ଖୁବ୍‍ଶୀଘ୍ର ରାମ ମନ୍ଦିର ନିର୍ମାଣ ହେବ: ଆଦିତ୍ୟନାଥ

0

ଲକ୍ଷ୍ନୌ : ଅଯୋଧ୍ୟାରେ ଖୁବ୍‍ଶୀଘ୍ର ରାମ ମନ୍ଦିର ନିର୍ମାଣ ହେବା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମହନ୍ତ ସୁରେଶ ଦାସଙ୍କୁ ସାକ୍ଷାତ କାଳରେ ଆଦିତ୍ୟନାଥ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ମହନ୍ତ ଦାସ କହିଥିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ବିଜେପି ଗୁରୁତ୍ୱ ନ ଦେଲେ ୨୦୧୯ ସାଧାରଣ ନିର୍ବାଚନରେ ଦଳ ସଙ୍କଟର ସମ୍ମୁଖୀନ ହେବ। ତେବେ ରାମ ମନ୍ଦିର ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି।

Leave A Reply