। ଆଗାମୀ ୪୮ ଘଣ୍ଟା ଭିତରେ ଏହା ସାରା ରାଜ୍ୟକୁ…
Read More...

ନିର୍ବାଚନ ଲଢିବ ନାହିଁ ହାଫିଜ ସୟିଦ

ଇସ୍‍ଲାମାବାଦ : ପାକିସ୍ତାନରେ ଜୁଲାଇ ୨୫ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମୁମ୍ବଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରାରୀ ହାଫିଜ୍‍ ସୟିଦ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ; କିନ୍ତୁ ତା’ ନେତୃତ୍ୱାଧୀନ ଆତଙ୍କବାଦୀ ସଂଗଠନ…
Read More...

ଅଭେଦ୍ୟ ସୁରକ୍ଷା ବଳୟରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା ଶୈଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ମାଓବାଦୀଙ୍କ ଷଡ଼ଯନ୍ତ୍ରୀ ସଂକ୍ରାନ୍ତ ଇ-ମେଲ ଓ ଚିଠି ପୁଣେ ପୁଲିସ ଜବତ କରିବା…
Read More...

 ଫୋନ୍‌ରେ କେମିତି ନେବେ ଭଲ  ସେଲଫି ଓ ଫଟୋ

ସ୍ମାର୍ଟ ଫୋନ୍ ଆସିବା ପରେ ଏବେ କ୍ୟାମେରାର ବ୍ୟବହାର ଅପେକ୍ଷାକୃତ କମି ଯାଇଛି । ଯୁବବର୍ଗ ଏବେ ସେଲଫି ନେବା ପାଇଁ ନିଜର ସ୍ମାର୍ଟ ଫୋନ୍‌କୁ ବ୍ୟବାହର କରୁଛନ୍ତି । ସେଲଫି କ୍ୟାମେରା ସହ ହାଇ ରୋଜଲ୍ୟୁସନ କ୍ୟାମେରା…
Read More...

ଭାରତ-ବାଂଲାଦେଶ ଫାଇନାଲ

କୁଆଲା ଲୁମ୍ପୁର  : ମହିଳା ଏସିଆ କପ୍‍ ଟ୍ୱେଣ୍ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ଭାରତ ଉନ୍ନୀତ ହୋଇଛି। ଶନିବାର ଖେଳାଯାଇଥିବା ଅନ୍ତିମ ରାଉଣ୍ଡ ରବିନ ଲିଗ୍‍ ମ୍ୟାଚରେ ଭାରତ ୭ ୱିକେଟରେ ପାରମ୍ପରିକ…
Read More...

ଏହି ରାଶିର ଲୋକ ଅଧିକାଂଶ ସମୟ ଖୁସୀ ରୁହନ୍ତି

ଧନୁ- ୨୩ ନଭେମ୍ବର-୨୨ ଡିସେମ୍ବର, ଏହି ରାଶିର ଲୋକ ସବୁବେଳେ ସମ୍ଭାବନା ପାଇଁ ପ୍ରସ୍ତୁତ ରୁହନ୍ତି । ଏମାନେ ଆଶାବାଦୀ ।  ଏମାନେ କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତି । ଏମାନେ ନିଜ ଅନୁଭୂତିରୁ ଶିକ୍ଷା…
Read More...

ଗୁଳିମାଡରେ ଯୁବକ ଗୁରୁତର

ଜଗତସିଂହପୁର : ଜଗତସିଂହପୁର ତିର୍ତ୍ତୋଲ ଥାନା ଅର୍ନ୍ତଗତ କତରା ବଜାର ଠାରେ ଜଣେ ଯୁବକଙ୍କୁ ଗୁଲିମାଡ ହୋଇଛି। ଗୁଳିମାଡରେ ବିଶ୍ୱଜିତ ବେହେରା ଓରଫ ଲିପୁନା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଜଗତସିଂହପୁର ଜିଲା…
Read More...

ରବିବାର କଟକ – ପାରାଦ୍ୱୀପ ପାସେଞ୍ଜର ଟ୍ରେନ ବାତିଲ

କଟକ : କଟକ ରେଳ ଷ୍ଟେସନ ଓ ଏହାର ଆଖ ପାଖ ଅଞ୍ଚଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିିକୀକରଣ ଦୃଷ୍ଠିରୁ ଆସନ୍ତାକାଲି (ରବିବାର) ପାରାଦ୍ୱୀପ-କଟକ-ପାରାଦ୍ୱୀପ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି। ଟ୍ରେନ ନଂ. ୫୮୪୦୬/୫୮୪୦୫…
Read More...

ନିଜ ପାଖରେ ୧୧ଟି ବିଭାଗ ରଖିଲେ କୁମାରସ୍ୱାମୀ

ବେଙ୍ଗାଲୁରୁ :  ବିଭାଗ ବଣ୍ଟନକୁ ନେଇ କର୍ଣ୍ଣାଟକରେ ଅସନ୍ତୋଷ ଲାଗି ରହିଛି । ଉଭୟ କଂଗ୍ରେସ ଓ ଜେଡିଏସ୍‍ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ତେବେ ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଏଚ୍‍. ଡି କୁମାରସ୍ୱାମୀ…
Read More...

୧୯୯୯ରେ ଭାରତ ବିପକ୍ଷରେ ଯୁଦ୍ଧ  ନକରିବା ପାଇଁ ପାକିସ୍ତାନକୁ ଚେତାବନୀ ଦେଇଥିଲା ଆମେରିକା

ନ୍ୟୁୟର୍କ : ୧୯୯୯ ମସିହାରେ କାରଗିଲ୍‌ ଯୁଦ୍ଧ ସମୟରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାର ଯୋଜନା କରିଥିଲା । ସମ୍ପୂର୍ଣ୍ଣ ଭାବେ ଯୁଦ୍ଧ କରିବା ପାଇଁ ପାକିସ୍ତାନର ସରକାର ଓ ସେନା ଯୋଜନା କରିଥିଲେ । କାରଗିଲ୍‌ରେ…
Read More...

କେରଳରେ ୫୨ ଦିନ ପାଇଁ ମାଛଧରା ନିଷେଧାଦେଶ

ତିରୁଅନନ୍ତପୁରମ୍ : କେରଳ ସମୁଦ୍ରତଟରେ ଶନିବାର ମଧ୍ୟରାତିରୁ ୫୨ ଦିନ ପାଇଁ ମାଛଧରା ଉପରେ ନିଷେଧାଦେଶ ଜାରୀ କରାଯାଇଛି।  ବିଶେଷ କରି  ବର୍ଷା କାଳରେ  ଟ୍ରଲର୍‍ ଯୋଗେ ମାଛଧରାକୁ ନିଷେଧ କରାଯାଇଛି।  ଏହି ସମୟରେ କେରଳର…
Read More...

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ବିଶ୍ୱ ରେକର୍ଡ

ଡବଲିନ : ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଡବିଲିନରେ ଖେଳାଯାଇଥିବା ଆୟାର୍ଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ମହିଳା ଦଳ…
Read More...

ଏଆଇସିସି ପକ୍ଷରୁ ୩୩ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ନୂଆଦିଲ୍ଳୀ : ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଶେଷରେ  ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା ହୋଇଛି । ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି ) ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟି …
Read More...

ପକେଟ୍‌ରେ ଫାଟିଲା ମୋବାଇଲ୍‌ ଫୋନ୍‌

ମୁମ୍ବାଇ: ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଗୋଟିଏ ଭୟଙ୍କର ଦୃଶ୍ୟ କଏଦ ହୋଇଛି । ଜଣେ ଗ୍ରାହକ ଏହି ରେଷ୍ଟୁରାଣ୍ଟରେ ଖାଇବା ସମୟରେ ତାଙ୍କର ମୋବାଇଲ୍‌ ଫୋନ୍‌ଟି ହଠାତ୍‌ ଫାଟି ଯାଇଥିଲା । ମୋବାଇଲ୍‌ ଫାଟିବା ଯୋଗୁଁ…
Read More...

କିଙ୍ଗ୍‍ଦାଓରେ ମୋଦୀ ; ଆସନ୍ତାକାଲି ସାଂଘାଇ ସହଯୋଗ ଶିଖର ବୈଠକ

ନୂଆଦିଲ୍ଲୀ : ଦୁଇଦିନିଆ ଚୀନ୍‍  ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କିଙ୍ଗ୍‍ଦାଓରେ ପହଞ୍ଚିଛନ୍ତି । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ସାଂଘାଇ ସହଯୋଗ ସଙ୍ଗଠନ(ଏସ୍‍ସିଓ)ଶିଖର ବୈଠକରେ ସେ…
Read More...

ପୁଣି ବିବାଦରେ ବିହାର ବୋର୍ଡ: ମେଡିକାଲରେ ଉତ୍ତୀର୍ଣ୍ଣ, ଦ୍ୱାଦଶରେ ଫେଲ୍‍

ପାଟନା: ବିବାଦ ପିଛା ଛାଡ଼ୁନି ବିହାର ବୋର୍ଡ଼ର। ଗତ ବର୍ଷର ବିବାଦ ପରେ ଚଳିତ ବର୍ଷ ବୋର୍ଡ଼ କର୍ତ୍ତୃପକ୍ଷ ପରୀକ୍ଷା ଫଳାଫଳକୁ ନେଇ କେତେକ ସୁଧାରମୂଳକ ପଦକ୍ଷେପ ନେଇଥିଲେ। ଏପରିକି ଫଳାଫଳ ପ୍ରକାଶ ହେବା ପୂର୍ବରୁ ସର୍ବାଧିକ…
Read More...

କର୍ଣ୍ଣାଟକ କଂଗ୍ରେସରେ ମନ୍ତ୍ରୀପଦକୁ ନେଇ ବଢୁଛି ଅସନ୍ତୋଷ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜନତା ଦଳ(ସେକୁଲାର) ଜେଡିଏସ ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ସହ ମନ୍ତ୍ରିମଣ୍ଡଳର ବିସ୍ତାର କରିଛନ୍ତି। ତେବେ ପରିସ୍ଥିତିକୁ ତର୍ଜମା କଲେ ମନ୍ତ୍ରିମଣ୍ଡଳର ବିସ୍ତାର ସାଙ୍ଗକୁ ସରକାର…
Read More...

ମେଣ୍ଟ ପାଇଁ ସର୍ତ୍ତ: ଶିବସେନାକୁ ଲୋଡ଼ା ୧୫୨ ଆସନ ଓ ମୁଖ୍ୟମନ୍ତ୍ରୀ ପଦ

ମୁମ୍ବଇ: ବିଜେପି ସହିତ ନିର୍ବାଚନୀ ମେଣ୍ଟ ହେଲେ ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନରୁ ୧୫୨ଟି ଆସନରେ ଶିବସେନା ଲଢ଼ିବ। ଏଥିସହିତ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଶିବସେନା ପାଖରେ ରହିବ। ମେଣ୍ଟ ପାଇଁ…
Read More...

ମା’ ଆଖି ଆଗରେ ଭାସିଗଲା ପୁଅ

କୋରାଇ: କୋରାଇ ବ୍ଲକ ଅନ୍ତର୍ଗତ ବନ୍ଦାଳୋ ପଂଚାୟତସ୍ଥିତ ଘନଶ୍ୟାମପୁର ଶାସନର ବୈତରଣୀ ଘାଟରେ ଗାଧୋଉ ଥିବା ବେଳେ ଭାସିଯାଇ ଜଣେ ବାଳକର ମୃତ୍ୟୁ ଘଟିଛି । ବାଳକ ଜଣଙ୍କ ସେହି ଗ୍ରାମର ଶତ୍ରୁଘ୍ନ ପତିଙ୍କ ପୁଅ ମନିସ୍(୧୨)…
Read More...

୧୬ ବର୍ଷରେ ଇଞ୍ଜିନିୟର

ହାଇଦ୍ରାବାଦ୍‍: ୧୬ ବର୍ଷ ବୟସରେ ତେଲେଙ୍ଗାନାର କେ ସମିଥା ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଯେଉଁ ବୟସରେ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ଦେବା କଥା ସେହି ବୟସରେ ସମିଥା ଏହି…
Read More...

ପାରିବାରିକ ସମ୍ପର୍କ ବଦଳାଇପାରେ ଗ୍ରହପ୍ରଭାବ

ବ୍ୟକ୍ତି ଜୀବନରେ ଗ୍ରହର ପ୍ରଭାବ ସର୍ବଦା ରହିଥାଏ। ବ୍ୟକ୍ତିର ସ୍ୱାସ୍ଥ୍ୟ,ଧନ,ମନ ଓ ସମ୍ପର୍କ ସହିତ ଗ୍ରହମାନଙ୍କର ସମ୍ବନ୍ଧ ରହିଛି। ଯଦି ଗ୍ରହମାନଙ୍କର କୃପା ଦୃଷ୍ଟି ଲାଭ କରିବା ପାଇଁ ଚାହୁଁଛନ୍ତି, ତେବେ ଗ୍ରହ…
Read More...

ଅମିତାଭଙ୍କୁ ସ୍ୱଳ୍ପ ଶିକ୍ଷିତ କହିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ: ବିବାଦୀୟ ବକ୍ତବ୍ୟ ଓ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିବାର ଧାରା ଆପଣେଇଛନ୍ତି ବିଜେପି ନେତା। ଏହି କ୍ରମରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ସ୍ୱଳ୍ପଶିକ୍ଷିତ କହି ବିବାଦକୁ…
Read More...

ଦିଲ୍ଲୀରେ ଏନକାଉଣ୍ଟର: ୪ କୁଖ୍ୟାତ ଅପରାଧୀ ମୃତ

ନୂଆଦିଲ୍ଲୀ: ଛତରପୁର ଅଞ୍ଚଳରେ ଶନିବାର ସକାଳେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ଉଭୟ ପକ୍ଷରୁ ଏକାଧିକ ରାଉଣ୍ଡ ଗୁଳି ଚାଲଣା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଦିଲ୍ଲୀର ମୋଷ୍ଟ…
Read More...

ବିନା ପରୀକ୍ଷାରେ ମିଳୁଛି ନମ୍ବର

ପାଟ୍‍ନା: ବିହାର ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେଇ ନଥିଲେ ମଧ୍ୟ ପରୀକ୍ଷାର୍ଥୀଙ୍କୁ ମିଳିଛି ନମ୍ବର। ଆଉ କେତେଜଣ ପରୀକ୍ଷାର୍ଥୀଙ୍କୁ ମିଳିଛି ୧୦୦%ରୁ ଊଦ୍ଧ୍ୱର୍ ନମ୍ବର। ପ୍ରାୟ ଦୁଇ ବର୍ଷ ତଳେ ପରୀକ୍ଷାରେ ସର୍ବୋଚ୍ଚ…
Read More...

ବୃଦ୍ଧଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଥାନା କୁକୁଡାଙ୍ଗ ଗାଁରେ ଅଘଟଣ ଘଟିଯାଇଛି । ଜମିବାଡ଼ି ବିବାଦକୁ ନେଇ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ରଜନିପାଳ ଗାଁର ଉଛବ ବେହେରାଙ୍କ ପରିବାର ଓ…
Read More...

ଜୁଲାଇ ଦ୍ୱିତୀୟ ସପ୍ତାହରେ ଯୁକ୍ତ ୨ ଇନ୍‍ଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ଦ୍ୱିତୀୟ ସପ୍ତାହରେ ଯୁକ୍ତ ୨ ଇନ୍‍ଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଜୁନ୍‍ ୨୦ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରାଯିବ। ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ…
Read More...

ୟାହୁ ମେସେଞ୍ଜର: ୨୦ ବର୍ଷର ଆଧିପତ୍ୟରେ ଯବନିକା

ନୂଆଦିଲ୍ଲୀ: ବନ୍ଦ ହେବାକୁ ଯାଉଛି ୟାହୁ ମେସେଞ୍ଜର। ଅନ୍‍ ଲାଇନରେ ମେସେଞ୍ଜିଂ ସର୍ଭିସରେ ନିଜକୁ"ଗଡ୍‌ ଫାଦର' ଭାବେ ପ୍ରମାଣିତ କରିଥିବା ୟାହୁ ମେସେଞ୍ଜର ଜୁଲାଇ ୧୭ରେ ବନ୍ଦ ହେବାକୁ ଯାଉଛି। ଜୁଲାଇ ୧୭ ପରେ ୟାହୁ…
Read More...

କେସର ଖିରି

ଆବଶ୍ୟକ ସାମଗ୍ରୀ: ଚିନି- ୧ଚାମଚ କ୍ଷୀର- ୧ଲିଟର ଚାଉଳ କାଜୁ,କିସମିସ କେସର ଗୁଜୁରାତି ତେଲ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଚାଉଳକୁ ଧୋଇ ୩କପ ପାଣିରେ ୧ଘଣ୍ଟା ଭିଜେଇ ରଖନ୍ତୁ। ତାପରେ ଏକ ଛୋଟ ପାତ୍ରରେ…
Read More...

ନିମ୍ବ ଗଛର ବୈଜ୍ଞାନିକ ଓ ଧାର୍ମିକ ମହତ୍ତ୍ଵ

ନିମ୍ବଗଛରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ନିମ୍ବ ଗଛର ପତ୍ର ଓ ଫୁଲକୁ ଆମେ ବିଭିନ୍ନ ଉପାୟରେ ବ୍ୟବହାର କରିଥାଉ । ଏହା ଦ୍ବାରା ଅନେକ ରୋଗ ଦୂର ହେବା ସହ ସଂକ୍ରାମକ ରୋଗରୁ…
Read More...

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୮ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ କଳାରେ ପାସ୍‍ ହାର ୬୮.୭୯ % ଥିବା ବେଳେ ବାଣିଜ୍ୟ ପାସ୍‍ ହାର…
Read More...

ଶନିଦେବଙ୍କ କୋପରୁ ରକ୍ଷା ପାଇବାର ଉପାୟ

ଶନି ଗ୍ରହଙ୍କୁ ନ୍ୟାୟଧୀଶ ଓ ଦଣ୍ଡ ପ୍ରଦାନକାରୀ ବୋଲି କୁହାଯାଏ, କାରଣ ସେ ମନୁଷ୍ୟର କର୍ମ ଅନୁସାରେ ଫଳ ଦେଇଥାନ୍ତି। ଶନିଦେବ କାହାକୁ ବିନା କାରଣରେ କଷ୍ଟ ଦେଇ ନଥାନ୍ତି। ବ୍ୟକ୍ତିକୁ ତାର ଖରାପ କର୍ମ ପାଇଁ ଦଣ୍ଡ…
Read More...

ଆସନ ଭାଗବଣ୍ଟାକୁ ନେଇ ଜେଡିୟୁ-ବିଜେପି ଟଣାଓଟରା

ପାଟନା : ବିହାରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‍ଡିଏ) ଓ ଏହାର ସହଯୋଗୀ ଦଳଙ୍କ ମଧ୍ୟରେ ୨୦୧୯ ଲୋକସଭା ନିର୍ବାଚନରେ ଆସନ ଭାଗବଣ୍ଟାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଂଯୁକ୍ତ ଜନତା ଦଳ…
Read More...

ରାଜ୍ୟସଭା ଆସନକୁ ନେଇ କେରଳ କଂଗ୍ରେସରେ ବିଭାଜନ

ନୂଆଦିଲ୍ଲୀ : ରାଜ୍ୟସଭା ଆସନକୁ ନେଇ କେରଳ କଂଗ୍ରେସରେ ବିଭାଜନ ଦେଖାଯାଇଛି। ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନକୁ ଦଳ କେରଳ କଂଗ୍ରେସ (ମଣି)କୁ ଛାଡିଦେଇଛି। କେରଳ କଂଗ୍ରେସ ହେଉଛି କଂଗ୍ରେସର ଏକ ପୁରୁଣା ସହଯୋଗୀ ଦଳ।…
Read More...

କାଶ୍ମୀର ଭାରତର ଅଂଶ ଲେଖାଥିବା ସାମାଜିକ ବହି ପାକିସ୍ତାନରେ ନିଷିଦ୍ଧ

ଇସଲାମାବାଦ : ଜାମ୍ମୁ-କାଶ୍ମୀରକୁ ଭାରତର ଅଂଶ ଦର୍ଶାଯାଇଥିବା ସାମାଜିକ ବିଜ୍ଞାନ ବହିକୁ ପାକିସ୍ତାନ ସରକାର ନିଷିଦ୍ଧ କରିଛନ୍ତି। ପାକିସ୍ତାନ ପଞ୍ଜାବ ପ୍ରଦେଶର କେତେକ ଘରୋଇ ସ୍କୁଲରେ ପଢାଯାଉଥିବା ସାମାଜିକ ବହିରେ…
Read More...

ଖୁବ୍‍ଶୀଘ୍ର ରାମ ମନ୍ଦିର ନିର୍ମାଣ ହେବ: ଆଦିତ୍ୟନାଥ

ଲକ୍ଷ୍ନୌ : ଅଯୋଧ୍ୟାରେ ଖୁବ୍‍ଶୀଘ୍ର ରାମ ମନ୍ଦିର ନିର୍ମାଣ ହେବା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମହନ୍ତ ସୁରେଶ ଦାସଙ୍କୁ ସାକ୍ଷାତ କାଳରେ ଆଦିତ୍ୟନାଥ ଏହି…
Read More...

ସିରିଆର ବିଦ୍ରୋହୀ ଶିବିର ଉପରେ ରୁଷ୍‍ର ଆକ୍ରମଣ, ୪୪ ମୃତ

ମସ୍କୋ : ସିରିଆର ବାସର ଅଲ ଅସାଦଙ୍କ ନେତୃତ୍ୱ ସରକାରକୁ ବିରୋଧ କରୁଥିବା ବିଦ୍ରୋହୀଙ୍କ ଉପରେ ରୁଷ୍‍ ଯୁଦ୍ଧବିମାନ ଆକ୍ରମଣ କରିଛି। ଯୁଦ୍ଧ ବିମାନ ଆକ୍ରମଣରେ ପ୍ରାୟ ୪୪ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଇଡଲିବ୍‍…
Read More...

ରବିବାର ସିଙ୍ଗାପୁରରେ ପହଞ୍ଚିବେ କିମ୍‍

ସିଙ୍ଗାପୁର : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍‍ ଜଙ୍ଗ୍‍ ଉନ୍‍ଙ୍କ ମଧ୍ୟରେ ଆସନ୍ତା ୧୨ତାରିଖରେ ଏଠାରେ ହେବାକୁ ଥିବା ଐତିହାସିକ ସମ୍ମିଳନୀ ପାଇଁ ଉନ୍‍ ରବିବାର…
Read More...

ଅଷ୍ଟ୍ରିଆର ୭ ମସଜିଦ୍‍ ବନ୍ଦ; ୪୦ଇମାମ ବହିଷ୍କୃତ

ଭିଏନା : ଅଷ୍ଟ୍ରିୟା ସରକାର ଦେଶର ୭ଟି ମସଜିଦ୍‍ ବନ୍ଦ କରିଦେଇଛନ୍ତି। ଏହାଛଡ଼ା ସଂଖ୍ୟାଧିକ(ପ୍ରାୟ ୪୦) ଇମାମ୍‍ଙ୍କୁ ସେମାନଙ୍କ ପଦରୁ ବହିଷ୍କାର କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଅଷ୍ଟ୍ରିୟା ଚାନ୍‍ସେଲର…
Read More...

‘ଦଳିତ’ ଶବ୍ଦ ବ୍ୟବହାର ମନା

ମୁମ୍ବଇ : ‘ଦଳିତ’ ଶବ୍ଦ ଆପତ୍ତିଜନକ; ଏହାର ବ୍ୟବହାର ନ କରିବାକୁ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଛନ୍ତି। ଗଣମାଧ୍ୟମଗୁଡ଼ିକ ଏହି ଶବ୍ଦ ବ୍ୟବହାର ନ କରିବା ପାଇଁ…
Read More...

ଉତ୍ତରପ୍ରଦେଶ, ବିହାର ଏବଂ ଝାରଖଣ୍ଡରେ ବଜ୍ରପାତ: ୫୧ ମୃତ

ପାଟନା/ଲକ୍ଷ୍ନୌ/ରାଞ୍ଚି : ଉତ୍ତରପ୍ରଦେଶ, ବିହାର ଏବଂ ଝାରଖଣ୍ଡରେ ଶୁକ୍ରବାର ବଜ୍ରପାତ ଘଟି ୫୧ ଜଣ ପ୍ରାଣ ହରାଇଛନ୍ତି। ବଜ୍ରପାତରେ ଉତ୍ତରପ୍ରଦେଶରେ ୨୪, ବିହାରରେ ୧୭ ଏବଂ ଝାରଖଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି।…
Read More...

ଶନିବାର ରାଶିଫଳ

ମେଷ: ନୂତନ ବନ୍ଧୁତା ସୃଷ୍ଟି କରିପାରନ୍ତିି। କାର୍ଯ୍ୟରେ ବାଧା-ବିଘ୍ନ ଉପୁଜି ପାରେ। ଶୁଣା କଥାକୁ ବିଶ୍ୱାସ ନକରି ନିଜେ ଦୂରଦୃଷ୍ଟିରେ ବାଟ ଚାଲିବାକୁ ହେବ। ଅଧିକ ଖର୍ଚ୍ଚାନ୍ତ ହେବେ। ମିଷ୍ଟଭାଷୀ ଯୋଗୁଁ ଆଦରଣୀୟ ହେବେ।…
Read More...

୭ମାଓ ପ୍ରଭାବିତ ରାଜ୍ୟର ସମନ୍ୱୟ ବୈଠକ

ଭୁବନେଶ୍ୱର : ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଲାଗି ରହିଥିବା ବାମପନ୍ଥୀ ମାଓ ସମସ୍ୟାକୁ କିଭଳି ମୁକାବିଲା କରାଯିବ ସେଥିଲାଗି ପରସ୍ପର ମଧ୍ୟରେ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି।…
Read More...

ରମ୍‍ଜାନ୍‍ ଅବସରରେ ଜିହାଦ ପାଇଁ ଉସ୍‍କାଉଛି ଜେୟୁଡି

ରାୱଲକୋଟ୍‍ : ଆତଙ୍କବାଦୀ ସଂଗଠନ ଜମାତ୍‍-ଉଦ୍‍-ଦାୱା (ଜେୟୁଡି) ଏବେ ଖୋଲାଖୋଲି ଆତଙ୍କବାଦ ପ୍ରସାର କରିବାର ଧୃଷ୍ଟତା ଦେଖାଇଛି। ସଂଗଠନର ନିଶାଣରେ ଭାରତ ଏବଂ ଏହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିଛନ୍ତି।…
Read More...

ଫଡନବିସଙ୍କୁ ମାଓବାଦୀଙ୍କ ଧମକପୂର୍ଣ୍ଣ ଚିଠି

ମୁମ୍ବଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ମାଓବାଦୀମାନେ ଦୁଇଟି ଧମକପୂର୍ଣ୍ଣ ଚିଠି ଦେଇଛନ୍ତି। ରାଜ୍ୟ ଗୃହ ବିଭାଗର କହିବା ଅନୁଯାୟୀ ସପ୍ତାହ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଧମକପୂର୍ଣ୍ଣ…
Read More...

ଭାରତୀୟ ବୈଜ୍ଞାନିକ ଆବିଷ୍କାର କଲେ ନୂଆ ଗ୍ରହ

ଚେନ୍ନଇ : ଗୁଜରାଟର ଅହମଦାବାଦସ୍ଥିତ ଫିଜିକାଲ ରିସର୍ଚ୍ଚ ଲାବୋରଟୋରୀ (ପିଆରଏଲ)ର ଏକ ବୈଜ୍ଞାନିକ ଦଳ ମହାକାଶରେ ଏକ ନୂଆ ଗ୍ରହର ଆବିଷ୍କାର କରିଛନ୍ତି। ଏହି ନୂଆ ଗ୍ରହଟି ପୃଥିବୀ ଠାରୁ ୬୦୦ ଆଲୋକବର୍ଷ ଦୂରରେ ଅବସ୍ଥିତ।…
Read More...

ଆରଏସଏସ୍‍ ତରିକାରେ ପ୍ରଣବ ପ୍ରଣାମ କରିବାର ଜାଲ୍‍ ଫଟୋ ପ୍ରସାରିତ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍‍) ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଉପସ୍ଥିତିକୁ ନେଇ ପୁଣି ବିବାଦ ଦେଖାଯାଇଛି। ଗୁରୁବାର ଶ୍ରୀ ମୁଖାର୍ଜୀ ସଂଘ କାର୍ଯ୍ୟକ୍ରମରେ ଯୋଗଦେଇ ଭାଷଣ…
Read More...

ଅଚଳ ଭାରତୀୟ ନୋଟ୍‍ କିଣୁଛି ଆଇଏସ୍‍ଆଇ

ନୂଆଦିଲ୍ଲୀ : ଆତଙ୍କବାଦର ମଞ୍ଜି ବୁଣୁଥିବା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ (ଇଣ୍ଟର ସର୍ଭିସ୍‍ ଇଣ୍ଟେଲିଜେନ୍ସ) ଏବେ ଜାଲ୍‍ ନୋଟ୍‍ କାରବାର ଚଳାଇଛି। ଦେଶ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବାବେଳେ ସଂସ୍ଥା…
Read More...

ମୁସରଫଙ୍କ ପରିଚୟପତ୍ର, ପାସ୍‍ପୋଟ୍‍ ରଦ୍ଦ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‍ ମୁସରଫ୍‍ଙ୍କ ଜାତୀୟ ପରିଚୟ ପତ୍ରକୁ ଜାତୀୟ ପଞ୍ଜୀକରଣ ଏବଂ ଡାଟାବେସ୍‍ କର୍ତ୍ତୃପକ୍ଷ (ନାଡ୍ରା) ଶୁକ୍ରବାର ରଦ୍ଦ କରିଦେଇଛନ୍ତି। ଫଳରେ ମୁସରଫ୍‍ଙ୍କ…
Read More...

୧୦,୦୦୦ ଏମ୍‍ବିବିଏସ୍‍ ସିଟ୍‍ରେ ନାମଲେଖା ବନ୍ଦ ଆଶଙ୍କା

ନୂଆଦିଲ୍ଲୀ : ଦେଶର ୮୨ଟି ମେଡିକାଲ କଲେଜରେ ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ନାମଲେଖା ବନ୍ଦ କରିବା ନିମନ୍ତେ ଭାରତୀୟ ମେଡିକାଲ ପରିଷଦ (ଏମ୍‍ସିଆଇ) ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସୁପାରିସ କରାଯାଇଛି।…
Read More...

ବିହାରରେ ବଜ୍ରପାତ: ୧୧ ମୃତ

ପାଟନା : ବିହାରର ବିଭିନ୍ନ ପ୍ରାନ୍ତରେ ଶୁକ୍ରବାର ବଜ୍ରପାତ ଘଟି ୧୧ଜଣଙ୍କର ମୃତ୍ୟୁ ହେବା ସହ ୧୩ଜଣ ଆହତ ହୋଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧିକାରୀଙ୍କ କହିବା ଅନୁଯାୟୀ ସହର୍ସା ଜିଲାରେ ୬ଜଣଙ୍କର…
Read More...