ବରଗଡ଼ : ବରଗଡ଼ ଧନୁଯାତ୍ରାର ମହାନାୟକ ଭାବେ ଅଭିନୟ କରୁଥିବା ଭୁବନେଶ୍ୱର ପଧାନ ଆଉ ମହାରାଜ କଂସ ଚରିତ୍ରରେ ଅଭିନୟ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଚଳିତ ବର୍ଷ ଯାତ୍ରାରେ ଶେଷ ଥର ପାଇଁ ଅଭିନୟ କରିବି ବୋଲି ସେ କହିଛନ୍ତି। ନିଜର ସ୍ବାସ୍ଥ୍ୟଗତ କାରଣରୁ ଆଉ ଯାତ୍ରା କରିବି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ମଧ୍ୟ ସେ ସିଂହାସନକୁ ଚଢ଼ିବା ଓ ଓହ୍ଲାଇବା ନେଇ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।
Popular Categories



